Home Left

ଭାଜପା ପ୍ରାର୍ଥିନୀଙ୍କ ପ୍ରଚାରରେ ଭୋଜପୁରୀ ଅଭିନେତା

ଝାରସୁଗୁଡ଼ା ଅଫିସ,୨୮ା୫: ବ୍ରଜରାଜନଗର ଉପନିର୍ବାଚନ ପ୍ରଚାରରେ ଭୋଜପୁରୀ ଅଭିନେତା ତଥା ଉତ୍ତରପ୍ରଦେଶ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିନେଶ ଲାଲ୍‌ ଯାଦବ ଶୁକ୍ରବାର ଭାଜପା ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କ ସପକ୍ଷରେ ପ୍ରଚାର କରିଥିଲେ। ଦଳ ତରଫରୁ ବ୍ରଜରାଜନଗର ମଣ୍ଡଳିଆ ଛକରେ ଅଭିନେତା…

ରାଜ୍ୟ ସଭା ପାଇଁ ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ଭାଜପା

ନୂଆଦିଲ୍ଲୀ,୨୮ ।୫: ରାଜ୍ୟ ସଭା ପ୍ରାର୍ଥୀ ତାଲିକାକୁ ନେଇ ଏବେ ସବୁଦଳ ମଧ୍ୟରେ ଚାଲିଛି ମନ୍ଥନ । ତେବେ ଶନିବାର ଭାରତୀୟ ଜନତା ପାର୍ଟି(ଭାଜପା) ରାଜ୍ୟ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ବୋଲି କୁହାଯାଉଛି । ଏଥିରେ ଭାଜପା ଏବେ…

ସମ୍ମିଳନୀରେ କର୍ମୀଙ୍କୁ ଗୁରୁମନ୍ତ୍ର

ଝାରସୁଗୁଡ଼ା ଅଫିସ,୨୮ା୫: ବ୍ରଜରାଜନଗର ଉପନିର୍ବାଚନ ପରିପ୍ରେକ୍ଷୀରେ ଲଖନପୁର ବ୍ଲକ୍‌ ଦଳଗାଁ ପଞ୍ଚାୟତ ସେନାମାଲ ଛକ ନିକଟରେ ଶୁକ୍ରବାର ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହାକୁ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଟିକେଶ୍ୱର ସେନାପତି ପରିଚାଳନା କରିଥିଲେ। ଏଥିରେ ଷ୍ଟାର ପ୍ରଚାରକ…

ବିଧାୟକ ମନୋହର ରନ୍ଧାରୀ ନିର୍ଦ୍ଦୋଷ

ନବରଙ୍ଗପୁର/ଜୟପୁର,୨୮ା୫(ବି.ପ୍ର./ନି.ପ୍ର.): ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ନାମରେ ଥିବା ଅର୍ଥ ତୋସରପାତ ମାମଲାରେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍‌ ରାଜେଶ ଏକ୍କା ତାଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ବିଧାୟକ ରନ୍ଧାରୀ ନନ୍ଦାହାଣ୍ଡି ବ୍ଲକ କିରାଣି ଥିବା ସମୟରେ ଲୁହାଛଡ଼, ସିମେଣ୍ଟ ଓ…

ଆସନ୍ତା ସପ୍ତାହରେ ଭାଜପାରେ ଯୋଗଦେବେ ହାର୍ଦ୍ଦିକ

ଅହମଦାବାଦ,୨୮ା୫(ଆଇଏଏନ୍‌ଏସ୍‌): କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି ହାର୍ଦ୍ଦିକ ପଟେଲ ମେ’ ୩୦ କିମ୍ବା ୩୧ରେ ଭାଜପାରେ ଯୋଗଦେବେ। ଏନେଇ ସେ ଶୁକ୍ରବାର ଅହମଦାବାଦରେ ସୂଚନା ଦେଇଛନ୍ତି। ଏପରିକି ସେ ଆଗାମୀ ବିଧାନସଭା ନିର୍ବାଚନ ଭାଜପା ଟିକେଟରେ ଲଢ଼ିବେ ବୋଲି ମଧ୍ୟ କହିଛନ୍ତି।…

ଖାଲି ପାଦରେ ବନ୍ୟାଞ୍ଚଳ ବୁଲିଲେ ଆଇଏଏସ୍‌ ଅଧିକାରୀ

ଦିଶପୁର,୨୮।୫: ଆସାମ ବନ୍ୟାରେ ସବୁଠାରୁ କ୍ଷତିଗ୍ରସ୍ତ ହୋଇଥିବା କାଛରା ଜିଲା ପରିଦର୍ଶନ କରିଥିଲେ ଆଇଏଏସ୍‌ ଅଧିକାରୀ କୀର୍ତ୍ତି ଜାଲ୍ଲି। ପରିଦର୍ଶନ ବେଳର ଫଟୋ ଏବେ ସୋସିଆଲ ମିଡ଼ିଆରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। କୀର୍ତ୍ତି ଖାଲି ପାଦରେ ବନ୍ୟାଞ୍ଚଳ ପରିଦର୍ଶନ କରୁଥିବାର ଏକ…

ସାମ୍ପ୍ରଦାୟିକ ରାଜନୀତି ଦେଶ ପାଇଁ ବଡ଼ ବିପଦ

ବେଙ୍ଗାଲୁରୁ,୨୮ା୫: ବଂଶବାଦ ରାଜନୀତି ଅପେକ୍ଷା ସାମ୍ପ୍ରଦାୟିକ ରାଜନୀତି ଭାରତର ଭବିଷ୍ୟତ ଲାଗି ସବୁଠୁ ବଡ଼ ବିପଦ ବୋଲି କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍‌ ନେତା ଏଚ୍‌.ଡି. କୁମାରସ୍ବାମୀ ଶୁକ୍ରବାର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ହାଇଦ୍ରାବାଦରେ ଏକ କାର୍ଯ୍ୟକ୍ରମରେ…

ଚିତ୍ରା ରାମକ୍ରିଷ୍ଣାଙ୍କୁ ସେବିର ୩.୧୨ କୋଟି ଟଙ୍କାର ଡିମାଣ୍ଡ ନୋଟିସ

ନୂଆଦିଲ୍ଲୀ,୨୮।୫: ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ପୂର୍ବତନ ସିଇଓ ଚିତ୍ରା ରାମକ୍ରିଷ୍ଣାଙ୍କୁ ଭାରତର ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ମଙ୍ଗଳବାର ୩.୧୨ କୋଟି ଟଙ୍କାର ଡିମାଣ୍ଡ ନୋଟିସ ପଠାଇଥିଲା। ଷ୍ଟକ୍‌ ଏକ୍ସଚେଞ୍ଜରେ ପରିଚାଳନାଗତ ତ୍ରୁଟିଜନିତ ମାମଲାରେ ତାଙ୍କୁ ଏହି ଅର୍ଥ…

ତାଲିକାରେ ରହିଲେ, ଆସିବେନି ବହୁ ନେତା

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆସନ୍ତା ୩୧ରେ ଭୋଟ ଗ୍ରହଣ ହେବ। ତେବେ ଉପନିର୍ବାଚନରେ ଭଲ ପ୍ରଦର୍ଶନ କରି ବିଜୟ ମୁକୁଟ ପିନ୍ଧିବା ସକାଶେ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ଜୋର୍‌ଦାର ପରିଶ୍ରମ କରୁଛନ୍ତି।…

ସନ୍ଧ୍ୟା ୭ଟା ପରେ, ସକାଳ ୬ଟା ପୂର୍ବରୁ ଡ୍ୟୁଟି କରିବାକୁ ବାଧ୍ୟ ନୁହେଁ ମହିଳା କାର୍ମଚାରୀ

ଲକ୍ଷ୍ନୌ,୨୮ ।୫: ମହିଳାଙ୍କ ସୁରକ୍ଷା ଓ ସେମାନଙ୍କ ଅଧିକାରକୁ ନେଇ ଉତ୍ତର ପ୍ରଦେଶ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ଏଣିକି ମହିଳା କର୍ମଚାରୀଙ୍କୁ ସନ୍ଧ୍ୟ୍ୟା ୭ଟା ପରେ ଓ ସକାଳ ୬ଟା ପୂର୍ବରୁ କାମ କରିବାକୁ ବାଧ୍ୟ କରାଯାଇ…

୨୦ ଦେଶକୁ ବ୍ୟାପିଲାଣି ମଙ୍କିପକ୍ସ

ଜେନେଭା,୨୮।୫: ମଙ୍କିପକ୍ସ ଏବେ ୨୦ରୁ ଊର୍ଦ୍ଧ୍ୱ ଦେଶକୁ ବ୍ୟାପିଲାଣି। ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେଇପାରେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର ଆଶଙ୍କା ବ୍ୟକ୍ତ କରିଛନ୍ତି। ଏହା ମନ୍ଥର ଗତିରେ ସଂକ୍ରମଣ ହେଉଥିବାରୁ ଲୋକେ…

ଜଷ୍ଟିସ୍‌ ପି.କେ. ମହାନ୍ତିଙ୍କୁ ଲୋକପାଳ ଅଧ୍ୟକ୍ଷ ଦାୟିତ୍ୱ

ନୂଆଦିଲ୍ଲୀ,୨୮ା୫: ଅବସରପ୍ରାପ୍ତ ଓଡ଼ିଆ ବିଚାରପତି ଜଷ୍ଟିସ୍‌ ପ୍ରଦୀପ କୁମାର ମହାନ୍ତିଙ୍କୁ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ କାମଚଳା ଲୋକପାଳ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ଲୋକପାଳ ଅଧ୍ୟକ୍ଷ ଜଷ୍ଟିସ୍‌ ପିନାକୀ ଚନ୍ଦ୍ର ଘୋଷଙ୍କ ଅବସର ପରେ ତାଙ୍କ ସ୍ଥାନରେ ଦୁର୍ନୀତି ନିରୋଧୀ ସଂସ୍ଥାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri