Home Left

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ଉଦ୍‌ଘାଟିତ

ଭୁବନେଶ୍ୱର, ୧୨।୧୦ (କ୍ରୀଡ଼ା ପ୍ରତିନିଧି): ଭାରତ ଏବଂ ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ। ଦେଶରେ ପ୍ରଥମଥରପାଇଁ ଆୟୋଜିତ ହୋଇଛି ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ। ଟୁର୍ନାମେଣ୍ଟରେ ଭାରତ ମଧ୍ୟ ଡେବ୍ୟୁ କରିଛି। କଳିଙ୍ଗ…

ଏହି ମହାନ କ୍ରିକେଟର ହେବେ ଆଗାମୀ ବିସିସିଆଇ ଅଧ୍ୟକ୍ଷ, ଜାଣନ୍ତୁ ଗାଙ୍ଗୁଲୀ-ଜୟ ଶାହାଙ୍କ କ’ଣ ହେବ…

ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ)କୁ ମିଳିବ ନୂତନ ଅଧ୍ୟକ୍ଷ। ଏହାଛଡ଼ା ବୋର୍ଡର ଆଉ କିଛି ପଦରେ ନିର୍ବାଚନ ହେବ। ଏଥିନେଇ ମଙ୍ଗଳବାର ନାମାଙ୍କନ ଦାଖଲ କରାଯାଉଛି। ଅକ୍ଟୋବର ୧୮ ମଧ୍ୟରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ତେବେ ୧୯୮୩ ବିଶ୍ୱକପ୍‌ ବିଜେତା…

ହାତକୁ ଦୁଇ ହାତ ହେବେ କିଆରା-ସିଦ୍ଧାର୍ଥ !

ବମ୍ବେ: ଦୀର୍ଘ ୩ ବର୍ଷର ଡେଟିଂ ଖବର ପରେ ନିକଟରେ ସମ୍ପର୍କ ଉପରେ ମୋହର ମାରିଥିଲେ ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାଣୀ। ଏବେ ଉଭୟ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ବଢ଼ିବାରେ ଲାଗିଛି। ରିପୋର୍ଟ ମୁତାବକ ଉଭୟ…

କାର୍ତ୍ତିକ ମାସରେ ପୂଜୁଛନ୍ତି କି ତୁଳସୀ? କଦାପି କରନ୍ତୁ ନାହିଁ ଏସବୁ ଭୁଲ…

କାର୍ତ୍ତିକ ମାସକୁ ଧର୍ମର ମାସ ବୋଲି କୁହାଯାଏ। କୁହାଯାଏ ଏହି ମାସରେ ଭଗବାନ ବିଷ୍ଣୁ ଯୋଗନିଦ୍ରାରୁ ଉଠିଥାନ୍ତି। ସୃଷ୍ଟିରେ ଆନନ୍ଦ ଏବଂ କୃପାର ବର୍ଷା ହୁଏ। ମା’ ଲକ୍ଷ୍ମୀ ମଧ୍ୟ ପୃଥିବୀ ଭ୍ରମଣରେ ଆସିଥାନ୍ତି। ଭକ୍ତଙ୍କୁ ଧନଧାନ୍ୟରେ ପୂର୍ଣ୍ଣ କରିଥାନ୍ତି। ଏହି…

ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏହି ନାମର ଯୁବତୀ; ଲକ୍ଷ୍ମୀଙ୍କର ଥାଏ ବିଶେଷ କୃପା

କୁହାଯାଏ ଯେ ନାମର ପ୍ରଥମ ଅକ୍ଷର ଯେକୌଣସି ବ୍ୟକ୍ତିଙ୍କ ଜୀବନ ସହ ଜଡିତ ଅନେକ ରହସ୍ୟ ଉପରୁ ପରଦା ହଟାଇଥାଏ। ଏହାର କାରଣ ହେଉଛି ଅଧିକାଂଶ ଲୋକଙ୍କ ନାମ ସେମାନଙ୍କର ଜନ୍ମ ରାଶି ଅନୁଯାୟୀ ରଖାଯାଇଥାଏ। ଜନ୍ମ ସମୟରେ ଅବସ୍ଥିତ ଥାନ୍ତି…

ଶେହେନ୍‌ଶାହଙ୍କ ଲାଗି ବାଦ୍‌ଶାହଙ୍କ ସ୍ବତନ୍ତ୍ର ବାର୍ତ୍ତା: ଆମ ନାତି ନାତୁଣୀଙ୍କର ମଧ୍ୟ ମନୋରଞ୍ଜନ କରନ୍ତୁ

ବମ୍ବେ: ନିଜର ୮୦ତମ ଜନ୍ମଦିନ ପାଳନ କରୁଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ଏମିତିରେ ଏହି ବର୍ଷଟି ତାଙ୍କ ପାଇଁ ବହୁତ ଖାସ୍‌। ଏହି ସ୍ବତନ୍ତ୍ର ଦିନକୁ ଅଧିକ ସ୍ମରଣୀୟ କରିବା ଲାଗ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। କିଙ୍ଗଖାନ୍‌…

ମା’ ଗାଧୋଇ ଆସି ଦେଖିଲେ ଜଳୁଛି ସପ୍ତମ ଶ୍ରେଣୀର ପୁଅ

ଯାଜପୁର ଅଫିସ,୧୧।୧୦: ଯାଜପୁର ଜିଲା ଦାନଗଦି ବ୍ଲକ କିଆଝର ପଞ୍ଚାୟତର ସମରପିଟା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ କେହି ନ ଥିବା ବେଳେ ମା’ ଗାଧୋଇ ଆସି ଦେଖିଲା ବେଳକୁ ତାଙ୍କ ସପ୍ତମ ଶ୍ରେଣୀର ପୁଅ ଜଳୁଛି ।…

ମାହିରଙ୍କୁ ଡେଟ୍‌ କରୁଛନ୍ତି ନିମ୍ରିତ !

ବମ୍ବେ: ଡେଟ୍‌ କରୁଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ନିମ୍ରିତ କୌର ଆହ୍ଲୁଓ୍ବାଲିଆ। ବିଗ୍‌ବସ୍‌ ଘରେ ଏପରି କିଛି ବ୍ୟକ୍ତିଗତ କଥା ଉପରୁ ପରଦା ଉଠାଇଛନ୍ତି ପ୍ରତିଯୋଗୀ ଟିନା ଦତ୍ତା। ତେବେ ବ୍ୟକ୍ତିଜଣଙ୍କ କିଏ ସେ ବିଷୟରେ ସେ କିଛି କହି…

ଦକ୍ଷିଣ ଆଫ୍ରିକାକୁ ୯୯ ରନ୍‌ରେ ଅଲଆଉଟ୍‌ କରି ନୂଆ ରେକର୍ଡ କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୧।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିଲ୍ଲୀରେ ଖେଳାଯାଉଥିବା ତୃତୀୟ ତଥା ନିର୍ଣ୍ଣାୟକ ମୁକାବିଲାରେ ରେକର୍ଡ କରିଛି ଟିମ୍‌ ଇଣ୍ଡିଆ। ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦଳ। ଏହାପରେ ଭାରତୀୟ ସ୍ପିନରଙ୍କ ଯାଦୁ ଯୋଗୁ ଦକ୍ଷିଣ ଆଫ୍ରିକା ଦିନିକିଆରେ ୧୦୦…

ଏକଦା ରାଜୀବ ଗାନ୍ଧୀଙ୍କ ଘନିଷ୍ଠ ବନ୍ଧୁ ଥିଲେ ଅମିତାଭ; ସୋନିଆଙ୍କୁ ବିବାହରେ କରିଥିଲେ ସହାୟତା; ହେଲେ ଏପରି ହୋଇଥିଲା ମତଭେଦ

ବମ୍ବେ: ଆଜି ଅର୍ଥାତ ଅକ୍ଟୋବର ୧୧,୨୦୨୨ରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ୮୦ ବର୍ଷ ବୟସରେ ପାଦ ଥାପିଛନ୍ତି। ରୁପେଲି ପରଦାରେ ନିଜର ଅଭିନୟ ଶୈଳୀ ଏବଂ କଳାକୁ ନେଇ କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ଏବେ ବି ରାଜ କରୁଛନ୍ତି…

ୟୁଟ୍ୟୁବ୍‌ର ଦୀପାବଳି ଅଫର୍‌: ମାତ୍ର ୧୦ ଟଙ୍କା ଦେଇ ପାଆନ୍ତୁ ୩ ମାସର ସବ୍‌ସ୍କ୍ରିପ୍‌ଶନ୍‌

ନୂଆଦିଲ୍ଲୀ,୧୧।୧୦: ଦିପାବଳୀ ଉପଲକ୍ଷେ ଗ୍ରାହକଙ୍କୁ ବିଶେଷ ଅଫର ଦେଉଛି ୟୁଟ୍ୟୁବ୍‌। କମ୍ପାନୀ ଦ୍ୱାରା ରିହାତି ମୂଲ୍ୟରେ ତିନି ମାସର ସବସ୍କ୍ରିପଶନ ଦିଆଯାଉଛି। ତେବେ ଏହି ପ୍ରିମିୟମ ସେବା ଅଫର୍‌ କେବଳ ସେହି ଉପଭୋକ୍ତାଙ୍କୁ ମିଳିବ ଯିଏ ଏଯାବତ୍‌ ୟୁଟ୍ୟୁବ୍‌ ସବ୍‌ସ୍କ୍ରିପ୍‌ଶନ କରି…

ବର୍ଷା- ଅନୁଭବ ପାରିବାରିକ ମାମଲା : ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ଅସନ୍ତୋଷ

କଟକ ଅଫିସ,୧୧।୧୦: ଅଭିନେତ୍ରୀ ବର୍ଷା ପ୍ରୟଦର୍ଶିନୀ ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ମଙ୍ଗଳବାର ପରିବାର ଅଦାଲତରେ ହଜାର ହୋଇଛନ୍ତି । ହେଲେ ବର୍ଷାଙ୍କୁ ପ୍ରତିପକ୍ଷ ଓକିଲ ଆଜି ଜେରା କରିପାରିନାହାନ୍ତି, ବରଂ ତାଙ୍କ ପକ୍ଷରୁ ଦାଏର ହୋଇଥିବା ଏକ ପିଟିସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?