ଉଚ୍ଛେଦକୁ ବିରୋଧ କରି ଜେଲ୍ ଯିବାକୁ ପ୍ରସ୍ତୁତ ରୁହ
ନୂଆଦିଲ୍ଲୀ,୧୭।୫: ଦିଲ୍ଲୀରେ ଆରମ୍ଭ ହୋଇଥିବା ଜବରଦଖଲ ଉଚ୍ଛେଦ ଅଭିଯାନକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସମାଲୋଚନା କରିଛନ୍ତି। ଏହା ସ୍ବାଧୀନ ଭାରତରେ ଭାଜପାର ଏକ ବଡ଼ ତାଣ୍ଡବ ବୋଲି ସେ କହିଛନ୍ତି। ଭାଜପାର ଏଭଳି ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରି ଜେଲ୍ ଯିବାକୁ…
କାନ୍ସରେ ଦୀପିକା: ପ୍ରଶଂସକ କହିଲେ, ତୁମ ପାଇଁ ଆମେ ଗର୍ବିତ
୭୫ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଜଜ୍ ଭାବରେ ନଜର ଆସିବେ। ଦୀପିକା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗଦେବା ପାଇଁ ଫ୍ରେଞ୍ଚ ରିଭିଏରାରେ ପହଞ୍ଚିଛନ୍ତି। ସେଠାରୁ ତାଙ୍କ ପ୍ରଥମ ଫଟୋ ଭାଇରାଲ ହୋଇଛି। ଦୀପିକା କାନ୍ସ ଫେଷ୍ଟିଭାଲର…
ଦିନେ ରାସ୍ତାକଡ଼ରେ ବିକୁଥିଲେ ଫୁଲ,ଏବେ ଆମେରିକାରେ କରିବେ ପିଏଚଡି
କୁହାଯାଏ, ଭାଗ୍ୟ କେତେବେଳେ କାହାର ବଦଳିଯିବ ତାହା କହିବା ଅସମ୍ଭବ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସରିତା ମାଲି। ଏକଦା ମୁମ୍ବାଇ ରାସ୍ତାରେ ଫୁଲ ବିକ୍ରି କରୁଥିବା ସରିତା ଏବେ କାଲିଫର୍ଣ୍ଣିଆ ୟୁନିଭରସିଟିରୁ ପିଏଚଡି କରିବାକୁ ଯାଉଛନ୍ତି। ସେ ପିଏଚଡି ପାଇଁ…
୧୨୮ତମ ଜନ୍ମଦିନରେ ସୁସ୍ଥ ରହିବାର ରାଜ୍ ଖୋଲିଲେ ବୃଦ୍ଧା
ଦକ୍ଷିଣ ଆଫ୍ରିକାର ଉତ୍ତର ପଶ୍ଚିମ ପ୍ରଦେଶର ବାସିନ୍ଦା ଜୋହାନା ମାଜିବୁକୋ ମେ ୧୧ରେ ତାଙ୍କର ୧୨୮ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ ଏବେ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ରହିବାର ରାଜ୍ ଖୋଲିଛନ୍ତି। ଜୋହାନା ଏକ ମକା କ୍ଷେତରେ ଜନ୍ମଗ୍ରହଣ…
ବ୍ରଜରାଜନଗର ଉପନିର୍ବାଚନ: ପ୍ରଚାର ତାଲିକାରେ ନବୀନଙ୍କ ନାଁ
ଝାରସୁଗଡ଼ା ଅଫିସ/ଭୁବନେଶ୍ୱର,(ବ୍ୟୁରୋ)୧୭।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ କଂଗ୍ରେସ ଏବଂ ଭାଜପା ପୂର୍ବରୁ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଥିବା ବେଳେ ମଙ୍ଗଳବାର ବିଜେଡି ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି। ତାଲିକାର ପ୍ରଥମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ…
କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ
କଟକ ଅଫିସ,୧୭।୫ : ଡି ବ୍ରଦର୍ସ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ ମଙ୍ଗଳବାର କୋର୍ଟରେ ହାଜର ହୋଇଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଉଭୟଙ୍କୁ କଟକ ଜିଲା ଓ ଦୌରାଜଜ କୋର୍ଟରେ ହାଜର କରାଯାଇଛି। ସୂଚନାନୁଯାୟୀ, ଦିପୁ -ଓମ ହତ୍ୟା ମାମଲାରେ…
ବ୍ରଜରାଜନଗର ଉପନିର୍ବାଚନ: ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ
ଝାରସୁଗୁଡ଼ା ଅଫିସ,୧୭।୫: ବ୍ରଜରାଜନଗର ଉପନିର୍ବାଚନ ଆସନ୍ତା ୩୧ରେ ଅନୁଷ୍ଠିତ ହେବ। ଏ ନେଇ ରାଜନୀତି ସରଗରମ ରହିଛି। ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ରଣନୀତି ପ୍ରସ୍ତୁତ କରି ପ୍ରଚାର ମଇଦାନକୁ ଓହ୍ଲାଇଲେଣି। ତେବେ ମଙ୍ଗଳବାର ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ଏହାପରେ…
ବିଜୟ ପାଇଁ କର୍ମୀଙ୍କ ସହ ରଣନୀତି ପ୍ରସ୍ତୁତି କଲେ ମନ୍ତ୍ରୀ
ଝାରସୁଗୁଡା ଅଫିସ,୧୭।୫: ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ନେତୃତ୍ୱରେ ଝାରସୁଗୁଡା ବ୍ଲକ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ୫ ପଞ୍ଚାୟତକୁ ନେଇ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ କରାଯାଇଛି । ଏଥିରେ କଟକ ମେୟର ସୁବାଷ ସିଂ, ଝାରସୁଗୁଡ଼ା ଜିଲା ସହ…
ମଣିଷ ଭଳି କୁକୁର କରୁଛି…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମଙ୍କ ଘରେ ସିବିଆଇ ଚଢାଉ
ନୂଆଦିଲ୍ଲୀ,୧୭।୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି(ସିବିଆଇ)ପକ୍ଷରୁ ମଙ୍ଗଳବାର ସକାଳେ ସିବିଆଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ ତଥା କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମଙ୍କ ଘର ଏବଂ କାର୍ଯ୍ୟାଳୟ ସମେତ ଅନେକ ସ୍ଥାନରେ ଚଢାଉ କରିଛି। ଚଢାଉ ପରେ କାର୍ତ୍ତି ସିବିଆଇକୁ…
ଫିଲ୍ମ ‘କଶ୍ମୀର ଫାଇଲ୍ସ’ ଯୋଗୁ ଜମ୍ମୁ-କଶ୍ମୀରରେ ଘଟୁଛି ହିଂସା: ମେହବୁବା
ଶ୍ରୀନଗର,୧୭।୬: ଜମ୍ମୁ-କଶ୍ମୀରରେ ପୁଣି ହିଂସା ଦେଖିବାକୁ ମିଳିଛି। କଶ୍ମୀରୀ ପଣ୍ଡିତ ସରକାରୀ କର୍ମଚାରୀ ରାହୁଲ ଭଟ୍ଟଙ୍କ ହତ୍ୟା ହେବାର କିଛି ଦିନ ପରେ ଜଣେ ପୋଲିସ କର୍ମଚାରୀଙ୍କୁ ଗୁଳି କରାଯାଇଛି। ଏହି ହିଂସା ପାଇଁ ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କଶ୍ମୀର…
ଓଡ଼ିଶା ଆସିପାରନ୍ତି ପ୍ରିୟଙ୍କା ଗାନ୍ଧୀ
ଭୁବନେଶ୍ବର,୧୭।୫(ବ୍ୟୁରୋ) : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିପାରନ୍ତି ବୋଲି ଏ ସମ୍ପର୍କରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। କଂଗ୍ରେସ ଦଳର ସ୍ଥିତି କିଭଳି ମଜଭୁତ ହୋଇପାରିବ ସେଥିପାଇଁ ପ୍ରିୟଙ୍କା ଏହାର ସମୀକ୍ଷା କରିପାରନ୍ତି। ହେଲେ କେବେ…
Archives


