Home Left

ବିଧାନସଭା ପାଚେରିରେ ଉଡିଲା ଖଲିସ୍ତାନୀ ପତାକା

ଧର୍ମଶାଳା,୮।୫: ହିମାଚଳ ପ୍ରଦେଶ ଧର୍ମଶାଳା ସ୍ଥିତ ବିଧାନସଭାର ପାଚେରିରେ ରବିବାର ଖଲିସ୍ତାନୀ ପତାକା ଉଡୁଥିବାର ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ପାଚେରିରେ ଖଲିସ୍ତାନ ସମର୍ଥରେ ସ୍ଲୋଗାନ ମଧ୍ୟ ଲେଖାଯାଇଛି। ପୋଲିସ ଏହି ଘଟଣାର ସୂଚନା ପାଇବା ମାତ୍ରେ ତୁରନ୍ତ ପତାକା…

୨୫ ବର୍ଷ ପରେ ଜମି କ୍ଷତିପୂରଣ ମିଳିଲା ୧୦୦ କୋଟି

ନୋଏଡା,୮।୫: ଛଅ ସପ୍ତାହ ମଧ୍ୟରେ ଜଣେ ଜମି ମାଲିକଙ୍କୁ ପ୍ରାୟ ୧୦୦ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ନୋଏଡା ପ୍ରାଧିକରଣକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ରେଡ୍ଡୀ ଭେରାନା ୧୯୯୭ ମସିହାରେ ଚାଲେରା ବଙ୍ଗର ଗ୍ରାମରେ ୧ କୋଟି ଟଙ୍କା ମୂଲ୍ୟରେ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୮ା୫(ବ୍ୟୁରୋ): ରାଜ୍ୟରୁ ରବିବାର ଆଉ ୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୮,୮୭୦ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ବୃଦ୍ଧାଙ୍କୁ ଦଳିଦେଲା ହାତୀ

କେନ୍ଦୁଝର,୮ା୫(ସ୍ବ.ପ୍ର.): ତେଲକୋଇ ବ୍ଲକ ଅନ୍ତର୍ଗତ ବନବିହାରୀପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମ ଜହ୍ନି ଦେହୁରୀ। ତାଙ୍କ ଘର କୁଲାଡେରା ଗ୍ରାମରେ ବୋଲି ଜଣାପଡ଼ିଛି। ସେ ରବିବାର ସକାଳେ ବନବିହାରୀପୁର କାଜୁ ଜଙ୍ଗଲକୁ…

ଯନ୍ତ୍ରଣା ଦେଉଛି ଅସମ୍ପୂର୍ଣ୍ଣ ରାସ୍ତା, ଡ୍ରେନ

ବାସୁଦେବପୁର,୮।୫(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ସହର ଏକ ପୁରାତନ ବ୍ୟବସାୟିକ ପେଣ୍ଠସ୍ଥଳ। ହେଲେ ସହରର ବିଭିନ୍ନ ସମସ୍ୟା ସହରବାସୀ ଏବଂ ବ୍ୟବସାୟୀଙ୍କୁ ଯନ୍ତ୍ରଣା ଦେଉଛି। ଧାମରା-ଜାମୁଝାଡ଼ି ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ଯୋଗୁ ଦୀର୍ଘ ୨ ବର୍ଷରୁ…

ଫାଫ୍‌ ଡୁ ପ୍ଲେସିସଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦକୁ ୧୯୩ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୮।୫: ଆଇପିଏଲ ୨୦୨୨ର ୫୪ତମ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଉଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୩ ଉଇକେଟ୍‌ ହରାଇ…

ଉଦ୍ଧବଙ୍କୁ ନବନୀତଙ୍କ ଖୋଲା ଚ୍ୟାଲେଞ୍ଜ: ସାହସ ଅଛି ତ ମୋ ସହ ନିର୍ବାଚନ ଲଢି ଦେଖାଅ

ମୁମ୍ବାଇ,୮ ।୫: ହନୁମାନ ଚାଳିଶା ବିବାଦ ପରେ ଚର୍ଚ୍ଚାରେ ଥିବା ଅମରାବତୀର ନିର୍ଦ୍ଦଳୀୟ ଏମ୍‌ପି ନବନୀତ ରାଣା ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ସେ କହିଛନ୍ତି ଉଦ୍ଧବ ଠାକରେ ମହାରାଷ୍ଟ୍ରର…

ଅମିତ ଶାହାଙ୍କ ସହ ରାତ୍ରୀ ଭୋଜନର ଗୋଟିଏ ଦିନ ପରେ ଦିଦିଙ୍କୁ ପ୍ରଶଂସା କଲେ ଗାଙ୍ଗୁଲି

କୋଲକତା,୮।୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ରାତ୍ରୀ ଭୋଜନ କରିବାର ଗୋଟିଏ ଦିନ ପରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପ୍ରଶଂସା କରିଛନ୍ତି। ଏକ ଘରୋଇ ହସ୍ପିଟାଲର ଉଦଘାଟନୀ କାର୍ଯ୍ୟକ୍ରମରେ ଗାଙ୍ଗୁଲି କହିଛନ୍ତି,…

ଗୀତର ତାଳେ ତାଳେ ଯୁବତୀଙ୍କ ସହ ଡ୍ୟାନ୍ସ କରୁଛି ଡଲ୍‌ଫିନ୍‌

ସଙ୍ଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରେ। ଏମିତି କେହି ନାହିଁ ଗୀତକୁ ଭଲ ପାଏ ନାହିଁ। ଗୀତଟିଏ ବାଜିଲେ ଆପଣ କେବଳ ଖୁସି ଅନୁଭବ କରନ୍ତି ନାହିଁ, ଶକ୍ତି ମଧ୍ୟ ବଢ଼ିଯାଏ। ପାଦ ଆପଣାଛାଏଁ ଉଠିଯାଏ। ଏହା ମଣିଷଙ୍କ କ୍ଷେତ୍ରରେ ଘଟିଥାଏ। ମାତ୍ର…

ଭାବପ୍ରବଣ ହେଲେ ଜାହ୍ନବୀ

ଆଜି ମଦର୍ସ ଡେ’। ମା’ଙ୍କ ପାଇଁ ଦିନଟିଏ। ଏହି ଅବସରରେ ବଲିଉଡ୍‌ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ନିଜ ମା’ଙ୍କୁ ମନେ ପକାଇଛନ୍ତି। ଏଥିରେ ସାମିଲ ଅଛନ୍ତି ଅଭିନେତ୍ରୀ ଜାହ୍ନବୀ କପୁର। ଏହି ବିଶେଷ ଦିନରେ ଜାହ୍ନବୀ ମା’ ଶ୍ରୀଦେବୀଙ୍କ ସହିତ ପିଲାଦିନରେ…

ଲଜ୍ଜାଜନକ ରେକର୍ଡ ହାସଲ କଲେ କୋହଲି

ମୁମ୍ବାଇ,୮।୫: ଆଇପିଏଲ ୨୦୨୨ର ୫୪ତମ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଆରସିବି ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଚଳିତ ସିଜିନରେ ଖରାପ ଫର୍ମ ସହ…

ଜେଲ୍‌ରେ ୫୦ କିଲୋଗ୍ରାମ୍‌ ଲେମ୍ବୁ ଦୁର୍ନୀତି, ଅଧିକ୍ଷକ ନିଲମ୍ବିତ…

କପୁରତାଲା, ୮।୫ : ପଞ୍ଜାବର କପୁରତାଲା ଜେଲରେ ଲେମ୍ବୁ ଦୁର୍ନୀତି ମାମଲା ସାମ୍ନାକୁ ଆସିବା ପରେ ଜେଲ ଅଧୀକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ସାଧାରଣ ଲୋକମାନେ ଆକାଶଛୁଆଁ ମୂଲ୍ୟ ହେତୁ ଲେମ୍ବୁ କିଣିବାକୁ ଅମଙ୍ଗ ହେଉଥିବାବେଳେ କପୁରତାଲା ଆଧୁନିକ ଜେଲର ଅନ୍ତେବାସୀଙ୍କ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri