ସଙ୍କଟରେ ଉଦ୍ଧବ ସରକାର: ଡାକିଲେ ବିଧାୟକ ଦଳର ଜରୁରୀ ବୈଠକ
ମୁମ୍ବାଇ,୨୧।୬: ପୁଣି ମହାରାଷ୍ଟ୍ରରେ ରାଜନୈତିକ ହଲଚଲ ଦେଖିବାକୁ ମିଳିଛି। ମହାରାଷ୍ଟ୍ରର କ୍ୟାବିନେଟ୍ ମନ୍ତ୍ରୀ ଏକନାଥ ସିନ୍ଦେ ସୋମବାର ସାଠାରୁ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗରେ ନାହାଁନ୍ତି। ଶିବସେନା ସହ ତାଙ୍କ ମତଭେଦ ଥିବା କୁହାଯାଉଛି। ସୂଚନାନୁସାରେ, ସିନ୍ଦେ ଗୁଜରାଟର ସୁରଟରେ ଥିବା…
ଖୁବ୍ଶୀଘ୍ର ଆସିବ ‘ପୁଷ୍ପା’ ପାର୍ଟ-୨, ଶ୍ରୀଭଲ୍ଲୀଙ୍କ ଚରିତ୍ର…
ସାଉଥ୍ ସୁପରଷ୍ଟାର ଅଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା। ଫିଲ୍ମର ଗୀତ ଓ ସଂଳାପ ଆଜିବି ଦର୍ଶକ ମନେ ରଖିଛନ୍ତି। ଏହାରି ଭିତରେ ନିର୍ମାତା ଏହାର ଦ୍ୱିତୀୟ ପାର୍ଟ ତିଆରି କରିବାକୁ…
ଆଜି ପୁଣି ଇଡିରେ ହାଜର ହେବେ ରାହୁଲ
ନୂଆଦିଲ୍ଲୀ,୨୧।୬: ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଗତ ୪ଦିନରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେରା କରୁଛି। ମଙ୍ଗଳବାର ପୁଣି ରାହୁଲ ହାଜର ହେବାକୁ ସମନ ଜାରି କରିଛି। ସୋମବାର ମଧ୍ୟ ୧୦ ଘଣ୍ଟା ଜେରା…
ଦେଶରେ ପୁଣି ବଢୁଛି କରୋନା ସଂକ୍ରମଣ
ନୂଆଦିଲ୍ଲୀ,୨୧।୬: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯,୯୨୩ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ…
ରାଜ୍ୟରେ ବଢୁଛି କରୋନା ସଂକ୍ରମଣ: ଗତ ୨୪ ଘଣ୍ଟାରେ ୫୩ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର,୨୧।୬: (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲାରୁ…
ଭାରତ ବିପକ୍ଷ ସିରିଜ୍ ଲାଗି ୧୯ ଜଣିଆ ଶ୍ରୀଲଙ୍କା ମହିଳା ଦଳ ଘୋଷିତ
ଡାମ୍ବୁଲା,୨୧।୬: ଆସନ୍ତା ୨୩ ତାରିଖରୁ ଭାରତ ଓ ଶ୍ରୀଲଙ୍କା ମହିଳା ଦଳ ମଧ୍ୟରେ ୩ ମ୍ୟାଚ୍ବିଶିଷ୍ଟ ଦିନିକିଆ ଓ ୩ ଟି୨୦ ମ୍ୟାଚ୍ ଖେଳାଯିବ। ଉଭୟ ସିରିଜ ଲାଗି ସୋମବାର ଶ୍ରୀଲଙ୍କା କ୍ରିକେଟ (ଏସ୍ଏଲ୍ସି) ପକ୍ଷରୁ ୧୯ ଜଣିଆ ମହିଳା ଦଳ…
ଭାରତୀୟ ଟେଷ୍ଟ ଦଳର ଅଭ୍ୟାସ ଆରମ୍ଭ
ଲିସେଷ୍ଟର,୨୧।୬: ଆସନ୍ତା ୧ ତାରିଖରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଟେଷ୍ଟ ଦଳ ଲିସେଷ୍ଟରଶାୟାର ଗ୍ରାଉଣ୍ଡରେ ଅଭ୍ୟାସ ଆରମ୍ଭ କରିଛି। ଆହତ ସମସ୍ୟା କାରଣରୁ ଲୋକେଶ ରାହୁଲ ଦଳରେ ନ ଥିବାରୁ ଅଧିନାୟକ ରୋହିତଙ୍କ…
ଟେଷ୍ଟ କ୍ରିକେଟ୍ରେ ୧୧ ବର୍ଷ ପୂରଣ କଲେ କୋହଲି
ନୂଆଦିଲ୍ଲୀ,୨୧।୬:ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଟେଷ୍ଟ କ୍ରିକେଟ୍ରେ ୧୧ ବର୍ଷ ପୂରଣ କରିଛନ୍ତି। ୨୦୧୧ ଜୁନ ୨୦ରେ ନିଜର ଟେଷ୍ଟ ଡେବ୍ୟୁ କରିଥିଲେ। ଜାମାଇକାର କିଙ୍ଗଷ୍ଟୋନରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ବିରାଟ ତାଙ୍କର ପ୍ରଥମ ଟେଷ୍ଟ ଖେଳିଥିଲେ। କୋହଲି ତାଙ୍କର ପ୍ରଥମ ଟେଷ୍ଟର…
ପାକିସ୍ତାନ ପଞ୍ଜାବରେ ଜରୁରୀକାଳିନ ପରିସ୍ଥିତି
ପଞ୍ଜାବ,୨୧ ।୬: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ବେଳକୁ ବେଳ ମହିଳା ଓ ଶିଶୁଙ୍କ ପ୍ରତି ଯୌନ ଶୋଷଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଅଧିକାରୀମାନେ ଏବେ ଏଠାରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି…
ନାବାଳିକାଙ୍କୁ ଅପହରଣ କରି ବନ୍ଧା ହେଲେ
କୋକସରା,୨୧।୬(ଡି.ଏନ୍.ଏ.): ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ କରିଥିବା ଅଭିଯୋଗରେ କଳାହାଣ୍ଡି ଜିଲା କୋକସରା ଥାନା ପୋଲିସ ଜଣେ ଯୁବକଙ୍କୁ ଆନ୍ଧ୍ରପ୍ରଦେଶ ୱେଷ୍ଟ ଗୋଦାବରୀ ଏଲୁରରୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିଛି। ଗିରଫ ଯୁବକ…
‘ମୁଁ କେବଳ ଜଣେ ଭଲ ମଣିଷ ହେବାକୁ ଚାହେଁ’
ସାଉଥ ସୁପରଷ୍ଟାର୍ କମଲ ହାସନଙ୍କ ଫିଲ୍ମ ‘ବିକ୍ରମ’ ବକ୍ସ ଅଫିସରେ ସୁପରହିଟ୍ ହୋଇଛି। ଏହି ଆକ୍ସନ ପ୍ୟାକ ଫିଲ୍ମ ପ୍ରାୟ ୩୦୦ କୋଟିରୁ ଅଧିକ ଆୟ କରିଛି। ଏହି ସଫଳତାରେ ବେଶ୍ ଖୁସି ଅଛନ୍ତି ଫିଲ୍ମର ଲିଡ ଷ୍ଟାର କମଲ ହାସନ।…
ଏହି ଫିଲ୍ମ ଦେଖିବାକୁ ଅପେକ୍ଷା କରିଛନ୍ତି ସଚିନ ତେନ୍ଦୁଲକର
ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମିତାଲି ରାଜଙ୍କ ଜୀବନୀ ଉପରେ ଆଧାରିତ ‘ଶାବାସ ମିଠୁ’ ଫିଲ୍ମର ଟ୍ରେଲର ମୁକ୍ତିଲାଭ କରିଛି। ଟ୍ରେଲରକୁ ସୋସିଆଲ ମିଡିଆରେ ଭଲ ପ୍ରତିକ୍ରିୟା ମିଳୁଛି। ଫିଲ୍ମରେ ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ମିତାଲିଙ୍କ ଭୂମିକାରେ…
Archives


