ବିଗ ବସ ୫ର ପ୍ରତିଯୋଗୀ ଥିଲେ ଆଣ୍ଡ୍ରିୟୁ ସାଇମଣ୍ଡସ, ସନ୍ନି ଲିଓନଙ୍କ ସହ ଥିଲା ଭଲ ବନ୍ଧୁତା
ମୁମ୍ବାଇ,୧୫ ।୫: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ରିୟୁ ସାଇମଣ୍ଡସଙ୍କର କାର ଦୁର୍ଘଟଣାରେ ମାତ୍ର ୪୬ ବର୍ଷ ବୟସରେ ପରଲୋକ ହୋଇଛି । କ୍ରିକେଟ କ୍ୟାରିୟରରେ ଚର୍ଚ୍ଚାରେ ଥିବା ଏହି କ୍ରିକେଟର ଅନେକ ବିବାଦରେ ବି ଫସି ଯାଇଛନ୍ତି । ତେବେ ସେ…
ମଣିଷ ପାଇଁ ଡଗ୍ ବେଡ୍
ଯେଉଁମାନେ ଘରେ କୁକୁର ରଖିଥାନ୍ତି ସେମାନେ ନିଜ ପୋଷା କୁକୁରର ସୁଖ ସୁବିଧା ପାଇଁ ଅନେକ କିଛି କରନ୍ତି। ସେଥିମଧ୍ୟରେ ଗୋଟିଏ ହେଉଛି ସୁଖ ନିଦ ପାଇଁ ଆରାମଦାୟକ ଡଗ୍ ବେଡ୍ର ବ୍ୟବସ୍ଥା। ଯେଉଁଥିରେ ପୋଷା କୁକୁର ବେଶ୍ ଆରାମରେ ଶୋଇଥାନ୍ତି।…
ଖରାରେ ଯାଆନ୍ତୁ ବେଳାଭୂମି
ଖରାଦିନେ, ଯାହା ସବୁଠାରୁ ଆନନ୍ଦ ଓ ଶାନ୍ତି ଦେଇଥାଏ ତାହା ହେଉଛି ପାଣି। ତେଣୁ ଖରାଛୁଟିରେ ଅଧିକାଂଶ ଲୋକ ଏମିତି କୌଣସି ସ୍ଥାନକୁ ବୁଲିଯିବାକୁ ପସନ୍ଦ କରିଥାନ୍ତି, ଯେଉଁଠାରେ ସ୍ବଚ୍ଛ ପରିବେଶ ସାଙ୍ଗକୁ ଶୀତଳ ପବନର ସ୍ପର୍ଶ ମିଳୁଥିବ। ତା’ସାଙ୍ଗକୁ ସି-ବିଚ୍…
ଆଣ୍ଡ୍ରିୟୁ ସାଇମଣ୍ଡସଙ୍କ ପରଲୋକରେ କ୍ରିକେଟ ଜଗତରେ ଶୋକର ଛାୟା
ନୂଆଦିଲ୍ଲୀ,୧୫ ।୫: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ରିୟୁ ସାଇମଣ୍ଡସଙ୍କର କାର ଦୁର୍ଘଟଣାରେ ୪୬ ବର୍ଷ ବୟସରେ ପରଲୋକ ହୋଇଛି । ଏହି ଖବର ଜଣାପଡିବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି । ସାରା କ୍ରିକେଟ ଜଗତରେ ଶୋକର ଛାୟା ଖେଳି ଯାଇଛି…
ବରକୁ ବାଲ୍କୋନୀରୁ ଲୁଚିକି ଦେଖୁଥିଲେ କନ୍ୟା, ଆଉ ତା’ ପରେ….
ପ୍ରତ୍ୟେକ ଝିଅ ପାଇଁ ବିବାହ ଏକ ସ୍ବତନ୍ତ୍ର ଦିନ। ଏହି ଦିନକୁ ନେଇ ସେମାନେ ବହୁତ ସ୍ବପ୍ନ ଦେଖନ୍ତି ଏବଂ ଅନେକ ପ୍ରସ୍ତୁତି ମଧ୍ୟ କରନ୍ତି । ଯେତେବେଳେ ସେ ନିଜ ପସନ୍ଦର ବର ପାଆନ୍ତି, ସେତେବେଳେ ତାଙ୍କ ପାଇଁ ବିବାହକୁ…
ରାଜ ଠାକରେଙ୍କୁ ଟାର୍ଗେଟ କଲେ ଉଦ୍ଧବ
ମୁମ୍ବାଇ,୧୫ ।୫: ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ ଗତ କିଛିଦିନ ହେବ ଉଦ୍ଧବ ଠାକରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଲାଉଡ ସ୍ପିକର ବିବାଦକୁ ନେଇ ଉଦ୍ଧବ ଠାକରେ ସରକାରଙ୍କ ମଜାକ ଉଡାଇଥିବା ରାଜ ଠାକରେଙ୍କୁ ଏବେ…
ମନ୍ତ୍ରୀପଦ ବଞ୍ଚାଇବାକୁ କସରତ
ଭୁବନେଶ୍ୱର,୧୫ା୫(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ଉପରେ ରହିଛି ୩ ପ୍ରମୁଖ ରାଜନୈତିକ ଦଳଙ୍କ ଆଖି । କଂଗ୍ରେସ ତା’ର ପୁରୁଣା ଗଡ଼କୁ ଫେରାଇ ଆଣିବାକୁ ଉଦ୍ୟମ କରୁଥିବା ବେଳେ ଭାଜପା ପୁଣି ଥରେ ଏହି ଆସନ ନିଜ କବ୍ଜାକୁ ନେବା ଲାଗି ରଣନୀତି…
ଗୀତ ପାଇଁ ବଦଳିଲା ଗାଁର ନାଁ
ପ୍ରତ୍ୟେକ ଗାଁର ପରିଚୟ ତା’ ନାଁ କୁ ନେଇ। କିନ୍ତୁ କେବେ କେବେ କୌଣସି ପରିସ୍ଥିତିରେ ବଦଳିଯାଏ ସେ ଗାଁର ନାଁ। ତାସହ ଯୋଡି ହୋଇଯାଏ ନୂଆ ପରିଚୟ। ସେମିତି ଏକ ଗାଁର ନାଁ ହେଲା ବିଲୁଙ୍ଗ। ରଙ୍ଗବତୀ ଗୀତର ଲୋକପ୍ରିୟତା…
ବାସ୍ତୁ ଅନୁଯାୟୀ ଭୋଜନ କରିବାର ନିୟମ
ବାସ୍ତୁଶାସ୍ତ୍ରରେ ଭୋଜନ କରିବା ଲାଗି ନିର୍ଦ୍ଧାରିତ କେତୋଟି ନିୟମ ରହିଛି। ଯଦି ତାହାକୁ ମାନି ଉଚିତ୍ ଭାବେ ଭୋଜନ କରାଯାଏ, ତା’ହେଲେ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ଭଲ ରହିବା ସହ ଗୃହରେ ଶାନ୍ତି ବଜାୟ ରହିଥାଏ। ଆଉ ଯଦି ସେଥିରେ କିଛି…
ଗାଁଠୁ ଛୋଟ ଦେଶ
ଏଇ ପୃଥିବୀରେ ଏମିତି ବି ଦେଶ ରହିଛି ଯାହାର କ୍ଷେତ୍ରଫଳ ଗୋଟିଏ ଛୋଟ ଗାଁଠାରୁ ବି କମ୍। ସେଭଳି ଏକ ଦେଶ ହେଉଛି ମୋନାକୋ। ଜାଣିବା ଏହି ଦେଶ ସମ୍ପର୍କରେ କିଛି ରୋଚକ ତଥ୍ୟ…ବିକାଶ ସୂଚୀ ୧ରୁ ଅଧିକ ଥିବାରେ ଏହା…
ସମୁଦ୍ରକୁ ଗଲେ ୨ କୋଟି କଇଁଛ ଶାବକ
ରାଜନଗର, ୧୫ା୫(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥାରେ ୫ ଦିନ ହେଲା ବିରଳ ଦୃଶ୍ୟ ଦେଖିବାକୁ ମିଳୁଛି। ଗାତରୁ ବାହାରି ବିରଳ ଅଲିଭ୍ ରିଡ୍ଲେ କଇଁଛ ଶାବକ ସମୁଦ୍ରକୁ ଯାଇ ବିଚରଣ କରୁଛନ୍ତି। ୫ ଦିନ ମଧ୍ୟରେ ୨ କୋଟି ୨ ଲକ୍ଷ…
ନ୍ୟୁୟର୍କ ବଫେଲୋ ସୁପରମାର୍କେଟରେ ଗୁଳିକାଣ୍ଡ: ୧୦ ମୃତ
ନ୍ୟୁୟର୍କ,୧୫ ।୫: ଆମେରିକା ନ୍ୟୁୟର୍କର ବଫେଲୋ ସ୍ଥିତ ଏକ ସୁପରମାର୍କେଟରେ ଶନିବାର କେତେଜଣ ଲୋକଙ୍କୁ ଗୁଳିକରି ହତ୍ୟା କରାଯାଇଛି । ପୋଲିସ କହିଛି ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି । ଟପ ଫ୍ରେଣ୍ଡଲି ମାର୍କେଟରେ ହୋଇଥିବା ଏହି ଗୁଳିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ…
Archives


