୫ ବର୍ଷ ଧରି ବାପା, ଭାଇ, ଜେଜେବାପା ବଳାତ୍କାର କରୁଥିଲେ
ପୁଣେ,୨୦।୩: ୧୧ ବର୍ଷୀୟା ନାବାଳିକାଙ୍କୁ ତାଙ୍କ ଭାଇ, ବାପା, ଜେଜେବାପା ଏବଂ ସମ୍ପର୍କୀୟ ମାମୁଁ ବିଭିନ୍ନ ସମୟରେ ଯୌନ ନିର୍ଯାତନା ଦେଇଥିଲେ। ଗତ ୫ ବର୍ଷ ହେଲା ଏଭଳି ଚାଲିଥିବା ନେଇ ପୀଡ଼ିତା ପୁଣେ ପୋଲିସରେ ଅଭିଯୋଗ କରିଛନ୍ତି। ପୋକ୍ସୋ ଆଇନ…
ଉତ୍ସବବେଳେ ଲୋକଙ୍କ ଉପରେ ମାଡ଼ିଗଲା କାର
ବ୍ରୁସେଲ୍ସ,୨୦।୩: ବେଲ୍ଜିୟମର ଏକ ସହରରେ ରବିବାର ଏକ ମନୋରଞ୍ଜନ ଉତ୍ସବ ଚାଲିଥିବା ବେଳେ ଏକ ଦ୍ରୁତଗାମୀ କାର୍ ମାଡ଼ିଯିବାରୁ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। କାର୍ ମାଡ଼ିଯିବା ପଛରେ କୌଣସି ଆତଙ୍କବାଦୀ…
ଭାରତୀୟ ବୈଦେଶିକ ପଲିସିକୁ ପ୍ରଶଂସା କଲେ ଇମ୍ରାନ
ଇସ୍ଲାମାବାଦ୍,୨୦।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ରବିବାର ଭାରତ ଏବଂ ଏହାର ବୈଦେଶିକ ପଲିସିକୁ ପ୍ରଶଂସା କରିଛନ୍ତି। ପାର୍ଲାମେଣ୍ଟରେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିବା ବେଳେ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି ଇମ୍ରାନ। ମାଲାକାଣ୍ଡଠାରେ ଏକ ରାଲିକୁ ସମ୍ବୋଧନ ଦେଇ…
ଆଇପିଏଲ୍ରେ ଦୁଇ ଅଲରାଣ୍ଡରଙ୍କ ନାଁରେ ରହିଛି ଲଜ୍ଜାଜନକ ରେକର୍ଡ
ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ ଆରମ୍ଭ ହେବାକୁ ୫ ଦିନ ବାକି ଅଛି। ଆଇପିଏଲର ୧୫ତମ ସିଜନ ମାର୍ଚ୍ଚ ୨୬ରୁ ଆରମ୍ଭ ହେଉଛି। ଏହି ସିଜିନ୍ର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ।…
ଚାଷ ଜମି ନିଆଁ ବ୍ୟାପିଲା
କୋକସରା,୨୦।୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତ ବୋବରିଆ ଗ୍ରାମରେ ରବିବାର ରାତିରେ ଏକ ଅଗ୍ନିକାଣ୍ଡ ଘଟିଛି। କେହି ଜଣେ ଚାଷ ଜମିରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଜମିରେ ରହିଥିବା ଶୁଖାଲା ପାଳରେ ନିଆଁ ଲାଗି ଚାରିଆଡେ ବ୍ୟାପି…
ଶିବାଜୀଙ୍କ ମୂର୍ତ୍ତି ପାଇଁ ୧୪୪ ଧାରା
ନିଜାମାବାଦ(ତେଲେଙ୍ଗାନା),୨୦।୩: ଛତ୍ରପତି ଶିବାଜୀଙ୍କ ଏକ ମୂର୍ତ୍ତି ସ୍ଥାପନ ନେଇ ତେଲେଙ୍ଗାନାର ନିଜାମାବାଦ ଜିଲାର ବୋଧାନ ସହରରେ ଦୁଇ ରାଜନୈତିକ ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। ଏଥିଯୋଗୁ ବୋଧାନ ସହରରେ ୧୪୪ ଧାରା ଜାରି କରାଯାଇଛି। ତେବେ ମହାରାଷ୍ଟ୍ର ସୀମାକୁ ଲାଗିଥିବା ବୋଧାନ ସହରର…
କଏଦ ହେଲା ବାଇକ୍ ଚୋରିର ଦୃଶ୍ୟ
କୋକସରା,୨୦।୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅଞ୍ଚଳରେ ବାଇକ୍ ଚୋରି ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। କୋକସରା ସହର ୨୬ ନମ୍ବର ଜାତୀୟ ରାଜପଥ ଚିଲିଗୁଡା ନିକଟରେ ଥିବା ଏକ ହାର୍ଡୱେର ଦୋକାନ ସମ୍ମୁଖରୁ ଶୁକ୍ରବାର ସନ୍ଧ୍ୟାରେ ଏକ ବାଇକ୍…
ନିମ୍ନମାନର ଥିଲା ବେଙ୍ଗାଲୁରୁ ପିଚ୍
ଦୁବାଇ,୨୦।୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଚିନ୍ନାସ୍ବାମୀ ଷ୍ଟାଡିୟମର ଯେଉଁ ପିଚ୍ରେ ଖେଳାଯାଇଥିଲା, ତାହା ନିମ୍ନମାନର ଥିଲା। ମ୍ୟାଚ୍ରେ ବ୍ୟବହୃତ ପିଚ୍କୁ ରବିବାର ଆଭରେଜଠାରୁ ଖରାପ ଦର୍ଶାଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)। ଏଥି ଯୋଗୁ ବେଙ୍ଗାଲୁରୁ ଗ୍ରାଉଣ୍ଡକୁ…
ଘରକୁ ଘର ବୁଲି ପ୍ରାର୍ଥୀଙ୍କ ମାରାଥନ ପ୍ରଚାର
ଗଞ୍ଜାମ,୨୦।୩(ଡି.ଏନ୍.ଏ.): ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନ ତାତି ସେତିକି ବଢୁଛି l ରବିବାର ଏନ୍ଏସି ଅଧ୍ୟକ୍ଷା ପାର୍ଥିନୀ ଝୁଲି ପାତ୍ର ଏବଂ ୬ ନମ୍ବର ୱାର୍ଡ କାଉନସିଲର ପ୍ରାର୍ଥୀ ଦଣ୍ଡପାଣି ପରିଡ଼ା ଘରକୁ ଘର ବୁଲି ମାରାଥନ ପ୍ରଚାର…
ଏଣିକି ୮-୧୨ ସପ୍ତାହ ମଧ୍ୟରେ ଦିଆଯିବ କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍
ନୂଆଦିଲ୍ଲୀ,୨୦।୩:ଭାରତରେ ଟିକାକରଣର ନିୟମ ସ୍ଥିର କରିବା ପାଇଁ ସରକାରଙ୍କ ଦ୍ୱାରା ଗଠିତ ଟାସ୍କ ଫୋର୍ସ ଏନ୍ଟିଏଜିଆଇ(NTAGI) କରୋନା ଟିକା କୋଭିଶିଲ୍ଡର ଦୁଇ ଡୋଜ ମଧ୍ୟରେ ଅବଧି ହ୍ରାସ କରିବାକୁ ପ୍ରସ୍ତାବ ଦେଇଛି। ଏବେ ଟିକାକରଣ ନୀତି ଅନୁଯାୟୀ, କୋଭିଶିଲ୍ଡର ପ୍ରଥମ ମାତ୍ରା…
ପୁଅ ଆଗରେ ବାପାଙ୍କ ଜୀବନ ଗଲା
ଧରାକୋଟ,୨୦ା୩(ଡି.ଏନ.ଏ.): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ଦସମାଇଲ ନିକଟରେ ରବିବାର ଏକ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବହାରପୁର ଗ୍ରାମର ନରହରି ମହାରଣା। ନରହରି ତାଙ୍କ ପୁଅ ଦିଲୀପଙ୍କ ସହ ବାଇକ୍ରେ ଗ୍ରାମକୁ ଆସୁଥିଲେ।…
ପଞ୍ଚାୟତ ଅଧିକାରୀଙ୍କୁ ଆକ୍ରମଣ କରି ଗିରଫ ହେଲେ ସରପଞ୍ଚଙ୍କ ପୁଅ
ବୁଗୁଡ଼ା,୨୦।୩(ଡି.ଏନ.ଏ.): ଫେବୃୟାରୀ ୨୬ ରାତିରେ ୪୧ ନମ୍ବର ଜୋନ୍ର ଭୋଟ ଗଣତି ସାରି ଫେରୁଥିବା ବେଳେ ବୁଗୁଡ଼ା ବ୍ଲକ ଛକରେ ଗୋଲିଆ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୋଦ ଚନ୍ଦ୍ର ସେଠୀଙ୍କୁ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ବୁଗୁଡା ପୋଲିସ…
Archives


