ସୁସ୍ଥ ଶରୀର ଓ ଦୀର୍ଘାୟୁ ଅନ୍ତରାଳେ…
ପ୍ରତ୍ୟେକ ଦେଶର ନିଜସ୍ବ ପାରମ୍ପରିକ ମୌଳିକ ଚିକିତ୍ସା ବିଜ୍ଞାନ ରହିଛି। ସେହିପରି ଆମ ଦେଶର ପାରମ୍ପରିକ, ମୌଳିକ ତଥା ଶ୍ରେଷ୍ଠ ଚିକିତ୍ସା ବିଜ୍ଞାନ ଭାବେ ଆୟୁର୍ବେଦ ଶାସ୍ତ୍ରକୁ ଗ୍ରହଣ କରାଯାଇଛି। ଆମ ଦେଶୀୟ ଚିକିତ୍ସା ବିଜ୍ଞାନରେ ମନୁଷ୍ୟ ଯେପରି ସୁସ୍ଥ ଓ…
ଆଇପିଏଲରେ ବଡ଼ ସଫଳତା ହାସଲ କଲେ ଧାଓ୍ବନ
ମୁମ୍ବାଇ,୨୩।୫: ଆଇପିଏଲ ୨୦୨୨ରୁ ପଞ୍ଜାବ କିଙ୍ଗ୍ସର ଦଳ ଯଦିଓ ପ୍ଲେ ଅଫ୍କୁ ଯାଇପାରିନାହିଁ, କିନ୍ତୁ ଦଳର ଓପନର୍ ଶିଖର ଧାୱନ ଇତିହାସ ସୃଷ୍ଟି କରିଛନ୍ତି। ସେ ଆଇପିଏଲରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ ପ୍ରଥମ ବ୍ୟାଟ୍ର୍ ଭାବେ ଆଇପିଏଲ୍ରେ…
ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ଼ ଘଟଣା: ୩ ଜଣଙ୍କୁ ବାନ୍ଧିଲା ପୋଲିସ
ବାରଙ୍ଗ,୨୩ା୫(ଡି.ଏନ୍.ଏ.): ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ସଫାରୀ କାଉଣ୍ଟରର ୩ କର୍ମଚାରୀଙ୍କୁ ସୋମବାର ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ଅପରପକ୍ଷରେ ଘଟଣାର ତଦନ୍ତ କରି ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ…
ପୁଣି ବିବାହ କରିବେ ଡ୍ରାମା କୁଇନ୍!
ଟିଭିର ଡ୍ରାମା କୁଇନ୍ ଭାବେ ପରିଚିତ ରାଖୀ ସାୱନ୍ତ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ରିତେଶଙ୍କଠାରୁ ଅଲଗା ହେବା ପରେ ଏବେ ରାଖୀ ଆଦିଲ ଖାନ ଦୁରାନୀଙ୍କୁ ଡେଟ କରୁଛନ୍ତି। ନିକଟରେ ସେ ନିଜେ ଏକଥା ସ୍ବୀକାର…
କାନ୍ସରୁ ଫେରିବା ପରେ ଅଭିଷେକଙ୍କୁ ମିଳିଲା ଦୁଃଖ ଖବର
ବଲିଉଡ ଅଭିନେତା ଅଭିଷେକ ବଚ୍ଚନ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୨ରେ ଯୋଗଦେବା ପରେ ସ୍ତ୍ରୀ ଐଶ୍ୱର୍ଯ୍ୟା ଏବଂ ଝିଅ ଆରାଧ୍ୟାଙ୍କ ସହ ମୁମ୍ବାଇ ଫେରି ଆସିଛନ୍ତି। ଘରକୁ ଫେରିବା ମାତ୍ରେ ତାଙ୍କୁ ଏକ ଦୁଃଖ ଖବର ମିଳିଛି। ଅଭିଷେକ ତାଙ୍କ ଇନଷ୍ଟାଗ୍ରାମରେ…
ରାତାରାତି କୋଟିପତି ହେଲେ କଶ୍ମୀର ଯୁବକ
ଅନନ୍ତନାଗ,୨୩।୫: ସମଗ୍ର ବିଶ୍ୱ କ୍ରିକେଟ୍ ଜଗତର ଆଖି ଏବେ ଭାରତରେ ଖେଳାଯାଉଥିବା ଆଇପିଏଲ୍ ୨୦୨୨ ଉପରେ ଅଛି। ଏହି ଲିଗରେ ବିଭିନ୍ନ ଦେଶର ଖେଳାଳିମାନେ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ସାଧାରଣ ଲୋକ ମଧ୍ୟ ଏଥିରୁ ବିଭିନ୍ନ ପ୍ଲାଟଫର୍ମରେ ବହୁତ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୮ ଜୀବନ
ପାଟନା,୨୩।୫:ବିହାରର ପୂର୍ନିଆ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଥିବା ଜଣାପଡିଛି। ପଶ୍ଚିମବଙ୍ଗରୁ ଜାମୁଇକୁ ଯାଉଥିବା ଟ୍ରକଟି ହଠାତ୍ ପୂର୍ନିଆରେ ଓଲଟି ପଡିଥିଲା। ସୂଚନାଯୋଗ୍ୟ,ପୂର୍ନିଆ ଜିଲାର ଜଲାଲଗଡ…
ଆଜି ରାଜ୍ୟରୁ ୭ ପଜିଟିଭ୍ ଚିହ୍ନଟ: ୧୨,୮୮,୩୭୯ରେ ପହଞ୍ଚିଲାଣି ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର,୨୩ା୫(ବ୍ୟୁରୋ): ରାଜ୍ୟରୁ ସୋମବାର ୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୩୭୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୪ ଜଣ ଚିହ୍ନଟ ହୋଇଥିବା…
ଜାପାନ ବାଳକଙ୍କ ମୁହଁରୁ ଏମିତି କଥା ଶୁଣି ପ୍ରଧାନମନ୍ତ୍ରୀ ମୋଦି ଆଶ୍ଚର୍ଯ୍ୟ
ଟୋକିଓ,୨୩।୫: କ୍ୱାଡ୍ ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରେ ପହଞ୍ଚିଛନ୍ତି। ଟୋକିଓ ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ସିଧାସଳଖ ହୋଟେଲ ନ୍ୟୁ ଓଟାନିରେ ପହଞ୍ଚିଥିଲେ। ସେଠାରେ ଭାରତୀୟ ସମୁଦାୟର ଲୋକମାନେ ମୋଦିଙ୍କୁ ସ୍ବାଗତ କରିଥିଲେ। ଜୟ ଶ୍ରୀ ରାମ ଏବଂ ମୋଦି…
‘ଜଓ୍ବାଦ’ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳୁନି ସହାୟତା
ବେଗୁନିଆ,୨୩ା୫(ଡି.ଏନ୍.ଏ.): ସାମୁଦ୍ରିକ ଝଡ଼ ‘ଜଓ୍ବାଦ’ରେ ପ୍ରଭାବିତ ହୋଇଥିଲେ ଚାଷୀକୁଳ। ଧାନ ଓ ପରିବା ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳର ଚାଷୀଙ୍କ ଫସଲ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସହାୟତା…
ବାଇପାସ୍ ରାସ୍ତା ନ ଥିବାରୁ ଚିନ୍ତା
ନୟାଗଡ଼ ଅଫିସ,୨୩।୫: ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥର ନୟାଗଡ଼ ଓ ଦଶପଲ୍ଲା ଏବଂ ନୟାଗଡ଼- ନାଉଖାଲ ୨୧ ନଂ. ରାଜ୍ୟ ରାଜପଥର ଶରଣକୁଳ ଅଞ୍ଚଳରେ ବାଇପାସ ନିର୍ମାଣ ପାଇଁ ଦାବି ହୋଇ ଆସୁଛି। ହେଲେ ବିଭାଗୀୟ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ…
ଭାସିଗଲା ଡାଇଭର୍ସନ ରୋଡ
ନୂଆଗାଁ,୨୩।୫ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ୫୭ ନଂ. ଜାତୀୟ ରାଜପଥ ସୋରଡାଠାରୁ ଗୌଡ ଚାଞ୍ଚେରାପଲୀ ଦେଇ ଯାଇଥିବା ଆର.ଡି. ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲିଛି। ହେଲେ ଡାହୁକା ନଦୀରେ ଶନିବାର ସାମାନ୍ୟ ପାଣି ଆସିବା ଫଳରେ ଡାଇଭର୍ସନ ରୋଡ ଧୋଇ…
Archives


