Home Left

ଶ୍ରୀଲଙ୍କା ସଙ୍କଟ: ଆକ୍ସନ ମୁଡରେ ସେନା

କଲମ୍ବୋ,୨୨ ।୭: ଶ୍ରୀଲଙ୍କା କିଛି ମାସ ହେବ ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛି । ଏହାକୁ ନେଇ ପ୍ରଦର୍ଶନକାରୀଙ୍କ ବିରୋଧ ବି ଜାରି ରହିଛି । ଏହି ପ୍ରଦର୍ଶନ ଏତେ ତୀବ୍ର ହୋଇଛି ଯେ ପୂର୍ବତନ ରାଷ୍ଟ୍ରପତି…

ଅନ୍ତର୍ଭୁକ୍ତ ହେବାକୁ ୪ ଯୋଗ୍ୟତାସୂଚକ ତାରିଖ

ଭୁବନେଶ୍ବର, ୨୧ା୭(ବ୍ୟୁରୋ): ନିର୍ବାଚନ ଆୟୋଗଙ୍କ ସଂଶୋଧିତ ନୂତନ ନିୟମ ଅନୁଯାୟୀ ତ୍ରୁଟିଶୂନ୍ୟ ଓ ନିର୍ଭୁଲ୍‌ ଭୋଟର ତାଲିକା ପ୍ରସ୍ତୁତି ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ଗୁରୁତ୍ୱାରୋପ କରିଛନ୍ତି। ଏଣିକି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା ଲାଗି ୪ଟି…

ରାଜ୍ୟରେ ୧୫,୮୭୬ ଚେକ୍‌ଡ୍ୟାମ୍‌ ନିର୍ମାଣ ହେବ

ଭୁବନେଶ୍ୱର,୨୨ା୭(ବ୍ୟୁରୋ): ଆଡ଼ିବନ୍ଧ ଯୋଜନାରେ ରାଜ୍ୟରେ ୧୫ ହଜାର ୮୭୬ ଚେକ୍‌ଡ୍ୟାମ୍‌ ନିର୍ମାଣ ଲାଗି ସରକାର ପ୍ରସ୍ତାବ ରଖିଛନ୍ତି। ସେଥିମଧ୍ୟରୁ ୩ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୨୫ ସୁଦ୍ଧା ୧୨୮୦ ନୂଆ ଚେକ୍‌ଡ୍ୟାମ୍‌ ନିର୍ମାଣ ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ୮…

ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇ ଟ୍ରୋଲ ହେଲେ ତେଜସ୍ୱୀ

ପାଟନା,୨୨ ।୭: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ବଡ ସଫଳତା ମିଳିଛି । ବିରୋଧୀ ଦଳ ପ୍ରାର୍ଥି ଯଶୱନ୍ତ ସିହ୍ନାଙ୍କୁ ହରାଇ ଦ୍ରୌପଦୀ ଦେଶର ୧୫ ତମ ରାଷ୍ଟ୍ରପତି ହୋଇଛନ୍ତି । ଏହି ଅବସରରେ ସବୁଆଡୁ ଦ୍ରୌପଦୀଙ୍କୁ ଶୁଭେଚ୍ଛା…

ଆଜିଠାରୁ ସ୍ବାଭାବିକ ହେବ ଟିକାକରଣ

ଭୁବନେଶ୍ୱର,୨୨।୭(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ଟିକା କମ୍‌ ପରିମାଣର ଥିବାରୁ ଟୀକାକରଣରେ ବ୍ୟାଘାତ ଦେଖାଦେଇଥିଲା। ଏବେ ରାଜ୍ୟକୁ ଟିକା ଆସିଥିବାରୁ ଶୁକ୍ରବାରଠାରୁ ଟୀକାକରଣ ସ୍ବାଭାବିକ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ରାଜ୍ୟରେ ଏବେ ୩ ପ୍ରକାର ଟୀକାକରଣ…

ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ୩ରୁ ୧୦ କୋଟି କରିବାକୁ ଦାବି

ଭୁବନେଶ୍ୱର,୨୨ା୭(ବ୍ୟୁରୋ): ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଅଣ୍ଟୁନି। କୋଭିଡ୍‌ ପରେ ସବୁ ଦରଦାମ୍‌ ବଢ଼ିଲାଣି। ଏହାକୁ ଦୃଷ୍ଟିରେ ରଖି ଉନ୍ନୟନ ପାଣ୍ଠିକୁ ୧୦ କୋଟିକୁ ବୃଦ୍ଧି କରାଯାଉ। ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟ ବିଧାୟକ ପାଣ୍ଠି ବୃଦ୍ଧି କରିବାକୁ…

ପାହାଡ଼ ଉପରେ ପିଲା ପଢୁଛନ୍ତି ପାଠ: ୩୦୯୩ ଗାଁରେ ନିର୍ମାଣ ହେବ ୪୮୩ ଟେଲିଫୋନ ଟାୱାର

ଭୁବନେଶ୍ୱର,୨୨ା୭(ବ୍ୟୁରୋ): ଗାଁଗୁଡ଼ିକରେ ଟେଲିଫୋନ୍‌ ଟାୱାର ନ ଥିବାରୁ ବିଧାନସଭାରେ ଉଭୟ ଦଳର ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବର୍ତ୍ତମାନ ପ୍ରତ୍ୟେକ କାମ ଇଣ୍ଟରନେଟ୍‌ ଜରିଆରେ କରାଯାଉଛି। ଟେଲିଫୋନ ଟାଓ୍ବାର ନ ଥିବାରୁ ପିଲାମାନଙ୍କୁ ପାହାଡ଼ ଉପରକୁ ଯିବାକୁ ପଡୁଥିଲା। ଏବେ ଟେକ୍ନୋଲୋଜିର…

ରଣବୀରଙ୍କ ବୋଲ୍ଡ ଫଟୋଶୁଟ୍‌

ବଲିଉଡ ଅଭିନେତା ରଣବୀର ସିଂ ତାଙ୍କ ଫ୍ୟାଶନ୍‌ ଷ୍ଟାଇଲ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାାନ୍ତି। ବେଳେବେଳେ ନିଜ ଶୈଳୀକୁ ନେଇ ଟ୍ରୋଲର ଶିକାର ହୁଅନ୍ତି। କିନ୍ତୁ ସେ ନିଜ ଇଚ୍ଛା ଅନୁଯାୟୀ ଡ୍ରେସିଂ ଷ୍ଟାଇଲ ବାଛନ୍ତି। ନିକଟରେ ସେ ଏକ ବୋଲ୍ଡ…

ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ‘ ଶମଶେରା’

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ‘ ଶମଶେରା’ ଶୁକ୍ରବାର ରିଲିଜ୍‌ ହେଇଯାଇଛି। ଯାହାକୁ ଦେଖିବା ପାଇଁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଥିଲେ। ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ବାଣୀ କପୁରଙ୍କ କେମେଷ୍ଟ୍ରିକୁ ଦର୍ଶକ ପ୍ରଥମ ଥର ପାଇଁ ପରଦାରେ ଦେଖିବାକୁ…

ଦ୍ରୌପଦୀଙ୍କୁ ଭେଟିବେ ଏନଡିଏ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୨ ।୭: ଇତିହାସ ରଚିଲେ ଦ୍ରୌପଦୀ ମୁର୍ମୁ । ଗୁରୁବାର ଅର୍ଥାତ୍ ଜୁଲାଇ ୨୧ରେ ଗୋଟିଏ ପଟେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଘୋଷଣା କରାଯାଉଥିବା ବେଳେ ଅନ୍ୟପଟେ ଦେଶର ସବୁଠାରୁ ବଡ ରାଷ୍ଟ୍ରୀୟ ରାଜନୈତିକ ଦଳ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ସୋନିଆ…

ଏମିତି ରେଷ୍ଟୁରାଣ୍ଟ, ଯେଉଁଠି ଓ୍ବେଟର ଯେତେଥର ଆସିବେ ସେତେ ବିଲ୍‌ ବଢ଼ିବ

ଦୁନିଆରେ ଅନେକ ରେଷ୍ଟୁରାଣ୍ଟ ରହିଛି। ସବୁ ରେଷ୍ଟୁରାଣ୍ଟର ନୀତି ନିୟମ ଅଲଗା। କିନ୍ତୁ ଏମିତି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠି ଓ୍ବେଟର ଯେତିକିଥର ଆପଣଙ୍କ ନିକଟକୁ ଆସିବେ ସେତିକି ବିଲ୍‌ ବଢ଼ିଯିବ। ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ସ୍ପେନରେ ଏମିତି ରେଷ୍ଟୁରାଣ୍ଟ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ସୋନିଆ

ନୂଆଦିଲ୍ଲୀ,୨୨।୭: ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି କ୍ରମରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏନଡିଏ ପ୍ରାର୍ଥୀ ନୂତନ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ସେ ଖୁବ୍‌ଶୀଘ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri