ବାହାରୁ ମହାକାଳପଡ଼ାକୁ ଆସୁଛି ବିଡିଂ ଯାଆଁଳ
ମହାକାଳପଡ଼ା,୨୦ା୫ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବହୁଳ ଭାବେ ଭାକ୍ସିନ ଦ୍ୱାରା ବିଡିଂ କରାଯାଉଥିବା କୃତ୍ରିମ ମାଛ ଯାଆଁଳ ବିକ୍ରି ହେଉଛି। ଏହି ମାଛ ଯାଆଁଳକୁ କେତେଜଣ ବ୍ୟବସାୟୀ କୋଲକାତା, ବାଂଲାଦେଶ ସୀମାରୁ ଆସି ୨ ମାସରୁ…
ମହାରାଷ୍ଟ୍ରରେ ହଟିଲା ବିଧବା ପ୍ରଥା
ମୁମ୍ବାଇ, ୨୦ା୫:ମହାରାଷ୍ଟ୍ରର ମହାବିକାଶ ଅଘାଡି ସରକାର ରାଜ୍ୟରେ ବିଧବା ପ୍ରଥା ଉପରେ କଟକଣା ଲଗାଇଛନ୍ତି। ଏଭଳି ପ୍ରଥା ଯୋଗୁ ମହିଳାଙ୍କ ସମ୍ମାନ ଉପରେ ଆଞ୍ଚ ଆସିବା ସହ ମାନବାଧିକାର ଉଲ୍ଲଂଘନ ହେଉଛି। ତେଣୁ ବର୍ତ୍ତମାନର ଅତ୍ୟାଧୁନିକ ବୈଜ୍ଞାନିକ ଯୁଗରେ ଏହାର କୌଣସି…
ମସ୍ଜିଦରେ ଶେଷନାଗ ଫଣା, ତ୍ରିଶୂଳ
ବାରାଣସୀ,୨୦।୫:ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସ୍ଜିଦ ବିବାଦ ମାମଲାରେ ରାୟ ମନ୍ଦିର ସପକ୍ଷରେ ଯିବା ପରେ ଏବେ ଅନ୍ୟାନ୍ୟ ମନ୍ଦିର-ମସ୍ଜିଦ ବିବାଦ ଜୋର୍ଦାର ହୋଇଛି। ବାରାଣସୀର ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ରହିଥିବା ଜ୍ଞାନବାପି ମସ୍ଜିଦ ଏବଂ ମଥୁରାର କୃଷ୍ଣ ଜନ୍ମଭୂମି…
ଉତ୍କଟ ହେବ ଖାଦ୍ୟ ସଙ୍କଟ
ନୂଆଦିଲ୍ଲୀ/ନ୍ୟୁୟର୍କ,୨୦ା୫:ଗତବର୍ଷ ଅଗଷ୍ଟରେ ଆତଙ୍କବାଦୀ ସଙ୍ଗଠନ ତାଲିବାନ୍ କାବୁଲ ଦଖଲ କରିବା ପରଠାରୁ ଆଫଗାନିସ୍ତାନରେ ଖାଦ୍ୟ ସଙ୍କଟ ବଢ଼ିବାରେ ଲାଗିଛି। ପଡ଼ୋଶୀ ଶ୍ରୀଲଙ୍କାରେ ଖାଦ୍ୟ ସଙ୍କଟ ଗୃହଯୁଦ୍ଧର କାରଣ ସାଜିଛି। ଏଥିପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଜନାକ୍ରୋଶର ଶିକାର ହେବାକୁ ପଡ଼ିଛି। ପାକିସ୍ତାନ…
କୋଟିଆକୁ ପାଣି ଅଟକାଇଲା ଆନ୍ଧ୍ର
ପଟ୍ଟାଙ୍ଗୀ,୨୦।୫(ଡି.ଏନ୍.ଏ.):କୋରାପୁଟ ଜିଲା କୋଟିଆ ଅଞ୍ଚଳ ଗ୍ରାମପୁଞ୍ଜଗୁଡ଼ିକୁ ଆନ୍ଧ୍ର ନିଜ ଅଞ୍ଚଳ ଦାବି କରୁଥିବା ବେଳେ ପଟ୍ଟାଙ୍ଗୀ ବ୍ଲକରେ ଆନ୍ଧ୍ର ପୁଣି ଦାଦାଗିରି ଆରମ୍ଭ କରିଛି। ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ନେରିଡ଼ିବାଲସା ଗ୍ରାମରେ ଚାଲିଥିବା ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ…
ଆଇଆଇଟି ମାଡ୍ରାସରେ ୫ଜିର ସଫଳ ପରୀକ୍ଷଣ
ଚେନ୍ନାଇ,୧୯।୫: ଆଇଆଇଟି ମାଡ୍ରାସରେ ୫ଜି କଲ୍ର ସଫଳତାର ସହ ପରୀକ୍ଷଣ କରାଯାଇଛି। ଏହି ଅବସରରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୫ଜି ଭଏସ୍ ଏବଂ ଭିଡିଓ କଲ୍ କରିଛନ୍ତି। ବିଶେଷ କଥା ହେଉଛି, ନେଟୱାର୍କର ସମଗ୍ର ପ୍ରକ୍ରିୟା ଭାରତରେ ଡିଜାଇନ…
୨୦୨୩ ଡିସେମ୍ବରରେ ସ୍ଥାପନ ହେବ ରାମଲାଲାଙ୍କ ମୂର୍ତ୍ତି
ନୂଆଦିଲ୍ଲୀ,୧୯।୫: ଅଯୋଧ୍ୟାରେ ଭବ୍ୟ ରାମମନ୍ଦିରର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଗେଇ ଚାଲିଛି। ୨୦୨୩ ଡିସେମ୍ବରରେ ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ସେହି ମାସରେ ମନ୍ଦିରରେ ରାମଲଲାଙ୍କ ମୂର୍ତ୍ତି ସ୍ଥାପନ ହେବା ଯୋଜନା ରହିଛି ବୋଲି…
ଥାନା ଆଗରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ମହିଳା
ମାଲକାନଗିରି,୧୯ା୫(ଡି.ଏନ୍.ଏ.): ମାଲକାନଗିରି ସଦର ଥାନା ସମ୍ମୁଖରେ ଜଣେ ମହିଳା ଗୁରୁବାର ଆତ୍ମାହୁତି ଉଦ୍ୟମ କରିଛନ୍ତି। ସେ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ଗଙ୍ଗଲା ଗ୍ରାମର ସୁକାନ୍ତି ମାଝି(୫୦)। ଶରୀରରେ ନିଆଁ ଲଗାଉଥିବା ଦେଖି ଥାନା ଅଧିକାରୀ ଏବଂ ପୋଲିସ କର୍ମଚାରୀମାନେ ତାଙ୍କୁ…
ସମସ୍ତ ସୁପାରିସ ମାନିବାକୁ ରାଜ୍ୟ ସରକାର ବାଧ୍ୟ ନୁହନ୍ତି
ନୂଆଦିଲ୍ଲୀ,୧୯।୫: ଦ୍ରବ୍ୟ ଓ ସେବା ଟିକସ (ଜିଏସ୍ଟି) ବ୍ୟାପାରରେ ଆଇନ ପ୍ରଣୟନ କରିବା କ୍ଷମତା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ରହିଛି। ଜିଏସ୍ଟି କାଉନସିଲର ସମସ୍ତ ସୁପାରିସକୁ ରାଜ୍ୟଗୁଡ଼ିକ ଗ୍ରହଣ କରିବାକୁ ବାଧ୍ୟ ନୁହନ୍ତି। ତେବେ ଏହାର କେବଳ ପ୍ରେରଣାଦାୟକ…
ରୋଗୀଙ୍କ କିଡନୀରୁ ବାହାରିଲା ୨୦୬ଟି ଷ୍ଟୋନ୍
ହାଇଦ୍ରାବାଦ,୧୯।୫: ଦୀର୍ଘ ୬ ମାସ ଧରି ପେଟରେ ଯନ୍ତ୍ରଣା ଭୋଗୁଥିବା ଜଣେ ୫୬ ବର୍ଷୀୟ ବ୍ୟକ୍ତିଙ୍କ କିିଡନୀରୁ ବାହାରିଲା ୨୦୬ଟି ଷ୍ଟୋନ। ଅଓ୍ବେର ଗ୍ଲେନିଗଲ୍ସ ଗ୍ଲୋବାଲ୍ସ ହସ୍ପିଟାଲର ଏକ ଡାକ୍ତରୀ ଦଳ ଏକ ଘଣ୍ଟା ଧରି ଅପରେଶନ୍ କରିବା ପରେ ଉକ୍ତ…
କଶ୍ମୀର ବିଶ୍ୱବିଦ୍ୟାଳୟରେ ପ୍ରଥମ ମହିଳା କୁଳପତି
ଶ୍ରୀନଗର,୧୯।୫: ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଗୁରୁବାର ହୋମ୍ ସାଇନ୍ସ ବିଭାଗର ପ୍ରୋଫେସର ଡା. ନିଲୋଫର ଖାନ୍ଙ୍କୁ କଶ୍ମୀର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି କରିଛନ୍ତି। ଏହାପରେ ସେ କଶ୍ମୀର ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି ହୋଇଛନ୍ତି। ଭୂ-ତତ୍ତ୍ୱବିତ୍ ପ୍ରଫେସର…
ପୁରୁଷ ଫୁଟ୍ବଲ ବିଶ୍ୱକପ୍ରେ ମହିଳା ରେଫରି
କାତାର,୧୯।୫: ଚଳିତ ବର୍ଷ କାତାରରେ ହେବାକୁ ଥିବା ପୁରୁଷ ଫୁଟ୍ବଲ ବିଶ୍ୱକପ୍ରେ ପ୍ରଥମ ଥର ପାଇଁ ମହିଳା ରେଫରି ମ୍ୟାଚ୍ ପରିଚାଳନା କରିବେ। ଏ ନେଇ ଗୁରୁବାର ବିଶ୍ୱ ଫୁଟ୍ବଲ ପରିଚାଳନା ସଂସ୍ଥା ଫିଫା ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ନଭେମ୍ବର…
Archives


