ଟ୍ୟୁସନ ପଇସାରେ ସ୍କୁଲ ପିଲାଙ୍କୁ ବହିଖାତା ଦେଇଥିଲି
କେନ୍ଦୁଝର ଜିଲାର କଣ୍ଟିପାଳ ଗାଁରେ ମୋ ଜନ୍ମ । କଣ୍ଟିପାଳ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ୍ କରି ଆନନ୍ଦପୁର କଲେଜରେ ଯୁକ୍ତ ଦୁଇ ଓ ଇଂରାଜୀ ସମ୍ମାନ ରଖି ଯୁକ୍ତ ତିନି ପଢିଥିଲି । ତାପରେ ପୁଣି ରାଜନୀତି ବିଜ୍ଞାନରେ ରେଭେନ୍ସାରୁ…
କାନ୍ଧରେ ଦୁଇଜଣଙ୍କୁ ଟେକି ଖେଳିଲେ ସ୍କିପିଂ
ସ୍କିପିଂ କରିବା ଏକ ଭଲ ବ୍ୟାୟାମ। ଯେଉଁମାନେ ଫିଟ୍ ରହିବାକୁ ଚାହାନ୍ତି ସେମାନେ ଏହାକୁ ନିଜ ବ୍ୟାୟାମର ରୁଟିନ୍ରେ ନିଶ୍ଚୟ ସାମିଲ କରନ୍ତି। ତେବେ ଜଣେ କିମ୍ବା ଦୁଇଜଣ ସାମ୍ନା ସାମ୍ନି ଠିଆ ହୋଇ ସ୍କିପିଂ ଖେଳିବା ଅନେକେ ଦେଖିଥିବେ। ହେଲେ…
କଳମ୍ବ ଗାଁ ଅଶାନ୍ତ: ନାମଯଜ୍ଞ ସରିଲା, ମୁଣ୍ଡ ଗଡ଼ିଲା
ପୋଲସରା,୧୫।୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧିନ କଳମ୍ବ ଗ୍ରାମରେ ଶନିବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ଜଣକ ହେଲେ ଉକ୍ତ ଗ୍ରାମର ବିକାଶ ସାହୁ ଓରଫ କାଉ(୨୮)। ସୂଚନାନୁଯାୟୀ, କଳମ୍ବ ଗ୍ରାମରେ ଚଳିତ…
ଚିତ୍ରରେ ଚିତ୍ରରେ ଜୀବନ
ଶିଳ୍ପୀଙ୍କ ହାତତିଆରି କଳାକୃତି କେବଳ ଦେଖିବାକୁ ସୁନ୍ଦର ହୋଇ ନ ଥାଏ, ଏହା ସେହି ରାଜ୍ୟର କଳାସଂସ୍କୃତି ଓ ଐତିହ୍ୟକୁ ବେଶ୍ ସମୃଦ୍ଧ କରିଥାଏ। ସେମିତି ଜଣେ ଶିଳ୍ପୀ ସାମ୍ପ୍ରତିକ ସମାଜର ବିଭିନ୍ନ ଘଟଣାବଳୀକୁ ଆଧାରକରି ତାଙ୍କ ଚିତ୍ରକଳାରେ ସ୍ଥାନଦେଇଥାନ୍ତି। ପୁଣି…
ପ୍ରତିଷ୍ଠିତ ଲୋକଙ୍କ ନମ୍ବର ବ୍ଲକ୍ କରିଛନ୍ତି ଇମ୍ରାନ୍…
ନୂଆଦିଲ୍ଲୀ, ୧୫।୫ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଦେଶର ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଫୋନ୍ ନମ୍ବର ବ୍ଲକ୍ କରିଛନ୍ତି। ସେମାନଙ୍କ ମଧ୍ୟରେ ଶୀର୍ଷ ସୈନ୍ୟ ଅଧିକାରୀ, ଅମଲାତନ୍ତ୍ର ଅଧିକାରୀ ଏବଂ ନ୍ୟାୟପାଳିକା ଅଧିକାରୀମାନଙ୍କ ନମ୍ବର ରହିଛି ବୋଲି ଇମ୍ରାନ୍…
ବରଗଡ଼ ଗସ୍ତରେ ମୁଖ୍ୟ ଶାସନ ସଚିବ, ଉଠାଜଳସେଚନ ପ୍ରକଳ୍ପ କଲେ ତଦାରଖ
ବରଗଡ଼ ଅଫିସ,୧୫।୫: ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରବିବାର ବରଗଡ଼ ଗସ୍ତରେ ଆସିଛନ୍ତି । ସେ ଏଠାକୁ ଆସିବା ବାଟରେ ହୀରକୁଦ ଜଳଭଣ୍ଡାର ଜିରୋ ପଏଣ୍ଟକୁ ଯାଇ ଗଙ୍ଗାଧର ମେହେର ମେଗା ଉଠା ଜଳସେଚନ ପ୍ରକଳ୍ପର…
ବ୍ରଜରାଜନଗର ଉପନିର୍ବାଚନ: ନାରୀଶକ୍ତି ହେବ ବିଜେଡିର ଭୋଟ ପୁଞ୍ଜି
ଝାରସୁଗୁଡା ଅଫିସ,୧୫।୫: ବ୍ରଜରାଜନଗର ଉପନିର୍ବାଚନ ଆସନ୍ତା ୩୧ ତାରିଖରେ ଅନୁଷ୍ଠିତ ହେବ। ଏହି ଉପନିର୍ବାଚନକୁ ନେଇ ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ରଣକୌଶଳ ପ୍ରସ୍ତୁତରେ ଲାଗିଛନ୍ତି। ଏଥିମଧ୍ୟରେ ବିଜେଡି ଦଳ ନାରୀଶକ୍ତିକୁ ଭୋଟ ପୁଞ୍ଜିଭାବେ ଗ୍ରହଣକରି ନିର୍ବାଚନରେ ବିଜୟୀ ହେବା…
ବିଲେଇ ସହ ବିବାହ
ବେଳେବେଳେ ଘରେ ରଖିଥିବା ପୋଷା ବିଲେଇ କୁକୁରଙ୍କୁ ତାଙ୍କର ମାଲିକ ଏତେ ଭଲ ପାଇବସନ୍ତି ଯେ, ତାଙ୍କଠାରୁ ଦୂରେଇ ଯିବାର ଭୟ ବି ମନରେ ରଖନ୍ତି। ଆଉ ସବୁବେଳେ ପାଖେ ପାଖେ ରହିବା ଲାଗି କିଛି ଅଜବ କାମ କରି ବସନ୍ତି।…
ଭିନ୍ନ ରାଜ୍ୟ ଭିନ୍ନ ଚପଲ
ପାଦକୁ ସୁରକ୍ଷା ଦିଏ ଜୋତା ଓ ଚପଲ l ଏହାବାଦ୍ କେବେ ଏହା ବ୍ୟକ୍ତିଙ୍କ ଷ୍ଟାଟସ୍କୁ ଦର୍ଶାଏ ତ କେବେ କୌଣସି ସ୍ଥାନର ପରିଚୟ ବି ପାଲଟିଛି। ଭାରତର ବିଭିନ୍ନ ରାଜ୍ୟର ସେମିତି କେତେକ ଖାସ୍ ଜୋତା ଓ ଚପଲ ସମ୍ପର୍କରେ……
ଆଜି ୧୪ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୧୫।୫(ବ୍ୟୁରୋ): ରାଜ୍ୟରେ ରବିବାର ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୬ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ…
ଚେକ୍ ପ୍ରିଣ୍ଟ ଫ୍ୟାଶନ
ଚେକ୍ ପ୍ରିଣ୍ଟର ଟ୍ରେଣ୍ଡ କେବେ ବି ଆଉଟ୍ ଅଫ୍ ଫ୍ୟାଶନ ହୁଏ ନାହିଁ। ଏହାର ଚାହିଦା ସବୁବେଳେ ରହିଥାଏ। ମୁଖ୍ୟ କଥା ହେଉଛି ଏହି ପ୍ରିଣ୍ଟର ଭିନ୍ନ ଭିନ୍ନ ଆଉଟ୍ଫିଟ୍କୁ ଟ୍ରାଏ କଲେ ସ୍ମାର୍ଟ ଲୁକ୍ ବି ମିଳିଥାଏ। ତା’ଛଡ଼ା ଟ୍ରାଡିଶନାଲ୍…
ବିଗ ବସ ୫ର ପ୍ରତିଯୋଗୀ ଥିଲେ ଆଣ୍ଡ୍ରିୟୁ ସାଇମଣ୍ଡସ, ସନ୍ନି ଲିଓନଙ୍କ ସହ ଥିଲା ଭଲ ବନ୍ଧୁତା
ମୁମ୍ବାଇ,୧୫ ।୫: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ରିୟୁ ସାଇମଣ୍ଡସଙ୍କର କାର ଦୁର୍ଘଟଣାରେ ମାତ୍ର ୪୬ ବର୍ଷ ବୟସରେ ପରଲୋକ ହୋଇଛି । କ୍ରିକେଟ କ୍ୟାରିୟରରେ ଚର୍ଚ୍ଚାରେ ଥିବା ଏହି କ୍ରିକେଟର ଅନେକ ବିବାଦରେ ବି ଫସି ଯାଇଛନ୍ତି । ତେବେ ସେ…
Archives


