ମେଟ୍ରୋ ଷ୍ଟେଶନରେ ନିଆଁ ଲଗାଇଲେ ଇମ୍ରାନଙ୍କ ସମର୍ଥକ
ଇସଲାମାବାଦ,୨୬ ।୫: ପଡୋଶୀ ଦେଶ ପାକିସ୍ତାନରେ ଗୃହ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଛି । ବିରୋଧର ନିଆଁରେ ଜଳୁଛି ପାକିସ୍ତାନ । ଶହବାଜ ସରକାରଙ୍କ ବିରୋଧରେ ଇମ୍ରାନ ଖାଁ ଅଣ୍ଟା ଭିଡିଛନ୍ତି । ପୁଣିଥରେ ନିର୍ବାଚନ ଦାବି କରି ପାକିସ୍ତାନର ପୂର୍ବତନ…
ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୧ ନବଜାତ ଶିଶୁ ଜୀବନ୍ତ ଦଗ୍ଧ…
ଡାକାର, ୨୬।୫ : ସେନେଗାଲର ଟିଓ୍ବାଉନେ ସହରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏଠାରେ ଥିବା ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୧ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ବିଷୟରେ ଦେଶର ରାଷ୍ଟ୍ରପତି ସୂଚନା ଦେଇଛନ୍ତି।…
ଇସଲାମାବାଦରେ ମୁତୟନ ହେଲେ ପାକିସ୍ତାନୀ ସେନା
ଇସଲାମାବାଦ,୨୬ ।୫: ପାକିସ୍ତାନ ସରକାର ଇସଲାମାବାଦରେ ଆଇନ-ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ସେଠାରେ ପାକିସ୍ତାନୀ ସେନା ଯବାନ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବୁଧବାର ବିଳମ୍ବିତ ରାତ୍ରିରେ ଏହି ନିର୍ଦ୍ଦେଶ ଦିଆଯାଇଛି । ଏହାର କାରଣ ହେଲା ଯେବେଠାରୁ ଇମ୍ରାନ…
୨୪ ପରିବାରର କୋଟିଏ ଟଙ୍କା ଚଳୁ
ଭୋପାଳ,୨୬ା୫: ଅତି ଲୋଭ କରି ମଧ୍ୟପ୍ରଦେଶ ସାଗର ଜିଲାର ବୀଣା ଅଞ୍ଚଳର ସବ୍-ପୋଷ୍ଟ ଅଫିସ ପୋଷ୍ଟମାଷ୍ଟର ବିଶାଳ ଅହିରଓ୍ବାର ଏବେ ପୋଲିସ ହାଜତରେ। ସେ ୨୪ ଜମାକାରୀଙ୍କ ଏଫ୍ଡି (ଫିକ୍ସ ଡିପୋଜିଟ୍)କୁ ଆଇପିଏଲ୍ ବେଟିଂରେ ଉଡ଼ାଇ ଦେଇଛନ୍ତି। ତାହାର ପରିମାଣ ପ୍ରାୟ…
ଇମ୍ରାନ୍ଙ୍କ ଆଜାଦୀ ମାର୍ଚ୍ଚ
ଇସ୍ଲାମାବାଦ, ୨୬ା୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନ୍ ଖାନ୍ ହଟିଯିବା ପରେ ଏବେ ପୁନର୍ବାର କ୍ଷମତାସୀନ ହେବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି। ଦେଶରେ ତୁରନ୍ତ ନିର୍ବାଚନ କରାଇବା ଦାବିରେ ଇମ୍ରାନ ସମର୍ଥକ ରାସ୍ତାକୁ ଓହ୍ଲାଇଛନ୍ତି। ତାଙ୍କ ପାକିସ୍ତାନ ତେହରିକ୍-ଇ-ଇନ୍ସାଫ୍ (ପିଟିଆଇ)ର…
ପ୍ରଥମ ମହିଳା ଯୁଦ୍ଧବିମାନ ପାଇଲଟ୍ ସମ୍ମାନିତ
ନୂଆଦିଲ୍ଲୀ,୨୬।୫: କ୍ୟାପ୍ଟେନ୍ ଅଭିଳାଷା ବାରାକ ସ୍ଥଳସେନାର ପ୍ରଥମ ମହିଳା ଯୁଦ୍ଧବିମାନ ଚାଳିକା ହୋଇପାରିଛନ୍ତି। ଆର୍ମିର ଯୁଦ୍ଧ ବିମାନ ଉଡାଣ ପାଇଁ ଥିବା ସ୍ବତନ୍ତ୍ର କୋର୍ସ କରିବା ପରେ ଅଭିଳାଷାଙ୍କୁ ଏହି ସଫଳତା ମିଳିଛି। ନାସିକର କମ୍ବାଟ୍ ଆର୍ମି ଆଭିଏଶନ୍ ଟ୍ରେନିଂ ସ୍କୁଲରେ…
ଚାରଧାମ ଯାତ୍ରା ସମୟରେ ହୃଦଘାତରେ ଆଉ ୮ ଜଣଙ୍କ ମୃତ୍ୟୁ
ରୁଦ୍ରପ୍ରୟାଗ,୨୬ ।୫: ଦୀର୍ଘ ପ୍ରାୟ ୨ ବର୍ଷ ପରେ ଚଳିତ ବର୍ଷ ଆରମ୍ଭ ହୋଇଥିବା ଚାରଧାମ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଜାରି ରହିଛି । ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ହୃଦଘାତରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ କେବଳ…
୨୧ରୁ ‘ଶ୍ରୀ ରାମାୟଣ ଯାତ୍ରା’ ଟ୍ରେନ୍
ଲକ୍ଷ୍ନୌ, ୨୬ା୫: ଜୁନ୍ ୨୧ ତାରିଖରେ ଇଣ୍ଡିଆନ୍ ରେଲ୍ଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜମ୍ କର୍ପୋରେଶନ (ଆଇଆର୍ସିଟିସି) ଏକ ୧୮ ଦିନିଆ ସ୍ବତନ୍ତ୍ର ଟ୍ରେନ୍ ‘ଶ୍ରୀ ରାମାୟଣ ଯାତ୍ରା’ ଆରମ୍ଭ କରିବାକୁ ଯାଉଛି। ଶ୍ରଦ୍ଧାଳୁମାନେ ଶ୍ରୀରାମଙ୍କ ଜୀବନୀ ସହ ଜଡ଼ିତ ସ୍ଥାନଗୁଡ଼ିକୁ ଏହି…
ଆତଙ୍କବାଦୀଙ୍କ ଗୁଳିରେ ଅଭିନେତ୍ରୀ ନିହତ
ଶ୍ରୀନଗର, ୨୬ା୫: ଜମ୍ମୁ-କଶ୍ମୀରର ବୁଦ୍ଗାମ ଜିଲାରେ ବୁଧବାର ଆତଙ୍କବାଦୀଙ୍କ ଗୁଳିରେ ଜଣେ ଟେଲିଭିଜନ ଅଭିନେତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତା ହେଲେ ହିଶୋରା ଚଦୋରାର ବାସିନ୍ଦା ଆମ୍ରିନ୍ ଭଟ୍ଟ(୩୫)। ଗୁଳି ବାଜି ତାଙ୍କ ୧୦ ବର୍ଷୀୟ ପୁତୁରା ଆହତ ହୋଇଛନ୍ତି। ଉଭୟେ ଘର…
ଶିବରାଜଙ୍କ ଅଭିନବ ପ୍ରୟାସ
ଭୋପାଳ,୨୬ା୫: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ମଙ୍ଗଳବାର ରାଜଧାନୀ ଭୋପାଳରେ ବୁଲି ବୁଲି କଣ୍ଢେଇ, ପୁସ୍ତକ ଆଦି ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ସହ ଡାକ୍ତରୀ ଶିକ୍ଷା ମନ୍ତ୍ରୀ ବିଶ୍ୱବ ସାରଙ୍ଗ ଓ ସ୍ଥାନୀୟ ବିଧାୟକ କ୍ରିଷ୍ଣା ଗୌର…
କାବୁଲରେ ମସଜିଦ, ମିନି ବସରେ ୪ ବିସ୍ଫୋରଣ: ୧୬ ମୃତ
କାବୁଲ,୨୬ ।୫: ଆଫଗାନିସ୍ତାନର ରାଜଧାନୀ କାବୁଲରେ ବୁଧବାର ଏକ ମସଜିଦ ଓ ଉତ୍ତର ସହର ମଜାର-ଏ-ଶରିଫରେ ୩ ମିନି ବସରେ ହୋଇଥିବା ବିସ୍ଫୋରଣରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକେ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅନେକେ ଗୁରୁତର…
ଜାଣନ୍ତି କି ପ୍ରଥମେ ଗୁପ୍ଚୁପ୍ କିଏ କାହାକୁ କରି ଖାଇବାକୁ ଦେଇଥିଲେ
ଭାରତରେ କିଛି ଲୋକ ଗୁପ୍ଚୁପ୍ ଖାଇବାକୁ ପସନ୍ଦ କରିଥାନ୍ତି। ଉତ୍ତର ଭାରତରୁ ଆରମ୍ଭ କରି ଦକ୍ଷିଣ ଭାରତ ପର୍ଯ୍ୟନ୍ତ ଗୁପ୍ଚୁପ୍ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। କେଉଁଠି ଏହାକୁ ଗୁପ୍ଚୁପ୍ ତ ଆଉ କେଉଁଠି ପୁଚ୍କା, ଆଉ କେଉଁଠି ପାନିପୁରୀ…
Archives


