ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ଭୁବନେଶ୍ୱର ଜନସ୍ବାସ୍ଥ୍ୟ ଡିଭିଜନ-୧ର ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ସୋମବାର ସକାଳୁ ଚଢ଼ାଉ ଜାରି ରହିଛି। ଭୁବନେଶ୍ୱରସ୍ଥିତ ଅଫିସ, କଟକ, ଜଟଣୀ ଏବଂ କୁଜଙ୍ଗରେ ମଧ୍ୟ ରେଡ୍‌ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଉନ୍‌ସର ଗ୍ୟାଙ୍ଗ୍‌ ମୁଖ୍ୟ ରାଘବଙ୍କ ଘର ଭାଙ୍ଗିଲା ପୋଲିସ

ଭୁବନେଶ୍ୱର,୧୩।୪ (ବ୍ୟୁରୋ): ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳରେ ଏକ ବିବାଦୀୟ ଜମିକୁ ଅକ୍ତିଆର କରିବାକୁ ଯାଇ ରାତିଅଧରେ ଜେସିବି ଲଗାଇ ଦୋକାନ ଘର ଭାଙ୍ଗି ଲୁଟ୍‌...

ଯୁକ୍ତ ୨ରେ ଏଥର ମଧ୍ୟ ତ୍ରୈମାସିକ ପରୀକ୍ଷା

ଭୁବନେଶ୍ୱର,୨୩।୮(ବ୍ୟୁରୋ): ଗତ ବର୍ଷ ଭଳି ଏଥର ମଧ୍ୟ ଯୁକ୍ତ ୨ରେ ତ୍ରୈମାସିକ ପରୀକ୍ଷା ହେବ। ଏନେଇ ସିଏଚ୍‌ଏସ୍‌ଇ ଅଧ୍ୟକ୍ଷଙ୍କୁ ଚିଠି ଲେଖି ସ୍କୁଲ ଓ ଗଣଶିକ୍ଷା...

ଗାଙ୍ଗୁଲିଙ୍କୁ ହକି ଇଣ୍ଡିଆର ଜର୍ସି ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଭେଟିଛନ୍ତି। ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ଦେଖିବାକୁ ଆସିଥିବା ଗାଙ୍ଗୁଲି ମ୍ୟାଚ୍‌...

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବିଏମ୍‌ସିର ବେଖାତିର,ବେଆଇନ ଦର୍ଶାଇ ଭାଙ୍ଗିଲେ ଓମ୍‌ଫେଡ୍‌ ଦୋକାନ

ଭୁବନେଶ୍ୱର,୧୫ା୮(ବ୍ୟୁରୋ):ରାଜଧାନୀରେ ବିଏମ୍‌ସିର ଏକ ମନମାନି ଘଟଣା ସ୍ଥାନୀୟ ସିଏମ୍‌ପିଡିଆଇ କଲୋନୀରେ ଦେଖିବାକୁ ମିଳିଛି। ପିସି ନ ଦେବାରୁ ବିଏମ୍‌ସି ଅଧିକାରୀମାନେ ରମେଶ ଚନ୍ଦ୍ର ବାରିକଙ୍କ ଏକ...

ରବିବାର ଛାଡ଼ି ସବୁଦିନ ଟିକାକରଣ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଏଥର ରବିବାର ଓ ଛୁଟିଦିନକୁ ଛାଡ଼ି ସବୁଦିନ ଟିକାକରଣ କରାଯିବ ବୋଲି ସୋମବାର ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ...

ନାବାଳିକାଙ୍କୁ ବଳାତ୍କାର ଘଟଣା: ପୂର୍ବତନ ଆଇଆଇସି ଆନନ୍ଦ ମାଝି ଗିରଫ

କଟକ ଅଫିସ,୧।୭-ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ବୁଧବାର କ୍ରାଇମବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ୍‌ ଗିରଫ କରିଛି। ଏ ନେଇ...

ଚାଷଜମିରୁ ଛାଡୁନି ବନ୍ୟାପାଣି

ଆରଡ଼ି, ୨୬।୮(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ୪ ପଞ୍ଚାୟତ ସୁନ୍ଦରପୁର, ଓଳଗ, ଆରଡ଼ି ଓ ନାନ୍ଦପୁରର ୨୦ ଗାଁ ବନ୍ୟା ଦ୍ୱାରା ପ୍ରଭାବିତ...

ପୁରୀ ଜିଲାକୁ ବାହାର ଲୋକଙ୍କୁ ମନା, ବଡ଼ଦାଣ୍ଡକୁ ଆସିବେନି ପୁରୀବାସୀ: ଡିଜିପି

ଭୁବନେଶ୍ୱର,୨୨।୬(ବ୍ୟୁରୋ): ରଥଯାତ୍ରା ନେଇ ପୋଲିସ ଡିଜିପି ଅଭୟ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ରଥଯାତ୍ରା ନେଇ ପ୍ରଶାସନ ଓ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।...

Advertisement
Archives

Model This Week