Home Left

ଘୂର୍ଣ୍ଣିବଳୟ: ଆଉ ୨ ଦିନ ବର୍ଷା

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ):ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଗତ ୧୫ ଦିନ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଆସନ୍ତା ୨ ଦିନ ଯାଏ ବିଭିନ୍ନ ଜିଲାରେ ବର୍ଷା ଜାରି…

ୟୁକ୍ରେନ୍ ଉପରେ ବିମାନ ଆକ୍ରମଣକୁ ରୁଷିଆ କହିଲା ଫାଷ୍ଟ ଏପିସୋଡ

ମସ୍କୋ,୧୧ ।୧୦: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ପୁଣିଥରେ ଭୟଙ୍କର ହୋଇ ଉଠିଛି । ୟୁକ୍ରେନ୍ ଉପରେ ରୁଷିଆର ଆଖିବୁଜା ଆକ୍ରମଣ ପରେ ଥରି ଉଠିଛି ରାଜଧାନୀ କିଭ ସମେତ ଅନେକ ସହର । ଏବେ ଦୁଇ ଦିନ ହେବ ରୁଷିଆ ପକ୍ଷରୁ ୟୁକ୍ରେନର…

୨ ମାସରେ ପ୍ରସ୍ତାବିତ ଖଣିର ସ୍ଥିତି ଜଣାଅ

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ):ଖଣିଗୁଡ଼ିକ ନିଲାମ ପରେ ଉତ୍ତୋଳନ କରିବା ନେଇ ଅନେକ ସମୟ ଗଡ଼ିଯାଉଛି। ତେଣୁ ପ୍ରସ୍ତାବିତ ଖଣିଗୁଡ଼ିକର ବାସ୍ତବିକ ସ୍ଥିତି କ’ଣ ସେ ସମ୍ପର୍କରେ ଏକ ସାର୍ଟିଫିକେଟ ଦେବାକୁ ଖଣି ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ରହିଛି। ହେଲେ ଏହି ସାର୍ଟିଫିକେଟ…

‘ୱାର୍ଲଡ ସ୍କିଲ୍‌ ସେଣ୍ଟର ବିଶ୍ୱସ୍ତରୀୟ ବ୍ରାଣ୍ଡ୍‌ ହେବ’

ଭୁବନେଶ୍ୱର, ୧୧।୧୦(ବ୍ୟୁରୋ):ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କେ. ପାଣ୍ଡିଆନ ସୋମବାର ୱାର୍ଲଡ ସ୍କିଲ୍‌ ସେଣ୍ଟର(ଡବ୍ଲ୍ୟୁଏସ୍‌ସି) ପରିଦର୍ଶନରେ ଆସି ଏହାର ପରିଚାଳନା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଓଡ଼ିଶାର ଯୁବଗୋଷ୍ଠୀଙ୍କୁ ବିଶ୍ୱସ୍ତରୀୟ…

ବଲାଙ୍ଗୀର ଏସ୍‌ଡିପିଓ ହୃଷୀକେଶ ମେହେର ନିଲମ୍ବିତ

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଏସ୍‌ଡିପିଓ ହୃଷୀକେଶ ମେହେରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଏ ନେଇ ସୋମବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ନିଲମ୍ବନ ସମୟରେ ମେହେରଙ୍କ ମୁଖ୍ୟାଳୟ ନୟାଗଡ଼ ଏସ୍‌ପିଙ୍କ କାର୍ଯ୍ୟାଳୟ ରହିବ। ଏଠାରେ ସୂଚନାଯୋଗ୍ୟ, କଣ୍ଟାବାଞ୍ଜିର…

ଡାକ୍ତରଙ୍କ ବ୍ୟାଙ୍କ ଖାତାରୁ ୩.୨୫ଲକ୍ଷ ଲୁଟ୍‌

ବ୍ରହ୍ମପୁର ଅଫିସ,୧୧ା୧୦:ଜଣେ ଡାକ୍ତର ସାଇବର ଠକେଇର ଶିକାର ହୋଇଛନ୍ତି। ସେ ହେଲେ ଗଜପତି ଜିଲା ଆର୍‌.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସର୍ଜରି ବିଭାଗର ଡା.ଲକ୍ଷ୍ମୀକାନ୍ତ ଚାନ୍ଦ। ଗତ ଶନିବାର ତାଙ୍କ ଏସ୍‌ବିଆଇ ଆକାଉଣ୍ଟ ଜମାଖାତାରୁ ଅନ୍‌ଲାଇନ୍‌ରେ ପ୍ରାୟ ୩.୨୫ଲକ୍ଷ ଟଙ୍କା କେହି…

ଆଜିଠୁ ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର, ୧୧ା୧୦(ବ୍ୟୁରୋ):ରାଜ୍ୟର ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ମଙ୍ଗଳବାରଠାରୁ ଆରମ୍ଭ ହେବ। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏହି ନାମଲେଖା ସକାଳ ୯ଟାରୁ ଅପରାହ୍ନ ୫ଟା ମଧ୍ୟରେ ଅନୁଷ୍ଠିତ ହେବ। ଏହାପରେ ଦ୍ୱିତୀୟ ପର୍ଯ୍ୟାୟର ସ୍ପଟ୍‌ ନାମଲେଖା…

ବିରୋଧ କରିଥିବା ୨ ବିଚାରପତିଙ୍କ ନାମ ପ୍ରଘଟ

ନୂଆଦିଲ୍ଲୀ, ୧୧ା୧୦:ସୁପ୍ରିମକୋର୍ଟ କଲେଜିୟମରେ ବିଚାରପତି ନିଯୁକ୍ତି ପ୍ରକ୍ରିୟାକୁ ନେଇ ବିବାଦ ଘନେଇବାରେ ଲାଗିଛି। ପଦୋନ୍ନତି ପାଇ ସୁପ୍ରିମକୋର୍ଟରେ ନିଯୁକ୍ତ ହେବାକୁ ଥିବା ସମ୍ଭାବ୍ୟ ପ୍ରାର୍ଥୀମାନଙ୍କୁ ଚୂଡ଼ାନ୍ତ କରିବା ସକାଶେ ସିଜେଆଇ ୟୁ.ୟୁ. ଲଲିତ ନିଷ୍ପତ୍ତି ନେଇଥିଲେ। ଏହାକୁ ନେଇ ଜଷ୍ଟିସ୍‌ ଡି.ଓ୍ବାଇ.…

ସୈଫଇରେ ହେବ ମୁଲାୟମଙ୍କ ଅନ୍ତିମ ସଂସ୍କାର, ଯୋଗଦେବେ ଲୋକସଭା ସ୍ପିକରଙ୍କ ସମେତ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୧୧ ।୧୦: ସମାଜବାଦୀ ପାର୍ଟିର ସଂସ୍ଥାପକ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କର ଅନ୍ତିମ ସଂସ୍କାର ମଙ୍ଗଳବାର ଅପରାହ୍ନ ୩ଟାରେ କରାଯିବ । ଏବେ ତାଙ୍କ ପାର୍ଥିବ ଶରୀରକୁ ସୈଫଇ ବାସଭବନରେ ରଖାଯାଇଛି । ସକାଳ ୧୦ଟାରୁ…

୮୪ ମିଶାଇଲ ମାଡ଼, ଥରିଲା କିଭ୍‌

କିଭ୍‌୍‌, ୧୧ା୧୦:ରୁଷିଆକୁ କ୍ରିମିଆ ସହ ସଂଯୋଗ କରୁଥିବା ୧୯ କି.ମି. ଦୀର୍ଘ କର୍ଚ ବ୍ରିଜ୍‌ ବିସ୍ଫୋରଣର ୨ ଦିନ ପରେ ପ୍ରତିଶୋଧ ପରାୟଣ ହୋଇଛନ୍ତି ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌। ପ୍ରାୟ ୪ ବିଲିୟନ୍‌ ଡଲାରରେ ନିର୍ମିତ ଉକ୍ତ ବ୍ରିଜ୍‌କୁ ଟାର୍ଗେଟ କରି…

୨ ହଜାର ସ୍କୁଲକୁ ୪୩ ହଜାର ଫୁଟ୍‌ବଲ

ଭୁବନେଶ୍ୱର, ୧୧ା୧୦(ବ୍ୟୁରୋ): ହକି ସମେତ ରାଜ୍ୟରେ ବିଭିନ୍ନ କ୍ରୀଡ଼ା ପ୍ରତିଭା ସୃଷ୍ଟି ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ‘ଫୁଟ୍‌ବଲ ଫର୍‌ ଅଲ୍‌’ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି। କିଟ୍‌ ଓ କିସ୍‌ର…

ପିଲାଙ୍କ ଶ୍ରେୟ, ଠକ କୋଚିଂ ସେଣ୍ଟର

ଭୁବନେଶ୍ବର,୧୧ା୧୦(ବ୍ୟୁରୋ):ଓଡ଼ିଶାରେ ନକଲି ଓଷଧ ବେପାର ଭଲଭାବେ ଚାଲିଛି। ସେହିଭଳି କୋଚିଂ ସେଣ୍ଟରଗୁଡ଼ିକ ଠକାମି ମାଧ୍ୟମରେ ପ୍ରବଳ ଅର୍ଥ ରୋଜଗାର କରୁଛନ୍ତି। ରାଜ୍ୟର ଛାତ୍ରୀଛାତ୍ରମାନଙ୍କ କଷ୍ଟ ଏବଂ ତାଙ୍କ ଦକ୍ଷତାକୁ ବ୍ୟବହାର କରି ଅଭିଭାବକମାନଙ୍କୁ ଭ୍ରମରେ ପକାଇବାର ଅପଚେଷ୍ଟା ସେମାନେ ଚଳାଇଛନ୍ତି। ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?