ପୁଣି କଟକରୁ ଜବତ ହେଲା ନକଲି ଔଷଧ

କଟକ ଅଫିସ, ୧୯।୯: କଟକରୁ ସୋମବାର ପୁଣି ନକଲି ଔଷଧ ଜବତ ହୋଇଛି। ନକଲି ଟେଲ୍ମା-୪୦ ଔଷଧ ଜବତ ହୋଇଛି । ପୁରୀ ଘାଟ ଥାନା ପୋଲିସ ପକ୍ଷରୁ ଦୋଳମୁଣ୍ଡାଇ ମହତାବ ରୋଡସ୍ଥିତ ଏକ ଟ୍ରାନ୍ସପୋର୍ଟ କମ୍ପାନୀରୁ ଚଢ଼ାଉ କରାଯାଇ ଏହି ଔଷଧ ଜବତ ହୋଇଛି । ମିଳିଥିବା ଖବର ଅନୁସାରେ, ୧୩୫୦ ଷ୍ଟ୍ରିପ୍‌ ନକଲି ଔଷଧ ଜବତ ହୋଇଛି ।
ଏହାପୂର୍ବରୁ ନକଲି ଔଷଧ ନେଇ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ପୋଲିସ ସେମାନଙ୍କୁ ରିମାଣ୍ଡରେ ନେଇ ତଦନ୍ତ କରୁଛି । ଏଥିସହ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରି ପୋଲିସ ଖୋଳତାଡ଼ କରୁଛି । ତେବେ ଗତ ୧୦ ତାରିଖରେ ମଧ୍ୟ ନକଲି ଔଷଧ ଜବତ କରାଯାଇଥିଲା । ନକଲି ଔଷଧ ନେଇ ଥାନାରେ ଏତଲା ମଧ୍ୟ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ରୁପା, ଷ୍ଟୋନ୍‌ ରାଖୀର ଚାହିଦା ବେଶି

କଟକ ଅଫିସ,୨।୮: ଭାଇ ଭଉଣୀଙ୍କର ସ୍ନେହ ସମ୍ପର୍କ ଓ ଭଲ ପାଇବାର ପର୍ବ ରାଖୀପୂର୍ଣ୍ଣିମା। ଭାଇ ହାତରେ ଭଉଣୀ ରାଖୀ ବାନ୍ଧି ଶୁଭମନାସୀ ଥାଏ ଓ...

ନନ୍ଦନକାନନରେ ପଶିଲେ ଦୁଇଟି ଜଙ୍ଗଲୀ ହାତୀ,ପର୍ଯ୍ୟଟକଙ୍କୁ ପ୍ରବେଶ ମନା

ବାରଙ୍ଗ,୯।୩(ଡି.ଏନ୍‌.ଏ.): ନନ୍ଦନକାନନରେ ପଶିଲେ ଦୁଇ ଜଙ୍ଗଲୀ ହାତୀ । ଜିରାଫ ଘୁଆଡ ପଛ ପାଖରେ ଏହି ଦୁଇ ହାତୀ ଥିବା ସନ୍ଦେହ କରାଯାଉଛି । ଏଥିପାଇଁ...

ଜଙ୍ଗଲରେ ନିଆଁ

ମାଲକାନଗିରି, ୨୧ା୪ (ସ୍ବ.ପ୍ର.)-  ମାଲକାନଗିରି ଜିଲା ବନବିଭାଗର ବିଭିନ୍ନ ସ୍ଥାନରେ ଥିବା ଜଙ୍ଗଲରେ  ନିଆଁ ଲାଗିଛି। ବିଭାଗର ୬ଟି ରେଞ୍ଜ୍‌ର କର୍ମଚାରୀମାନେ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି।...

ଦୁର୍ନୀତିରେ ସମ୍ପୃକ୍ତ ଅଭିଯୋଗ: ଭିଏଲ୍‌ଡବ୍ଲ୍ୟୁଙ୍କ ନାମରେ ଥାନାରେ ଏତଲା ଦେଲେ ବିଡିଓ

ଯାଜପୁର ଅଫିସ,୧୮ା୧- ଦଶରଥପୁର ବ୍ଲକରେ କାର୍ଯ୍ୟ କରୁଥିବା ଭିଏଲ୍‌ଡବ୍ଲ୍ୟୁ ପ୍ରମୋଦ କୁମାର ମହାଳିକ ବିଭିନ୍ନ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଏନେଇ ତାଙ୍କ ନାମରେ...

ବିଜେଡି କର୍ମକର୍ତ୍ତାଙ୍କ ମଧ୍ୟରେ ମାରପିଟ: ଥାନାରେ ପହଞ୍ଚିଲା ମାମଲା

ବ୍ରଜରାଜନଗର, ୬ା୯(ଡି.ଏନ.ଏ.): ବ୍ରଜରାଜନଗର ବିଜୁ ଜନତା ଦଳରେ ଗୋଷ୍ଠୀ କନ୍ଦଳ ଧୀରେ ଧୀରେ ପଦାରେ ପଡ଼ିବାରେ ଲାଗିଛି। ଜିଲା କାର୍ଯ୍ୟକାରିଣୀ ସଦସ୍ୟ ତଥା ଓଡ଼ିଆ ଏକତା...

ସରକାରୀ ସୁବିଧାରୁ ବଁଚିତ୍‌ ସିଦ୍ରିଆ ସମାଜ: ଜାତି, ଭେଲିକେ ନେଇ ଗୁପାରେ ପରଶାସନ

ବିନିକା, ୧୮।୧ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂହିଯୁବା ପଁଚେତ୍‌ ଅଧୀନ ଜାମପାଲି ଗଁାର କେନାଲ ପଡ଼ା, ଟାଙ୍ଗର ପଡ଼ା ଆର ଜଙ୍ଗଲ ପଡ଼ାରେ...

ସମ୍ଭାବ୍ୟ ବାତ୍ୟା ନେଇ ସତର୍କତା

କେନ୍ଦ୍ରାପଡ଼ା ଅଫିସ,୧୦ା୫:କେନ୍ଦ୍ରାପଡ଼ା ଜିଲାରେ ସୋମବାର ଅପରାହ୍ନରୁ ଆକାଶ ମେଘାଚ୍ଛନ୍ନ ରହିଛି। ସାମୁଦ୍ରିକ ଝଡ଼କୁ ନେଇ ବିପଦ ନ ଥିବା ପ୍ରକାଶ ସତ୍ତ୍ୱେ କେନ୍ଦ୍ରାପଡ଼ା ତଟାଞ୍ଚଳବାସୀଙ୍କୁ ଜିଲା...

ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗ

ଗଞ୍ଜାମ,୫।୯(ଡି.ଏନ.ଏ.): ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ କରିଥିଲା ଦେଶ l ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘରେ ଘରେ ତ୍ରିରଙ୍ଗା...

Advertisement
Archives

Model This Week