Home Left

ଏତିକି କୋଟି ଟଙ୍କାର ମାଲିକାଣୀ ନେହା କକ୍କର, ଗୋଟିଏ ଗୀତକୁ ନିଅନ୍ତି…

ବଲିଉଡ୍‌ର ଚର୍ଚ୍ଚିତ ଗାୟିକା ନେହା କକ୍କର ଆଜି ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ଅନେକ ବଲିଉଡ୍‌ ଫିଲ୍ମ, ପଞ୍ଜାବୀ ଫିଲ୍ମ ଏବଂ ମ୍ୟୁଜିକ ଭିଡିଓ ପାଇଁ ଗୀତ ଗାଇ ନେହା ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏତେ…

ନାତିକୁ କୋଳରେ ଧରି ନଜର ଆସିଲେ ମୁକେଶ ଅମ୍ବାନୀ

ଦୀର୍ଘ ଦିନ ପରେ ରବିବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡର ଚେୟାରମ୍ୟାନ ତଥା ଏମ୍‌ଡି ମୁକେଶ ଅମ୍ବାନୀଙ୍କୁ ଦେଖିବାକୁ ମିଳିଥିଲା। ଏହି ଅବସରରେ ଭାରତନାଟ୍ୟମ ନୃତ୍ୟର ଏକ ଶୋ’ ଥିଲା। ରାଧିକା ମର୍ଚାଣ୍ଟ ଯେ କି, ଅମ୍ବାନୀ ପରିବାରର ବୋହୂ ହେବାକୁ ଯାଉଛନ୍ତି।…

ସିଡିଏସ୍‌ ପରୀକ୍ଷାରେ ଉତ୍ତରାଖଣ୍ଡର ହିମାଂଶୁ ଟପ୍ପର

ନୈନିତାଲ,୬।୬: ମିଳିତ ପ୍ରତିରକ୍ଷା ସେବା (ସିଡିଏସ୍‌) ପରୀକ୍ଷାରେ ଉତ୍ତରାଖଣ୍ଡର ହଲଦ୍ୱାନି ଅଞ୍ଚଳର ହିମାଂଶୁ ପାଣ୍ଡେ(୨୨) ସର୍ବଭାରତୀୟସ୍ତରରେ ଟପ୍ପର ହୋଇଛନ୍ତି। କେନ୍ଦ୍ରୀୟ ଲୋକ ସେବା ଆୟୋଗ(ୟୁପିଏସ୍‌ସି) ପରିଚାଳିତ ଏହି ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଡେରାଡୁନ୍‌ସ୍ଥିତ ଇଣ୍ଡିଆନ୍‌ ମିଲିଟାରୀ ଏକାଡେମୀ(ଆଇଏମ୍‌ଏ) ପାଇଁ ପାଣ୍ଡେଙ୍କୁ…

‘ମୁଁ ବକ୍ସ ଅଫିସ୍‌ କୁଇନ୍‌’

ନିକଟରେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଭିନୀତ ଫିଲ୍ମ ‘ଧାକଡ’ ବକ୍ସ ଅଫିସରେ ଫ୍ଲପ୍‌ ସାବ୍ୟସ୍ତ ହୋଇଛି। ଫିଲ୍ମଟି ଫ୍ଲପ୍‌ ହେବା ପରେ କଙ୍ଗନା ମୁହଁ ଖୋଲିଛନ୍ତି। ଇନ୍‌ଷ୍ଟା ଷ୍ଟାଟସ୍‌ରେ ସେ ଫିଲ୍ମ ‘ଧାକଡ’କୁ ସିଧାସଳଖ ଫ୍ଲପ୍‌ ବୋଲି କହି ନାହାନ୍ତି,…

ସଲମାନ ଖାନ୍‌ଙ୍କ ସୁରକ୍ଷା ବଢିଲା

ମୁମ୍ବାଇ,୬।୬: ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ ଦିଆଯିବା ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ସଲମାନଙ୍କୁ ରବିବାର ଏକ ଚିଠି ମାଧ୍ୟମରେ ହତ୍ୟା ଧମକ ଦିଆଯାଇଥିଲା। ସୋମବାର କେତେଜଣ ପୋଲିସ ଅଧିକାରୀ ସଲମାନଙ୍କ ଘରେ ପହଞ୍ଚି ମାମଲାର…

ଟ୍ୟୁସନ୍‌ରୁ ଫେରୁଥିବା ବେଳେ ଛାତ୍ରୀଙ୍କ ଉପରେ ମାଡ଼ିଗଲା ହାଇଓ୍ବା

ଡେରାବିଶ,୬ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା-ଦାନପୁର ରାସ୍ତାର ଝିଙ୍କଡି ହାଟବାଣପୁର ଛକରେ ସୋମବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି ବୋଝେଇ ହାଇଓ୍ବା ଧକ୍କାରେ ଜଣେ ଛାତ୍ରୀଙ୍କ ଜୀବନ ଯାଇଛି। ମୃତ ଛାତ୍ରୀ ଜଣଙ୍କ ହେଲେ ସନ୍ତୋଷ ଲେଙ୍କାଙ୍କ ଝିଅ ଲକ୍ଷ୍ମୀପ୍ରିୟା(୧୫)।…

ମଦଭାଟିରେ ହାତୀ ଉପଦ୍ରବ : ଯୁବକଙ୍କ ଜୀବନ ଗଲା

ବାରିପଦା ଅଫିସ,୬ା୬: ବାରିପଦା ସହର ନିକଟ ମଞ୍ଚାବନ୍ଧାଠାରେ ୧୪ଟିକିଆ ହାତୀପଲଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଯୁବକ। ଯୁବକ ଜଣଙ୍କ ହେଲେ ବିହାରର ଔରଙ୍ଗାବାଦ ଅଞ୍ଚଳର ଧୀରଜ କୁମାର ସିଂ। ସେ ବାରିପଦାରେ ରହି ଏକ ମଦ ଦୋକାନରେ କାର୍ଯ୍ୟ କରୁଥିଲେ।…

ଗିରଫ ହୋଇପାରନ୍ତି ଇମ୍ରାନ ଖାନ୍‌

ଇସ୍‌ଲାମାବାଦ୍‌,୬।୬: ପାକିସ୍ତାନ ରାଜନୀତିରେ ଅଶାନ୍ତି ଥମିବାର ନାଁ ନେଉନାହିଁ। ଇମ୍ରାନ ଖାନ୍‌ କ୍ଷମତାରୁ ହଟିବା ମାତ୍ରେ ଶେହଓ୍ବାଜ ଶରିଫଙ୍କ ନେତୃତ୍ୱାଧୀନ ସରକାର ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ସେ କ୍ରମାଗତ ଭାବରେ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ତେବେ ଇମ୍ରାନଙ୍କ ବିରୋଧରେ ଦଙ୍ଗା…

ମନ୍ଦିର ପ୍ରବେଶ କଲେ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର,୬ା୬(ବ୍ୟୁରୋ): ମହାପ୍ରଭୁ ଲିଙ୍ଗରାଜଙ୍କ ବିବାହ ସମ୍ପନ୍ନ ପରେ ସୋମବାର ମନ୍ଦିରରେ ପ୍ରବେଶ କରିଛନ୍ତି ଦେବ ଦମ୍ପତି। ସୁସଜ୍ଜିତ ବିମାନରେ ମହାପ୍ରଭୁ ଲିଙ୍ଗରାଜ ଓ ମା’ ପାର୍ବତୀ ବିରାଟ ପଟୁଆରରେ ମନ୍ଦିର ପ୍ରତ୍ୟାବର୍ତ୍ତନ କରିଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରର କଳାକାରମାନେ ଏଥିରେ…

ଦେଶରେ ଧାର୍ମିକ ଅସହିଷ୍ଣୁତା କେବଳ ଟିଭିରେ ପାଇଛି ବୃଦ୍ଧି: ସଦ୍‌ଗୁରୁ

ନୂଆଦିଲ୍ଲୀ,୬।୬: ଦେଶରେ ଧାର୍ମିକ ଅସହିଷ୍ଣୁତା କେବଳ ଟିଭିରେ ବୃଦ୍ଧି ପାଇଛି। ଗତ ୧୦ ବର୍ଷ ମଧ୍ୟରେ ଦେଶର କୌଣସି ସ୍ଥାନରେ ବଡ଼ ଧରଣର ଦଙ୍ଗା ହୋଇନାହିଁ ବୋଲି ଇଶା ଫାଉଣ୍ଡେଶନର ପ୍ରତିଷ୍ଠାତା ସଦ୍‌ଗୁରୁ ଜାଗି ଭାସୁଦେବ କହିଛନ୍ତି। ଏକ ଆଲୋଚନାରେ ଆଧ୍ୟାତ୍ମିକ…

ଆଜି ମନ୍ଦିର ପ୍ରବେଶ କରିବେ ଦେବ ଦମ୍ପତି

ସମ୍ବଲପୁର,୬ା୬(ବ୍ୟୁରୋ): ସମ୍ବଲପୁରର ବିଶ୍ୱ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ସୋମବାର ହେଉଛି ଶେଷ ଦିନ। ଦେବ ଦମ୍ପତିଙ୍କ ବିବାହ ପରେ ଆଜି ଚାଲିଛି ଯୁଗଳ ଦର୍ଶନ ଶୋଭାଯାତ୍ରା। ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଚାଲିବ। ନବ ବିବାହିତ ଦେବ ଦମ୍ପତି ସୁସଜ୍ଜିତ ବିମାନରେ…

ସ୍ତ୍ରୀଙ୍କୁ ଗୁଳି ମାରିଲେ କଂଗ୍ରେସ ନେତା

ଗ୍ବାଲିୟର, ୬।୬: ମଧ୍ୟପ୍ରଦେଶର ଜଣେ କଂଗ୍ରେସ ନେତା ସ୍ତ୍ରୀଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ରବିବାର ରାତି ୨.୩୦ ସମୟରେ ସ୍ତ୍ରୀଙ୍କୁ ହତ୍ୟାକରି ସେ ଘଟଣାସ୍ଥଳରୁ ଫେରାର ଅଛନ୍ତି। କଂଗ୍ରେସ ନେତା ରିଷଭ ଭଦୌରିୟା ତାଙ୍କ ସ୍ତ୍ରୀ ଭାବନା ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri