Home Left

ବିଦ୍ୟୁତ୍‌ ବିଭ୍ରାଟ: ଛାତ୍ରୀଛାତ୍ରଙ୍କ ପରୀକ୍ଷା ନିକଟ, ଚିନ୍ତାରେ ଅଭିଭାବକ

ଦାରିଙ୍ଗବାଡ଼ି,୨୨ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଘନଘନ ବିଦ୍ୟୁତ୍‌କାଟକୁ ନେଇ ଜନ ଅସନ୍ତୋଷ ଦାନା ବାନ୍ଧୁଛି। ଦୀର୍ଘ ଘଣ୍ଟା ଧରି ବିଦ୍ୟୁତ ଅଚଳ ଯୋଗୁ ବ୍ୟବସାୟ ପ୍ରତିଷ୍ଠାନ ସମେତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ଏକ ପ୍ରକାର ଠପ୍‌ ହେଇଯାଉଛି। ବିଶେଷ…

ପଡ଼ାରେ ନାହିଁ ନଳକୂପ, ପିଉଛନ୍ତି ନଦୀ ପାଣି

କୋକସରା,୨୨।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡପୋଡାଗୁଡା ପଞ୍ଚାୟତର ୧୩ ନମ୍ବର ୱାର୍ଡର ସୋଭାଗ୍ୟପଡାରେ ନଳକୂପ ନ ଥିବାରୁ ବର୍ଷ ତମାମ ପଡାବାସୀ ଜଳକଷ୍ଟ ଭୋଗୁଛନ୍ତି । ଦୀର୍ଘ ୭ ବର୍ଷ ହେବ ପଡା ବସତି ହୋଇଥିବା ବେଳେ ବାରମ୍ବାର ପ୍ରଶାସନ…

ଖରାଛୁଟିକୁ ନେଇ ବଢୁଛି ଅସନ୍ତୋଷ

ଖୋର୍ଦ୍ଧା ଅଫିସ,୨୨ା୪: ଚଳିତବର୍ଷ ଜୁନ ୧ରୁ ୧୬ ପର୍ଯ୍ୟନ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଖରାଛୁଟି ଘୋଷଣା ହୋଇଥିବା ବେଳେ ଜୁନ ୬ରୁ ୧୬ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟରେ ହେବ ଖରାଛୁଟି। ତେବେ ଜୁନରେ ଖରାଛୁଟିକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।…

ଶାଳିଜଙ୍ଗା ପଞ୍ଚାୟତରେ ଜଳ ସମସ୍ୟା ଉତ୍କଟ

କଳିଙ୍ଗନଗର,୨୨ା୪(ଡି.ଏନ.ଏ.): ଦାନଗଦି ବ୍ଲକ ଅଧୀନ ଶାଳିଜଙ୍ଗା ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ପଞ୍ଚାୟତର କୁଲାପିଟା, ନହୁରାଣୀପଶି, ବାଲିଆପାଳ ମହାନ୍ତ ସାହି, ଗହ୍ମାରୀପାଟିଆ ଓ ବାଘୁଆପାଳ ଆଦି ଗ୍ରାମରେ ପାନୀୟ ଜଳ ଯୋଗାଣ ପାଇଁ ରହିଥିବା ସମସ୍ତ ସରକାରୀ ସେବା…

ମୋଦିଙ୍କ ଗସ୍ତର ଦୁଇ ଦିନ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ: ୩ ଆତଙ୍କବାଦୀ ମୃତ, ଜଣେ ଯବାନ ଶହୀଦ

ଜମ୍ମୁ,୨୨ ।୪: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜମ୍ମୁ-କଶ୍ମୀର ଗସ୍ତର ୨ ଦିନ ପୂର୍ବରୁ ସୁଂଜୱାରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏହି ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣେ ଯବାନ ଶହୀଦ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ,…

ଅମଳ ସମୟରେ ଆଳୁ କେଜି ୨୦ ଟଙ୍କା

କେନ୍ଦ୍ରାପଡ଼ା ଅଫିସ,୨୨।୪: ଆଳୁ ଦରରେ ପକ୍ଷୀ ଲାଗିଛି। ଗତ ସପ୍ତାହରେ କେଜି ପ୍ରତି ଦର ୧୬ ଟଙ୍କା ଥିଲା। ଏବେ ବଜାର ଦର ୨୦ ଟଙ୍କାକୁ ଛୁଇଁଛି। ଆସନ୍ତା ନଭେମ୍ବର ଡିସେମ୍ବର ବେଳକୁ କେଜି ପ୍ରତି ୭୦ରୁ ୯୦ ଟଙ୍କା ରହିବ…

ଟାଇଗର ଶ୍ରଫ୍‌ଙ୍କୁ କପି କଲେ ବିଗ୍‌ ବି

ବଲିଉଡ୍‌ର ଆକ୍ସନ ହିରୋଙ୍କ ମଧ୍ୟରୁ ଟାଇଗର ଶ୍ରଫ୍‌ ଅନ୍ୟତମ। ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ନୂଆ ନାଁ ଯୋଡି ହୋଇଯାଇଛି। ସେ ହେଲେ ବିଗ୍‌ ବି ଅମିତାଭ ବଚ୍ଚନ। ବର୍ତ୍ତମାନ ବିଗ୍‌ବି ତାଙ୍କ ପ୍ରଂଶସକଙ୍କ ପାଇଁ ଫଟୋ ଶେୟାର କରିଛନ୍ତି।…

ଆଧାର ବିନା ଖାଦ୍ୟ ସୁରକ୍ଷାରୁ ହିତାଧିକାରୀ ବଞ୍ଚିତ: ହାଇକୋର୍ଟଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ

ରସୁଲପୁର,୨୨ା୪(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳରେ ଆଧାର ସଂଯୋଗ ବିନା ଖାଦ୍ୟ ସୁରକ୍ଷା ଯୋଜନାରୁ ଯୋଗ୍ୟ ହିତାଧିକାରୀ ବଞ୍ଚତ୍ତ ହେବା ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ମଙ୍ଗଳବାର ଏକ ତଦନ୍ତକାରୀ ଦଳ ରସୁଲପୁର ବ୍ଲକରେ ପହଞ୍ଚତ୍ ତଦନ୍ତ କରିଛି। ବ୍ଲକ ପ୍ରଶାସନ ସହାୟତାରେ…

ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଟପିଲା, ୪ ମାସର ଶିଶୁ ଅକ୍ସିଜେନ ସପୋର୍ଟରେ

ନୂଆଦିଲ୍ଲୀ,୨୨ ।୪: ପୁଣିଥରେ ଡରାଇଲାଣି କରୋନା ମହାମାରୀ । ଗୋଟିଏ ମାସ ପୂର୍ବରୁ ସଂକ୍ରମିଙ୍କ ସଂଖ୍ୟା ଦୁଇ ଅଙ୍କରେ ସିମିତ ଥିବା ବେଳେ ଏବେ ଏହା ବହୁ ଉପରକୁ ଚାଲି ଯାଇଛି । କେବଳ ରାଜଧାନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୩୦୦୦…

ଶିଶୁକନ୍ୟାଙ୍କୁ ଅପହରଣ ପରେ ବିକ୍ରି ଉଦ୍ୟମ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜଧାନୀରେ ୪ବର୍ଷର ଶିଶୁକନ୍ୟାଙ୍କୁ ଅପହରଣ ପରେ ବିକ୍ରି ଉଦ୍ୟମ ହୋଇଛି। ଘଟଣାର ୪ ଦିନ ପରେ ଇନ୍‌ଫୋସିଟି ଥାନା ପୋଲିସ ବୁଧବାର ସନ୍ଧ୍ୟାରେ ଶିଶୁକନ୍ୟାଙ୍କୁ ଉଦ୍ଧାର କରିବା ସହ ଅପହର୍ତ୍ତାଙ୍କୁ ଗିରଫ କରିଛି। ସେ ହେଲେ ଜଟଣୀ ଥାନା ଅନ୍ତର୍ଗତ…

ଅନ୍ଧାରରେ ଥିବା ଓଡ଼ିଶା ଏବେ ଆଲୋକିତ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମର ୨୭ତମ ପ୍ରତିଷ୍ଠା ଦିବସ ଗୁରୁବାର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶିଳ୍ପ, ଶକ୍ତି, ଏମ୍‌ଏସ୍‌ଏମ୍‌ଇ ଓ ଗୃହ ବିଭାଗ ମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ କହିଛନ୍ତି,…

ପିଡବ୍ଲ୍ୟୁଡି ରାସ୍ତା ଖୋଳିବାକୁ ବିଏମ୍‌ସି ଦେଉଛି ଅନୁମତି

ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ସ୍ମାର୍ଟସିଟିର ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ବିଭିନ୍ନ ଯୋଜନାରେ ଉନ୍ନୟନ କାର୍ଯ୍ୟ ଜାରି ରହିଛି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଅନେକ ସମୟରେ ରାସ୍ତାକୁ ମନଇଚ୍ଛା ଖୋଳି ଦିଆଯାଉଥିବା ଦେଖିବାକୁ ମିଳୁଛି। ଭୁବନେଶ୍ୱର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri