Home Left

ରେଳ କର୍ମଚାରୀଙ୍କୁ ଦୀପାବଳି ଭେଟି

ନୂଆଦିଲ୍ଲୀ,୧୨।୧୦: ରେଳ କର୍ମଚାରୀଙ୍କୁ ବୋନସ ଦେବାକୁ ମୋଦି କ୍ୟାବିନେଟ ବୁଧବାର ନିଷ୍ପତ୍ତି ନେଇଛି। କ୍ୟାବିନେଟ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ ଦିଆଯିବ। ୧୧.୨୭ ଲକ୍ଷ ରେଳ…

ନୂଆ ଲୁକ୍‌ରେ ବିରାଟ କୋହଲି

ସିଡନୀ,୧୨।୧୦: ଅକ୍ଟୋବର ୧୬ରୁ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଏହାର ଯଥେଷ୍ଟ ପୂର୍ବରୁ ଭାରତୀୟ ଦଳ ସେଠାରେ ପହଞ୍ଚିଛି। ଭାରତୀୟ ଖେଳାଳିମାନେ ମଧ୍ୟ ପଶ୍ଚିମ ଅଷ୍ଟ୍ରେଲିଆ ବିପକ୍ଷରେ ଅଭ୍ୟାସ ମ୍ୟାଚ ଖେଳି ଜିତିଥିଲେ। ଏହାପରେ ଭାରତୀୟ ଦଳକୁ ଗୋଟିଏ…

ଭାରତର ଏହି ଖେଳାଳିଙ୍କୁ ଏବି ଡି ଭିଲିୟର୍ସଙ୍କ ସହ ତୁଳନା କଲେ ଷ୍ଟେନ୍‌; କହିଲେ ବିଶ୍ୱକପ୍‌ରେ ଚମକିବେ

ନୂଆଦିଲ୍ଲୀ,୧୨।୧୦: ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ପେସର ଡାଲ୍‌ ଷ୍ଟେନ୍‌। ସୂର୍ଯ୍ୟକୁମାର ଜଣେ ମହାନ ଖେଳାଳି ଯିଏ କି ପଡ଼ିଆର ସବୁ ଦିଗରେ ଶଟ୍‌ ମାରିବାରେ ସକ୍ଷମ। ଏପରିକି ତାଙ୍କୁ ଖେଳୁଥିବାର…

ଟିମ୍‌ ଇଣ୍ଡିଆକୁ ଆଉ ଏକ ଝଟ୍‌କା: ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ଏହି ଦ୍ରୁତ ବୋଲର,ଠାକୁରଙ୍କୁ ସୁଯୋଗ

ନୂଆଦିଲ୍ଲୀ,୧୨।୧୦: ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ଭାରତୀୟ ଟିମ୍‌କୁ ଟି୨୦ ବିଶ୍ୱକପ୍‌ ୨୦୨୨ ପୂର୍ବରୁ ଲାଗିଛି ଆଉ ଏକ ଝଟ୍‌କା। ରବିନ୍ଦ୍ର ଜାଡେଜା ଏବଂ ଜସପ୍ରିତ ବୁମ୍‌ରାଙ୍କ ପରେ ଏବେ ଦ୍ରୁତ ବୋଲର ଦୀପକ ଚହର ବିଶ୍ୱକପ୍‌ରୁ ବାଦ ପଡ଼ିଛନ୍ତି। ଆଗାମୀ ଟୁର୍ନାମେଣ୍ଟ…

ଝିଅ ସହ ଡେଟିଂ ପାଇଁ ମା’ ରଖିଲେ ଏହି ୫ ସର୍ତ୍ତ, ଜାଣିଲେ…

ପ୍ରତ୍ୟେକ ମାତାପିତା ପିଲାମାନଙ୍କ ସୁରକ୍ଷା ବିଷୟରେ ଚିନ୍ତା କରିଥାନ୍ତି। ମାତାପିତାଙ୍କ ନିକଟରେ ତାଙ୍କ ପିଲା ଯେତେ ବି ବଡ଼ ହେଉନା କାହିଁକି ସବୁବେଳେ ସେମାନେ ପିଲାଙ୍କୁ ଛୋଟ ବୋଲି ଭାବିଥାନ୍ତି। ଅନେକ ମାତାପିତା ଏନେଇ ବହୁତ ସତର୍କ ରୁହନ୍ତି। ସେହିଭଳି ଜଣେ…

୧୪ ବର୍ଷ ଯାଏ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୨।୧୦: ମ୍ୟାଚ ଫିକ୍ସିଂ ଉପରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଇସିସି ୟୁଏଇର ଜଣେ ଘରୋଇ କ୍ରିକେଟରଙ୍କୁ ମ୍ୟାଚ ଫିକ୍ସିଂ ମାମଲାରେ ୧୪ ବର୍ଷ ପର୍ଯ୍ୟନ୍ତ କ୍ରିକେଟ୍‌ରୁ ବାସନ୍ଦ କରିଛି। ଏହି କ୍ରିକେଟରଙ୍କ ନାମ ମେହେରଦୀପ ଛାୟକର।…

ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ଧାଓ୍ବନ

ଭାରତୀୟ କ୍ରିକେଟ ଦଳର ଓପନର୍‌ ଶିଖର ଧାୱନ ତାଙ୍କ ବଲିଉଡରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ଅଛନ୍ତି। ତାଙ୍କୁ ଅଭିନେତ୍ରୀ ହୁମା କୁରେଶି ଏବଂ ସୋନାକ୍ଷୀ ସିହ୍ନାଙ୍କ ସହ ଫିଲ୍ମ ‘ଡବଲ ଏକ୍ସଏଲ’ରେ ଦେଖିବାକୁ ମିଳିବ। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ହୁମା…

ବାଇକ୍‌କୁ ଧକ୍କା ଦେଲା ବାଇକ୍‌

ଗଞ୍ଜାମ,୧୨।୧୦(ଡି.ଏନ୍‌.ଏ.): ଗଞ୍ଜାମ ଥାନା ନିକଟସ୍ଥ ଜାତୀୟ ରାଜପଥ ବିଞ୍ଚଣାପଲି ଛକଠାରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଗୋଟିଏ ବାଇକକୁ ଆଉ ଗୋଟିଏ ବାଇକ ଧକ୍କା ଦେବା ଫଳରେ ଉଭୟ ବାଇକ ଚାଳକ ଆହତ ହୋଇଥିବା ଜଣାପଡ଼ିଛି। ଜାତୀୟ ରାଜପଥ ପାଟ୍ରୋଲିଂ ଅଧିକାରୀ…

ବିଚ୍‌ ରାସ୍ତାରେ ବିଦ୍ୟାଳୟର ମହିଳା-ପୁରୁଷ କର୍ମଚାରୀଙ୍କ ହାତାହାତି

ପୁରୁଷୋତ୍ତମପୁର,୧୨।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଆଦର୍ଶ ବିଦ୍ୟାଳୟରୁ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ମଙ୍ଗଳବାର ଅପରାହ୍ନରେ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ବିଚ୍‌ ରାସ୍ତାରେ ବାଇଧର ମନ୍ଦିର ନିକଟରେ ବିଦ୍ୟାଳୟର ଜଣେ ମହିଳା ଓ ଜଣେ ପୁରୁଷ କର୍ମଚାରୀଙ୍କ ମଧ୍ୟରେ…

ଏଲୋନ ମସ୍କ ଆଣିଲେ ବନର୍‌ଟ ହେୟାର ଅତର, ଏକ ମିନିଟ ମଧ୍ୟରେ ବିକ୍ରି ହେଲା ୧୦ ହଜାର ବୋତଲ…

ଓ୍ବାଶିଂଟନ,୧୨।୧୦ : ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଟେସଲା କମ୍ପାନୀର ମାଲିକ ଏଲୋନ ମସ୍କ ବର୍ତ୍ତମାନ ଏକ ନୂତନ ବ୍ୟବସାୟରେ ପ୍ରବେଶ କରିଥିବା ଘୋଷଣା କରିଛନ୍ତି। ଏହା ଅନ୍ତର୍ଗତ ସେ ବନର୍‌ଟ ହେୟାର ନାମକ ଏକ ଅତର ଲଞ୍ଚ କରିଛନ୍ତି।…

ବିଶ୍ୱସନୀୟତା ରଖିଛି ଡାକ ବିଭାଗ

କୁନ୍ଦୁରା,୧୨।୧୦(ଡି.ଏନ୍‌.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଡାକ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜଗନ୍ନାଥ କଲ୍ୟାଣ ମଣ୍ଡପଠାରେ ବିଶ୍ୱ ଡାକ ସପ୍ତାହ ଅବସରରେ ଉପଖଣ୍ଡସ୍ତରୀୟ ଡାକମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଡାକ ବିଭାଗର ଅତିରିକ୍ତ ଡାକ ଅଧୀକ୍ଷକ ସମରେନ୍ଦ୍ର…

ଉପକୂଳରେ ନକଲି ଡାକ୍ତରଙ୍କ ରାଜ

ମହାକାଳପଡା,୧୨।୧୦(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଖୁଲମଖୁଲା ଏଲୋପାଥିକ, ହୋମିଓପାଥିକ ଓ ଆୟୁର୍ବେଦିକ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଅଞ୍ଚଳଗୁଡ଼ିକରେ ପରିଦର୍ଶନ କରିବା ସହ ଅଙ୍କୁଶ ଲଗାଇବାକୁ ବିଭିନ୍ନ ମହଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?