ମନ୍ଦିରରେ ମାଙ୍କଡ଼-ମହିଳାଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ , ଆଉ ଶେଷରେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ମୁଣ୍ଡଳୀରେ ଖସୁଛି ଜଳସ୍ତର
କଟକ ଅଫିସ,୧୭।୮: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଅନେକ ଜିଲା ପାଣି ଘେରରେ ଅଛନ୍ତି। ତେବେ ମୁଣ୍ଡଳୀରେ ଜଳସ୍ତର ସାମାନ୍ୟ ଖସିଥିବା ଜଣାପଡିଛି। ହେଲେ ଏବେ ବି ମହାନଦୀ ବିପଦ ସଙ୍କେତ ଉପରେ…
ପୁଣି ଏକାଠି କାମ କରିବେ ଶ୍ରଦ୍ଧା-ଟାଇଗର
ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ଶ୍ରଫ୍ ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଯୋଡିକୁ ପୁଣି ପରଦାରେ ଦେଖିବାକୁ ମିଳିବ। ଫିଲ୍ମ‘ବଡେ ମିୟାଁ ଛୋଟେ ମିୟାଁ’ର ରିମେକ୍ରେ ଟାଇଗରଙ୍କ ସହ ଶ୍ରଦ୍ଧା ନଜର ଆସିବେ। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ୨୦୨୩…
୨୪ ଘଣ୍ଟା ଯାଏ ବନ୍ୟାର ସମାନ ସ୍ଥିତି
ଭୁବନେଶ୍ୱର,୧୭।୮(ବୂ୍ୟରୋ): ମୁଣ୍ଡଳିରେ ଜଳସ୍ତର କମିଥିଲେ ମଧ୍ୟ ମହାନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ୟା ସ୍ଥିତି ବଳବତ୍ତର ରହିବ ବୋଲି ବୁଧବାର ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି…
ବନ୍ୟା ସ୍ଥିତିର ସମୀକ୍ଷା କରିବେ ପ୍ରମିଳା ମଲ୍ଲିକ
ଭୁବନେଶ୍ୱର, ୧୭।୮(ବ୍ୟୁରୋ): ଲଘୁଚାପ ବର୍ଷା ପ୍ରଭାବରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମହାନଦୀ ଓ ତାର ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ୧୦ ଜିଲା ଏବେ ପାଣି ଘେରରେ ଅଛନ୍ତି। ନଦୀଗୁଡିକ ବିପଦସଙ୍କେତ ଟପିଥିବା ବେଳେ ବିଭିନ୍ନ ସ୍ଥାନରେ…
ଆଇନ ଜାଲରେ ଆଇନମନ୍ତ୍ରୀ : କୋର୍ଟରେ ଆତ୍ମସମର୍ପଣ କରିବା ପରିବର୍ତ୍ତେ ନେଲେ ଶପଥ…
ପାଟନା, ୧୭।୮ : ବିହାରରେ ମହାମେଣ୍ଟର ନୂତନ ସରକାର ଗଠନ ପରେ ମନ୍ତ୍ରଣାଳୟ ମଧ୍ୟ ବଣ୍ଟନ ହୋଇଛି। ମନ୍ତ୍ରଣାଳୟର ଅଧିକାଂଶ ମନ୍ତ୍ରୀ ଆରଜେଡି ସଦସ୍ୟ ହୋଇଛନ୍ତି। ମନ୍ତ୍ରଣାଳୟ ବଣ୍ଟନ ହେବା ମାତ୍ରେ ଆରଜେଡି ନେତା ତଥା ଆଇନ ମନ୍ତ୍ରୀ ହୋଇଥିବା ଏମଏଲସି…
ଘରୁ ମିଳିଲା ୬ ଜଣଙ୍କ ମୃତଦେହ
ଶ୍ରୀନଗର,୧୭।୮: ଜମ୍ମୁର ସିନ୍ଧ୍ରା ଅଞ୍ଚଳରେ ବୁଧବାର ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ମିଳିଛି। ମୃତକମାନେ ହେଲେ ସାକିନା ବେଗମ, ତାଙ୍କ ଝିଅ ନସିମା ଅଖତର ଏବଂ ରୁବିନା ବାନୋ, ପୁଅ ଜାଫର ସଲିମ ଏବଂ ଦୁଇ ସମ୍ପର୍କୀୟ ନୁର-ଉଲ-ହବିବ ଏବଂ…
ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର, ୧୭।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ଘଣ୍ଟାରେ ୨୮୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମୃତକ ଜଣଙ୍କ ହେଉଛନ୍ତି ଭୁବନେଶ୍ୱରର ୭୩…
ସ୍କଟ୍ଲାଣ୍ଡରେ ମାଗଣା ସାନିଟାରି ନାପ୍କିନ୍
ଇଡିନ୍ବର୍ଗ: ସ୍କଟଲାଣ୍ଡ ବିଶ୍ୱର ପ୍ରଥମ ଦେଶ ଯେ, ମହିଳାମାନଙ୍କୁ ମାଗଣା ସାନିଟାରି ନାପ୍କିନ୍ ବାଣ୍ଟିପାକୁ ଯାଉଛି। ପାର୍ଲାମେଣ୍ଟରେ ଏ ନେଇ ବିଲ୍ ପାରିତ ହୋଇସାରିଥିବାବେଳେ ସୋମବାରଠାରୁ ଏହା ଦେଶବ୍ୟାପୀ ଲାଗୁ କରାଯାଇଛି। ଫ୍ରି ସାନିଟାରି ନାପ୍କିନ୍ ବଣ୍ଟନ ନେଇ ସ୍କଟଲାଣ୍ଡ ଫାଷ୍ଟ…
ଏଲିଅନ୍ଙ୍କ ରହସ୍ୟ ଖୋଲିବ ୟୁରୋପା
ନୂଆଦିଲ୍ଳୀ: ସୌର ମଣ୍ଡଳର ସବୁଠାରୁ ବୃହତ୍ତମ ଗ୍ରହ ବୃହସ୍ପତିର ବରଫାବୃତ ଚନ୍ଦ୍ର ୟୁରୋପାରୁ ଏଲିଅନ୍ମାନଙ୍କ ଖୋଜ୍ କରିବାକୁଯାଉଛି ନାସା। ନାସାର ସଦ୍ୟ ଗବେଷଣା ଅନୁସାରେ ୟୁରୋପାରେ ଜୀବନ ନିର୍ବାହର ସୁଯୋଗ ରହିଛି। ବର୍ତ୍ତମାନ ସମୟରେ ଏଲିଅନ୍ମାନଙ୍କ ଅବସ୍ଥିତି ବିଷୟରେ ତଥ୍ୟ ସଂଗ୍ରହ…
ତେଲେଙ୍ଗିରି ୧, ମାଛକୁଣ୍ଡ ଜଳଭଣ୍ଡାରର ୨ ଗେଟ୍ ଖୋଲିଲା
କୋରାପୁଟ,୧୭।୮(ସ୍ବ.ପ୍ର.): ସୋମବାର କୋରାପୁଟ ଜିଲାରେ ୧୪୬୭.୨ ମିମି ବର୍ଷା ହୋଇଥିବାବେଳେ ଜିଲାର କୋଟପାଡ ବ୍ଲକରେ ସର୍ବାଧିକ ୨୯୩ ମିମି ବର୍ଷା ହୋଇଛି। ପ୍ରଥମ କରି ଜିଲାର ତେଲେଙ୍ଗିରି ପ୍ରକଳ୍ପର ପ୍ରଥମ ଗୋଟିଏ ଗେଟ ଖୋଲାଯାଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ କୁହାଯାଇଛି…
ଜୁଲାଇରେ ପାଇକାରୀ ମୁଦ୍ରାସ୍ଫୀତି ୧୩.୯୩%କୁ ହ୍ରାସ
ନୂଆଦିଲ୍ଲୀ,୧୭।୮: ଚଳିତ ବର୍ଷ ଜୁଲାଇ ପାଇଁ ଭାରତର ହୋଲ୍ସେଲ ମୁଦ୍ରାସ୍ଫୀତି କ୍ରମାଗତ ଭାବେ ୧୩.୯୩ % କୁ ହ୍ରାସ ପାଇଛି। କାରଣ ଏହି ସମୟରେ ପନିପରିବା, କ୍ଷୀର ଏବଂ ଇନ୍ଧନ ଆଦି ଦର ହ୍ରାସ ଯୋଗୁ ଏଭଳି ହୋଇଥିବା କୁହାଯାଇଛି। କିନ୍ତୁ…

