ୟୁବିଓଆଇ ଓ କାର୍‌ ଡିଲରଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ

ଭୁବନେଶ୍ୱର,୨୦ା୧୦: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଓଆଇ) ଓ କାର୍‌ ଡିଲରମାନଙ୍କ ମଧ୍ୟରେ ଏକ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ସତ୍ୟବାନ ବେହେରାଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ସେହିଭଳି ବ୍ୟାଙ୍କର ଉପ-କ୍ଷେତ୍ରୀୟ ମୁଖ୍ୟ ଅଶୋକ ମିଶ୍ର ବୈଠକର ଆଭିମୁଖ୍ୟ ସମ୍ପର୍କରେ ମତ ପ୍ରକାଶ କରିଥିଲେ।

ଏଥିରେ ୬୫ ଜଣ କାର୍‌ ଡିଲର ଅଂଶ ଗ୍ରହଣ କରିଥିଲେ। ଅପରପକ୍ଷରେ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ପ୍ରଭାକର ସାହୁ, ମୁଖ୍ୟ ପ୍ରବନ୍ଧକ ପ୍ରଶାନ୍ତ କୁମାର ନାୟକ ଏବଂ ଆର୍‌ଏଲ୍‌ପି ମୁଖ୍ୟ ଏଚ୍‌. କେ. ପାହି ଏଥିରେ ସହଯୋଗ କରିବା ସହ ଶାଖା ମୁଖ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ଡିଲରମାନେ ଉତ୍ତମ ପ୍ରଦର୍ଶନ କରିଥିବା ସହ ସେମାନେ ଆଗକୁ ୟୁବିଓଆଇ ମାଧ୍ୟମରେ ଆହୁରି ଭଲ ବ୍ୟବସାୟ କରିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାଇ-ଇଚି ଲାଇଫ୍‌ ସହ ରିନ୍ୟୁବାଇର ସହଭାଗିତା

ଭୁବନେଶ୍ୱର,୨୩।୮: ଦେଶର ପ୍ରମୁଖ ବୀମା କମ୍ପାନୀ ରିନ୍ୟୁବାଇ ଏବଂ ଡାଇ-ଇଚି ଲାଇଫ୍‌ ହୋଲ୍ଡିଂସ ଇଙ୍କ୍‌ ମଧ୍ୟରେ ଏକ ବାଣିଜି୍ୟକ ସହଭାଗିତା ନିକଟରେ ହୋଇଯାଇଛି। ଉଭୟ ସଂସ୍ଥାର...

ଫିକି ସିଇଓ ପ୍ରତିନିଧି ଦଳର ଆମେରିକା ଗସ୍ତ

ଭୁବନେଶ୍ୱର,୨୦।୧୦: ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ତଥା ଫିକି ଇଣ୍ଡିଆର ବରିଷ୍ଠ ଉପସଭାପତି (ସିନିୟର ଭାଇସ୍‌ ପ୍ରେସିଡେଣ୍ଟ) ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଦେଶର ପ୍ରମୁଖ କମ୍ପାନୀର ସିଇଓମାନଙ୍କର...

ରିୟଲ ଇଷ୍ଟେଟ କ୍ଷେତ୍ରକୁ ଚାପମୁକ୍ତ କରିବାକୁ ପ୍ରସ୍ତାବ

ଭୁବନେଶ୍ୱର: ଲକ୍‌ଡାଉନ ଯୋଗୁ ନିର୍ମାଣ ଏବଂ ରିୟଲ ଇଷ୍ଟେଟ କ୍ଷେତ୍ର ଉପରେ ନକାରାତ୍ମକ ପ୍ରଭାବ ଜାରି ରହିଛି। ଏହି ସମସ୍ୟା ସମାଧାନ କରିବା ଲାଗି ରାଜ୍ୟ...

ଗୁଗଲ, ଫେସ୍‌ବୁକ୍‌ରେ ବର୍ଷ ଶେଷ ଯାଏ ଓ୍ବାର୍କ ଫ୍ରମ୍‌ ହୋମ୍‌

ସାନ୍‌ଫ୍ରାନ୍‌ସିସ୍କୋ,୧୦।୫: କରୋନା ପ୍ରଭାବ କମି ନ ଥିବାରୁ ଭାରତରେ ଲକ୍‌ଡାଉନ ୩.୦ ଲାଗୁ ହୋଇଛି। ସାରା ଦେଶରେ କଟକଣା ସହ କିଛି କିଛି କ୍ଷେତ୍ରରେ ଆର୍ଥତ୍କ...

ଟଙ୍କା ମୂଲ୍ୟରେ ଆଖିଦୃଶିଆ ବୃଦ୍ଧି

ନୂଆଦିଲ୍ଲୀ: ବୁଧବାର କାରବାର ଦିବସରେ ଟଙ୍କା ମୂଲ୍ୟରେ ଆଖିଦୃଶିଆ ବୃଦ୍ଧି ଦେଖିବାକୁ ମିଳିଛି। ଦିନରେ ଡଲାର ତୁଳନାରେ ଟଙ୍କାରେ ୨୦ ପଇସା ବୃଦ୍ଧି ସହିତ ୭୭.୫୧...

ଆରୋଗ୍ୟ ସେତୁ ଆପ୍‌ରେ ପ୍ରିଭେସି ବିପନ୍ନ ଆଶଙ୍କା

ନୂଆଦିଲ୍ଲୀ,୧୬ା୪: କୋଭିଡ୍‌-୧୯ ଲଢ଼େଇ ଦିଗରେ ଆରୋଗ୍ୟ ସେତୁ ଆପ୍‌ ଏକ ପ୍ରମୁଖ ଅସ୍ତ୍ର ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି ଏହା...

ବିଏସ୍‌ଏନ୍‌ଏଲ୍‌ର ଖର୍ଚ୍ଚକାଟ ଯୋଜନା; ୮୦ ହଜାର କର୍ମଚାରୀଙ୍କୁ ଦିଆଯିବ ଭିଆର୍‌ଏସ୍‌

ନୂଆଦିଲ୍ଲୀ,୫ା୯: କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ)ନିଜର ଜମି ଭଡା ଦେଇ ଅର୍ଥ ଆୟ ବଢ଼ାଇବାକୁ ପ୍ରୟାସ କରୁଛି। ଅପରପକ୍ଷରେ...

ମୁକେଶ ଅମ୍ବାନୀଙ୍କ ଏହି ଅଭ୍ୟାସକୁ ପସନ୍ଦ କରନ୍ତିନି ସ୍ତ୍ରୀ ନୀତା

ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ମୁକେଶ ଅମ୍ବାନୀ ୧୯୮୫ ମସିହାରେ ନୀତା ଅମ୍ବାନୀଙ୍କୁ ବିବାହ କରିଥିଲେ। ମୁକେଶଙ୍କ ପାଇଁ ନୀତାଙ୍କୁ ବାପା ଧୀରୁଭାଇ ଅମ୍ବାନୀ ପସନ୍ଦ କରିଥିଲେ।...

Advertisement
Archives

Model This Week