ସ୍ବାମୀଙ୍କ ପାଇଁ ୨୦ କୋଟି ଟଙ୍କାର ବଙ୍ଗଳା କିଣିଲେ ଏହି ଅଭିନେତ୍ରୀ
ଦକ୍ଷିଣ ସିନେମାର ସୁନ୍ଦର ଅଭିନେତ୍ରୀ ନୟନତାରା ଏବଂ ନିର୍ମାତା ବିଗ୍ନେଶ ଶିଭନ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ନୟନତାରାଙ୍କ ବିବାହକୁ ନେଇ ଚର୍ଚ୍ଚା ହୋଇଥିଲା। ତାଙ୍କ ବିବାହର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା। ନୟନତାରା ଏବଂ ବିଗ୍ନେଶ ଦୀର୍ଘ…
ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବହୁ କୋଟି ଟଙ୍କାର ପାଇପ୍
ସୋନପୁର,୧୨ା୬(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ବେହେରାମାଲ ପଞ୍ଚାୟତ ଲଙ୍ଗଳକଣ୍ଟା ଗାଁ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମେଗା ପାଣି ପ୍ରୋଜେକ୍ଟ ପାଇଁ ଗଚ୍ଛିତ ଥିବା ଆର୍ଡବ୍ଲ୍ୟୁଏସ୍ଏସ୍ର କୋଟି କୋଟି ଟଙ୍କାର ପାଇପ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ମେଗା…
ପ୍ରିୟଙ୍କାଙ୍କ ବୋଲ୍ଡ ଅବତାର
ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ସକ୍ରିୟ। ସେ ପ୍ରାୟତଃ ପ୍ରଶଂସକଙ୍କ ସହ ତାଙ୍କର ଫଟୋ ଏବଂ ଭିଡିଓ ଶେୟାର କରୁଥିବା ଦେଖାଯାଏ। ପ୍ରଶଂସକମାନେ ତାଙ୍କ ପୋଷ୍ଟ ଦେଖିବାକୁ ପସନ୍ଦ କରନ୍ତି। ପ୍ରଶଂସକଙ୍କ ବ୍ୟତୀତ ପ୍ରିୟଙ୍କାଙ୍କ ସ୍ବାମୀ ନିକ ଜୋନାସ ମଧ୍ୟ…
ବିକିଙ୍କୁ ମିଳିଗଲା ଆଉ କିଏ;ଫଟୋ ଦେଖି କ୍ୟାଟ୍ରିନା କହିଲେ…
ବି-ଟାଉନ ହ୍ୟାଣ୍ଡସମ ହଙ୍କ୍ ବିକି କୌଶଲ ନିକଟରେ ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ଙ୍କୁ ବିବାହ କରିଛନ୍ତି। ବିବାହ ପରେ ଦୁହେଁ ଫିଲ୍ମ ଶୁଟିଂ କରୁଛନ୍ତି। ବିକି ଏବେ କ୍ୟାଟ୍ରିନାଙ୍କୁ ଛାଡି ଆଉ ଜଣେ ଯୁବତୀଙ୍କ ପ୍ରେମରେ ପଡିଛନ୍ତି। ଏହା ଆମେ ନୁହେଁ,…
ବିଏମ୍ସି କେଶରୀ ମଲ୍ରେ ଲାଗିଛି ନିଆଁ
ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜଧାନୀର ମାର୍କେଟ ବିଲ୍ଡିଂରେ ଥିବା ବିଏମସି କେଶରୀ ମଲ୍ରେ ଅଗ୍ନିକାଣ୍ଡ ଘଟିଛି । ରବିବାର କେଶରୀ ମଲ୍ର ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଛି । ତେଣୁ ଲୋକମାନଙ୍କୁ ମଲ ଭିତରକୁ ପ୍ରବେଶ କରାଇ ଦିଆଯାଉ ନ ଥିବା…
କୁକୁରକୁ ସାବୁନ ଲଗାଇ ଗାଧୋଇ ଦେଉଛନ୍ତି ଦୁଇ ସିମ୍ପାଞ୍ଜି, ଭିଡିଓ ଦେଖିଲେ…
ବେଳେବେଳେ ପଶୁମାନଙ୍କର ଅଜବ କାରନାମା ଦେଖି ଆଶର୍ଯ୍ୟ ଲାଗିବା ସହ ହସ ବି ଲାଗେ। ସେମାନେ କଥା କହି ପାରୁ ନ ଥିଲେ ମଧ୍ୟ ମଣିଷର ଗତିବିଧିକୁ ଲକ୍ଷ୍ୟ କରି କାମ କରିଥାନ୍ତି। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ…
ଶାବକ ଜନ୍ମ କରି ଛାଡ଼ି ପଳାଇଲା ମା’ ହାତୀ
ଢ଼େଙ୍କାନାଳ ଅଫିସ,୧୨।୬: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ରାସୋଳ ଥାନା କୁନୁଆ ଶବର ସାହିରେ ଶନିବାର ଏକ ମାଈ ହାତୀ ଶାବକ ଜନ୍ମ କରି ନିକଟସ୍ଥ ଜଙ୍ଗଲକୁ ପଳାଇଛି। ଖବରପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ଶାବକର ଚିକିତ୍ସା…
୫ ଥର ପ୍ରେମରେ ହୋଇଥିଲେ ବିଫଳ, ଏବେ ଏହି ବ୍ୟକ୍ତିଙ୍କୁ କରିବେ ବିବାହ
ବମ୍ବେ: ଥରେ କି ଦୁଇଥର ନୁହେଁ ପାଞ୍ଚଥର ପ୍ରେମରେ ବିଫଳ ହେବା ପରେ ନିର୍ବନ୍ଧ କରି ଚର୍ଚ୍ଚାରେ ଅଭିନେତ୍ରୀ ମୃଣାଳ ଦେଶରାଜ। ଲୋକପ୍ରିୟ ଧାରାବାହିକ ‘ଇସ୍କବାଜ୍’ରେ ଜାହ୍ନବୀ ଓବରୟଙ୍କ ଭୂମିକାରେ ନଜର ଆସିଥିଲେ ସେ। ଏହାପରେ ନାଗିନ ୩ରେ ଦେଖିବାକୁ ମିଳିଥିବା…
‘ଆମେ ଶେଷ ପର୍ଯ୍ୟନ୍ତ ଲଢ଼ିବୁ’
ବେଜିଂ,୧୨ା୬: ଆମେରିକାର ପ୍ରତିରକ୍ଷା ସଚିବ ଲାୟଡ ଅଷ୍ଟିନ୍ଙ୍କ ବିବୃତ୍ତିରେ ଚାଇନାର ବୈଦେଶିକ ମନ୍ତ୍ରୀ ଓ୍ବାଇ ଫେଙ୍ଗେ ପୁଣି ଥରେ କଡ଼ା ଜବାବ ଦେଇଛନ୍ତି। ଚାଇନାର ପ୍ରତିରକ୍ଷା ମନ୍ତ୍ରୀ ଓ୍ବାଇ ଫେଙ୍ଗେ ଏହାର ଆଭିମୁଖ୍ୟ ଉପରେ କହିଛନ୍ତି, ବେଜିଂ ଶେଷ ପର୍ଯ୍ୟନ୍ତ ଲଢ଼ିବ।…
ପର୍ନ ଷ୍ଟାର ହେବାକୁ ଚାହୁଁଥିଲେ କିଙ୍ଗ୍ଖାନ
ମୁମ୍ବାଇ: କିଙ୍ଗ୍ଖାନ୍ ଶାହାରୁଖ ଗତ କିଛି ବର୍ଷ ହେବ ବଡ଼ ପରଦାରୁ ଦୂରେଇ ରହିଥିଲେ ହେଁ ବର୍ଷକ ମଧ୍ୟରେ ତିନୋଟି ଫିଲ୍ମ ପାଇଁ ପ୍ରଂଶସକମାନଙ୍କୁ ଖୁସି ଖବର ଦେଇଛନ୍ତି। ଶାହାରୁଖ କେବଳ ନିଜ ଅଭିନୟ ପାଇଁ ନୁହେଁ ବରଂ ବିଦେଶରେ ବି…
ଅଭ୍ୟାସ ମ୍ୟାଚ୍ରେ ମ୍ୟାଚ୍ ଦିନର ଭ୍ରମ
ନୂଆଦିଲ୍ଲୀ,୧୨।୬: ବାରବାଟୀ ଷ୍ଟାଡ଼ିୟମରେ ଶନିବାର ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳିମାନେ ଅଭ୍ୟାସ କରିଥିଲେ। ଅଭ୍ୟାସ ଦେଖିବା ଲାଗି ଓଡ଼ିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ୬ ଓ ୭ ନଂ ଗ୍ୟାଲେରୀରେ ଦର୍ଶକଙ୍କୁ ସୁଯୋଗ ମିଳିଥିଲା। ମଧ୍ୟାହ୍ନ ୧୨ଟାରେ ଦକ୍ଷିଣ…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଗାଙ୍ଗୁଲି
ଭୁବନେଶ୍ୱର,୧୨।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ରବିବାର ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀରେ ଟି୨୦ ମ୍ୟାଚ୍ ଖେଳାଯିବ। ଏଥିପାଇଁ ଗାଙ୍ଗୁଲି ଅପରାହ୍ନ ୨ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର…
Archives


