୨୪ ଘଣ୍ଟା ଯାଏ ବନ୍ୟାର ସମାନ ସ୍ଥିତି

ଭୁବନେଶ୍ୱର,୧୭।୮(ବୂ୍ୟରୋ): ମୁଣ୍ଡଳିରେ ଜଳସ୍ତର କମିଥିଲେ ମଧ୍ୟ ମହାନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ୟା ସ୍ଥିତି ବଳବତ୍ତର ରହିବ ବୋଲି ବୁଧବାର ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି ।
ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୬.୪୭ ଫୁଟ ରହିଛି। ହୀରାକୁଦର ୪୦ଟି ଗେଟ୍‌ ଦେଇ ଏବେ ବନ୍ୟା ଜଳ ନିଷ୍କାସିତ ହେଉଛି। ଡ୍ୟାମ୍‌କୁ ୬ ଲକ୍ଷ ୨୪ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୬ ଲକ୍ଷ ୮୧ ହଜାର ନିଷ୍କାସିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶଟ୍‌ଡାଉନ୍‌ରେ ରାଜଧାନୀବାସୀଙ୍କ ପାଇଁ ଆମିଷର ‘ହୋମ୍‌ ଡେଲିଭରି’: ଚିଲିକା ଫ୍ରେସ, ଓପୋଲ୍‌ଫେଡ୍‌ ଜାରି କଲା ମୋବାଇଲ୍‌ ନଂ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜ୍ୟରେ କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ଜୁନ ୩୦ ପର୍ଯ୍ୟନ୍ତ ୧୧ ଜିଲାରେ ପ୍ରତି ଶନିବାର ଓ ରବିବାର ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି...

ମନୀଷ ମୃତ୍ୟୁ ମାମଲା: କନଷ୍ଟେବଳ ନିଲମ୍ବିତ

ଭୁବନେଶ୍ୱର,୨୨ା୧୦(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲାରେ ଜଣେ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି। କନଷ୍ଟେବଳ ପ୍ରସନ୍ନ ବେହେରାଙ୍କୁ ନିଲମ୍ବିତ କରିଛନ୍ତି...

୧୫ ଷ୍ଟାର୍ଟଅପ୍‌, ଇନ୍‌କ୍ୟୁବେଟର୍ସ ଲାଗି ୧.୨୩ କୋଟି ପ୍ରଦାନ

ଭୁବନେଶ୍ୱର,୨୮। ୮ରାଜ୍ୟର ୧୫ଟି ଷ୍ଟାର୍ଟଅପ୍‌ ଓ ଗୋଟିଏ ଇନ୍‌କ୍ୟୁବେଟର୍ସ ନିମନ୍ତେ ଷ୍ଟାର୍ଟ ଅପ୍‌ ଓଡ଼ିଶା ଟାସ୍କଫୋର୍ସ ସହାୟତା ରାଶି ଭାବେ ୧.୨୩ କୋଟି ଟଙ୍କା ପ୍ରଦାନ...

୬୦ ବର୍ଷ ଧରି ଜୀବିକା ଯୋଗାଇଛି ମୁଣ୍ଡଳି ବ୍ୟାରେଜ

ନରାଜ, ୨୯।୬ (ଡି.ଏନ୍‌.ଏ)ମହାନଦୀରେ ବନ୍ୟା ଆସିଲେ ମନେ ପଡ଼େ ମୁଣ୍ଡଳି ବ୍ୟାରେଜର କଥା। ଏଠାରେ ରହିଛି ବନ୍ୟା ଜଳସ୍ତର ଜାଣିବାର ବ୍ୟବସ୍ଥା। ହେଲେ ୬୦ବର୍ଷ ଧରି...

ରାତି ଅଧରେ ଘରୁ ପଳାଇ ଆସିଥିଲେ: ରାଜଧାନୀ ନିକଟ ଫାର୍ମ ହାଉସରୁ ମିଳିଲା ପ୍ରଫେସରଙ୍କ ଝିଅଙ୍କ ମୃତଦେହ

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଜେଇଇରେ ଭଲ କରି ନ ଥିବାରୁ ଗୁରୁବାରଠାରୁ ଘରୁ ପଳାଇ ଆସିଥିଲେ ଝିଅ। ଶୁକ୍ରବାର ଏକ ଫାର୍ମ ହାଉସ୍‌ ପୋଖରୀରୁ ତାଙ୍କ ମୃତଦେହ ମିଳିଛି।...

ଜମି ହରାଉଛନ୍ତି ଏସ୍‌ସି, ଏସ୍‌ଟି

ଯାଜପୁର ଅଫିସ,୧୧ା୧୨:ରାଜ୍ୟର ୯ ଜିଲାରେ ୨୦୦୯-୧୦ରୁ ୨୦୧୯-୨୦ ବର୍ଷ ମଧ୍ୟରେ ଅନୁସୂଚିତ ଜାତି(ଏସ୍‌ସି) ଓ ଜନଜାତି(ଏସ୍‌ଟି)ଙ୍କ ୨୩୩୭.୮୧୧ ଏକର ଜମି ବିକ୍ରି ପାଇଁ ୭,୮୪୭ ସାଧାରଣ...

ବିଗ୍‌ ବଜାର: ମିଳୁନି ସୁୁବିଧା

ଭୁବନେଶ୍ୱର, ୧୨।୧୨ (ବ୍ୟୁରୋ): କିଶୋର ବୟାନୀଙ୍କ ‘ଫ୍ୟୁଚର ଗ୍ରୁପ୍‌’ ଅଧୀନ ଦେଶର ସର୍ବବୃହତ୍‌ ହାଇପରମାର୍କେଟ ଚେନ୍‌ ‘ବିଗ୍‌ ବଜାର’ ଷ୍ଟୋରଗୁଡ଼ିକରେ ଏବେ ତାଲା ଝୁଲୁଛି। ବହୁ...

ଶିଳ୍ପ ନିରାପତ୍ତା ବୃଦ୍ଧିକୁ ଗୁରୁତ୍ୱ

ଭୁବନେଶ୍ୱର,୪।୬: ବେଦାନ୍ତ ଆଲୁମିନିୟମ୍‌ର ଓଡ଼ିଶା ୟୁନିଟ୍‌ ଝାରସୁଗୁଡ଼ା କାରଖାନା ଏବଂ ଓଡ଼ିଶା ସରକାରଙ୍କ ବଏଲର ନିର୍ଦ୍ଦେଶାଳୟ ସହଯୋଗରେ ଏକ ପ୍ରଭାବଶାଳୀ ଶିଳ୍ପ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ...

Advertisement
Archives

Model This Week