ଝାଡ଼ଖଣ୍ଡରେ କଂଗ୍ରେସକୁ ଝଟ୍କା: ମହୁଆ ମାଜିଙ୍କୁ ପ୍ରାର୍ଥୀ କଲା ଜେଏମ୍ଏମ୍
ରାଞ୍ଚି,୩୦।୫: ଝାଡ଼ଖଣ୍ଡ କଂଗ୍ରେସକୁ ବଡ଼ ଝଟ୍କା ଲାଗିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ନେତା ହେମନ୍ତ ସୋରେନ ମହୁଆ ମାଜିଙ୍କୁ ରାଜ୍ୟ ସଭା ପ୍ରାର୍ଥୀ ଭାବେ ସୋମବାର ମନୋନୀତ କରିଛନ୍ତି। ଗୁରୁ ଶିବୁ ସୋରେନଙ୍କ ସହମତିରେ ରାଜ୍ୟ…
ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟରେ ସର୍ବଦା ରହିଛି ନୂତନତ୍ୱ: ନଡା
ନୂଆଦିଲ୍ଲୀ,୩୦।୫: ମୋଦି ସରକାରକୁ ସୋମବାର ୮ ବର୍ଷ ପୂରଣ ହୋଇଛି। ମେ ୩୦ରେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଆଜି ଦେଶର ଅନେକ ରାଜ୍ୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ ଭାଜପା ଜାତୀୟ…
ଫିସ୍ ବଢାଇଲେ କାର୍ତ୍ତିକ
ଆଜିକାଲି ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ ଭୁଲେୟା ୨’ ବକ୍ସ ଅଫିସରେ ଧମାଲ୍ କରିଛି। ଏହି ଫିଲ୍ମ ୧୦୦ କୋଟି କ୍ଲବ୍ରେ ପ୍ରବେଶ କରିଛି। ଏହି ଫିଲ୍ମ କାର୍ତ୍ତିକଙ୍କ କ୍ୟାରିଅରର ସବୁଠୁ ସୁପରହିଟ୍ ଫିଲ୍ମ ସାବ୍ୟସ୍ତ ହୋଇଛି। ଫିଲ୍ମରେ…
ଗୁଜରାଟରେ ନିର୍ବାଚନ ଲଢ଼ିବ ଏଆଇଏମ୍ଆଇଏମ୍
ଅହମଦାବାଦ,୩୦।୫: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ଦିନକୁ ଦିନ ସରଗରମ ହେବାରେ ଲାଗିଛି। ଗୁଜରାଟ ବିଧାନସଭା ନିର୍ବାଚନ ଲଢ଼ିବା ପାଇ ଅସାଦୁଦ୍ଦିନ ଓୱାଇସିଙ୍କ ଏଆଇଏମ୍ଆଇଏମ୍ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଦଳର ମୁଖ୍ୟ ଅସାଦୁଦ୍ଦିନ ରବିବାର ପୋର୍ବନ୍ଦରରେ…
ଇମ୍ରାନଙ୍କୁ ମିଳିଲା ଅଭିଶାପ: ତୃତୀୟ ସ୍ତ୍ରୀ ବି ଛାଡି ଚାଲିଯିବେ
ଇସଲାମାବାଦ୍,୩୦।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ଦଳର ଏମ୍ପି ଅମିର ଲିଆକତ ତାଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ଅମିର ଇମ୍ରାନ୍ଙ୍କ ନାଁରେ ଅନେକ ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ରାଜନୈତିକ ପରିବର୍ତ୍ତେ ଅଧିକ ବ୍ୟକ୍ତିଗତ ମନେହୁଏ। ଅମିର ଅଭିଯୋଗକରି…
ଶ୍ରୀଜିଉଙ୍କ ଦର୍ଶନ କଲେ ରେଲୱେ ବୋର୍ଡ ଅଧ୍ୟକ୍ଷ
ପୁରୀ ଅଫିସ,୩୦।୫: ରେଲୱେ ବୋର୍ଡର ଅଧ୍ୟକ୍ଷ ବିନୟ କୁମାର ତ୍ରିପାଠୀ ସୋମବାର ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ଦର୍ଶନ ସମୟରେ ଆରପିଏଫର ବରିଷ୍ଠ ଅଧିକାରୀ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିସହ ଶ୍ରୀମନ୍ଦିର ଭିତରେ ଥିବା ପାଶର୍ର୍ୟ ଦେବାଦେବୀଙ୍କ ଦର୍ଶନ…
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କ୍ଷୋଭ: କହିଲେ, ମୁଁ ମୋ ପୋଷାକ ବିକିଦେବି
ଇସ୍ଲାମାବାଦ୍,୩୦।୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଖେବର ପଖତୁଙ୍ଖୱାର ମୁଖ୍ୟମନ୍ତ୍ରୀ ମହମୁଦ ଖାନ୍ଙ୍କୁ ଅଲ୍ଟିମେଟମ ଦେଇଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ୨୪ ଘଣ୍ଟା ମଧ୍ୟରେ ୧୦ କିଲୋ ଅଟାର ମୂଲ୍ୟ ୪୦୦ ଟଙ୍କାକୁ ନ ଆଣନ୍ତି, ତେବେ ସେ ଲୋକମାନଙ୍କୁ ଶସ୍ତା ଅଟା…
ରୋମାଣ୍ଟିକ ମୁଭି କରିବାକୁ ଡରୁଛନ୍ତି ଆୟୁଷ୍ମାନ!
ମୁମ୍ବାଇ: ବଲିଉଡ ଷ୍ଟାର ଆମିର ଖାଁଙ୍କ ପରେ ଯଦି କେହି ନିଜ ମୁଭିକୁ ନେଇ ଏକ୍ସପିରିମେଣ୍ଟ କରୁଥାଆନ୍ତି ତେବେ ସେ ହେଉଛନ୍ତି ଆୟୁଷ୍ମାନ ଖୁରାନା । ଆୟୂଷ୍ମାନ ତାଙ୍କ କ୍ୟାରିୟର ମଧ୍ୟରେ କିଛି ଏକ୍ସପିରିମେଣ୍ଟ କରି ସାରିଛନ୍ତି । ଯେଉଁସବୁ ଚରିତ୍ରକୁ…
ନେପାଳ ବିମାନ ଦୁର୍ଘଟଣା: ସମସ୍ତ ଯାତ୍ରୀ ପ୍ରାଣ ହରାଇଥିବା ଆଶଙ୍କା
କାଠମାଣ୍ଡୁ,୩୦।୫: ନେପାଳ ବିମାନ ଦୁର୍ଘଟଣାସ୍ଥଳରୁ ବର୍ତ୍ତମାନ ସୁଦ୍ଧା ୧୪ଜଣଙ୍କ ମୃତଦେହ ଜବତ କରାଯାଇଥିବା ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷେ ପୋଲିସ ଏବଂ ସେନା ଅଧିକାରୀ ଘଟଣାର ସ୍ଥିତି ଅନୁସନ୍ଧାନ କରୁଛନ୍ତି। ଏପରି କି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି…
ଫିଲ୍ମ ରିଲିଜ୍ ପୂର୍ବରୁ ବୟକଟ
ଅଭିନେତା ଆମିର ଖାନ୍ ଏବଂ କରୀନା କପୁରଙ୍କ ଫିଲ୍ମ ‘ଲାଲ ସିଂ ଚଢା’ ଏବେ ଖୁବ୍ ଚର୍ଚ୍ଚାରେ। ନିକଟରେ ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇଛି। ଅନେକ ଦିନ ପରେ ଏହି ଯୋଡିକୁ ଦେଖିବାକୁ ମିଳିବ। ଫିଲ୍ମ କେବେ ରିଲିଜ୍ ହେବ…
କୃଷକ ନେତା ରାକେଶ ଟିକାଏତଙ୍କ ଉପରକୁ କାଳିମାଡ
ବେଙ୍ଗାଲୁରୁ,୩୦ ।୫: ଭାରତୀୟ କୃଷକ ୟୁନିୟନର ନେତା ରାକେଶ ଟିକାଏତଙ୍କ ଉପରକୁ ବେଙ୍ଗାଲୁରୁରେ ଏକ କାର୍ଯ୍ୟକ୍ରମରେ କାଳିମାଡ ହୋଇଛି । ସୋମବାର ରାକେଶ ଟିକାଏତ ବେଙ୍ଗାଲୁରୁ ପ୍ରେସ କ୍ଲବରେ ଏକ ପ୍ରେସ କନଫରେନ୍ସ କରିବାର ଥିଲା । ଯେତେବେଳେ ସେ ପ୍ରେସ…
ଉମ୍ରାନଙ୍କୁ ପଛରେ ଛାଡ଼ିଲେ ଫର୍ଗୁସନ
ଅହମଦାବାଦ,୨୯।୫: ନ୍ୟୁଜିଲାଣ୍ଡ ପେସର ଲୋକି ଫର୍ଗୁସନ ଆଇପିଏଲ ୨୦୨୨ରେ ଦ୍ରୁତତମ ବଲ ପକାଇବାର ରେକର୍ଡ ନିଜ ନାମରେ କରିଛନ୍ତି। ଗୁଜରାଟ ଟାଇଟାନ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଫର୍ଗୁସନ ରବିବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ଫାଇନାଲରେ ଘଣ୍ଟା ପ୍ରତି ୧୫୭.୩ କିମି ବେଗରେ…
Archives


