Home Left

ରୋଗୀଙ୍କ ପେଟରୁ ବାହାରିଲା ୬୩ ଚାମଚ; ଚକିତ ହେଲେ ଡାକ୍ତର

ମିରଟ୍‌: ରୋଗୀଙ୍କ ପେଟରୁ ବାହାରିଲା ୬୩ ଚାମଚ। ଉତ୍ତରପ୍ରଦେଶର ମିରଟ୍‌ରେ ଥିବା ଏକ ଡାକ୍ତରଖାନାରୁ ଏଭଳି ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ଦୁଇ ଘଣ୍ଟାର ଅପରେଶନ ପରେ ରୋଗୀଙ୍କ ପେଟରୁ ବିନା ମୁଣ୍ଡ ଥିବା ଚାମଚଗୁଡ଼ିକୁ ବାହାର…

ନାରାୟଣପାଟଣା ବିଡିଓ ନିଲମ୍ବିତ

କୋରାପୁଟ,୨୯ା୯(ସ୍ବ.ପ୍ର.): ନାରାୟଣପାଟଣା ବ୍ଲକ ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ନିଲମ୍ବନ କରିଛନ୍ତି ସରକାର। ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକରେ କାର୍ଯ୍ୟରତ ସମୟରେ ଦୁର୍ନୀତି ହୋଇଥିବା ନେଇ ସରକାରଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ସରକାର ବିଡିଓଙ୍କୁ ନିଲମ୍ବନ କରିଛନ୍ତି।

ସେପ୍ଟେମ୍ବର ୩୦ରେ ନାମାଙ୍କନପତ୍ର ଦାଖଲ କରିବେ ଦିଗବିଜୟ

ନୂଆଦିଲ୍ଲୀ,୨୯।୯: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆସନ୍ତାକାଲି ଅର୍ଥାତ୍‌ ସେପ୍ଟେମ୍ବର ୩୦ରେ ସେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ ବୋଲି ସ୍ପଷ୍ଟ…

ବିଶ୍ୱର ସବୁଠୁ ବଡ଼ ଫୁଲ

ସାଧାରଣତଃ ଯେଉଁମାନେ ଦୁଃସାହସିକ କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି, ସେମାନେ ନିଶ୍ଚିତ ଭାବରେ ଜଙ୍ଗଲକୁ ଯାଇ ଅନୁସନ୍ଧାନ କରନ୍ତି। ଏହିପରି ଜାଗାରେ ଚାଲିବା ଶରୀର ଏବଂ ମନ ପାଇଁ ଭଲ ଅଟେ। ନିକଟରେ ଇଣ୍ଡୋନେସିଆର ଏକ ଜଙ୍ଗଲରେ ଟ୍ରେକିଂ କରୁଥିବା ଜଣେ…

ଭୁଶୁଡ଼ିଲା ମେଡିକାଲ ପାଚେରି: ଜଣେ ମୃତ, ଭାଙ୍ଗିଲା ଗାଡ଼ି

କୋରାପୁଟ,୨୯।୯(ସ୍ବ.ପ୍ର.): କୋରାପୁଟ ସହରରେ ବୁଧବାର ରାତିରେ ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ଏଥିରେ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ପାଚେରି ଭୁଶୁଡି ପଡ଼ିଛି। ପାଚେରି ଭୁଶୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଏକ…

ବିଶ୍ୱର ସବୁଠୁ ବଡ଼ ବ୍ୟାଙ୍କ ଡକାୟତି

ବଲିଉଡ୍‌ ହେଉ କି ହଲିଉଡ୍‌ ବ୍ୟାଙ୍କ ଡକାୟତି ସହ ଜଡ଼ିତ ଅନେକ ଫିଲ୍ମ ଦେଖିଥିବେ। ମାତ୍ର ଏହା ବାସ୍ତବରେ ମଧ୍ୟ ଘଟିଛି। ଯାହାକି ସବୁଠୁ ବଡ଼ ଧରଣର ଡକାୟତିରେ ଗଣା। ୨୦୦୩ରେ ଇରାକର ବାଗଦାଦ୍‌ରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କରୁ ଚୋରି ହୋଇଥିଲା।…

ଭୁବନେଶ୍ୱର-ଦାରିଙ୍ଗବାଡ଼ି ବସ୍‌ ଦୁର୍ଘଟଣାଗ୍ରସ୍ତ

ଭଞ୍ଜନଗର,୨୯ା୯(ଡି.ଏନ୍‌.ଏ.): ଭୁବନେଶ୍ୱର ଭଞ୍ଜନଗର ଦେଇ ଦାରିଙ୍ଗିବାଡ଼ି ଅଭିମୁଖେ ଯାଉଥିବା ସାରଳା ବସ୍‌ ବୁଧବାର ବିଳମ୍ବିତ ରାତିରେ ନିକଟସ୍ଥ ଜାମପଲ୍ଲୀ ଛକରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ରେ ଥିବା ପ୍ରାୟ ୧୫ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ସେଥିମଧ୍ୟରେ ଥିବା ୩ ଜଣ ଯାତ୍ରୀ…

ଦୀପିକାଙ୍କ ସହ ବ୍ରେକ୍‌ଅପ୍‌କୁ ନେଇ ମୁହଁ ଖୋଲିଲେ ରଣବୀର

ଅଭିନେତ୍ରୀ ଦୀପିକା ପାଦୁକୋନ ଆଜିକାଲି ଅସୁସ୍ଥ ଅଛନ୍ତି। ନିକଟରେ ସାମାନ୍ୟ ଦୁର୍ବଳ ଅନୁଭବ କରିବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେ ପୂର୍ବ ଅପେକ୍ଷା ଭଲ ଅଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ବୈବାହିକ ଜୀବନରେ କିଛି…

ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର,୨୯।୯(ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ତ୍ରୀ ଜୟନ୍ତୀ ପଟ୍ଟନାୟକ ବୁଧବାର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୯୦ବର୍ଷ ହୋଇଥିଲା। ସେ ଗତ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ଅସୁସ୍ଥ ଥିଲେ। ଏକ ଘରୋଇ ହସ୍ପିଟାଲରେ…

ପାହାଡ଼ୀ ମଣିଷ ହରିହରଙ୍କ ପରିବାରକୁ ସହାୟତା ପ୍ରଦାନ ଦାବି

ଓଡ଼ଗାଁ,୨୯ା୯(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ଅଧୀନ ତୁଲୁବି ଗ୍ରାମକୁ ବିଖ୍ୟାତ ଗ୍ରାମରେ ପରିଣତ କରିଥିବା ପାହାଡ଼ି ମଣିଷ ହରିହର ବେହେରାଙ୍କ ମଙ୍ଗଳବାର ପରଲୋକ ହୋଇଥିଲା ା ତାଙ୍କ ପରିବାରକୁ ସହାୟତା ପ୍ରଦାନ କରିବାକୁ ସବୁ ମହଲରେ ଦାବି…

ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିଲେ, ଶେଷରେ ମଳତ୍ୟାଗ କରି ଚାଲିଗଲେ ଦୁର୍ବୃତ୍ତ

ଗଞ୍ଜାମ,୨୯ା୯(ଡି.ଏନ୍‌.ଏ.): ଗଞ୍ଜାମ ଅଞ୍ଚଳରେ ଦିନକୁ ଦିନ ଚୋରି ରାହାଜାନି ବୃଦ୍ଧି ପାଉଥିବା ଜଣାପଡ଼ିଛି। ଗୁରୁବାର ଭୋର୍‌ରୁ ସହରସ୍ଥିତ ବୁଢ଼ୀ ଠାକୁରାଣୀ ମନ୍ଦିରରୁ କେହି ଦୁର୍ବୃତ୍ତ କାନ୍ଥ ଭାଙ୍ଗି ହୁଣ୍ଡିରେ ଥିବା ସମସ୍ତ ଟଙ୍କା ଲୁଟି ନେଇଥିବା ଦେଖିବାକୁ ମିଳିଛି। ଏଥିସହ ସେଠାରେ…

ତୃତୀୟଥର ପାଇଁ ସମାଜବାଦୀ ପାର୍ଟିର ସଭାପତି ହେଲେ ଅଖିଳେଶ

ଲକ୍ଷ୍ନୌ,୨୯।୯: ସମାଜବାଦୀ ପାର୍ଟି(ଏସ୍‌ପି)ର ଜାତୀୟ ସମ୍ମିଳନୀ ଗୁରୁବାର ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ରାମବାଇ ମଇଦାନରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଅଖିଳେଶ ଯାଦବ କ୍ରମାଗତ ତୃତୀୟ ଥର ପାଇଁ ସମାଜବାଦୀ ଦଳର ଜାତୀୟ ସଭାପତି ଭାବରେ ମନୋନୀତ ହୋଇଛନ୍ତି। ସଭାପତି ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?