ବୌଦ୍ଧ ରେଞ୍ଜର ନିଲମ୍ବିତ
ବୌଦ୍ଧ,୧୭।୬(ଡି.ଏନ୍.ଏ.): ବୌଦ୍ଧ ରେଞ୍ଜ ବଘିଆପଡ଼ା ସେକ୍ସନ ଅଞ୍ଚଳରେ ୨ ଦନ୍ତାହାତୀ ମୃତ୍ୟୁ ଘଟଣାରେ ରେଞ୍ଜର ପ୍ରଦୀପ ବେହେରା ନିଲମ୍ବିତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରଦୀପ ବେହେରାଙ୍କୁ ନିଲମ୍ବିତ କରିଛନ୍ତି। ସୂଚନା ଅନୁଯାୟୀ, ବୌଦ୍ଧ…
ଲୁଙ୍ଗି ପିନ୍ଧି ଫୁଟ୍ବଲ୍ ଖେଳୁଛନ୍ତି ଜେଜେ, ଭିଡିଓ ଦେଖିଲେ…
ବିଶ୍ୱର ପ୍ରାୟ ପ୍ରତ୍ୟେକ ଦେଶରେ ଫୁଟବଲ ଉତ୍ସାହୀଙ୍କୁ ଦେଖିଥିବେ। ଏପରିକି ଭାରତରେ ମଧ୍ୟ ଫୁଟବଲର ଭୂତ ଲୋକଙ୍କ ମୁଣ୍ଡରେ ରହିଥାଏ। ମେସି-ରୋନାଲଡୋଙ୍କ ପରି କିମ୍ବଦନ୍ତୀ ଖେଳାଳିଙ୍କୁ ଦେଖି ଦେଶର ପ୍ରତ୍ୟେକ ପିଲା ଫୁଟବଲର୍ ହେବାକୁ ଚାହିଁଥାନ୍ତି। କିନ୍ତୁ କେବଳ ଯୁବକମାନେ ଫୁଟବଲ…
ମାସେ ପାରୋଲରେ ଯିବେ ରାମ ରହିମ
ସିରସା,୧୭।୬: ହରିଆଣାର ପଞ୍ଚକୁଲା ବଳାତ୍କାର ମାମଲାରେ ଜେଲ୍ରେ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ସିଂଙ୍କୁ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ରାମ ରହିମଙ୍କୁ ଏକ ମାସ ପାଇଁ ପାରୋଲରେ ଯିବାକୁ ଅନୁମତି ପ୍ରଦାନ କରାଯାଇଛି ବୋଲି ରୋହତକ…
କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ କଂଗ୍ରେସର ବିକ୍ଷୋଭ
କେନ୍ଦୁଝର,୧୭ା୬(ସ୍ବ.ପ୍ର.): କେନ୍ଦ୍ର ସରକାରଙ୍କ ପ୍ରତିଶୋଧ ପରାୟଣ ସ୍ବରୂପ ଅଖିଳ ଭାରତୀୟ କଂଗ୍ରେସ କମିଟି କାର୍ଯ୍ୟାଳୟରେ ପଶି ପୋଲିସର ଅମାନୁଷିକ ଲାଠି ଚାଳନା ଓ ଆକ୍ରମଣ ସହ ୧୪୪ ଧାରା ଜାରି କରି କାର୍ଯ୍ୟାଳୟକୁ ଅଚଳ କରିବାର ହୀନ ପ୍ରଚେଷ୍ଟା,ରାହୁଲ ଗାନ୍ଧୀଙ୍କୁ ମିଥ୍ୟା…
‘ମୋତେ ଏସ୍ପିଙ୍କୁ ଭେଟିବାକୁ ଦିଅ’
କେନ୍ଦୁଝର,୧୭ା୬(ସ୍ବ.ପ୍ର.): ସ୍ଥାନୀୟ ଏସ୍ପି ଅଫିସ ପରିସରରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ ସମୟରେ ପୋଲିସ କାବୁ କରିଛି। ନିଜର ନାବାଳିକା ଝିଅକୁ ଅପହରଣ କରିନେଇଥିବା ଯୁବକଙ୍କୁ ଧରିବା ଏବଂ ଝିଅକୁ ଫେରାଇ ଆଣିବା ପାଇଁ ନିବେଦନ କରି ଆସୁଥିବା ସ୍ଥାନୀୟ ମଣ୍ଡୁଆ…
‘ଥଣ୍ଡା, କାଶ ଓ ଜ୍ୱର ହେଲେ ଆଇସୋଲେଟ ସହ ଟେଷ୍ଟିଂ କରନ୍ତୁ’
ଭୁବନେଶ୍ୱର,୧୭।୬(ବ୍ୟୁରୋ): କୋଭିଡ୍ ସ୍ଥିତିକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ୧୦ ହଜାର ଟେଷ୍ଟରୁ ୨୫ ପଜିଟିଭ୍ ବାହାରୁଛି। ପଜିଟିଭିଟି ହାର ୦.୦୫% ମଧ୍ୟରେ ରହୁଛି। ଥଣ୍ଡା, କାଶ ଓ ଜ୍ୱର ହେଲେ ତୁରନ୍ତ ଆଇସୋଲେଟ…
ରାସ୍ତା କଡ଼ରେ ଖାଦ୍ୟ ବିକୁଛନ୍ତି ନ୍ୟୁଜ୍ ଆଙ୍କର
କାବୁଲ,୧୭।୬: ଏକଛତ୍ରବାଦୀ ତାଲିବାନ ଶାସନ କ୍ଷମତାକୁ ଆସିବା ପରେ ଦେଶ ଅନେକ ଅର୍ଥନୈତିକ ଓ ରାଜନୈତିକ ଅସ୍ଥିରତାର ସମ୍ମୁଖୀନ ହେଉଛି। ଦେଶରେ ଏଭଳି ପରିବର୍ତ୍ତନ ଆସିଛି ଯେ, ବଡ଼ ବୃତ୍ତିଗତମାନେ ମଧ୍ୟ ଚାକିରି ସଙ୍କଟ ଦେଇ ଗତି କରୁଛନ୍ତି। ଏଭଳି କିଛି…
ମୌସୁମୀ ପ୍ରଭାବରେ ଉପକୂଳରେ ବର୍ଷା ସମ୍ଭାବନା
ଭୁବନେଶ୍ୱର,୧୭।୬(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଛି। କୋରାପୁଟରେ ୭୬ ମି.ମି ବର୍ଷା ରେକର୍ଡ କରାଯାଇଥିବା ବେଳେ କନ୍ଧମାଳ ଜି.ଉଦୟଗିରିରେ ୬୫.୪ ମିମି ଏବଂ ଫୁଲବାଣୀରେ ୪୦ ମିମି ରୁ…
ପାକିସ୍ତାନରେ ୨ ହିନ୍ଦୁ ନାବାଳିକାଙ୍କୁ ବଳାତ୍କାର
ଇସଲାମାବାଦ,୧୭।୬: ପାକିସ୍ତାନରେ ୨ ଜଣ ହିନ୍ଦୁ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଲାହୋରଠାରୁ ୩୦୦ କିମି ଦୂର ଭୱାଲ ନଗର ଫୋର୍ଟ ଆବାସରେ ଏହି ଅଭାବନୀୟ ଘଟଣା ଘଟିଛି। ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ସମ୍ପୃକ୍ତ ୨ ଭଉଣୀଙ୍କୁ ୨ ଜଣ…
ସୋନିଆଙ୍କ ହେଲଥ୍ ଅପଡେଟ୍ ଦେଲେ କଂଗ୍ରେସ ନେତା
ନୂଆଦିଲ୍ଲୀ,୧୭।୬: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଗତ କିଛି ଦିନରୁ ଅସୁସ୍ଥ ଅଛନ୍ତି। ନିକଟରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଜୁନ ୧୨ରେ ତାଙ୍କ ନାକରୁ ରକ୍ତ ବାହାରିଥିବା ଜଣାପଡ଼ିଛି। ଏଥିଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ…
ଇଡି ଜାଲରେ ପୁଣି ଫସିଲେ ସ୍ବାସ୍ଥ୍ୟ ମନ୍ତ୍ରୀ,୧୦ ସ୍ଥାନରେ ଚଢାଉ
ନୂଆଦିଲ୍ଲୀ,୧୭।୬: ବେଆଇନ ଅର୍ଥ କାରବାରରେ ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ତାଙ୍କର ସହଯୋଗୀଙ୍କ ୧୦ଟି ସ୍ଥାନରେ ଶୁକ୍ରବାର ଦ୍ୱିତୀୟ ଥର ପାଇଁ ଇଡି ଚଢାଉ କରିଛି । ଚଢାଉ ହୋଇଥିବା ସମସ୍ତ ଠିକଣା ଦିଲ୍ଲୀ-ଏନ୍ସିଆର ଭିତରେ…
ଭୀମ ସେନା ମୁଖ୍ୟ ସତପାଲ ତନୱାର ଗିରଫ
ଗୁରୁଗ୍ରାମ,୧୭।୬: ପୂର୍ବତନ ଭାଜପା ମୁଖପାତ୍ର ନୁପୁର ଶର୍ମାଙ୍କୁ ଧମକ ଦେଇ ଭୀମ ସେନା ମୁଖ୍ୟ ନବାବ ସତପାଲ ତନୱାର ଗିରଫ ହୋଇଛନ୍ତି। ଗୁରୁଗ୍ରାମରେ ଥିବା ତାଙ୍କ ବାସଭବନରୁ ତନଓ୍ବାର୍ଙ୍କୁ ପୋଲିସ ଗିରଫ କରିଛି। ତନଓ୍ବାର ଅତୀତରେ ଘୋଷଣା କରିଥିଲେ ଯେ, ଯିଏ…
Archives


