Home Left

ପୋଖରୀରୁ ମିଳିଲା ମୃତଦେହ

ବ୍ର୍ରହ୍ମପୁର ଅଫିସ,୨।୫: ଗଞ୍ଜାମ ଜିଲା ବଡବଜାର ଥାନା ପୋଲିସ ଜଗବନ୍ଧୁସାହି ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ କରିଛି। ମୃତକ ହେଲେ ସ୍ଥାନୀୟ ଗଣେଶନଗରରେ ରହୁଥିବା ପୂର୍ଣ୍ଣ ଭୂୟାଁ (୪୦)। ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ କରାଇଛି। ଏନେଇ ପୋଲିସ…

ଲୋକସଭା ବାଚସ୍ପତିଙ୍କ ନାଁ ନେଇ ମାଗୁଥିଲେ ଟଙ୍କା, ବାନ୍ଧିଲା ପୋଲିସ

ଭୁବନେଶ୍ୱର,୨।୫(ବ୍ୟୁରୋ): ଫେକ୍‌ ସିମକାର୍ଡ ବ୍ୟବହାର କରି କେତେକ ସାଇବର ରାଜନେତାମାନଙ୍କ ନାଁରେ ଟଙ୍କା ମାଗୁଛନ୍ତି। ଏହି ଠକାମିରୁ ବାଦ୍‌ ପଡିନି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନାଁ। କ୍ରାଇମବ୍ରାଞ୍ଚ ପକ୍ଷରୁ ଦିଆଯାଇଥିବା ଏହି ନମ୍ବର- ୯୪୩୯୦ ୭୩୮୭୦ ଯାହାକୁ ଲୋକସଭା ବାଚସ୍ପତି…

ଲଣ୍ଡନରେ ପହଞ୍ଚିଲା ହନୁମାନ ଚାଳିଶା ବିବାଦ

ଲଣ୍ଡନ/ନୂଆଦିଲ୍ଲୀ,୨ ।୫: ଲଣ୍ଡନର କିଛି ହିନ୍ଦୁ ସଙ୍ଗଠନ ହନୁମାନ ଚାଳିଶା ପାଠକୁ ସମର୍ଥନ କରିଛନ୍ତି । ଏହାସହ ଦେଶର କିଛି ରାଜ୍ୟର ରାଜ୍ୟ ସରକାରଙ୍କୁ ନିନ୍ଦା କରିଛନ୍ତି । ଯେଉଁମାନେ ମହାରାଷ୍ଟ୍ରର ଏମପି ନବନୀତ ରାଣା ଓ ତାଙ୍କ ବିଧାୟକ ପତି…

ମନ୍ତ୍ରୀଙ୍କୁ କାମୁଡିଦେଲା ମୂଷା

ଲକ୍ଷ୍ନୌ,୨।୫: ଉତ୍ତର ପ୍ରଦେଶର କ୍ରୀଡ଼ା ମନ୍ତ୍ରୀ ଗିରିଶ ଚନ୍ଦ୍ର ଯାଦବଙ୍କ ସହ ଏକ ଅଜବ ଘଟଣା ଘଟିଛି। ଶୋଇଥିବା ସମୟରେ ତାଙ୍କୁ ମୂଷା କାମୁଡ଼ି ଦେଇଛି। ସାପ କାମୁଡ଼ିବା ସନ୍ଦେହରେ ତାଙ୍କୁ ତୁରନ୍ତ ଜିଲା ଡାକ୍ତରଖାନାକୁ ଅଣାଯାଇଥିଲା। ଏଠାରେ ମୂଷା କାମୁଡ଼ିବା…

ଡହଡହ ଖରାରେ ମାନବିକତା ଦେଖାଇଲେ ଟ୍ରାଫିକ କର୍ମଚାରୀ

ବଲାଙ୍ଗୀର ଅଫିସ,୨।୫: ମୁଣ୍ଡଫଟା ଖରା ଯୋଗୁ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ଏଭଳି ସ୍ଥିତିରେ ଲୋକେ ଜରୁରୀ କାମ ପଡ଼ିଲେ ବାଧ୍ୟହୋଇ ଘରୁ ବାହାରୁଛନ୍ତି। ଏହା ଅନେକାଂଶରେ ଘାତକ ସାବ୍ୟସ୍ତ ହେଉଛି। ବଲାଙ୍ଗୀର କଚେରି ଛକରେ ଶିକାବେହେଙ୍ଗା ଗ୍ରାମର କଇଁରୁ…

ସମ୍ଭାବ୍ୟ ବାତ୍ୟା ନେଇ ବିଏମ୍‌ସି ପକ୍ଷରୁ ପ୍ରସ୍ତୁତି

ଭୁବନେଶ୍ୱର,୨।୫(ବ୍ୟୁରୋ): ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବିଏମ୍‌ସି ପକ୍ଷରୁ ସୋମବାର ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଛି। ଏଥିରେ ସମ୍ଭାବ୍ୟ ବାତ୍ୟା ନେଇ ଆଲୋଚନା ହୋଇଥିବା ଜଣାପଡିଛି। ଏହି ବୈଠକରେ ସବୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ତଳିଆ ଲୋକଙ୍କୁ ସ୍ଥାନାନ୍ତର…

ଯେକୌଣସି ସମୟରେ ଗିରଫ ହୋଇପାରନ୍ତି ଇମ୍ରାନ ଖାନ୍‌

ଇସଲାମାବାଦ୍‌,୨।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡୁଆ ବଢିବାରେ ଲାଗିଛି। ଯେକୌଣସି ସମୟରେ ସେ ଗିରଫ ହୋଇପାରନ୍ତି ବୋଲି ସୂଚନା ମିଳିଛି। ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶେହଓ୍ବାଜ୍‌ ଶରିଫ୍‌ଙ୍କ ବିରୋଧରେ ନାରାବାଜି ମାମଲାରେ ଇମ୍ରାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।…

‘ତୁମ ସହ ଥିଲି, ଅଛି ଏବଂ ରହିବି’

ଲକ୍ଷ୍ନୌ,୨।୫: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜାମ ଖାନଙ୍କୁ ନେଇ ରାଜନୀତି ଜୋର ଧରିଛି। ଏବେ ଜେଲ୍‌ରେ ବନ୍ଦ ଥିବା ଆଜମଙ୍କ ପାଇଁ ଦଳର ନେତା ତଥା ଏସପି ବିଧାୟକ ଶିବପାଲ ସିଂ ଯାଦବ ଭାବପ୍ରବଣ ହୋଇପଡିଛନ୍ତି। ସେ ଟୁଇଟର୍‌ରେ ଆଜାମଙ୍କ…

ଗୋଲଡେନ୍ ଗର୍ଲ ସୁସ୍ମିତା

ମୁମ୍ବାଇ: ପୂର୍ବତନ ମିସ୍ ୟୁନିଭର୍ସ ତଥା ଅଭିନେତ୍ରୀ ସୁସ୍ମିତା ସେନ ଏବେ ଫିଲ୍ମରେ ନଜର ଆସୁ ନାହାନ୍ତି ସତ । ହେଲେ ସେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଅଛନ୍ତି । କିଛିଦିନ ତଳେ ସୁସ୍ମିତା ତାଙ୍କ ବୟଫ୍ରେଣ୍ଡଙ୍କଠାରୁ ଅଲଗା ହୋଇଯାଇଥିବା…

ପୃଥ୍ବୀ ଶ ଦେବେ ମ୍ୟାଚ ଫି’ର ୨୫ ପ୍ରତିଶତ ଜରିମାନା

ନୂଆଦିଲ୍ଲୀ,୨।୫: ରବିବାର ପ୍ରଥମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଥିଲା। ଏଥିରେ ପରାଜୟର ସମ୍ମୁଖୀନ ହୋଇଛି ଦିଲ୍ଲୀ। ଅନ୍ୟପକ୍ଷେ ଦିଲ୍ଲୀ କ୍ୟାପିଟାଲ ଚଳିତ ଆଇପିଏଲ୍‌ ସିଜନରେ ୯ଟି ମ୍ୟାଚ ଖେଳି ୪ଟିରେ ବିଜୟୀ ହୋଇଥିବା ବେଳେ…

ଜାଣନ୍ତୁ ବାପାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ କ’ଣ କହିଲେ ପୁଅ

ବଲିଉଡ ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଥୁନଙ୍କ ସ୍ବାସ୍ଥ୍ୟକୁ ନେଇ ଅନେକ ଗୁଜବ ଉଠିଥିଲା। ଯାହାକୁ ନେଇ ତାଙ୍କ ପୁଅ ସୋସିଆଲ ମିଡିଆରେ ତାଙ୍କ ସ୍ବାସ୍ଥ୍ୟକୁ ନେଇ ସୂଚନା…

ମହାପ୍ରଭୁଙ୍କ ଚନ୍ଦନଯାତ୍ରା,ମୁତୟନ ହେବେ ୫ପ୍ଲାଟୁନ ଫୋର୍ସ

ପୁରୀ ଅଫିସ, ୨।୫: ମହାପ୍ରଭୁଙ୍କ ଚନ୍ଦନଯାତ୍ରା ମଙ୍ଗଳବାରଠୁ ଆରମ୍ଭ ହେବ। ତେବେ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି। ଏଥିଲାଗି ୫ପ୍ଲାଟୁନ ଫୋର୍ସ, ଜଣେ ଅତିରିକ୍ତ ଏସପି, ୩ ସିଟି ଡିଏସପି ସହ ୬…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri