ପୁଣି ଆରମ୍ଭ ହେବ ‘ଫାୟାର ପାର୍କ’
ଭୁବନେଶ୍ୱର, ୧୭।୫ (ବ୍ୟୁରୋ):ଅଗ୍ନିକାଣ୍ଡରେ ଅନେକ ଜୀବନ ଯିବା ସହ ବହୁ ସମ୍ପତ୍ତି ନଷ୍ଟ ହେଉଛି। ବର୍ଷକୁ ବର୍ଷ ଏହି ନିଆଁ ବିପତ୍ତି ବଢ଼ି ଚାଲିଛି। ତେଣୁ ଅଗ୍ନିକାଣ୍ଡ ଘଟିଲାବେଳେ ଭୟଭୀତ ନ ହୋଇ ଏହାକୁ କିଭଳି ଆୟତ୍ତ କରାଯାଇପାରିବ ସେନେଇ ସଚେତନ…
ସାନ୍ତାଳି ସମ୍ପ୍ରଦାୟ ନିଜ ଭାଷା, ସଂସ୍କୃତିକୁ ନେଇ ଗର୍ବ କରନ୍ତୁ
ଭୁବନେଶ୍ୱର, ୧୭।୫ (ବ୍ୟୁରୋ):ହୀନମନ୍ୟତା ପରିହାର ନ କଲେ କୌଣସି ଜାତି ଓ ଭାଷା ନିଜର ସ୍ବାଭିମାନ ପ୍ରତିଷ୍ଠା କରିପାରିବ ନାହିଁ। ସୋମବାର ଗୀତଗୋବିନ୍ଦ ଭବନଠାରେ ସାନ୍ତାଳି, ଅଲ୍ଚିକି ଭାଷାର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ରାଜସ୍ବ…
ଚଢ଼ାଉବେଳେ ପୋଲିସକୁ ଆକ୍ରମଣ
ବାଲିପାଟଣା,୧୭ା୫(ଡି.ଏନ୍.ଏ.):ଚୋରାରେ ମଦ ବିକ୍ରି କରୁଥିବା ଦୋକାନ ଉପରେ ଚଢ଼ାଉ ବେଳେ ପୋଲିସଙ୍କୁ ଆକ୍ରମଣ ହୋଇଛି। ଏଥିସହ ମଦ ବେପାର କରୁଥିବା ଦୋକାନୀଙ୍କ ପରିବାର ଓ ସମର୍ଥକମାନେ ରାସ୍ତାରୋକୋ କରିଥିଲେ। ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅନ୍ତର୍ଗତ ନରଦା ବଜାରରେ ଏପରି ଘଟଣା…
ଗାଳ୍ପିକ ଚନ୍ଦ୍ରଶେଖରଙ୍କ ପରଲୋକ
ଭୁବନେଶ୍ୱର, ୧୭।୫ (ବ୍ୟୁରୋ): ସାହିତି୍ୟକ, ଅନୁବାଦକ ଓ ଗାଳ୍ପିକ ଚନ୍ଦ୍ରଶେଖର ଦାସବର୍ମାଙ୍କ ପରଲୋକ ହୋଇଛି। ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ସ୍ତ୍ରୀ, ପୁଅ, ବୋହୂ, ନାତୁଣୀ, ପୁତୁରା, କଥାଶିଳ୍ପୀ ଅଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।…
ପାଓ୍ବାର ପ୍ଲାଣ୍ଟକୁ ଅଧିକ କୋଇଲା ଯୋଗାଣ ଉପରେ ଗୁରୁତ୍ୱ
ପାରାଦୀପ ୧୭ା୫(ସ୍ବ.ପ୍ର.):ଦେଶରେ ଏବେ ବିଦ୍ୟୁତ୍ ଉତ୍ପାଦନ ପାଇଁ କୋଇଲା ସଙ୍କଟ ଦେଖାଦେଇଛି। ବିଦେଶରୁ ଆମଦାନୀ ହେଉଥିବା ଥର୍ମାଲ କୋଲ ଶୀଘ୍ର ପାୱାର ପ୍ଲାଣ୍ଟରେ କିପରି ପହଞ୍ଚା ଯାଇପାରିବ ତାହାକୁ ନେଇ ଏକ ସମୀକ୍ଷା ବୈଠକ ପାରାଦୀପଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ…
ଇମ୍ରାନ୍ଙ୍କ ଫୋନ୍ ଚୋରି
ଇସଲାମାବାଦ,୧୭।୫: ପାକିସ୍ତାନ ସିଆଲକୋଟ ବିମାନବନ୍ଦରରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ୨ଟି ଫୋନ ଚୋରି ହୋଇଯାଇଛି। ସୋମବାର ଇମ୍ରାନ୍ଙ୍କ ମୁଖପାତ୍ର ଶେହବାଜ ଗିଲ୍ଲ୍ ଟୁଇଟର ଜରିଆରେ ଏହି ସୂଚନା ଦେଇଛନ୍ତି। ପିଟିଆଇ ଅଧ୍ୟକ୍ଷ ଇମ୍ରାନ୍ ଶନିବାର ଏକ ଦଳୀୟ ରାଲିକୁ ସମ୍ବୋଧନ…
ରାସ୍ତାରେ ପୋଲିସ ଅଧିକାରୀ, ପ୍ରେମିକାଙ୍କ ହାଇଡ୍ରାମା
ରସୁଲପୁର,୧୭ା୫(ଡି.ଏନ୍.ଏ.):ପ୍ରେମରେ ପ୍ରତାରଣା କରି ଜଣେ ପୋଲିସ ଅଧିକାରୀ ଅନ୍ୟଜଣେ ଯୁବତୀଙ୍କୁ ବିବାହ କଲେ। ଏହି ଖବର ପାଇ ନୂଆପଡ଼ା ଜିଲାରୁ ଯାଜପୁର ଜିଲାରେ ପହଞ୍ଚତ୍ ଯାଇଥିଲେ ପ୍ରେମିକା। ବୁଝାଶୁଝା କାମ ଦେଲାନି। ଫଳରେ ରାସ୍ତାରେ ପୋଲିସ ଅଧିକାରୀ ଓ ତାଙ୍କ ପ୍ରେମିକାଙ୍କ…
ଚମକିଲେ ଗଞ୍ଜାମ ଝିଅ ମନସ୍ବିନୀ
ଗଞ୍ଜାମ,୧୭ା୫(ଡି.ଏନ.ଏ.):ଗଞ୍ଜାମର ସୁନାଝିଅ ମନସ୍ବିନୀ ମହାରଣା। ଦୁଃସାହସିକ ସାମୁଦ୍ରିକ କ୍ରୀଡ଼ା ଏସୀୟ ଉଇଣ୍ଡ ସର୍ଫିଙ୍ଗ ଚାମ୍ପିୟନଶିପରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ମନସ୍ବିନୀ ଭାରତୀୟ ଆର୍ଏସ୍-ଏକ୍ସ ଶ୍ରେଣୀରେ ଏକ ନମ୍ବର ସ୍ଥାନ ଅଧିକାର କରି ରାଜ୍ୟ ତଥା ଦେଶ ପାଇଁ ଗୌରବ…
ଏଲିଜାବେଥ ହେବେ ଫ୍ରାନ୍ସର ନୂଆ ପ୍ରଧାନମନ୍ତ୍ରୀ
ପ୍ୟାରିସ,୧୭ ।୫: ଫ୍ରାନ୍ସର ରାଷ୍ଟ୍ରପତି କାର୍ଯ୍ୟାଳୟ ଏଲିସି ଏକ ବୟାନରେ କହିଛନ୍ତି ପ୍ରଧାନମନ୍ତ୍ରୀ ଜିନ କାଷ୍ଟେକ୍ସ ଔପଚାରିକ ଭାବେ ତାଙ୍କ ଇସ୍ତଫା ପ୍ରଦାନ କରିଛନ୍ତି । ଆଉ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ତାଙ୍କ ଇସ୍ତଫା ଗ୍ରହଣ କରି ନେଇଛନ୍ତି । ସୂଚନା…
ରିଭର କ୍ରୁଜ୍ ପର୍ଯ୍ୟଟନରେ ଓଡ଼ିଶାକୁ ଅଣଦେଖା
ଭୁବନେଶ୍ୱର,୧୭ା୫(ବ୍ୟୁରୋ):କରୋନା ମହାମାରୀ ଯୋଗୁ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପ ମୁଣ୍ଡ ଟେକି ନ ଥିବା ବେଳେ ଓଡ଼ିଶାକୁ ଆଉ ଏକ ଝଟକା ଲାଗିଛି। କେନ୍ଦ୍ର ସରକାର ନିକଟରେ ପୂର୍ବ ଭାରତର ରାଜ୍ୟଗୁଡ଼ିକ ପାଇଁ ୮ଟି ରିଭର କ୍ରୁଜ୍ ପର୍ଯ୍ୟଟନ ପାଇଁ ବୁଝାମଣା ପତ୍ର…
‘ବିଶ୍ୱସ୍ତରୀୟ ସଂସ୍ଥାରେ ପରିଣତ ହେବ ଓଏମ୍ସି’
ଭୁବନେଶ୍ୱର,୧୭ା୫(ବ୍ୟୁରୋ):ଓଏମ୍ସି ହେଉଛି ଦେଶର ବୃହତ୍ ଏବଂ ଦ୍ରୁତ ଅଭିବୃଦ୍ଧି କମ୍ପାନୀ। ଗତ ଆର୍ଥିକ ବର୍ଷରେ ଏହି କମ୍ପାନୀ ୩୦ ନିୟୁତ ଟନ୍ ଲୁହାପଥର ଉତ୍ପାଦନ କରିବା ସହ ଏହାର ବାର୍ଷିକ ଟର୍ନଓଭର ୧୭ ହଜାର କୋଟିରେ ପହଞ୍ଚତ୍ଛି। ଚଳିତ ଆର୍ଥିକ ବର୍ଷରେ…
ଶବ୍ଦରେ ପାକସ୍ଥଳୀ, ଚିତ୍ରରେ ବୃକ୍କ
ଭୁବନେଶ୍ୱର, ୧୭।୫(ବ୍ୟୁରୋ):ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ତୃତୀୟ ଶ୍ରେଣୀର ଭାଷା ପଠନ ପୁସ୍ତିକାରେ ତ୍ରୁଟି ପରିଲକ୍ଷିତ ହୋଇଥିବା ଖବର ସୋମବାର ‘ଧରିତ୍ରୀ’ର ତୃତୀୟ ପୃଷ୍ଠାରେ ପ୍ରକାଶ ପାଇଥିଲା। ସେହି ବହିରେ ଆଉ ଏକ ତ୍ରୁଟି ଦୃଷ୍ଟିଗୋଚର ହୋଇଛି। ଏଥିରେ…
Archives


