ବିବାଦରେ କମେଡି କୁଇନ୍
ଅଢୁଆରେ କମେଡି କୁଇନ୍ ଭାରତୀ ସିଂହ। ଜୋକ କରିବା ତାଙ୍କୁ ମହଙ୍ଗା ପଡିଛି। ଦାଢି ନିଶକୁ ନେଇ କମେଡି କରିବାରୁ ବିବାଦ ସୃଷ୍ଟି ହୋଇଛି। ନିକଟରେ ଭାରତୀ ନିଜର ଏକ ଶୋ’ରେ ନିଶ ଦାଢିକୁ ନେଇ ଏକ ଜୋକ କରିଥିଲେ। ଯାହାକୁ…
କାର୍ ଦୁର୍ଘଟଣାରେ ବର୍ତ୍ତି ଯାଇଥିଲେ ସାଇମଣ୍ଡସଙ୍କ ଦୁଇ କୁକୁର, ମୃତଦେହ ଛାଡି ଯିବାକୁ ନ ଥିଲେ ପ୍ରସ୍ତୁତ
କୁଇନ୍ସଲ୍ୟାଣ୍ଡ,୧୬।୫: ଅଷ୍ଟ୍ରେଲିଆ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କ ଆକସ୍ମିକ ଦେହାନ୍ତ କ୍ରିକେଟ ଜଗତକୁ ସ୍ପବ୍ଧ କରିଦେଇଛି। ୪୬ ବର୍ଷୀୟ ସାଇମଣ୍ଡସ ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡର ଟାଉନ୍ସଭିଲେ ଅଞ୍ଚଳରେ କାର ଦୁର୍ଘଟଣାରେ ମୃତୁବରଣ କରିଛି। ଏହି ଦୁର୍ଘଟଣାରେ ସାଇମଣ୍ଡସଙ୍କ ସହ ଥିବା ଦୁଇ ତାଙ୍କର ଦୁଇ…
ଓପିଟିସିଏଲ ଡିଜିଏମ୍ଙ୍କୁ ୫ ବର୍ଷ ଜେଲ
ବାରିପଦା ଅଫିସ,୧୬।୫: ଓପିଟିସିଏଲ ଡିଜିଏମ୍ ଯଶୋବନ୍ତ ଚୌଧୁରୀଙ୍କୁ ୫ ବର୍ଷ ଜେଲ ଦଣ୍ଡ ସାଙ୍ଗକୁ ୧୫ ହଜାର ଟଙ୍କା ଜରିମାନା ହୋଇଛି। ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ପକ୍ଷରୁ ସୋମବାର ମାମଲାର ବିଚାର କରି ଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନାନୁସାରେ, ୨୦୧୭ରେ ନିଜ…
ଶ୍ରୀମନ୍ଦିର ନାଟ ମଣ୍ଡପରେ ଚଢ଼ିଲେ ଯୁବକ
ପୁରୀ ଅଫିସ,୧୬।୪(ବ୍ୟୁରୋ): ଶ୍ରୀମନ୍ଦିର ନାଟ ମଣ୍ଡପ ଉପରେ ଚଢ଼ିବାକୁ ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ପୋଲିସ ଅଟକ ରଖିଛି । ଅଟକ ଯୁବକ ହେଲେ ରାକେଶ ହାଜରା । ତାଙ୍କ ଘର ପଶ୍ଚିମବଙ୍ଗ ହଳଦିଆପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି। ରାକେଶ ଶ୍ରୀମନ୍ଦିର…
ଦ୍ରୁତ ଗତିରେ ବଢିଚାଲିଛି କରୋନା, ସହରରେ ଲକ୍ଡାଉନ
ପୋଙ୍ଗାଙ୍ଗ୍,୧୬।୫: କରୋନା ସଂକ୍ରମଣ କାରଣରୁ ଉତ୍ତର କୋରିଆ ସ୍ଥିତି ଦିନିକୁ ଦିନ ଉତ୍କଟ ହେବାରେ ଲାଗିଛି। ଦେଶରେ ମୋଟ ୮,୨୦,୬୨୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୪୨ ଜଣ କାରୋନାରେ ପ୍ରାଣ ହରାଇଥିବା ବେଳେ ରବିବାର ଏକକାଳିନ ୧୫ ଜଣଙ୍କ ପ୍ରାଣହାନି ଘଟିଛି।…
ଭଗବାନ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ଦେଖି ନେପାଳ ଲୋକ ବହୁତ ଖୁସି: ମୋଦି
କାଠମାଣ୍ଡୁ,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନେପାଳ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀରେ ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସହଭାଗୀତାରେ ନୂତନ କ୍ଷେତ୍ର ଅନୁସନ୍ଧାନ ଏବଂ…
‘ମୁଁ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଦେବି’
ମୁମ୍ବାଇ,୧୬।୫: ରାଜସ୍ଥାନ ରୟାଲ୍ସର ଲେଗ-ସ୍ପିନର ୟୁଜଭେନ୍ଦ୍ର ଚହଲ ସବୁବେଳେ ପ୍ରଶଂସକଙ୍କ ମନୋରଞ୍ଜନ କରନ୍ତି । ନିକଟରେ ସେ ଏପରି ଏକ ଥଟ୍ଟା ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ପରିହାସ ଛଳରେ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିବେ ବୋଲି କହିଛନ୍ତି।…
ସିଝା ଅଣ୍ଡା ଭଳି ଦେଖାଯାଉଛନ୍ତି ଷ୍ଟାର କିଡସ୍: କଙ୍ଗନା
ମୁମ୍ବାଇ: କଙ୍ଗନା ରାନାୱତ ଏମିତି ଏକମାତ୍ର ଅଭିନେତ୍ରୀ ଯେକି ବିନା ହିରୋରେ ୧୦୦ କୋଟିର ମୁଭିଜ ଦେଇପାରନ୍ତି । କଙ୍ଗନାଙ୍କୁ ତାଙ୍କ ଦମଦାର ଅଭିନୟ ପାଇଁ ୪ ଥର ନ୍ୟାଶନାଲ ଆୱାର୍ଡ ମିଳିସାରିଛି । କେବଳ ସେତିକି ନୁହେଁ ବିଭିନ୍ନ ଚର୍ଚ୍ଚିତ…
ନୂଆ ଲୁକ୍ରେ ଶିଳ୍ପା
ବଲିଉଡ୍ର ଗ୍ଲାମରସ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ତାଙ୍କର ଲୁକ୍କୁ ନେଇ ଚର୍ଚ୍ଚାରେ ରୁହନ୍ତି। ବର୍ତ୍ତମାନ ଅଭିନେତ୍ରୀଙ୍କର ନୂଆ ଲୁକ୍ ଫ୍ୟାନ୍ସମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ନିକଟରେ ସେ ସୋସିଆଲ ମିଡିଆକୁ ବାଏ କହିଥିଲେ। ହେଲେ ଏବେ ସୋସିଆଲ ମିଡିଆରେ ତାଙ୍କର ଆଗାମୀ ଫିଲ୍ମ…
କୋହଲିଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଗାଙ୍ଗୁଲି
ମୁମ୍ବାଇ,୧୬।୫: ଆଇପିଏଲ ୨୦୨୨ରେ ଭାରତୀୟ ଦଳର ୨ ସୁପରଷ୍ଟାର ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଖରାପ ଫର୍ମ ଜାରି ରହିଛି। ଆଇପିଏଲ ପରେ ଭାରତକୁ ଚଳିତ ବର୍ଷ ଟି-୨୦ ବିଶ୍ୱକପ ଖେଳିବାକୁ ପଡିବ। ଏହା ପୂର୍ବରୁ ଦୁଇ ବଡ…
ଆଣ୍ଡମାନ ଛୁଇଁଲା ମୌସୁମୀ
ଭୁବନେଶ୍ୱର,୧୬।୫(ବ୍ୟୁରୋ): ଆଣ୍ଡମାନ ଛୁଇଁଲା ମୌସୁମୀ । ସୋମବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର ସମେତ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଏବଂ ଆଣ୍ଡାମାନ ସାଗର ଅଞ୍ଚଳକୁ ଅଗ୍ରସର ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅନ୍ୟପକ୍ଷେ ,…
ବିକି କୌଶଲଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ବଲିଉଡ ଅଭିନେତା ବିକି କୌଶଲ ଆଜି ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ମେ ୧୬, ୧୯୮୮ରେ ଜନ୍ମଗ୍ରହଣ କରିଥିଲେ। ବିବାହ ପରେ ସେ ସ୍ତ୍ରୀ କ୍ୟାଟ୍ରିନା କୈଫ୍ଙ୍କ ସହ ନ୍ୟୁୟର୍କରେ ପ୍ରଥମ ଥର ପାଇଁ ପାଳନ କରିଛନ୍ତି। ସେ ‘ଗ୍ୟାଙ୍ଗସ…
Archives


