ୟୁଟ୍ୟୁବ୍‌ର ଦୀପାବଳି ଅଫର୍‌: ମାତ୍ର ୧୦ ଟଙ୍କା ଦେଇ ପାଆନ୍ତୁ ୩ ମାସର ସବ୍‌ସ୍କ୍ରିପ୍‌ଶନ୍‌

ନୂଆଦିଲ୍ଲୀ,୧୧।୧୦: ଦିପାବଳୀ ଉପଲକ୍ଷେ ଗ୍ରାହକଙ୍କୁ ବିଶେଷ ଅଫର ଦେଉଛି ୟୁଟ୍ୟୁବ୍‌। କମ୍ପାନୀ ଦ୍ୱାରା ରିହାତି ମୂଲ୍ୟରେ ତିନି ମାସର ସବସ୍କ୍ରିପଶନ ଦିଆଯାଉଛି। ତେବେ ଏହି ପ୍ରିମିୟମ ସେବା ଅଫର୍‌ କେବଳ ସେହି ଉପଭୋକ୍ତାଙ୍କୁ ମିଳିବ ଯିଏ ଏଯାବତ୍‌ ୟୁଟ୍ୟୁବ୍‌ ସବ୍‌ସ୍କ୍ରିପ୍‌ଶନ କରି ନଥିଲେ। ତେବେ କହିରଖୁଛୁ ଯେ, ୟୁଟ୍ୟୁବ ପ୍ରିମିୟମର ସଦସ୍ୟତାରେ ଅନେକ ସୁବିଧା ପ୍ରଦାନ କରାଯାଏ। ଏହାର ମାସିକ ମୂଲ୍ୟ ହେଉଛି ୧୨୯ ଟଙ୍କା।

ୟୁଟ୍ୟୁବ ପ୍ରିମିୟମ ସ୍ବତନ୍ତ୍ର ଅଫର୍‌:
ସ୍ବତନ୍ତ୍ର ଅଫର ଅନୁଯାୟୀ, ୟୁଟ୍ୟୁବ ପ୍ରିମିୟମ ସବସ୍କ୍ରିପସନ ୧୦ ଟଙ୍କାରେ କିଣାଯାଇପାରିବ। ଅଫର ଅବଧି ଶେଷ ହେବା ପରେ ଉପଭୋକ୍ତାମାନଙ୍କୁ ଏକ ମାସ ପାଇଁ ୧୨୯ ଟଙ୍କା ଦେବାକୁ ପଡିବ। ସ୍ବତନ୍ତ୍ର ଅଫର ଶେଷ ହେବାର ୭ ଦିନ ପୂର୍ବରୁ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ଦ୍ୱାରା ଉପଭୋକ୍ତାମାନଙ୍କୁ ସୂଚନା ଦିଆଯିବ। ଉପଭୋକ୍ତାମାନେ ନିଜ ଇଚ୍ଛା ଅନୁସାରେ ଯେକୌଣସି ସମୟରେ ସଦସ୍ୟତା ବାତିଲ କରିପାରିବେ।

ଯେଉଁ ଗ୍ରାହକ ପୂର୍ବରୁ ମାଗଣା କିମ୍ବା ରିହାତି ପ୍ରିମିୟମ ସେବା କ୍ରୟ କରିଛନ୍ତି ସେମାନେ ଏହି ଅଫର ପାଇଁ ଯୋଗ୍ୟ ନୁହଁନ୍ତି। ଯଦିଓ, ଯଦି ଆପଣ ପୂର୍ବରୁ ୟୁଟ୍ୟୁବ ପ୍ରିମିୟମ ବ୍ୟବହାର କରିଛନ୍ତି, ତେବେ ଏହି ବିଶେଷ ଅଫରର ଲାଭ ଉଠାଇବାକୁ ଗୋଟିଏ ଉପାୟ ହେଉଛି ଅନ୍ୟ ଏକ ଗୁଗୁଲ ଆକାଉଣ୍ଟ ବ୍ୟବହାର କରିବା। ୟୁଟ୍ୟୁବର ସବସ୍କ୍ରିପସନ-ଆଧାରିତ ପ୍ରିମିୟମ ସେବା ସଂଗୀତ ଏବଂ ଭିଡିଓ ବିଷୟବସ୍ତୁକୁ ବିଜ୍ଞାପନମୁକ୍ତ ପ୍ରବେଶ ପ୍ରଦାନ କରେ। ଏହି ଦେୟଯୁକ୍ତ ସଦସ୍ୟତାରେ ଅଫଲାଇନ ଦେଖିବାର ବିକଳ୍ପ ମଧ୍ୟ ଉପଲବ୍ଧ। ବ୍ୟାକଗ୍ରାଉଣ୍ଡ ପ୍ଲେ ବ୍ୟାକ୍‌ ଏବଂ ୟୁଟ୍ୟୁବ ମ୍ୟୁଜିକ ପ୍ରିମିୟମ ମଧ୍ୟ ଏହା ସହ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri