ଅଲଗା ହେବାକୁ ଯାଉଛନ୍ତି ଆଉ ଜଣେ କପଲ୍
ବି-ଟାଉନରେ ସେଲିବ୍ରିଟିମାନଙ୍କ ସମ୍ପର୍କ କେଉଁଠି ଯୋଡି ହେଉଥିବାବେଳେ ଆଉ କେଉଁଠି ଭାଙ୍ଗୁଥିବା ଖବର ମଧ୍ୟ ଆସିଥାଏ। ନିକଟରେ ଅଭିନେତା ସୋହେଲ ଖାନ ଏବଂ ସୀମା ଖାନଙ୍କ ଛାଡପତ୍ର ଖବର ପ୍ରଶଂସକଙ୍କ ମନରୁ ନ ଲିଭୁଣୁ, ଏବେ ବି-ଟାଉନରୁ ଆଉ ଏକ ବିବାହ…
ସରକାରଙ୍କୁ ସର୍ତ୍ତମୂଳକ ସମର୍ଥନ ଦେବ ମୁଖ୍ୟ ବିରୋଧୀ ଦଳ
କଲମ୍ବୋ,୧୭।୫: ଶ୍ରୀଲଙ୍କାରେ ଦୀର୍ଘଦିନ ହେଲା ଲାଗିରହିଥିବା ଅର୍ଥନୈତିକ ଓ ରାଜନୈତିକ ସଙ୍କଟର ସମାଧାନ ନିମନ୍ତେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂହେଙ୍କ ନେତୃତ୍ୱରେ ଗଠିତ ଅନ୍ତରୀଣ ସରକାରଙ୍କୁ ସର୍ତ୍ତମୂଳକ ସମର୍ଥନ ଯୋଗାଇଦେବାକୁ ମୁଖ୍ୟ ବିରୋଧୀ ଦଳ ସାମାଗି ଜନ ବଲଓ୍ବେଗୟା (ଏସ୍ଜେବି) ସୋମବାର ରାଜି…
ହ୍ବାଟ୍ସଆପ୍ରେ ଶୁଣାଣି କଲେ ହାଇକୋର୍ଟ
ଚେନ୍ନାଇ,୧୭।୫: ଦେଶରେ ପ୍ରଥମ ଥର ହ୍ବାଟ୍ସଆପ୍ ଜରିଆରେ ମାମଲାର ଶୁଣାଣି ହୋଇଛି। ମାଡ୍ରାସ ହାଇକୋର୍ଟ ବିଚାରପତି ଜି.ଆର୍. ସ୍ବାମୀନାଥନ ବିବାହ ଉତ୍ସବରେ ଯୋଗ ଦେଇଥିବାବେଳେ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ତାଙ୍କୁ ହ୍ବାଟ୍ସଆପ୍ରେ କରିବାକୁ ପଡ଼ିଥିଲା। ସେ ଚାରିଟେବୁଲ ଟ୍ରଷ୍ଟ…
ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା: ୧୪୪ ଧାରା ଜାରି
ଭୋପାଳ,୧୭।୫: ରାଜସ୍ଥାନ ଠାରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ସାମ୍ପ୍ରଦାୟିକ ହିଂସା ଖବର ଆଜିକାଲି ଦେଖିବାକୁ ମିଳୁଛି। ସୋମବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶର ନିମଚରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଉତ୍ତେଜନା ଏତେ ବଢିଗଲା ଯେ ବହୁ ସଂଖ୍ୟକ ପୋଲିସ ଫୋର୍ସ…
ବନ୍ଧୁକ ଚାଳନା ଶିଖୁଛନ୍ତି ବଜରଙ୍ଗ ଦଳ କର୍ମୀ
ବେଙ୍ଗାଲୁରୁ, ୧୭ା୫: କର୍ନାଟକର କୋଡାଗୁ ଟ୍ରେନିଂ କ୍ୟାମ୍ପ୍ରେ ବଜରଙ୍ଗ ଦଳର କର୍ମୀ ବନ୍ଧୁକ ଚାଳନା ଶିଖୁଥିବାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ନେଇ ବିବାଦ ମୁଣ୍ଡ ଟେକିଥିବାବେଳେ ଦଳର ଲିଡର ରଘୁ ଶାକଲେଶପୁର ଏହା ଉପରେ…
ବୈତରଣୀରୁ ବାଲି ଲୁଟ ଅଣାୟତ୍ତ
ଯାଜପୁର ଅଫିସ,୧୭ା୫:ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ବୈତରଣୀ ନଦୀର ଦକ୍ଷିଣ ପାର୍ଶ୍ୱ ସାଆଁଳାଠାରୁ ମୂଳାପାଳ ପର୍ଯ୍ୟନ୍ତ ବେଆଇନ ବାଲି ଉତ୍ତୋଳନ ଅଣାୟତ୍ତ ହେବାରେ ଲାଗିଛି। ଗତ ପଞ୍ଚାୟତ ନିର୍ବାଚନ ପରେ ଏହି ବାଲି ଲୁଟ୍ କାରବାର ଅପେକ୍ଷାକୃତ ବଢ଼ିବାରେ ଲାଗିଛି।…
ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟଙ୍କୁ ବିରୋଧ
ପୁରୀ ଅଫିସ,୧୭।୫:ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟ ଅଧ୍ୟକ୍ଷାନନ୍ଦ ଦେବତୀର୍ଥ ମହାରାଜଙ୍କୁ ପୁରୀରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ସେ ପୁରୀ ଆସିଥିବା ବେଳେ ସୋମବାର ଆଦିତ୍ୟ ବାହିନୀ ପକ୍ଷରୁ ତାଙ୍କୁ ତୀବ୍ର ବିରୋଧ କରାଯାଇଛି। ଫଳରେ ପୁରୀ ରେଳଷ୍ଟେଶନରେ ସେ…
ଭାରତ-ନେପାଳ ମଧ୍ୟରେ ୬ ଏମ୍ଓୟୁ
କାଠମାଣ୍ଡୁ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେପାଳ ଗସ୍ତ ଅବସରରେ ସୋମବାର ଦୁଇ ଦେଶ ମଧ୍ୟରେ ୬ଟି ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର ହୋଇଛି। ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀରେ ମୋଦି ତାଙ୍କ ନେପାଳ ପ୍ରତିପକ୍ଷ ଶେର୍ ବାହାଦୁର ଦେଉବାଙ୍କ ସହ ଦ୍ୱିପାକ୍ଷିକ ପ୍ରସଙ୍ଗ…
ପୁଣି ଆରମ୍ଭ ହେବ ‘ଫାୟାର ପାର୍କ’
ଭୁବନେଶ୍ୱର, ୧୭।୫ (ବ୍ୟୁରୋ):ଅଗ୍ନିକାଣ୍ଡରେ ଅନେକ ଜୀବନ ଯିବା ସହ ବହୁ ସମ୍ପତ୍ତି ନଷ୍ଟ ହେଉଛି। ବର୍ଷକୁ ବର୍ଷ ଏହି ନିଆଁ ବିପତ୍ତି ବଢ଼ି ଚାଲିଛି। ତେଣୁ ଅଗ୍ନିକାଣ୍ଡ ଘଟିଲାବେଳେ ଭୟଭୀତ ନ ହୋଇ ଏହାକୁ କିଭଳି ଆୟତ୍ତ କରାଯାଇପାରିବ ସେନେଇ ସଚେତନ…
ସାନ୍ତାଳି ସମ୍ପ୍ରଦାୟ ନିଜ ଭାଷା, ସଂସ୍କୃତିକୁ ନେଇ ଗର୍ବ କରନ୍ତୁ
ଭୁବନେଶ୍ୱର, ୧୭।୫ (ବ୍ୟୁରୋ):ହୀନମନ୍ୟତା ପରିହାର ନ କଲେ କୌଣସି ଜାତି ଓ ଭାଷା ନିଜର ସ୍ବାଭିମାନ ପ୍ରତିଷ୍ଠା କରିପାରିବ ନାହିଁ। ସୋମବାର ଗୀତଗୋବିନ୍ଦ ଭବନଠାରେ ସାନ୍ତାଳି, ଅଲ୍ଚିକି ଭାଷାର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ରାଜସ୍ବ…
ଚଢ଼ାଉବେଳେ ପୋଲିସକୁ ଆକ୍ରମଣ
ବାଲିପାଟଣା,୧୭ା୫(ଡି.ଏନ୍.ଏ.):ଚୋରାରେ ମଦ ବିକ୍ରି କରୁଥିବା ଦୋକାନ ଉପରେ ଚଢ଼ାଉ ବେଳେ ପୋଲିସଙ୍କୁ ଆକ୍ରମଣ ହୋଇଛି। ଏଥିସହ ମଦ ବେପାର କରୁଥିବା ଦୋକାନୀଙ୍କ ପରିବାର ଓ ସମର୍ଥକମାନେ ରାସ୍ତାରୋକୋ କରିଥିଲେ। ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅନ୍ତର୍ଗତ ନରଦା ବଜାରରେ ଏପରି ଘଟଣା…
ଗାଳ୍ପିକ ଚନ୍ଦ୍ରଶେଖରଙ୍କ ପରଲୋକ
ଭୁବନେଶ୍ୱର, ୧୭।୫ (ବ୍ୟୁରୋ): ସାହିତି୍ୟକ, ଅନୁବାଦକ ଓ ଗାଳ୍ପିକ ଚନ୍ଦ୍ରଶେଖର ଦାସବର୍ମାଙ୍କ ପରଲୋକ ହୋଇଛି। ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ସ୍ତ୍ରୀ, ପୁଅ, ବୋହୂ, ନାତୁଣୀ, ପୁତୁରା, କଥାଶିଳ୍ପୀ ଅଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।…
Archives


