Home Left

‘ଆମେରିକା ପାକିସ୍ତାନକୁ ଫୋନ୍‌ କରେନି, ଧମକ କାହିଁକି ଦେବ’

ଇସଲାମାବାଦ,୧।୪: ପାକିସ୍ତାନରେ ଏବେ ରାଜନୈତିକ ସଙ୍କଟ ଚାଲିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗାଦିରୁ ହଟାଇବା ପାଇଁ ବିରୋଧୀ ଲାଗିପଡିଛନ୍ତି। ଏହି ସଙ୍କଟ ମଧ୍ୟରେ ଇମ୍ରାନ ଏକ ସମାବେଶରେ କହିଥିଲେ, ପାକିସ୍ତାନ ସରକାର ଭାଙ୍ଗିବା ପାଇଁ ଅନ୍ତର୍ଜାତୀୟ ଷଡଯନ୍ତ୍ର ଚାଲିଛି। ଏଥିରେ ସେ…

ଆକାଶରେ ପିଟି ହେଲେ ବାୟୁ ସେନାର ଦୁଇ ବିମାନ

ସିଓଲ,୧।୪: ଦକ୍ଷିଣ କୋରିଆ ବାୟୁ ସେନାର ଦୁଇ ଯୁଦ୍ଧ ବିମାନ ଶୁକ୍ରବାର ଟ୍ରେନିଂ ବେଳେ ମଝି ଆକାଶରେ ପରସ୍ପର ସହ ଧକ୍କା ହୋଇଛନ୍ତି। ଏହି ଦୁର୍ଘଟଣାରେ ୩ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଦୁର୍ଘଟଣାଟି ସଦର୍ନ…

ଓଜନକୁ ନେଇ ଚର୍ଚ୍ଚାରେ ମିସ୍‌ ୟୁନିଭର୍ସ

ମୁମ୍ବାଇ: ୨୧ ବର୍ଷ ପରେ ମିସ୍‌ ୟୁନିଭର୍ସ ଟାଇଟଲ ଫେରାଇ ଆଣିଥିବା ଭାରତର ହର୍ନାଜ ସାନ୍ଧୁ ତାଙ୍କ ଓଜନ ବୃଦ୍ଧି ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ବି’ ଟାଉନର ଦୁଇଟି ଭିନ୍ନ ଇଭେଣ୍ଟରେ ନଜର ଆସିଥିଲେ। ଗ୍ରାଜିଆ ମିଲେନିଆଲ…

‘ଦ କଶ୍ମୀର ଫାଇଲ୍ସ’ର ଲୋକପ୍ରିୟତାକୁ ଦେଖି ସ୍ବତନ୍ତ୍ର ଶାଢ଼ି ପ୍ରସ୍ତୁତ କଲେ ବ୍ୟବସାୟୀ

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ  ଫିଲ୍ମ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଛି। ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି । ୯୦ ଦଶକରେ କଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ପରଦାରେ ପ୍ରଦର୍ଶନ କରାଯାଇଛି। ଫିଲ୍ମକୁ ଦେଖିବା…

ବିଶ୍ୱର ମହଙ୍ଗା ସ୍କୁଲ, ଫି’ ଜାଣିଲେ ଉଡ଼ିଯିବ ହୋସ୍‌

ଆଜିର ସମୟରେ ପିଲାମାନଙ୍କୁ ଭଲ ଶିକ୍ଷାନୁଷ୍ଠାନରେ ପଢ଼ାଇବା ଏତେ ସହଜ ନୁହେଁ। କାରଣ ସେମାନଙ୍କ ବିଦ୍ୟାଳୟର ଫି’ ଏତେ ଅଧିକ ଯେ ଅଭିଭାବକଙ୍କୁ ଅନେକଥର ଚିନ୍ତା କରିବାକୁ ପଡ଼ିବ। ସାଧାରଣତଃ ବେସରକାରୀ ସ୍କୁଲଗୁଡ଼ିକର ଅତ୍ୟଧିକ ଫି’ ନେବା ଦ୍ୱାରା ଅସୁବିଧାରେ ପଡ଼ନ୍ତି…

ରୁଷିଆ ତୈଳ ଡିପୋ ଉପରେ ଆକ୍ରମଣ କଲା ୟୁକ୍ରେନ

କ୍ୱିଭ୍‌,୧।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଦେଢ ମାସରୁ ଅଧିକ ହେବ ଯୁଦ୍ଧ ଚାଲିଛି। ଏହି ଯୁଦ୍ଧରେ ରୁଷିଆ ପଛକୁ ଫେରିବାକୁ ପ୍ରସ୍ତୁତ ନ ଥିବାବେଳେ ୟୁକ୍ରେନ ମଧ୍ୟ ନଇଁବାକୁ ରାଜି ହେଉ ନାହିଁ। ଶୁକ୍ରବାର ୟୁକ୍ରେନ ରୁଷିଆର ତୈଳ ଡିପୋ…

ମାଂସ କଟାଳିଙ୍କୁ ବଜରଙ୍ଗ ଦଳର ଆକ୍ରମଣ

ଶିବମୋଗା(କର୍ନାଟକ),୧।୪: ହଲାଲ ମାଂସ ଉପରେ ଗମ୍ଭୀର ଆପତ୍ତି ଉଠିବା ପରେ ସରକାର ଏହାକୁ ଗୁରୁତର ସହ ନେବେ ବୋଲି କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ଘୋଷଣା କରିଥିଲେ। ଘୋଷଣା ଗୋଟିଏ ଦିନ ପରେ ଜଣେ ମୁସଲିମ ମାଂସ କଟାଳିଙ୍କୁ ଆକ୍ରମଣ କରିଛନ୍ତି…

ଗୋଟିଏ ଏପିସୋଡ ପାଇଁ ଏତିକି ଟଙ୍କା ନିଅନ୍ତି କପିଲ ଶର୍ମା

କମେଡି ଷ୍ଟାର କପିଲ ଶର୍ମାଙ୍କ ଶୋ’ ‘ଦି କପିଲ ଶର୍ମା ଶୋ’ ଦର୍ଶକଙ୍କ ମଧ୍ୟରେ ବେଶ ଲୋକପ୍ରିୟ। କପିଲଙ୍କ ଏହି ଶୋ’ରେ ଅନେକ ହାସ୍ୟ ଅଭିନେତା ନଜର ଆସନ୍ତି। ତେବେ, କପିଲ ଏବଂ ଏହି ଶୋ’ରେ ଅଭିନୟ କରୁଥିବା ଅନ୍ୟ ଅଭିନେତ୍ରୀ/ଅଭିନେତାମାନେ…

ମଦ ପାଇଁ ଘର ଛାଡି ୧୪ ବର୍ଷ ହେଲା ରହୁଛନ୍ତି ବିମାନବନ୍ଦରରେ

ବେଜିଂ,୧।୪: ମଦ, ସିଗାରେଟ ଛାଡ଼ିଲେ ଘରେ ରହିବୁ। ପରିବାର ଲୋକଙ୍କ ଏଭଳି ଚେତାବନୀ ପରେ ଚାଇନାର ୬୦ ବର୍ଷୀୟ ବୃଦ୍ଧ ଘର ଓ ପରିବାର ଲୋକଙ୍କୁ ଛାଡ଼ି ୧୪ ବର୍ଷ ହେଲା ବେଜିଂ କ୍ୟାପିଟାଲ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ରହୁଛନ୍ତି। ସୂଚନା ଯୋଗ୍ୟ,…

ଆକ୍ସନ ମୁଡରେ ଯୋଗୀ: ପୁଣି ସକ୍ରିୟ ହେବ ଆଣ୍ଟି ରୋମିଓ ସ୍କାର୍ଡ

ଲକ୍ଷ୍ନୌ,୧ ।୪: ଉତ୍ତର ପ୍ରଦେଶର ଦ୍ୱିତୀୟଥର ଲାଗି ମୁଖ୍ୟମନ୍ତ୍ରୀ ହୋଇଥିବା ଯୋଗି ଆଦିତ୍ୟନାଥ ଏବେ ଆକ୍ସନ ମୁଡରେ । ନବରାତ୍ରୀ ମଧ୍ୟରେ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏକ ବଡ ବୈଠକ ବସିଛି । ଯୋଗୀ ଉଚ୍ଚ ଅଧିକାରୀମାନଙ୍କୁ ନବରାତ୍ରୀ ସମୟରେ…

କୋହଲି, ଆମଲାଙ୍କ ରେକର୍ଡ ଭାଙ୍ଗିଲେ

କରାଚୀ,୧।୪: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କ ପାଇଁ ରେକର୍ଡ ବ୍ରେକିଂ ସାବ୍ୟସ୍ତ ହୋଇଛି। ପ୍ରଥମ ଦିନିକିଆରେ ଦ୍ରୁତତମ ବ୍ୟାଟର ଭାବେ ୪ ହଜାର ରନ୍‌ ପୂରଣ କରିଥିବା ବାବର ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ଖେଳିଛନ୍ତି ଶତକୀୟ ଇନିଂସ।…

ୟୁକ୍ରେନର ଗାଁକୁ ଟାର୍ଗେଟ କଲେଣି ରୁଷିଆ ସେନା!

କ୍ୱିଭ,୧ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୩୭ ଦିନ ହୋଇଗଲାଣି । ହେଲେ ଏବେବି ରୁଷିଆ ପୂର୍ବଭଳି ଆକ୍ରମଣ କରିବା ମୁଡରେ ରହିଛି । ୟୁକ୍ରେନର ରାଜଧାନୀ କ୍ୱିଭ ଦଖଲ କରିବାକୁ ଚାହୁଁଥିବା ରୁଷିଆ କିନ୍ତୁ ଏପର୍ଯ୍ୟନ୍ତ ଏହାକୁ ହାସଲ କରିପାରୁ ନାହିଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri