Home Left

ରିକ୍ସା ଚାଲକଙ୍କ ନାଁରେ ସମ୍ପତ୍ତି ଲେଖି ଦେଇଥିଲେ ମିନତୀ, ଆଜି ମିଶିଲେ ବିଜେଡ଼ିରେ

ଭୁବନେଶ୍ୱର,୨୧।୬(ବ୍ୟୁରୋ): କଟକ ସୂତାହାଟର ମିନତୀ ପଟ୍ଟନାୟକ ମଙ୍ଗଳବାର ବିଜେଡ଼ିରେ ସାମିଲ ହୋଇଛନ୍ତି। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ମିନତୀ ।ଏହି ଅବସରରେ ଓଡ଼ିଶା ମୋ ପରିବାର କଟକ ସିଟି ସଂଯୋଜକ…

ପିଲାଙ୍କଠୁ ଶିଖନ୍ତୁ ….

ସାଧାରଣତଃ ଛୋଟ ପିଲାଙ୍କୁ ମା’ବାପା ଅନେକ କଥା ଶିଖାଇଥାଆନ୍ତି। ଏହାକୁ ଆଧାରକରି ଏବଂ ନିଜର ଶିକ୍ଷାଗତ ଯୋଗ୍ୟତା ବଳରେ ସେମାନେ ନିଜର ଭବିଷ୍ୟତ ଗଢ଼ନ୍ତି। ହେଲେ ବେଳେବେଳେ ପିଲାମାନଙ୍କର କେତୋଟି କଥା ବେଶ୍‌ ଶିକ୍ଷଣୀୟ ହୋଇଥାଏ। ତେଣୁ ଯଦି ପିଲାମାନେ କିଛି…

ବିଶ୍ବସ୍ତରୀୟ ହେବ ପୁରୀ ଷ୍ଟେଶନ: ରଥଯାତ୍ରା ଲାଗି ଚାଲିବ ୨୦୫ ସ୍ବତନ୍ତ୍ର ଟ୍ରେନ

ପୁରୀ ଅଫିସ,୨୧। ୬: ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ପୁରୀ ବିଶ୍ବସ୍ତରୀୟ ଷ୍ଟେଶନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ୩୬୪ କୋଟି ଟଙ୍କାର ପ୍ରକଳ୍ପ କାମ ଦୁଇ ବର୍ଷ ମଧ୍ୟରେ ଶେଷ ହେବ । ବିଶସ୍ତରୀୟ ଷ୍ଟେଶନ ବିଲ୍‌ଡିଂ…

ୟୁକ୍ରେନ ପିଲାଙ୍କୁ ସାହାଯ୍ୟ ପାଇଁ ନୋବେଲ ପୁରସ୍କାର ବିକିଲେ ରୁଷିଆ ଖବରଦାତା

ମସ୍କୋ,୨୧।୬: ରୁଷିଆ ଖବରଦାତା ଦିମିତ୍ରୀ ମୁରାତୋଭ ତାଙ୍କ ନୋବେଲ ଶାନ୍ତି ପୁରସ୍କାର ନିଲାମ କରିଛନ୍ତି। ୟୁକ୍ରେନ ଯୁଦ୍ଧରେ ବିସ୍ଥାପିତ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ମୁରାତୋଭ ନିଲାମରୁ ଆସିଥିବା ଅର୍ଥକୁ ସିଧାସଳଖ ୟୁନିସେଫକୁ ପ୍ରଦାନ କରିବେ।…

ଟିଏମ୍‌ସିରୁ ଇସ୍ତଫା ଦେଲେ ଯଶବନ୍ତ

ନୂଆଦିଲ୍ଲୀ,୨୧।୬: ରାଷ୍ଟ୍ରପତି ନିର୍ବାଚନକୁ ନେଇ ବର୍ତ୍ତମାନ ରାଜନୀତି ସରଗରମ ହେବାରେ ଲାଗିଛି। ଭାଜପା ଓ ବିରୋଧୀଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ। ବିରୋଧୀ ଦଳ ଲଗାତର ବୈଠକ କରୁଥିବା ବେଳେ ପ୍ରାର୍ଥୀକୁ ନେଇ ମନ୍ଥନ ଜାରି ରହିଛି।…

‘ରାଜ୍ୟରେ ଯେଉଁ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସବୁ ଓମିକ୍ରନ ଭାରିଆଣ୍ଟ’

ଭୁବନେଶ୍ବର,୨୧।୬: ରାଜ୍ୟରେ କୋଭିଡ ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ରାଜ୍ୟରେ ଆଜିଠୁ ଇଣ୍ଟିଗ୍ରେଟେଡ଼ ସର୍ଭିଲାନ୍ସ ଆରମ୍ଭ ହୋଇଛି । ଏହା ସହ ସହ ଟିବି, ଫାଇଲେରିଆ, ମ୍ୟାଲେରିଆ, ଡ଼ାଇରିଆ, ଡେଙ୍ଗୁ ଭଳି…

୨୪ଘଣ୍ଟାରେ ଗଲା ଆଉ ୧୧ ଜୀବନ: ବନ୍ୟା ସ୍ଥିତି ସମୀକ୍ଷା କରିବେ କେନ୍ଦ୍ରୀୟ ଟିମ୍‌

ଗୁଆହାଟି,୨୧।୬: ଆସାମରେ ବନ୍ୟା ପରିସ୍ଥତି ଜଟିଳ ହେବାରେ ଲାଗିଛି। ରାଜ୍ୟର ୩୫ଟି ଜିଲାରୁ ପ୍ରାୟ ୩୩ଟି ଜିଲାରେ ପରିସ୍ଥିତି ବହୁ ଭୟାବହ ହୋଇଥିବା ବେଳେ ପ୍ରାୟ ୪୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବନ୍ୟା ସ୍ଥିତି…

ଥରିଲା ଆଣ୍ଡାମାନ

ପୋର୍ଟ ବ୍ଲେୟାର,୨୧।୬: ଆଣ୍ଡାମାନ ନିକୋବର ଦ୍ୱୀପରେ ମଙ୍ଗଳବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରହିଛି। ଏହାର କେନ୍ଦ୍ରସ୍ଥଳ ପୋର୍ଟ ବ୍ଲୋୟାରର ଦକ୍ଷିଣ-ପଶ୍ଚିମରୁ ୧୮୩ କିଲୋମିଟରରେ ଦୂରରେ ରହିଥିଲା ବୋଲି ଜାତୀୟ ଭୂ-କମ୍ପ ଗବେଷଣା କେନ୍ଦ୍ର…

‘କୌଣସି ଝଡ଼ ଆସିବ ନାହିଁ’

ମୁମ୍ବାଇ,୨୧।୬: ମହାରାଷ୍ଟ୍ରର ଉଦ୍ଧବ ସରକାରରେ ଏକ ବଡ ବିଦ୍ରୋହ ସୃଷ୍ଟି ହେବାର ସମ୍ଭାବନା ଦେଖାଯାଉଛି। ଏମ୍‌ଏଲସି ନିର୍ବାଚନ ଫଳାଫଳ ଆସିବା ପରଠାରୁ ଶିବସେନା ମନ୍ତ୍ରୀ ଏକନାଥ ସିନ୍ଦେ ଦଳ ସହ ଯୋଗାଯୋଗରେ ନାହାଁନ୍ତି। ଶିବସେନାର ବହୁ ସଂଖ୍ୟକ ବିଧାୟକ ଏହି ନିର୍ବାଚନରେ…

୧୦ ମିନିଟରେ ଦିଲ୍ଲୀ ବିମାନବନ୍ଦରରେ ହେବ ଜରୁରୀ ଅବତରଣ

ନୂଆଦିଲ୍ଲୀ,୨୧।୬: ବିମାନ ଯାତ୍ରା ବେଳେ ଯାନ୍ତ୍ରିକ ତ୍ରୁଟି ଦେଖାଗଲେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥାଏ। ନିକଟରେ ଏକ ସ୍ପାଇସ୍‌ ଜେଟ୍‌ ବିମାନରେ ନିଆଁ ଲାଗିବାରୁ ବିହାରର ପାଟନା ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର…

ବାହୁବଳୀ ବିଧାୟକଙ୍କୁ ୧୦ ବର୍ଷ ଜେଲ୍‌

ପାଟନା,୨୧।୬: ବିହାରର ମୋକମା ବିଧାୟକ ଅନନ୍ତ ସିଂଙ୍କୁ ନିଷିଦ୍ଧ ଆଧୁନିକ ଅସ୍ତ୍ର ଏକେ-୪୭ ରଖିବା ଏବଂ ହ୍ୟାଣ୍ଡ ଗ୍ରେନେଡ ଜବତ ମାମଲାରେ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ପାଟନାର ସ୍ବତନ୍ତ୍ର ଏମ୍‌ପି-ବିଧାୟକ କୋର୍ଟ ଅନନ୍ତ ସିଂଙ୍କୁ ଦଣ୍ଡିତ କରିଛନ୍ତି। ଏହି…

ଗାଈକୁ ଟାଣିନେଲା କୁମ୍ଭୀର

ଆରଡି,୨୧।୬,(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୁଷୁରୀ ଥାନା ଅଧୀନ ଆରଡି ଫାଣ୍ଡି ଅନ୍ତର୍ଗତ ସାଠିବାଙ୍କୁଡା ଗ୍ରାମର ସହଦେବ ପଲାଇଙ୍କ ଗାଈକୁ କୁମ୍ଭୀର ଟାଣିନେଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ବୈତରଣୀ ନଦୀ ପଠାରେ ଗାଈଟି ଚରୁଥିଲା। ସେତିକିବେଳେ ଏକ କୁମ୍ଭୀର ଗାଈକୁ ଝାମ୍ପି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri