Home Left

ହନୁମାନ ଚାଲିଶାକୁ ନେଇ ତେଜୁଛି ବିବାଦ: ଅପରାହ୍ନ ୩ଟାରେ ଖବରଦାତା ସମ୍ମିଳନୀ କରିବେ ନବନୀତ ରାଣା

ମୁମ୍ବାଇ,୨୩।୪: ମୁମ୍ବାଇରେ ହନୁମାନ ଚାଳିଶା ଜପକୁ ନେଇ ବିବାଦ ତେଜିବାରେ ଲାଗିଛି। ନିର୍ଦ୍ଦଳୀୟ ଏମ୍‌ପି ନବନୀତ ରାଣା ଓ ବିଧାୟକ ସ୍ବାମୀ ରବି ରାଣା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀ ବାହାରେ ହନୁମାନ ଚାଳିଶା ପଢ଼ିବେ ବୋଲି ଶୁକ୍ରବାର ଘୋଷଣା…

ପତ୍ନୀହନ୍ତା ସ୍ବାମୀ ଗିରଫ

ପାଟଣା,୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଉପାନ୍ତ ଅଞ୍ଚଳ ପଲାଣିଘାଟି ପଞ୍ଚାୟତ ଜାମୁଳେଇ ବେଡା ଗ୍ରାମର ପତ୍ନୀହନ୍ତା ସ୍ବାମୀଙ୍କୁ ଘଟଗାଁ ପୋଲିସ ଗିରଫ କରିଛି। ଏହାପରେ ଉକ୍ତ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଜାମୁଳେଇ ବେଡା ଗ୍ରାମରେ…

ଡ୍ରିଲ୍‌ ସମୟରେ ହଠାତ୍‌ ଅଚେତ ହୋଇପଡ଼ିଲେ ୩ଛାତ୍ରୀ

ସଜନାଗଡ,୨୩।୪(ଡି.ଏନ୍‌.ଏ.): ବାଲେଶର ଜିଲା ନୀଳଗିରି ବ୍ଲକ ଅଧିନ ଜାମୁଢିଆ ଆଦର୍ଶ ବିଦ୍ୟାଳୟରେ ଶନିବାର ସକାଳେ ଏକ ଅଘଟଣ ଘଟିଛି। ସକାଳେ ଡ୍ରିଲ୍‌ ସମୟରେ ୨୦୦ ପିଲା ଭାଗ ନେଇଥିବା ବେଳେ ୧୫ଜଣ ଛାତ୍ରୀହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥଙ୍କ ମଧ୍ୟରୁ ୩ଜଣ ଛାତ୍ରୀ…

୨୪ଘଣ୍ଟାରେ ୫୬ ଆକ୍ରମଣ

ଖାର୍କ୍ୱିଭ୍‌,୨୩।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧ ସମୟରେ ରୁଷୀୟ ସୈନ୍ୟ ୟୁକ୍ରେନରେ ଭୟଙ୍କର ବିନାଶ ଘଟାଇବାରେ ଲାଗିପଡ଼ିଛନ୍ତି। ଅନେକ ସହର ଏବେ ଧ୍ୱସଂ ବିଧ୍ୱସ୍ତ ହୋଇଯାଇଛି। ମାର୍ଚ୍ଚ ଶେଷ ସୁଦ୍ଧା ୟୁକ୍ରେନ ସହରର ହୋରେଙ୍କା ସହରର…

ନାବାଳିକାଙ୍କୁ ବଳାତ୍କାର କରି ପୂର୍ବତନ ସରପଞ୍ଚ ଗିରଫ

ନାକଟିଦେଉଳ,୨୩ା୪(ଡି.ଏନ.ଏ.): ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ନାକଟିଦେଉଳ ପୋଲିସ ଏହି ବ୍ଲକ ଅନ୍ତର୍ଗତ ସାହେବୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିରଞ୍ଚି ବେହେରା(୫୪)ଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଗତବର୍ଷ ବିରଞ୍ଚିଙ୍କ ସ୍ତ୍ରୀ ପୁରୀରୁ ଫେରୁଥିବା ବେଳେ ଦୁର୍ଘଟଣାରେ ଆହତ ହୋଇଥିଲେ।…

ବ୍ୟବସାୟୀଙ୍କୁ ପିଟି ପିଟି ମାରିଦେଲେ

ଛତ୍ରପୁର,୨୩।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ହଂସପୁରରେ ଶୁକ୍ରବାର ରାତିରେ ଜଣେ ସିମେଣ୍ଟ ବ୍ୟବସାୟୀଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ସେ ହେଲେ ହଂସପୁର ଗ୍ରାମର ଯୁବ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡ଼ା। ସୂଚନାଯୋଗ୍ୟ, ଶୁକ୍ରବାର ରାତି ପ୍ରାୟ ୧୧ଟାରେ କୃଷ୍ଣଚନ୍ଦ୍ର ସବୁଦିନ…

ରାଧାମାଧବଙ୍କ ପ୍ରତିଷ୍ଠା ଉତ୍ସବରେ ଶ୍ରଦ୍ଧାଳୁଙ୍କ ସମାଗମ

ଝାରସୁଗୁଡ଼ା ଅଫିସ୍‌,୨୩।୪: ଝାରସୁଗୁଡ଼ା ସହର ବେହେରାମାଲସ୍ଥିତ ରାଧାମାଧବଙ୍କ ମନ୍ଦିର ପ୍ରତିଷ୍ଠା ଏବଂ ବିଗ୍ରହ ସ୍ଥାପନ ମହୋତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ ରାଧାମାଧବ ସଂଘ ତରଫରୁ ଆୟୋଜିତ ହୋଇଥିଲା। ପ୍ରଥମ ଦିନ ସ୍ଥାନୀୟ ପୋଖରୀରୁ ମହିଳାମାନେ ୧୦୮ କଳସରେ ଜଳ ଆଣି…

ପ୍ଲାଟିନମ୍‌ ଜୁବଲିରେ ବାର୍ବି ଲୁକ୍‌ରେ ବ୍ରିଟେନ ରାଣୀ

ଲଣ୍ଡନ,୨୩।୪: ବ୍ରିଟେନର ମହାରାଣୀ ଏଲିଜାବେଥ୍‌ ନିଜର ୯୬ତମ ଜନ୍ମଦିନ ଗୁରୁବାର ସାଣ୍ଡ୍ରିଂହମ୍‌ରେ ପାଳନ କରିଛନ୍ତି। ଦେଶର ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ଶାସନ କ୍ଷମତାରେ ଥିବା ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ସ୍ବାମୀ ପ୍ରିନ୍ସ ଫିଲିପ୍‌ଙ୍କ ସ୍ମୃତିରେ ସାଣ୍ଡ୍ରିଂହମ୍‌ର ଏକ ଫାର୍ମ ହାଉସ୍‌ରେ…

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ

ବଡବିଲ,୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଞ୍ଚଳରେ ଏକ ଲଜ୍ଜାକର ଘଟଣା ଘଟିଛି। ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କେନ୍ଦୁଝର ପଠାଯାଇଛି। ଏନେଇ ଥାନାରେ କୌଣସି…

୬ ସ୍କୁଲ ବସକୁ ଜରିମାନା

ପାଟଣା,୨୩।୪(ସ୍ବ.ପ୍ର.): ପରିବହନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ସ୍କୁଲ ବସ୍‌ଗୁଡ଼ିକର ଯାଞ୍ଚ କରାଯାଉଛି। କେନ୍ଦୁଝର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପାଟଣାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଓ ଜାଭିୟର ପବ୍ଲିକ ସ୍କୁଲର ୬ଟି ବସ୍‌ରୁ ୭୬ ହଜାର ୫୬୩ ଟଙ୍କାର ଚାଲାଣ…

ବାହାଘର ପ୍ରୋସେସନ ବେଳେ ଟେଣ୍ଟ ମାଲିକଙ୍କୁ ହତ୍ୟା

ଗୋପ,୨୩।୪(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ଥାନା ଅଧୀନ ବେଦପୁର ବାଲିକନ୍ଦଳ ଗାଁରେ ଶୁକ୍ରବାର ରାତିରେ ବାହାଘର ପ୍ରୋସେସନ ବେଳେ ଏକ ହିଂସାକାଣ୍ଡ ଘଟିଛି। କପଡ଼ା ଚିରିଯିବା ଘଟଣାକୁ ନେଇ ଟେଣ୍ଟ ମାଲିକ ଏବଂ ଡିଜେ ମାଲିକ ମୁହାଁମୁହିଁ ହୋଇଥିଲେ। ପରବର୍ତ୍ତି ସମୟରେ…

ମାନହୁଶରେ ୧୦୦ ଫୁଟ ଲମ୍ବା କବର

କ୍ୱିଭ,୨୩ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧର ପ୍ରତିଟି ଛବି ଯେମିତି ବଖାଣୁଛି ଯୁଦ୍ଧର ବିଭିଷିକା କଥା । ବେଳକୁ ବେଳ ଏଠାରେ ସ୍ଥିତି ଖରାପ ହେଉଥିବା ବେଳେ ୟୁକ୍ରେନ ଏକ ପ୍ରକାର ଧ୍ୱଂସ ସ୍ତୁପରେ ପରିଣତ ହେଲାଣି । ଏହାରି ଭିତରେ ସାମ୍ନାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri