ନିଜକୁ ମୁର୍ଖ କହିଲେ ବିଗ୍‌ ବି

ବଲିଉଡର ମହାନାୟକ ଅମିତାଭ ବଚ୍ଚନ କେବଳ ଅଭିନୟ ନୁହେଁ, ହୋଷ୍ଟିଂରେ ମଧ୍ୟ ପାରଦର୍ଶିତା ହାସଲ କରିଛନ୍ତି। ସେ ଏବେ କୌନ ବନେଗା କରୋଡପତି ହୋଷ୍ଟ କରୁଛନ୍ତି। ଏହି ଶୋ’ରେ ସେ ନିଜ ବ୍ୟକ୍ତିଗତ ଜୀବନୀଠାରୁ ଆରମ୍ଭ କରି ପ୍ରଫେଶନାଲ କ୍ୟାରିୟର ବିଷୟରେ ପ୍ରତିଯୋଗୀଙ୍କ ସହ ଆଲୋଚନା କରନ୍ତି।
‘କୌନ ବନେଗା କରୋଡପତି ୧୪’ର ଆଗାମୀ ଏପିସୋଡରେ ଅମିତାଭ ବଚ୍ଚନ ଷ୍ଟେନୋଗ୍ରାଫର ମନୀଷା ଲାଲୱାନୀଙ୍କୁ ସ୍ବାଗତ କରିବେ। ମନୀଷା ବିଗ ବିଙ୍କୁ କହିଥିଲେ, ଶୋ’ ପାଇଁ ବହୁତ କିଛି ପ୍ରସ୍ତୁତ କରିଥିଲେ, କିନ୍ତୁ ଶୋ’କୁ ଆସିବା ମାତ୍ରେ ସବୁକିଛି ଭୁଲି ଯାଇଛି। ଏହା ପରେ ଅମିତାଭ ବଚ୍ଚନ କୁହନ୍ତି, ଏହି ଅର୍ଥ ଆପଣଙ୍କୁ କହିବାକୁ ପଡିବ, ଆପଣ କେଉଁଠାରେ ଅଛନ୍ତି? କେବିସିର ସେଟରେ ଅଛନ୍ତି। ହଟ ସିଟ ଉପରେ ବସିଛନ୍ତି। ଜଣେ ମୁର୍ଖ ବ୍ୟକ୍ତି ସାମ୍ନାରେ ବସିଛନ୍ତି। ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଅଭିନେତ୍ରୀଙ୍କ ବୋଲ୍ଡ ସିନ୍‌ ଦେଖି ସେନ୍ସର ବୋର୍ଡ ବି ହୋଇଥିଲା ଆଶ୍ଚର୍ଯ୍ୟ

ବଲିଉଡରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବଡ଼ ପରଦାରେ ଅନ୍ତରଙ୍ଗ ଦୃଶ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି। ବଡ ପରଦାରେ ବୋଲ୍ଡ ଦୃଶ୍ୟ ଦେଇ ସେ କେବଳ...

୫ ଲକ୍ଷ କୃଷକଙ୍କ ଚାନ୍ଦାରେ ନିର୍ମାଣ ହୋଇଥିଲା ଏହି ଲୋକପ୍ରିୟ ଫିଲ୍ମ: କାରଣ ଜାଣିଲେ..

ବମ୍ବେ: ସତୁରୀରୁ ଅଶୀ ଦଶକରେ ନିର୍ମିତ ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ଫିଲ୍ମଗୁଡ଼ିକୁ ଆଜି ବି ପ୍ରଶଂସା କରାଯାଏ। ସେ ‘ଅଙ୍କୁର’ ହେଉ ଅବା ‘ନିଶାନ୍ତ’, ‘ମଣ୍ଡି’,...

ଫିଲ୍ମ ଦେଖିବାକୁ ଆଦୌ ପସନ୍ଦ କରୁ ନ ଥିଲେ ବାପୁ, ଜୀବନରେ ଦେଖିଥିଲେ ମାତ୍ର ଏହି ୨ଟି ଫିଲ୍ମ

ସାରା ଦେଶ ଆଜି ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଦିବସ ପାଳନ କରୁଛି। ଏହି ଅବସରରେ ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ବାପୁଙ୍କ ସ୍ମୃତି...

‘ରାମାୟଣ’ ଧାରାବାହିକରେ କୁମ୍ଭୀର ସହ ଏମିତି ହୋଇଥିଲା ହନୁମାନଙ୍କ ଲଢ଼େଇ, ଜାଣନ୍ତୁ କିପରି ଓକେ ହେଲା ଶଟ୍‌

ମୁମ୍ବାଇ: ରାମାୟଣ ଧାରାବାହିକ ତ ଅଧିକାଂଶ ଲୋକ ଦେଖିଥିବେ। ମାତ୍ର ଏହାର ଗୋଟିଏ ଗୋଟିଏ ସିନ୍‌ ବା ଦୃଶ୍ୟ ଶୁଟିଂ ପାଇଁ କଳାକାରଙ୍କୁ ଯେ କେତେ...

ଖବରଦାତାଙ୍କୁ ଫୋନ୍‌କରି ଗାଳିଗୁଲଜ କରିଥିଲେ ଏହି ସୁପରଷ୍ଟାର

ଭୋଜପୁରୀ ସୁପରଷ୍ଟାର ଦୀନେଶ ଲାଲ ଯାଦବ ଓରଫ୍‌ ନିରହୁଆ ମଙ୍ଗଳବାର ନିଜର ୪୨ତମ ଜନ୍ମଦିନ ପାଳନ କରୁଛନ୍ତି। ଫେବୃଆରୀ ୨, ୧୯୭୯ରେ ଉତ୍ତରପ୍ରଦେଶ ଗାଜିପୁରର ଟଣ୍ଡଓ୍ବା...

ବିବାହ ପୂର୍ବରୁ କରୀନାଙ୍କୁ ଏହି ନାଁରେ ଡାକୁଥିଲେ ସୈଫ୍‌

ବଲିଉଡ ଅଭିନେତା ସୈଫ୍‌ ଅଲି ଖାନ ଏବଂ କରୀନା କପୁର ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଦମ୍ପତି। ଉଭୟଙ୍କ ପ୍ରେମ କାହାଣୀ ମଧ୍ୟ ବହୁତ ଲୋକପ୍ରିୟ। ଦୀର୍ଘ ସମୟ...

ଗୋଟିଏ ଫିଲ୍ମରେ ମାଧୁରୀଙ୍କ ସହ କାମ କରିବାକୁ ମନା କରିଥିଲେ ଗୋବିନ୍ଦା, ଏହା ପଛରେ ଥିଲା ବଡ଼ କାରଣ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଗୋବିନ୍ଦା ଏବଂ ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ଆପଣ ନିଶ୍ଚିତ ଭାବରେ ରୁପେଲି ପରଦାରେ...

‘ବାହୁବଲୀ ୨’କୁ ପଛରେ ପକାଇଲା ‘ପଠାନ୍‌

ବମ୍ବେ: ଥମିବାର ନାଁ ନେଉନାହିଁ ‘ପଠାନ୍‌’ର କ୍ରେଜ୍‌। ଶାହାରୁଖ ଖାଁ ଏବଂ ଦୀପିକା ପାଦୁକୋନ ଅଭିନୀତ ଏହି ଫିଲ୍ମ ରିଲିଜର ୩୮ ଦିନରେ ସବୁଠାରୁ ବଡ଼...

Advertisement
Archives

Model This Week