ଦଉଡ଼ି ଦେଇ କଲେଜ ଛାତ୍ରଙ୍କ ଆତ୍ମହତ୍ୟା
ପାରଳାଖେମୁଣ୍ଡି :୧୪।୫: ପାରଳାଖେମୁଣ୍ଡି କାଚରା ସାହିରେ ଶନିବାର ଜଣେ କଲେଜ ଛାତ୍ର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ରାୟଗଡ଼ା ଜିଲା ଗୁଣୁପୁର ନିକଟ ହୁକୁମ୍ବା ଗ୍ରାମର ଶ୍ରୀନିବାସ ନିମାଲାଙ୍କ ପୁତ୍ର ଶିବା ନିମାଲା। ଶିବା ରହୁଥିବା ଭଡ଼ା ଘରେ ବେକରେ ରସି…
ଗଛରେ ପିଟିହେଲା କାର୍
ଜମନକିରା,୧୪ା୫(ଡି.ଏନ୍.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ଭୋଜପୁର କୁଚିଣ୍ଡା ରାସ୍ତା ଫୁଲକୁସମ ବୁଲାଣିରେ ନିୟନ୍ତ୍ରଣ ହରାଇ ଏକ କାର୍ ରାସ୍ତାକଡ଼ରେ ଥିବା ଗଛରେ ପିଟି ହେବା ଫଳରେ ସମ୍ମୁଖ ଭାଗ ଚୁର୍ମାର ହୋଇଯାଇଛି। ସୌଭାଗ୍ୟବଶତଃ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନାଯୋଗ୍ୟ,…
ଚେନ୍ନାଇର ଆଗାମୀ ଅଧିନାୟକ ହୋଇପାରନ୍ତି ଏହି ଷ୍ଟାର ଅଲରାଉଣ୍ଡର: ସେହ୍ବାଗ
ମୁମ୍ବାଇ,୧୪।୫: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୨ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ ନୈରାଶ୍ୟଜନକ ପ୍ରଦର୍ଶନ କରିଆସିଛି। ଏଥିଯୋଗୁ ଦଳ ପ୍ଲେ-ଅଫ୍ ଦୌଡ଼ରୁ ବାହାର ହୋଇଛି। ତେବେ ଟୁର୍ନାମେଣ୍ଟ ଆରମ୍ଭରୁ ଦଳ ଚକିତ କଲାଭଳି ନିଷ୍ପତ୍ତି ନେଇଥିଲା। ଏହାର ପରିଣାମ ଦଳକୁ ମିଳିଛି…
ଘଣ୍ଟା ବିଜ୍ଞାପନରେ କାହିଁକି ଦେଖିବାକୁ ମିଳେ ୧୦:୧୦ ସମୟ…
ବିଜ୍ଞାପନ ଦେବାର ଅର୍ଥ ଲୋକଙ୍କୁ ସାମଗ୍ରୀ ବିଷୟରେ ଅବଗତ କରାଇବା ଏବଂ ସେମାନଙ୍କୁ ଦ୍ରବ୍ୟର କ୍ରେତା କରିବା। କିନ୍ତୁ ବିଜ୍ଞାପନ ସହିତ ଜଡ଼ିତ କିଛି ରହସ୍ୟ ରହିଛି, ଯାହା ବିଷୟରେ ଆମେ ଜାଣିନାହୁଁ। ଆପଣ ନିଶ୍ଚିତ ଘଣ୍ଟା ବିଜ୍ଞାପନ ଦେଖିଥିବେ। ଏଥିରେ…
ପ୍ରିୟଙ୍କାଙ୍କ ରେସ୍ତୋରାଁରେ ଭିକ୍ଟ୍ରିନା
ମୁମ୍ବାଇ: ବିବାହ ପରଠାରୁ ଖୁବ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ନାୟିକା କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲ । ଏବେ ଏହି ସେଲିବ୍ରିଟି କପଲ ଆମେରିକା ଯାଇଛନ୍ତି । ସେଠାକାର କିଛି ଫଟୋ ଓ ଭିଡିଓ ସେ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଶେୟାର…
ପୋଲିସ ଗୋଇନ୍ଦା ମୁଖ୍ୟାଳୟ ଆକ୍ରମଣରେ ଆଇଏସ୍ଆଇର ସମ୍ପୃକ୍ତି
ଚଣ୍ଡିଗଡ଼,୧୪।୫: ପଞ୍ଜାବ ପୋଲିସର ମୋହାଲିସ୍ଥିତ ପୋଲିସ ଗୋଇନ୍ଦା ମୁଖ୍ୟାଳୟରେ ହୋଇଥିବା ଆର୍ଫିଜି ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା ୬ ଜଣଙ୍କୁ ପୋଲିସ ଗିରଫ କରିଛି। ଏହି ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ବାବର ଖାଲ୍ସା ଇଣ୍ଟରନ୍ୟାଶନାଲ(ବିକେଆଇ) ଏବଂ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା…
ପୁଇଁତୋଳା ନୃସିଂହ ମନ୍ଦିର ପରିଦର୍ଶନ କଲେ ବିଧାୟକ
ଗଞ୍ଜାମ,୧୪।୫(ଡି.ଏନ୍.ଏ.): ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନୃସିଂହ ମନ୍ଦିରରେ ନୃସିଂହ ଚତୁର୍ଦ୍ଦଶୀ ଶନିବାର ପାଳିତ ହେଉଛି। ଏହି ଅବସରରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ନୃସିଂହ ମନ୍ଦିରରେ ପହଞ୍ଚତ୍ ଆଶୀର୍ବାଦ ଭିକ୍ଷା କରିବା…
ମା’ ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ: ୧୮ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ
ଛତ୍ରପୁର,୧୪।୫(ଡି.ଏନ୍.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୮ତାରିଖରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଭବ୍ୟ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ। ଏହି ପ୍ରତିଷ୍ଠା ଉତ୍ସବ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।
ସ୍ତ୍ରୀଙ୍କୁ ଗିରଫ ପରେ ଭିଜିଲାନ୍ସ ଅଫିସ୍ରେ ହାଜର ହେଲେ ମାହାଙ୍ଗା ଆଇଆଇସି
ଭୁବନେଶ୍ୱର,୧୪।୫(ବ୍ୟୁରୋ): ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରାଙ୍କ ଗିରଫ ଘଟଣାରେ ମାହାଙ୍ଗା ଆଇଆଇସି ଭିଜିଲାନ୍ସ ଅଫିସ୍ରେ ହାଜର ହୋଇଛନ୍ତି। ଭିଜିଲାନ୍ସ ନିର୍ଦ୍ଦେଶରେ ସେ ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ନିନାଙ୍କ ସ୍ବାମୀ ହେଉଛନ୍ତି ମାହାଙ୍ଗା ଥାନା ଆଇଆଇସି ନୀହାର ରଞ୍ଜନ…
ପଞ୍ଜାବ କଂଗ୍ରେସକୁ ବଡ଼ ଝଟ୍କା
ଚଣ୍ଡିଗଡ଼,୧୪।୫: ପଞ୍ଜାବ କଂଗ୍ରେସକୁ ଏକ ବଡ଼ ଝଟ୍କା ଲାଗିଛି। ପଞ୍ଜାବର ଶକ୍ତିଶାଳୀ ତଥା ପୂର୍ବତନ ରାଜ୍ୟ ସଭାପତି ସୁନୀଲ ଜାଖଡ ଶନିବାର ଦଳରୁ ଇସ୍ତଫା ଦେଇଛନ୍ତି। ଏହାପୂର୍ବରୁ ଜାଖଡ ସୋସିଆଲ ମିଡିଆ ଆକାଉଣ୍ଟରୁ ବାୟୋରୁ କଂଗ୍ରେସ ସହ ଜଡିତ ତାଙ୍କର ସମସ୍ତ…
ଟ୍ରକ୍ ଧକ୍କାରେ ଯୁବକ ଗୁରୁତର: କ୍ଷତିପୂରଣ ଦାବିରେ ରାସ୍ତାରୋକୋ
କାମାକ୍ଷାନଗର,୧୪।୫(ଡି.ଏନ୍.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଆଳତୁମା ଛକ ନିକଟରେ ଶୁକ୍ରବାର ରାତିରେ ଟ୍ରକ୍-ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବାଇକ୍ ଆରୋହୀ ଆଳତୁମା ଗ୍ରାମର ପ୍ରିୟବ୍ରତ ପ୍ରଧାନ(୨୧)ଗୁରୁତର ଆହତ ହୋଇଛନ୍ତି। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର…
ସିରିଆ ଉପରେ ଏୟାର ଷ୍ଟ୍ରାଇକ୍ କଲା ଇସ୍ରାଏଲ
ଜେରୁଜେଲମ୍,୧୪।୫: ରୁଷିଆ ଓ ୟୁକ୍ରେନ ଭିତରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ମଧ୍ୟ ନିଜ ପଡ଼ୋଶୀ ଦେଶ ସିରିଆ ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ଶୁକ୍ରବାର ଇସ୍ରାଏଲରୁ ଯୁଦ୍ଧ ବିମାନ ସିରିଆ ଭିତରେ ପଶି ଗୁରୁତ୍ୱପୂର୍ଣ୍ଣ ସୈନ୍ୟଙ୍କ ଠିକଣା ଉପରେ ମିଶାଇଲ…
Archives


