Home Left

ଆମେରିକାରେ‘ଆଜାଦି କା ଅମୃତ ମହୋତ୍ସବ’

ଓ୍ବାଶିଂଟନ,୧୪।୫: ଭାରତ ସ୍ବାଧୀନତାର ୭୫ତମ ବାର୍ଷିକୀ ପାଳନ ଆମେରିକା କ୍ୟାପିଟୋଲରେ ଆରମ୍ଭ ହୋଇଛି। ବହୁସଂଖ୍ୟାରେ ଆମେରିକା କଂଗ୍ରେସ ସଦସ୍ୟ ଓ ଭାରତୀୟ ଆମେରିକୀୟ ଏଥିରେ ଯୋଗଦେଇଥିଲେ। ଭାରତ ସ୍ବାଧୀନତାର ୭୫ତମ ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ଉତ୍ସବ…

କଡା ସୁରକ୍ଷା ମଧ୍ୟରେ ଜ୍ଞାନବ୍ୟାପି ପରିସରରେ ସର୍ଭେ ଆରମ୍ଭ, କିଛି ତଥ୍ୟ ଓ ସତ୍ୟ ଆସିବ ସାମ୍ନାକୁ

ବାରାଣସି,୧୪ ।୫: ବାରାଣସିର ଜ୍ଞାନବ୍ୟାପି ମସଜିଦ ପରିସରର ସତ୍ୟ ସାମ୍ନାକୁ ଆଣିବାକୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ପକ୍ଷଙ୍କ ଉପସ୍ଥିତିରେ ଶନିବାର ସକାଳେ ସର୍ଭେ ଆରମ୍ଭ କରାଯାଇଛି । ଭିଡିଓଗ୍ରାଫି ପାଇଁ ବିଶେଷ କ୍ୟାମେରା ଓ ଲାଇଟ ବ୍ୟବସ୍ଥା କରାଯାଇଛି ।…

ଘରୁ ଯାଇ ଫେରିଲେନି ବ୍ୟକ୍ତି, ପୋଖରୀରୁ ମିଳିଲା ମୃତଦେହ

ପାଟଣା ୧୪।୫(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ମହିଷା ମୁଣ୍ଡି ଗ୍ରାମର ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଶୁକ୍ରବାର ବିଳମ୍ବିତ ରାତିରେ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ଲୋମ୍ବଦର ନାଏକ। ଏ ନେଇ ତୁରୁମୁଙ୍ଗା ଥାନାରେ…

ସ୍ତ୍ରୀଙ୍କଠାରୁ ଅଲଗା ରହୁଛନ୍ତି ସଞ୍ଜୟ, କାରଣ ଜାଣିଲେ…

ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କୁ କିଏ ବା ନ ଜଣେ। ନିକଟରେ ରିଲିଜ୍‌ ହୋଇଥିବା ବହୁ ପ୍ରତୀକ୍ଷିତ ଫିଲ୍ମ‘କେଜିଏଫ୍‌-୨’ରେ ତାଙ୍କର ଦମ୍‌ଦାର ଅଭିନୟକୁ ଦର୍ଶକ ପସନ୍ଦ କରିଛନ୍ତି। ତାଙ୍କୁ ନେଇ ଏକ ବାୟୋପିକ ମଧ୍ୟ ତିଆରି କରାଯାଇଥିଲା । ଯାହା ସୁପରହିଟ…

ଭିଜିଲାନ୍ସ ଜାଲରେ ଅବକାରୀ ଅଧୀକ୍ଷକ

ରାୟଗଡା, ୧୪।୦୫: ଭିଜିଲାନ୍ସ ଜାଲରେ ରାୟଗଡା ଅବକାରୀ ବିଭାଗ ଅଧୀକ୍ଷକ ନୀନା ବେଉରା। ରାୟଗଡାରୁ ନଗଦ ୬ ଲକ୍ଷ ଟଙ୍କା ଧରି ଭୁବନେଶ୍ବର ଆସୁଥିବା ବେଳେ ଖୋର୍ଦ୍ଧା ନିକଟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ତେବେ ଟଙ୍କା କେଉଁଠୁ ଆଣିଥିଲେ ସେନେଇ ସନ୍ତୋଷଜନକ…

ରାଜ୍ୟରୁ ଚିହ୍ନଟ ହେଲେ ୧୮ କରୋନା ପଜିଟିଭ

ଭୁବନେଶ୍ୱର,୧୪।୫(ବ୍ୟୁରୋ) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୨୯୦ଜଣକୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକ…

ଏସ୍‌ଆଇ ସମେତ ୩ ପୋଲିସଙ୍କୁ ହତ୍ୟା କଲେ କୃଷ୍ଣସାର ମୃଗ ଶିକାରୀ

ଗୁନା,୧୪।୫: ମଧ୍ୟପ୍ରଦେଶର ଗୁନାରେ ପୋଲିସ ଓ କୃଷ୍ଣସାର ମୃଗ ଶିକାରୀ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ କୃଷ୍ଣସାର ମୃଗ ଶିକାରୀମାନେ ୩ଜଣ ପୋଲିସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ଏସ୍‌ଆଇ ରାଜକୁମାର ଜାଟବ, କନଷ୍ଟେବଳ ନୀରଜ ଭାର୍ଗବ,…

ଶୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ

ପୁରୀ ଅଫିସ,୧୪।୫: ପୁରୀ ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ। ଶନିବାର ସକାଳେ ପୁରୀରେ ପହଞ୍ଚିବା ପରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଏହ ପରେ ବ୍ୟାଟେରୀ ଗାଡିରେ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ତଦାରଖ କରିବା ସହ ମନ୍ଦିରର ୩ ଟି…

ସୁନ୍ଦରଗଡ଼ ଗସ୍ତରେ ମୁଖ୍ୟ ଶାସନ

ରାଉରକେଲା ଅଫିସ,୧୪।୫: ଦୁଇ ଦିନିଆ ସୁନ୍ଦରଗଡ଼ ଜିଲା ଗସ୍ତରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଶୁକ୍ରବାର ଅପରାହ୍ନ୍ଣରେ ପହଞ୍ଚି କୋପସିଂଙ୍ଗା ଗାଁରେ ନିର୍ମାଣଧିନ ଆଇଏସଏସ ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିବା ସହ ସୁନ୍ଦରଗଡ଼ ମେଡ଼ିକାଲ କଲେଜ ଏଣ୍ଡ…

ମୁଣ୍ଡକା ଅଗ୍ନିକାଣ୍ଡ: ଫ୍ୟାକ୍ଟ୍ରି ମାଲିକଙ୍କ ଦୁଇ ପୁଅ ଗିରଫ

ନୂଆଦିଲ୍ଲୀ,୧୪ ।୫: ରାଜଧାନୀ ଦିଲ୍ଲୀର ମୁଣ୍ଡକା ଅଗ୍ନିକାଣ୍ଡରେ ଫ୍ୟାକ୍ଟ୍ରି ମାଲିକଙ୍କ ଦୁଇ ପୁଅ ବରୁଣ ଗୋୟଲ ଓ ହରିଶ ଗୋୟଲଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି । କୁହାଯାଉଛି କି ଫ୍ୟାକ୍ଟି ମାଲିକଙ୍କର ଅଗ୍ନିକାଣ୍ଡରେ ମୃତ୍ୟୁ ହୋଇଛି । ହେଲେ…

ଟମୋଟୋ ଫ୍ଲୁରେ ୮୦ରୁ ଊର୍ଦ୍ଧ୍ୱ ଶିଶୁ ଆକ୍ରାନ୍ତ

ଥିରୁଭାନ୍ତପୁରମ,୧୪।୫: କରୋନା ପରେ ଏବେ ଦେଶରେ ଆଉ ଏକ ରୋଗ ଟମାଟୋ ଫ୍ଲୁ ସମସ୍ତଙ୍କ ଚିନ୍ତା ବଢ଼ାଉଛି। କେରଳରେ ଏପର୍ଯ୍ୟନ୍ତ ୮୦ରୁ ଊର୍ଦ୍ଧ୍ୱ ଶିଶୁ ଆକ୍ରାନ୍ତ ହୋଇଛନ୍ତି। ଟମାଟୋ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ଅଧିକାଂଶ ପିଲାଙ୍କର ବୟସ ୫ବର୍ଷରୁ କମ୍‌ ରହିଥିବା…

ମୁଣ୍ଡକା ଅଗ୍ନିକାଣ୍ଡ: ହ୍ୱାଟସଆପ ବଞ୍ଚାଇଦେଲା ୧୦୦ରୁ ଅଧିକ ଜୀବନ

ନୂଆଦିଲ୍ଲୀ,୧୪ ।୫: ରାଜଧାନୀ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେଶନ ନିକଟରେ ଥିବା ଏକ ବ୍ୟବସାୟିକ ୩ ମହଲା ଘରେ ଶୁକ୍ରବାର ନିଆଁ ଲାଗିଯିବା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏହି ନିଆଁ ଏତେ ଭୟଙ୍କର ଥିଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri