ଗଞ୍ଜାମରେ ଆରମ୍ଭ ହେଲା ଐତିହାସିକ ପବିତ୍ର ଚନ୍ଦନଯାତ୍ରା
ଗଞ୍ଜାମ,୪।୫(ଡି.ଏନ୍.ଏ.): ଗଞ୍ଜାମରେ ପବିତ୍ର ଚନ୍ଦନଯାତ୍ରା ଆରମ୍ଭ ହୋଇଛି। ଅକ୍ଷୟ ତୃତୀୟା ଅବସରରେ ଶ୍ରୀମଦନ ମୋହନ ଗୋପାଳ ସ୍ବାମୀଙ୍କ ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୁଜାର୍ଚ୍ଚନା କରାଯିବା ପରେ ସନ୍ଧ୍ୟାରେ ଠାକୁର ଶୋଭାଯାତ୍ରାରେ ବାହାରିଥିଲେ। ସାମନ୍ତରା ସାହି, ଦୁର୍ଗାଦେବୀ ସାହି, ଚୌଧୁରୀ ପଣ୍ଡା…
୧ କୁଇଣ୍ଟାଲ ହରିଣ ମାଂସ ଜବତ
ନୟାଗଡ଼ ଅଫିସ,୪।୫: ନୟାଗଡ଼ ବନଖଣ୍ଡ ପଞ୍ଚାରିଡା ରେଞ୍ଜର ବଡ଼ପୁଟଠାରେ ବୁଧବାର ୧୧ କୁଇଣ୍ଟାଲ ହରିଣ ମାଂସ ଜବତ ହୋଇଛି। ତବେ ମାଂସ ନେବା ପାଇଁ ଆସିଥିବା ଜଣେ ଦଲାଲଙ୍କୁ ଅଟକ ରଖାଯାଇଛି। ହରିଣ ଶିକାର ଖବରପାଇ ବନ ବିଭାଗ କର୍ମଚାରୀ ଚଢ଼ାଉ…
ରାଣା ଦମ୍ପତିଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ
ମୁମ୍ବାଇ,୪।୫: ହନୁମାନ ଚାଳିଶା ମାମଲାରେ ଗତ ୧୧ଦିନ ହେଲାଣି ଗିରଫ ହୋଇଥିବା ରାଣା ଦମ୍ପତିଙ୍କୁ ବୁଧବାର ଆଶ୍ୱସ୍ତି ମିଳିଛି। ଅମରାବତୀର ନିର୍ଦ୍ଦଳୀୟ ଏମ୍ପି ନବନୀତ ରାଣା ଏବଂ ତାଙ୍କ ବିଧାୟକ ସ୍ବାମୀ ରବି ରାଣାଙ୍କୁ ଶେଷରେ କୋର୍ଟରୁ ଜାମିନ ମିଳିଛି। ମୁମ୍ବାଇର…
ଇଦ୍ ପାର୍ଟିରେ ଏକାଠି ନଜର ଆସିଲେ ସିଦ୍ଧାର୍ଥ-କିଆରା
ବଲିଉଡ୍ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଯୋଡ଼ି ଏବେ ଚର୍ଚ୍ଚାରେ। ନିକଟରେ ଦୁହିଁଙ୍କ ମଧ୍ୟରେ ବ୍ରେକ୍ଅପ ହୋଇଯାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା। ହେଲେ ସିଦ୍ଧାର୍ଥ ଏବଂ କିଆରା ଏ ନେଇ କୌଣସି ସୂଚନା ମିଳିନାହିଁ। ଏହାରି ମଧ୍ୟରେ…
ଚାରିଧାମ ଯାତ୍ରା: ଯାନବାହାନ ଚଳାଚଳ ଉପରେ କଟକଣା ଲଗାଇଲେ ସରକାର
ଡେରାଡୁନ,୪।୫: ଚାରିଧାମ ଯାତ୍ରା ମେ’୩ରୁ ଆରମ୍ଭ ହୋଇଯାଉଛି । ତେବେ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଯାନବାହନ ଚଳାଚଳ ଉପରେ କଟକଣା ଲଗାଇଛନ୍ତି। ତୀର୍ଥଯାତ୍ରୀଙ୍କର ସୁରକ୍ଷା ପାଇଁ ପାହାଡି ରାସ୍ତାରେ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଯାନବାହନ…
ସୁଇମିଂ ପୁଲ୍ରେ ବନ୍ଧୁଙ୍କ ସହ ଏପରି ଫଟୋ ଶେୟାର କଲେ ମନ୍ଦିରା, ଟ୍ରୋଲ କରି ୟୁଜର୍ସ କହିଲେ…
ବଲିଉଡ୍ର ଅଭିନେତ୍ରୀ ମନ୍ଦିରା ବେଦୀ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଧାରାବାହିକରୁ ମନ୍ଦିରା ଘରେ ଘରେ ପରିଚିତ ହୋଇଥିଲେ । ଗତବର୍ଷ ତାଙ୍କ ସ୍ବାମୀଙ୍କ ମୃତ୍ୟୁପରେ ମନ୍ଦିରା ଏକ ପ୍ରକାର ଭାଙ୍ଗି ପଡିଥିଲେ । ସେ ସୋସିଆଲ ମିଡିଆରୁ ଦୂରେଇ ଯାଇଥିଲେ। ବର୍ତ୍ତମାନ…
ଟୁଇଟର ବ୍ୟବହାର ପାଇଁ ଖୁବ୍ଶୀଘ୍ର ଦେବାକୁ ପଡ଼ିବ ଦେୟ
ଓ୍ବାଶିଂଟନ୍,୪।୫: ଗତ ସପ୍ତାହରେ ଟୁଇଟର କିଣିବା ପରେ ଚର୍ଚ୍ଚାରେ ରହିଥିବା ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ ମସ୍କ ଏବଂ ଟୁଇଟର କମ୍ପାନୀ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏଲୋନ ମସ୍କ ଟୁଇଟରକୁ କିଣିବା ପରେ ସ୍ପଷ୍ଟ କରିଛନ୍ତି ଯେ,…
ଭାରତ-ନର୍ଡିକ ଶିଖର ସମ୍ମିଳନୀରେ ଯୋଗ ଦେବେ ମୋଦି
କୋପେନହେଗେନ,୪।୫: ଡେନମାର୍କ ଗ୍ରସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଡେନମାର୍କର ଦ୍ବିତୀୟ ଭାରତ-ନର୍ଡିକ ଶିଖର ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ପ୍ରଧାନମନ୍ତ୍ରୀଙ୍କ ୩ ଦିନିଆ ୟୁରୋପ ଗସ୍ତର ଆଜି ଶେଷ ଦିନ। ଦ୍ବିତୀୟ ଦିନରେ ସେ ଡେନମାର୍କ…
ମା’ଙ୍କ ପାଦ ଛୁଇଁ ଆର୍ଶୀବାଦ ନେଲେ ଯୋଗୀ
ଡେରାଡୁନ,୪।୫: ଦୀର୍ଘ ୨୮ ବର୍ଷ ପରେ ନିଜ ପୈତୃକ ଘରେ ପାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମା’ଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଛନ୍ତି ସେ। ଯାହାର ଫଟୋ ମୁଖ୍ୟମନ୍ତ୍ରୀ ଟୁଇଟ୍ରରେ ଶେୟାର କରିଛନ୍ତି। ଏଥିସହ ନିଜ ଘରେ ରାତି ଯାପନ…
ଆଜି ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେବେ ପ୍ରତୀକ ସିଂ
ଭୁବନେଶ୍ୱର,୪।୫(ବ୍ୟୁରୋ): ଆଇପିଏ୍ସ ପ୍ରତୀକ ସିଂ ବୁଧବାର ଭୁବନେଶ୍ୱର ସହରାଞ୍ଚଳ ଜିଲା ପୋଲିସ (ୟୁପିଡି)ର ଡିସିପି ଭାବେ ଦାୟିତ୍ୱ ନେବେ । ସେ ବର୍ତ୍ତମାନ କଟକ ଡିସିପି ଦାୟିତ୍ୱରେ ଅଛନ୍ତି । ସୂଚନାଯୋଗ୍ୟ, ୨୦୧୪ ବ୍ୟାଚ ଆଇପିଏସ୍ ସିଂ ୨୦୧୬ରେ ବ୍ରହ୍ମପୁର ଏସ୍ପି…
ସମ୍ଭାବ୍ୟ ବାତ୍ୟା ନେଇ ସତର୍କ କରାଇଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ, କହିଲେ କଳାବଜାର ଉପରେ ରହିଛି ନଜର
ଭୁବନେଶ୍ୱର,୪।୫(ବ୍ୟୁରୋ): ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବୁଧବାର ସକାଳ ୫ଟା ୩୦ ମିନିଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ବାୟୁମଣ୍ଡଳର ମଧ୍ୟଭାଗ ଯାଏ ବ୍ୟାପିଛି। ଏହାର ପ୍ରଭାବରେ ଆସନ୍ତା ୬ ତାରିଖ ବେଳେକୁ ଏକ ଲଘୁଚାପକ୍ଷେତ୍ର…
ବ୍ରଜରାଜନଗର ଉପନିର୍ବାଚନ:ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର,୪।୫(ବ୍ୟୁରୋ): ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ରାଜନୀତି ସରଗରମ ହୋଇଉଠିଛି। ଉପନିର୍ବାଚନ ଆସନ୍ତା ୩୦ରେ ହେବାକୁ ଥିବା ବେଳେ ବୁଧବାର ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। ଏହି ନାମାଙ୍କନ ପ୍ରକ୍ରିୟା ଆସନ୍ତା ୧୧ପର୍ଯ୍ୟନ୍ତ ଚାଲିବ। ସେହିପରି…
Archives


