Home Left

ଟେଷ୍ଟ କମିବାରୁ ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨।୫: ରାଜଧାନୀ ଦିଲ୍ଲୀରେ ଗତ କିଛି ଦିନରୁ କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ସୋମବାର ଏହି ସଂଖ୍ୟା ହ୍ରାସ ପାଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୦୭୬ନୂଆ କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ଜଣଙ୍କର ବି ମୃତ୍ୟୁ ଘଟିନାହିଁ। ବର୍ତ୍ତମାନ…

ବ୍ରେକ୍‌ଅପ୍‌ର ୨ବର୍ଷ ପରେ ପୁଣି ଏକାଠି ନଜର ଆସିଲେ ଏହି ଯୋଡ଼ି

ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଓ କାର୍ତ୍ତିକ ଆର୍ଯ୍ୟନ ପରସ୍ପରକୁ ଡେଟ୍‌ କରିଥିଲେ। ଫିଲ୍ମ ‘ଲଭ ଆଜ କଲ୍‌ -୨’ ର ଶୁୁଟିଂ ବେଳେ ପରସ୍ପର ରିଲେଶନସିପ୍‌ରେ ଥିବା ଚର୍ଚ୍ଚା ହୋଇଥିଲା। ଉଭୟ ଏକାଠି ନଜର ଆସିଥିବା ଅନେକ ଫଟୋ…

ଅକ୍ଷୟ ତୃତୀୟାରେ ଆରତୀ କରିବେନି ରାଜ୍‌ ଠାକ୍‌ରେ

ମୁମ୍ବାଇ,୨।୫: ଅକ୍ଷୟ ତୃତୀୟା ଅବସରରେ ମହାଆରତୀ କରିବେନି ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ଅଧ୍ୟକ୍ଷ ରାଜ୍‌ ଠାକ୍‌ରେ। ମୁସଲମାନମାନେ ମଙ୍ଗଳବାର ନିର୍ବିଘ୍ନରେ ରମଜାନ ଇଦ୍‌ ପାଳନ କରିବେ ବୋଲି ଏମ୍‌ଏନ୍‌ଏସ୍‌ ଅଧ୍ୟକ୍ଷ ରାଜ୍‌ ଠାକ୍‌ରେ ସୋମବାର ଏନେଇ ଘୋଷଣା କରିଛନ୍ତି। ମୁସଲମାନମାନେ…

କୁମାରଗନ୍ଧଣା ଚୂନମାଟି ଖନନକୁ ଗ୍ରାମବାସୀଙ୍କ ବିରୋଧ: ଥାନା ଅଧିକାରୀଙ୍କୁ ପକାଇଦେଲେ ଖାଲରେ

କୋରାପୁଟ/ଲମତାପୁଟ,୨ା୫(ସ୍ବ.ପ୍ର/ଡି.ଏନ.ଏ.): କୋରାପୁଟ ଜିଲା ଲମତାପୁଟ ବ୍ଲକର କୁମାରଗନ୍ଧଣାସ୍ଥିତ ଏକ ଚୂନମାଟି ଖଣି ଖନନକୁ ବିରୋଧ କରି ସୋମବାର ଗ୍ରାମବାସୀ ପୋଲିସ ଉପରକୁ ଆକ୍ରମଣ କରିଛନ୍ତି। ନନ୍ଦପୁର ଥାନା ଅଧିକାରୀଙ୍କୁ ଏକ ଖାଲରେ ପକାଇ ଦେଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା…

ଟୁଇଟର ବାୟୋରୁ ଦଳର ନାମ ହଟାଇଲେ ହାର୍ଦ୍ଦିକ

ଗାନ୍ଧୀନଗର,୨।୫: ଗୁଜୁରାଟରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ଼ ଧରଣର ଝଟ୍‌କା ଲାଗିପାରେ। କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲଙ୍କ ଦଳ ଛାଡିବା ନେଇ ଲାଗିରହିଥିବା କଳ୍ପନା ଜଳ୍ପନା ବର୍ତ୍ତମାନ ଆହୁରି ବଢ଼ିଯାଇଛି। ହାର୍ଦ୍ଦିକ ତାଙ୍କ ଟୁଇଟର ବାୟୋରୁ ଦଳର…

କୋଲକାତା ଆଗରେ ୧୫୩ ରନ୍‌ର ଟାର୍ଗେଟ

ମୁମ୍ବାଇ,୨।୫ : ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ରବିବାର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଅଧିନାୟକ ସଞ୍ଜୁ ସାମସନ(୫୪)ଙ୍କ ଅର୍ଦ୍ଧଶତକ ଯୋଗୁ ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୫ ଉଇକେଟ ହରାଇ ୧୫୨ ରନ୍‌ କରିଛି। ଗତ…

ସୁଯୋଗ ଅପେକ୍ଷାରେ ଜରିନ

ବଲିଉଡ୍‌ ଅଭିନେତ୍ରୀ ଜରିନ ଏବେ ସୁଯୋଗ ଅପେକ୍ଷାରେ ଅଛନ୍ତି। କାମ କରିବା ପାଇଁ ତାଙ୍କୁ ଅଫର ମିଳୁ ନ ଥିବା ଅଭିନେତ୍ରୀ ପରୋକ୍ଷ ଭାବେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି। ଫିଲ୍ମରେ ଆଶାନୁରୂପ ସଫଳତା ନ ମିଳିବା ପରେ ଜରିନ…

ବୈଧ ଭିସା ନେଇ ପାକିସ୍ତାନ ଯାଉଥିବା କଶ୍ମୀର ଯୁବକ ନେଉଛନ୍ତି ଆତଙ୍କବାଦ ତାଲିମ: ରିପୋର୍ଟ

ନୂଆଦିଲ୍ଲୀ,୨।୫: ଆତଙ୍କବାଦୀ ନିରୋଧୀ ଅଭିଯାନ ବେଳେ ପାକିସ୍ତାନରୁ ତାଲିମ ନେଇ ଫେରିଥିବା ୧୭ ଜଣ କଶ୍ମୀରୀ ଯୁବକ ନିହତ ହେଲେଣି। ନିହତ ହୋଇଥିବା ଯୁବକଙ୍କ ମଧ୍ୟରୁ ଅଧିକାଂଶ ଦକ୍ଷିଣ କଶ୍ମୀରର ହୋଇଥିବା ବେଳେ କେତେକ ଉତ୍ତର କଶ୍ମୀରର ବାନ୍ଦିପୁର ଓ ବାରୁମୂଳାର…

ବଧୂହତ୍ୟା ଅଭିଯୋଗ, ସ୍ବାମୀ କୋର୍ଟ ଚାଲାଣ

ରସୁଲପୁର,୨ା୫(ଡି.ଏନ୍‌.ଏ.): କୁଆଖିଆ ଥାନା ଅନ୍ତର୍ଗତ ବଡ଼କଇଁଚି ପଞ୍ଚାୟତ ପାଞ୍ଚଗୋଛିଆ ଗ୍ରାମର ଶ୍ରୀଧର ସାହୁଙ୍କୁ ପୋଲିସ ସ୍ତ୍ରୀଙ୍କୁ ହତ୍ୟା କରିବା ଅଭିଯୋଗରେ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି। ବାପଘର ଲୋକଙ୍କ ଅଭିଯୋଗ ଆଧାରରେ ଘଟଣା ଘଟିବାର ୧୫ଦିନ ପରେ ପୋଲିସ…

ସ୍ପାଇସ୍‌ଜେଟ୍‌ର ୨ଯାତ୍ରୀ ଆଇସିୟୁରେ ଭର୍ତ୍ତି : ତଦନ୍ତ ଆରମ୍ଭ କଲା ଡିଜିସିଏ

ନୂଆଦିଲ୍ଲୀ,୨।୫: ବଡ଼ ଧରଣର ଏୟାର ଟର୍ବୁଲାନ୍ସ ଯୋଗୁ ରବିବାର ମୁମ୍ବାଇରୁ ଦୁର୍ଗାପୁର ଯାଉଥିବା ସ୍ପାଇସ୍‌ଜେଟ୍‌ ବିମାନର ୧୨ ଯାତ୍ରୀ ଓ ୩ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଥିମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର…

ବୁଧବାରକୁ ଘୁଞ୍ଚିଲା ରାଣା ଦମ୍ପତିଙ୍କ ଜାମିନ ଶୁଣାଣି

ମୁମ୍ବାଇ,୨।୫: ଜେଲ୍‌ରେ ବନ୍ଦ ଥିବା ନିର୍ଦ୍ଦଳୀୟ ଏମ୍‌ପି ନବନୀତ ରାଣା ଏବଂ ତାଙ୍କ ବିଧାୟକ ସ୍ବାମୀ ରବି ରାଣାଙ୍କ ପୁଣି ବଢ଼ିଲା ଅଡୁଆ। ସୋମବାର ମୁମ୍ବାଇର ଏକ ସେସନ୍‌ କୋର୍ଟ ଜାମିନ ଆବେଦନର ଶୁଣାଣି କରିଥିବା ବେଳେ ରାୟ ସଂରକ୍ଷିତ ରଖିଛନ୍ତି।…

ନାବାଳିକାଙ୍କୁ ନିର୍ଯାତନା, ବାପ ପୁଅ ଗିରଫ

ଜେନାପୁର,୨ା୫(ଡି.ଏନ.ଏ.): ଜଣେ ନାବାଳିକାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଜେନାପୁର ଥାନା ପୋଲିସ ଜଣେ ବ୍ୟକ୍ତି ଓ ତାଙ୍କ ପୁଅଙ୍କୁ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଚକ୍ରଧରପୁର ପଞ୍ଚାୟତ ଅଧୀନ ବଲାଙ୍ଗିଆ ଗ୍ରାମର ଭାଗିରଥୀ କେଶରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri