Home Left

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଜୀବନ

କୋକସରା,୧୨ା୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ୨୬ ନମ୍ବର ଜାତୀୟ ରାଜପଥ କୋକସରା ଗ୍ରାମ ଏୟାରଟେଲ ଟାଓ୍ବାର ନିକଟରେ ବୁଧବାର ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଅବସରପ୍ରାପ୍ତ ଶିକ୍ଷକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ହେଉଛନ୍ତି କୋକସରା ପଞ୍ଚାୟତ ଚିଲିଗୁଡ଼ା ଗ୍ରାମର ସତ୍ୟାନନ୍ଦ…

ଗରମ ଚା’ରେ ବସିପଡ଼ିବାରୁ ଶିଶୁ ଗୁରୁତର

କୋକସରା,୧୨ା୧୦(ଡି.ଏନ୍‌.ଏ.): ଗରମ ଚା’ରେ ବସି ପଡ଼ିବାରୁ ଜଣେ ଶିଶୁ ଗୁରୁତର ହୋଇଛି। କଳାହାଣ୍ଡି ଜିଲା କୋକସରା ଗ୍ରାମର କସ୍ତୁରୀ ନଗରପଡ଼ାରେ ରହୁଥିବା ଚତୁର୍ଭୁଜ ପୋଢ଼ଙ୍କ ୪ ବର୍ଷର ପୁଅ ଗୋବିନ୍ଦ ବୁଧବାର ଚୁଲିରେ ଥିବା ଗରମ ଚା’ରେ ବସି ପଡ଼ିବାରୁ ଗୁରୁତର…

ହାଇସ୍କୁଲରେ ଖୋଲିବ ଯୁକ୍ତ ୨, ଜିଲାପାଳଙ୍କୁ ପ୍ରସ୍ତାବ ମାଗିଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ

କେନ୍ଦୁଝର,୧୨ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଶିକ୍ଷାଧିକାରୀ ଯେଉଁ ଜିଲା ପରିଷଦ ଜୋନ୍‌ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାହିଁ ସେହିପରି ୬ଟି ଉଚ୍ଚ ବିଦ୍ୟାଳୟକୁ ଉନ୍ନୀତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ୨୪ ନଂ ଜିଲା ପରିଷଦ ଜୋନ୍‌ର…

୨ ମହିଳାଙ୍କୁ ବଳି ଦେବା ଘଟଣା: ମଣିଷ ମାଂସକୁ ୫୬ ଖଣ୍ଡ କରି ରାନ୍ଧି ଖାଇଥିଲେ ଅଭିଯୁକ୍ତ

କୋଚି,୧୨।୧୦: କେରଳର ପଠାନାମାଥିଟ୍ଟାରେ ଧନ ସମୃଦ୍ଧି ବୃଦ୍ଧି ପାଇଁ ଦୁଇ ମହିଳାଙ୍କୁ ବଳି ଦେବାର ଏକ ସମ୍ବେଦନଶୀଳ ମାମଲା ଘଟିଛି। ଏହି ମାମଲାରେ ଅଭିଯୁକ୍ତମାନେ ମହିଳାଙ୍କୁ ହତ୍ୟା କରି ତାଙ୍କ ମାଂସ ରାନ୍ଧି ଖାଇଥିଲେ। କେରଳ ପୋଲିସର ସୂଚନାନୁସାରେ, ଘରେ ସମୃଦ୍ଧତା…

ଭିଜିଲାନ୍ସ ଜାଲରେ କିରାଣି

କେନ୍ଦୁଝର,୧୨ା୧୦(ସ୍ବ.ପ୍ର.): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ ବାଂଶପାଳ ବିଇଓ ଅଫିସ୍‌ର କନିଷ୍ଠ କିରାଣି ଗଙ୍ଗାଧର ସାହୁଙ୍କ ସରକାରୀ ବାସଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ବୁଧବାର ସକାଳେ କେନ୍ଦୁଝର…

ଗ୍ଲାମରସ୍‌ ଲୁକ୍‌ରେ କ୍ୟାଟ୍ରିନା

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କୁ ବିବାହ ପରେ ପ୍ରଥମ ଥର ପାଇଁ ଗ୍ଲାମରସ୍‌ ଲୁକ୍‌ରେ ଦେଖିବାକୁ ମିଳିଛି। ଇଶାନ ଖଟ୍ଟର ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ଅଭିନୀତ ଏକ୍ସେଲ ଏଣ୍ଟରଟେନ୍‌ମେଣ୍ଟର ‘ଫୋନ ଭୂତ୍‌’ର ଟ୍ରେଲର୍‌ ବେଶ୍‌ ପ୍ରଶଂସିତ ହୋଇଛି। ଫିଲ୍ମର ଟ୍ରେଲର ଦେଖିବା…

ରେସଲର ସାଗର ଧନକର ହତ୍ୟା ମାମଲା: ସୁଶୀଲ କୁମାରଙ୍କ ନାଁରେ ଚାଲିବ ହତ୍ୟା ମାମଲା

ନୂଆଦିଲ୍ଲୀ,୧୨।୧୦: ରେସଲର ସାଗର ଧନକର ହତ୍ୟା ମାମଲାରେ ରେସଲର ତଥା ଦୁଇଥର ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀ କୋର୍ଟ। ସୁଶୀଲ କୁମାରଙ୍କ ସହ ୧୭ ଜଣଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି। ଦିଲ୍ଲୀର…

ପୁଣି ୟୁକ୍ରେନ ଉପରେ ମିଶାଇଲ ମାଡ଼ କଲା ରୁଷିଆ

କିଭ୍‌,୧୨।୧୦: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପୁଣି ତୀବ୍ର ହୋଇଛି। ବୁଧବାର ରୁଷିଆ ସେନା ୟୁକ୍ରେନର ଆଭିଡିଭକା ଉପରେ ମିଶାଇଲ ମାଡ଼ କରିଛି। ଏହି ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୮ ଜଣ ଆହତ ହୋଇଛନ୍ତି। ଗତ ଅକ୍ଟୋବର…

ଦର୍ଶକ ଭର୍ତ୍ତି ଷ୍ଟାଡିୟମରେ ଯୁବତୀଙ୍କୁ ପ୍ରେମ ନିବେଦନ କରି ଯୁବକ ପାଇଲେ ପାନେ, ଭିଡିଓ ଦେଖିଲେ…

ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡିଓକୁ ବାରମ୍ବାର ଦେଖିବାକୁ ଇଚ୍ଛା ହୁଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଜଣେ ଯୁବକ ଦର୍ଶକ ଭର୍ତ୍ତି ହୋଇଥିବା ଷ୍ଟାଡିୟମରେ ଜଣେ ଯୁବତୀଙ୍କୁ…

‘ଶଶି ଥରୁରଙ୍କୁ ମୋ ସହ ତୁଳନା କର ନାହିଁ’

ନୂଆଦିଲ୍ଲୀ,୧୨।୧୦: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଉ ଖୁବ୍‌ କମ୍‌ ସମୟ ରହିଛି। ଦୁଇ ପ୍ରାର୍ଥୀ ଶଶି ଥରୁର ଏବଂ ମଲିକାର୍ଜୁନ ଖାର୍ଗେ ଜୋରସୋରରେ ପ୍ରଚାର କରୁଛନ୍ତି। ଏହି ସମୟରେ ଖାର୍ଗେଙ୍କୁ ଥରୁରଙ୍କ ଘୋଷଣାନାମା ବିଷୟରେ ପଚରାଯିବାରୁ ସେ କହିଛନ୍ତି, ତାଙ୍କୁ…

ରଣବୀରଙ୍କ ସହ ବ୍ରେକ୍‌ଅପ୍‌କୁ ନେଇ ମୁହଁ ଖୋଲିଲେ ଦୀପିକା

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣବୀର ସିଂ ଇଣ୍ଡଷ୍ଟ୍ରିର ପାଓ୍ବାରଫୁଲ କପଲ୍‌ଙ୍କ ମଧ୍ୟରୁ ଅନ୍ୟତମ। କିନ୍ତୁ, କିଛି ଦିନ ହେବ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ତେବେ ଉଭୟ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ…

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ ଅଫିସ ସମ୍ମୁଖରେ ସିପିଆଇର ଧାରଣା

ସୁନ୍ଦରଗଡ଼,୧୨ା୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାର ସମସ୍ତ ଖଣି ଖାଦାନ ଓ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ବେକାର ଯୁବତୀ ଯୁବକଙ୍କୁ ନିଯୁକ୍ତି, ଜିଲା ଖଣିଜ ପାଣ୍ଠିର ସଦ୍‌ ବିନିଯୋଗ, ଧାନମଣ୍ଡିରେ କଟ୍‌ନି ଛଟ୍‌ନି ବନ୍ଦ ଆଦି ଦାବି ନେଇ ବୁଧବାର ସିପିଆଇ ପକ୍ଷରୁ ସ୍ଥାନୀୟ ଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?