Home Left

ଶିଶୁ ହେପାଜତ ମାମଲାରେ ହେବିୟସ୍‌ କର୍ପସ ହୋଇପାରିବ ନାହିଁ: ହାଇକୋର୍ଟ

କଟକ,୨୧ା୬:ସ୍ବାମୀଙ୍କ ଠାରୁ ଶିଶୁକୁ ହେପାଜତକୁ ନେବା ଦାବିରେ ସ୍ତ୍ରୀ କରିଥିବା ଆବେଦନ ଉପରେ ହେବିୟସ୍‌ କର୍ପସ ଇସ୍ୟୁ କରାଯାଇପାରିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଆବେଦନକାରିଣୀ କୌଶଲ୍ୟା ଦାସଙ୍କ ପକ୍ଷରୁ ଦାଏର ପିଟିଶନର ଶୁଣାଣି କରି…

ଆର୍ଥିକ ସ୍ଥିତିକୁ ବଞ୍ଚାଇଛି ଖଣି ରାଜସ୍ବ

ଭୁବନେଶ୍ୱର,୨୧ା୬(ବ୍ୟୁରୋ):କୋଭିଡ୍‌-୧୯ ମହାମାରୀ ପରେ ରାଜ୍ୟର ଆର୍ଥିକ ସ୍ଥିତି ଧୀରେ ଧୀରେ ସୁଧୁରୁଛି। ଟିକସ ଓ ଅଣଟିକସ କ୍ଷେତ୍ରରେ ରାଜସ୍ବ ଆଦାୟ ବଢୁଛି। ଚଳିତ ଆର୍ଥିକ ବର୍ଷର ମେ’ ମଧ୍ୟରେ ରାଜକୋଷକୁ ଖଣିକ୍ଷେତ୍ରରୁ ରାଜସ୍ବ ଅଭିବୃଦ୍ଧି ୫୦.୭୦ ପ୍ରତିଶତ ହୋଇଛି। ୨୦୨୧ ମେ’…

ସୋପୋର ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଜମ୍ମୁ,୨୧ ।୬: ଜମ୍ମୁ-କଶ୍ମୀରର ସୋପୋରରେ ସୁରକ୍ଷାର୍କମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । ଏଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୋଲିସର ସୂଚନା ଅନୁଯାୟୀ, ଏନକାଉଣ୍ଟର ପୁଲୱାମାର ଦୁଜାନ ଗାାଁରେ ଚାଲିଛି । ସୁରକ୍ଷାକର୍ମୀ ଏଠାରେ…

ଶାନ୍ତି ପାଇଁ ଇଏସି ବୈଠକ

କିନ୍‌ଶାସା/କିଗାଲି,୨୧।୬: ର୍ବାଣ୍ଡା ଏବଂ କଙ୍ଗୋ ମଧ୍ୟରେ ଉତ୍ତେଜନା ବୃଦ୍ଧିକୁ ଦୃଷ୍ଟିରେ ରଖି ଇଷ୍ଟ୍‌ ଆଫ୍ରିକାନ୍‌ କମ୍ୟୁନିଟି (ଇଏସି)ର ୭ ଦେଶ ବୁରୁଣ୍ଡି, କଙ୍ଗୋ, କେନିୟା, ର୍ବାଣ୍ଡା, ଉଗାଣ୍ଡା, ସାଉଥ୍‌ ସୁଦାନ ଏବଂ ତାଞ୍ଜାନିଆ ଚଳିତ ବର୍ଷ ଏକ ଆଞ୍ଚଳିକ ଫୋର୍ସ ଗଠନ…

ଜୁଲାଇ ୩ରେ ପିଜିଟି ନିଯୁକ୍ତି ପରୀକ୍ଷା

କଟକ ଅଫିସ,୨୧ା୬:ବିଜ୍ଞାନ ପାଠ୍ୟକ୍ରମର ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ନିଯୁକ୍ତି ପରୀକ୍ଷା ଆସନ୍ତା ଜୁଲାଇ ୩ରେ ଅନୁଷ୍ଠିତ ହେବ। ଏନେଇ ସୋମବାର ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ କଟକ ଜୋନ୍‌ର ୬ଟି କେନ୍ଦ୍ରରେ ପରୀକ୍ଷା…

ଟ୍ରକ ଡାଲାରୁ ହାତ ଗୋଡ଼ ବନ୍ଧା ଯୁବକ ଉଦ୍ଧାର

ପାରାଦୀପ, ୨୧ା୬(ସ୍ବ.ପ୍ର.):ପାରାଦୀପ-ଚଣ୍ଡିଖୋଲ ୫୩ନଂ.ଜାତୀୟ ରାଜପଥରେ ପୁଣି ଟ୍ରକ ଚାଳକଙ୍କ ବର୍ବରତା ଦେଖିବାକୁ ମିଳିଛି। ମୋବାଇଲ୍‌ ଓ ଟଙ୍କା ଚୋରି ଅଭିଯୋଗରେ ଜଣେ ଯୁବକଙ୍କ ହାତ ଗୋଡ଼ ବାନ୍ଧି ଟ୍ରକ ଡାଲାରେ ପକାଇ ଚାଳକ ନେଉଥିବାବେଳେ ଲୋକଙ୍କ ହାବୁଡରେ ପଡ଼ିଛନ୍ତି। ପାରାଦୀପ ଲକ୍‌…

ସୂଚନା ଓ ଲୋକସମ୍ପର୍କ ବିଭାଗ ଦାୟିତ୍ୱ ନେଲେ ସଞ୍ଜୟ ସିଂ

ଭୁବନେଶ୍ୱର,୨୧ା୬(ବ୍ୟୁରୋ):ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ସୋମବାର ସୂଚନା ଓ ଲୋକସମ୍ପର୍କ ବିଭାଗ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ନିର୍ଦ୍ଦେଶକ(ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା, ଯୁଗ୍ମ ସଚିବ ବିଷ୍ଣୁପ୍ରିୟା ସାହୁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ…

୨୪ରେ ଏସ୍‌କେଏମ୍‌ର ଦେଶବ୍ୟାପୀ ଆନ୍ଦୋଳନ ଡାକରା

ନୂଆଦିଲ୍ଲୀ,୨୧।୬: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ନିଯୁକ୍ତି ଯୋଜନା ବିରୋଧରେ କୃଷକମାନଙ୍କ ମିଳିତ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ପକ୍ଷରୁ ୨୪ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇaଛି। ସୋମବାର କୃଷକ ନେତା ରାକେଶ ଟିକାଏତ୍‌ ଏହି ସୂଚନା ଦେଇଛନ୍ତି। କର୍ନଲଠାରେ…

ଦ୍ୱିତୀୟ ଡୋଜ୍‌ କୋଭିଡ୍‌ ଟିକା ନେଇନାହାନ୍ତି ୨୯ ଲକ୍ଷ ଲୋକ

ଭୁବନେଶ୍ୱର, ୨୧।୬(ବ୍ୟୁରୋ):ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୯ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍‌ କରୋନା ବା କୋଭିଡ୍‌ ଟିକା ନେଇନାହାନ୍ତି। ସେହିଭଳି ୪୦ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ପ୍ରିକଶନ ଡୋଜ୍‌ ଟିକା ନେଇ ନ ଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ…

ଅଗଷ୍ଟ ୧ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୨୧ା୬(ବ୍ୟୁରୋ):ଅଗଷ୍ଟ ୧ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) ଆରମ୍ଭ ହେବ। ଏନେଇ ସୋମବାର ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏହି ପରୀକ୍ଷା ପାଇଁ ଚଳିତ ମାସ ୨୭ ତାରିଖରୁ ଆବେଦନ ପ୍ରକ୍ରିୟା ଚାଲିବ। ସାମ୍ସ…

ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବର୍ଷା

ଭୁବନେଶ୍ୱର,୨୧।୬(ବ୍ୟୁରୋ):ପାରିବାରିକ ବିବାଦ ମାମଲାରେ ପୁଣିଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ତାଙ୍କ ସ୍ବାମୀ ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତିଙ୍କ ବିରୋଧରେ ସେ ସୋମବାର ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି। ବର୍ଷାଙ୍କୁ ଟାର୍ଗେଟ କରି ଅନୁଭବ ‘ଅକୁହା…

ବହୁମତ ହରାଇଲେ ମାକ୍‌ରଁ

ପ୍ୟାରିସ୍‌,୨୧॥୬: ଫ୍ରାନ୍ସ ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହେବାର ୨ ମାସ ପୂରି ନ ଥିବାବେଳେ ଇମାନୁଏଲ୍‌ ମାକ୍‌ରଁଙ୍କୁ ବଡ଼ ଝଟକା ଲାଗିଛି। ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ମାକ୍‌ରଁ ବହୁମତ ହାସଲ କରିବାରେ ବିଫଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri