Home Left

ରାଞ୍ଚିରେ ଇଣ୍ଟରନେଟ ସେବା ବନ୍ଦ, ୧୪୪ ଧାରା ଲାଗୁ

ରାଞ୍ଚି,୧୧।୬: ଝାଡ଼ଖଣ୍ଡର ରାଞ୍ଚିରେ ଶୁକ୍ରବାର ଦେଖାଦେଇଥିବା ହିଂସା ପ୍ରଦର୍ଶନ ପରେ ସହରରେ ଉତ୍ତେଜନା ଲାଗି ରହିଛି। ସ୍ଥାନୀୟ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ରବିବାର ଅର୍ଥାତ୍‌ ଜୁନ ୧୨ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ଉପରେ…

ଓଏଲ୍‌ଏକ୍ସରେ ମିଳୁଛି ବାରବାଟୀ ଟିକେଟ

ଭୁବନେଶ୍ୱର, ୧୧।୬(ବ୍ୟୁରୋ): ରବିବାର ବାଟବାଟୀରେ ହେବାକୁ ଥିବା ଟି-୨୦ ମ୍ୟାଚ୍‌ ପାଇଁ କ୍ରିକେଟ ପ୍ରେମୀଙ୍କ ଭିତରେ ଉତ୍କଣ୍ଠା ଦେଖିବାକୁ ମିଳୁଛି। ଏହାର ସୁଯୋଗ ନେଇ କିଛି ଦଲାଲ ଟିକେଟ ବ୍ଲାକ କରୁଥିବା ଦେଖିବାକୁ ମିଳିଛି । ଓଏଲ୍‌ଏକ୍ସରେ ଟିକେଟ ଗୋଟିଏକୁ ୧୦…

ତାଇଓ୍ବାନ ନିଜକୁ ସ୍ବାଧୀନ ଘୋଷଣା କଲେ ଆକ୍ରମଣ କରିବ ଚାଇନା

ବେଜିଂ,୧୧।୬: ଯଦି ତାଇଓ୍ବାନ ନିଜକୁ ସ୍ବାଧୀନ ଘୋଷଣା କରେ ତେବେ ଚାଇନା ଆକ୍ରମଣ କରିବାରେ ପଛଘୁଞ୍ଚା ଦେବ ନାହିଁ ବୋଲି ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଆମେରିକାକୁ ଶୁକ୍ରବାର ଚେତାବନୀ ଦେଇଛନ୍ତି। ଯଦି କେହି ଚାଇନାଠାରୁ ତାଇଓ୍ବାନକୁ ଅଲଗା କରିବାର ଦୁଃସାହସ କରେ…

ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା,୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଶ୍ୱସ୍ତିକର ଖବର ଆସିଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା ହେବର ସମ୍ଭାବନା ରହିଛି। ଏ ନେଇ ଏସ୍‌ଆରସିଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି…

ସମୁଦ୍ରର ୪୫କି.ମି ଗଭୀରରୁ ଠାବ ହେଲା ରୟାଲ୍‌ ଓ୍ବାରସିପ୍‌ ଜାହାଜ

ଲଣ୍ଡନ,୧୧।୬: ଇଂଲଣ୍ଡର ଏକ ରାଜକୀୟ ଯୁଦ୍ଧ ଜାହାଜ ଶୁକବ୍ରାର ଠାବ କରାଯାଇଛି। ଯାହା ବ୍ରିଟେନର ପୂର୍ବତଟରେ ୩୦୦ ବର୍ଷ ପୂର୍ବେ ବୁଡ଼ିଯାଇଥିବା ବେଳେ ଶୁକ୍ରବାର ସମୁଦ୍ରବୁଡ଼ାଳିଙ୍କ ଦ୍ୱାରା ଠାବ କରାଯାଇଥିବା ସୂଚନା ରହିଛି। ଜାହାଜର ନାମ ‘ଦ ଗ୍ଲୋଉସେଷ୍ଟର’।୧୬୮୨ ଖ୍ରୀଷ୍ଟାବ୍ଦରେ ଜେମ୍ସ…

୨୪ ଘଣ୍ଟାରେ ୮ ହଜାର ଛୁଇଁଲା ସଂକ୍ରମଣ

ନୂଆଦିଲ୍ଲୀ,୧୧।୬: ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୮,୩୨୯ ଜଣ ପଜିଟଭ୍‌ ଚିହ୍ନଟ ହୋଇଥିବା ବେଳେ ୧୦ ଜଣଙ୍କର ଜୀବନ ନେଇଛି କରୋନା। ତେବେ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୪ ହଜାର…

ସଲମାନଙ୍କୁ ହତ୍ୟା ଷଡ଼ଯନ୍ତ୍ର: ହକି ଷ୍ଟିକ୍‌ରେ ଲୁଚି ରହିଛି ବନ୍ଧୁକ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାଁ ଏବଂ ବାପା ସଲିମ ଖାଁଙ୍କୁ ହତ୍ୟା ଧମକ ମିଳିବା ଘଟଣାର ଯାଞ୍ଚ ଜାରି ରଖିଛି ମୁମ୍ବାଇ ପୋଲିସ। ତେବେ ସଲମାନଙ୍କ ଘର ଆଖପାଖରେ ଜଣେ ସ୍ନାଇପର ସବୁବେଳେ ରହୁଥିବା ଖବର ଏବେ ପୋଲିସର ଚିନ୍ତା…

ଆଜି ରୁକ୍ମଣୀଙ୍କୁ ବିବାହ କରିବେ ମହାପ୍ରଭୁ

ପୁରୀ ଅଫିସ,୧୧।୬: ଶ୍ରୀମନ୍ଦିରରେ ରୁକ୍କଣୀ ହରଣ ଏକାଦଶୀ ନୀତି ଶନିବାର ଅନୁଷ୍ଠିତ ହେବ। ଆଜି ରୁକ୍ମଣୀଙ୍କୁ ବିବାହ କରିବେ ମହାପ୍ରଭୁ । ଏଥିଲାଗି ସ୍ବତନ୍ତ୍ର ନୀତି ପ୍ରସ୍ତୁତ କରାଯାଇଛି। ଶ୍ରୀମନ୍ଦିର ସିଂହଦ୍ବାରକୁ ସଜ୍ଜା ଯାଇଛି । ଗତକାଲି ମହାପ୍ରଭୁଙ୍କର ରାଜେନ୍ଦ୍ରାଭିଷେକ ନୀତି…

‘ବିଧାନସଭା ନିର୍ବାଚନରେ ଭାଜପା ସମଦଶା ଭୋଗିବ’

ଜୟପୁର,୧୧।୬: ରାଜସ୍ଥାନରୁ ରାଜ୍ୟ ସଭାକୁ କଂଗ୍ରେସରୁ ୩ଜଣ ନିର୍ବାଚିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟପକ୍ଷରେ ଭାଜପା ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ସୁଭାଷ ଚନ୍ଦ୍ରା ହାରିଯାଇଥିବାରୁ ଗୈରିକ ଦଳର ଘୋଡ଼ାବେପାର ଉଦ୍ୟମ ବିଫଳ ହୋଇଥିବା ସେ କହିଛନ୍ତି। ଭାଜପା…

ବସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କେନ୍ଦୁଝର,୧୧।୬(ସ୍ବ.ପ୍ର.): ଆଜି ଭୋର ପ୍ରାୟ ୩ଟା ସମୟରେ ରାଉରକେଲାରୁ କେନ୍ଦୁଝର ଫେରୁଥିବା ପାଢ଼ୀ ବସ୍‌ରେ ନିଆଁ ଲାଗି ସମ୍ପୂର୍ଣ ଜଳିଯାଇଛି। ତେବେ ବସ୍‌ରେ ଥିବା ପାଖାପାଖି ୪୦ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ…

ପଶୁଙ୍କ ପାଇଁ ଆସିଲା କୋଭିଡ୍‌ ଟିକା

ନୂଆଦିଲ୍ଳୀ,୧୧।୬: ହରିୟାଣାର ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ଏଗ୍ରିକଲ୍‌ଚର ରିସର୍ଚ୍ଚ (ଆଇସିଏଆର୍‌) ଏବଂ ନ୍ୟାଶନାଲ ରିସର୍ଚ୍ଚ ସେଣ୍ଟର (ଏନ୍‌ଆର୍‌ସି) ମିଳିତ ଭାବେ ପଶୁଙ୍କ ପାଇଁ କରୋନା ଭାକ୍ସିନ ‘ଏନୋକୋଭାକ୍ସ’ ଆବିଷ୍କାର କରିଛନ୍ତି। କେନ୍ଦ୍ରୀୟ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଦ୍ୱାରା ଏହି ଟିକାକୁ…

ରାଜ୍ୟରୁ ଚିହ୍ନଟ ହେଲେ ୨୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍‌ ବୟସର ପିଲା ୩ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି କ୍ୱାରାଣ୍ଟାଇନ୍‌ରୁ ୧୫ ଜଣ ଏବଂ ଲୋକାଲ କେସ ୯…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri