ପ୍ରେମିକା ବ୍ରେକ୍ଅପ୍ କରିବାରୁ ଏମିତି ପ୍ରତିଶୋଧ ନେଲେ ପ୍ରେମିକ, ଜାଣିଲେ…
ପ୍ରେମ ଶାଶ୍ୱତ, ଚିରନ୍ତନ। ପ୍ରେମର ଆବେଗ ଜଣେ ବ୍ୟକ୍ତିର ଜୀବନକୁ ସୁନ୍ଦର ଭାବରେ ଗଢ଼ି ତୋଳିଥାଏ। ବେଳେବେଳେ ଏହି ପ୍ରେମରେ କିଛି ଭୁଲ୍ ଭୁଝାମଣା ରହିଲେ ଏହା ଭୟଙ୍କର ହୋଇଥାଏ। ପ୍ରତିଶୋଧ ପରାୟଣ ହୋଇଉଠନ୍ତି ପ୍ରେମୀଯୁଗଳ। ବ୍ରାଜିଲରେ ରହୁଥିବା ଜଣେ ଯୁବକ…
ଷ୍ଟେଜ୍ ଉପରେ ବାରମ୍ବାର ଝାଳ ପୋଛୁଥିଲେ, ପାଣି ପିଉଥିଲେ; ଶେଷରେ ପଡ଼ି ଯାଇ…
ବମ୍ବେ: ମୃତ୍ୟୁ ଏକ ଅନିମନ୍ତ୍ରିତ ଅତିଥି। ସେ ଲୁଚିଛପି କେତେବେଳେ ଯେ ଆସିଯାଏ କହିହୁଏନା। ଠିକ୍ ଏଭଳି କିଛି ଘଟିଛି ବଲିଉଡ୍ର ଖ୍ୟାତନାମା କଣ୍ଠଶିଳ୍ପୀ କ୍ରିଷ୍ଣକୁମାର କୁନ୍ନାଥ ଓରଫ କେକେଙ୍କ କ୍ଷେତ୍ରରେ। କୋଲକାତାର ନଜୁରଲ ମଞ୍ଚରେ ଆୟୋଜିତ କନସର୍ଟରେ ଗାଇବା ପରେ…
୩ ଥର ବିବାହ କରିଛନ୍ତି ଏସବୁ ଅଭିନେତା
ବିବାହ ବନ୍ଧନରେ ଆବଦ୍ଧ ଏବଂ ବ୍ରେକ୍ କରିବା ବଲିଉଡ ଦୁନିଆରେ ବଡ କଥା ନୁହେଁ। ଇଣ୍ଡଷ୍ଟ୍ରିରେ ପ୍ରତିଦିନ ଏପରି ଖବର ଶୁଣିବାକୁ ମିଳେ। କିନ୍ତୁ ବଲିଉଡ୍ରେ ଅନେକ ଅଭିନେତା ଅଛନ୍ତି, ଯେଉଁମାନେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ତିନୋଟି ବିବାହ…
ଡାକ୍ତର ସନ୍ନି ଲିଓନ: ବ୍ଲାଉଜ-ଲୁଙ୍ଗି ପିନ୍ଧି କରୁଛନ୍ତି ଚିକିତ୍ସା
ମୁମ୍ବାଇ: ବଲିଉଡ ନାୟିକା ତଥା ପର୍ନ ଷ୍ଟାର ସନ୍ନି ଲିଓନ ଏବେ ତାଙ୍କର ଏକ ଭିଡିଓକୁ ନେଇ ଅଛନ୍ତି ଖୁବ ଚର୍ଚ୍ଚାରେ । ସନ୍ନି ତାଙ୍କ ପ୍ରଫେସନାଲ ଲାଇଫ ସହ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହି ଆସି ଥାଆନ୍ତି ଚର୍ଚ୍ଚାକୁ…
ପ୍ରସିଦ୍ଧ କ୍ରିକେଟର୍ଙ୍କ ପରଲୋକ
ଲଣ୍ଡନ,୧।୬: ଇଂଲଣ୍ଡର ପୂର୍ବତନ ଉଇକେଟ କିପର-ବ୍ୟାଟ୍ସମ୍ୟାନ ଜିମ ପାର୍କଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ପାର୍କ ଇଂଲଣ୍ଡର ସର୍ବ ପୁରାତନ ଟେଷ୍ଟ କ୍ରିକେଟର ଥିଲେ। ସେ ୧୯୫୪ରୁ ୧୯୬୮ ମଧ୍ୟରେ ଇଂଲଣ୍ଡ ପାଇଁ ୪୬ଟି ଟେଷ୍ଟ…
ମୋବାଇଲ ନେଟୱାର୍କ ଦାବିରେ ୧୨ଘଣ୍ଟିଆ ସମ୍ବଲପୁର-ଦେବଗଡ଼ ଜାତୀୟ ରାଜପଥ ଅବରୋଧ
ଦେବଗଡ,୧।୬(ଡି.ଏନ୍.ଏ): ଦେବଗଡ଼ ଜିଲା ସମ୍ବଲପୁର-ଦେବଗଡ଼ ୪୯ନମ୍ବର ଜାତୀୟ ରାଜପଥର କେଳାସ ଛକଠାରେ ବୁଧବାର ୧୨ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ କରାଯାଇଛି। ଏହି ପ୍ରତିବାଦ ତିଳେଇବଣି ବ୍ଳକ ଲଇମୁରା ଅଞ୍ଚଳ ବିକାଶ ଯୁବ ମଞ୍ଚ ପକ୍ଷରୁ କରାଯାଇଥିବା ବେଳେ ସକାଳ ୬ଟାରୁ…
କେଜ୍ରିଓ୍ବାଲଙ୍କୁ ସ୍ମୁତି ଇରାନୀଙ୍କ ପ୍ରଶ୍ନ: ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କାହିଁକି ଦେଉଛନ୍ତି ସୁରକ୍ଷା
ନୂଆଦିଲ୍ଲୀ,୧।୬: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ବୁଧବାର ଏକ ଖବରଦାତା ସମ୍ମିଳନୀ କରି ସତେନ୍ଦ୍ର ଜୈନ ମନ୍ତ୍ରୀ ପଦରେ ଅବ୍ୟାହତ…
ସ୍ତ୍ରୀଙ୍କ ଗୋଟିଏ ନିଷ୍ପତ୍ତି ବଦଳାଇ ଦେଇଥିଲା କେକେଙ୍କ ଭାଗ୍ୟ, ଜାଣିଲେ…
ଭେଟେରାନ ଗାୟକ କେକେ ଆଉ ଏ ଦୁନିଆରେ ନାହାନ୍ତି। କେକେଙ୍କ ପରଲୋକେ ପରେ ତାଙ୍କ ସବୁ ପୂର୍ବ କଥାକୁ ମନେପକାଉଛନ୍ତି ତାଙ୍କ ପ୍ରଂଶସକ । ଏକଦା କେକେ କହିଥିଲେ ଜୀବନର ଏକ କଠିନ ପର୍ଯ୍ୟାୟ ଅତିକ୍ରମ କରିବାରେ ତାଙ୍କ ସ୍ତ୍ରୀ କିପରି…
ଓଜେଇଇ ପାଇଁ ପ୍ରକାଶ ପାଇଲା ସୂଚୀ
ଭୁବନେଶ୍ୱର,୧।୬(ବ୍ୟୁରୋ): ଚଳିତ ବର୍ଷର ଓଜେଇଇ ପରୀକ୍ଷା ପାଇଁ ବୁଧବାର ସୂଚୀ ପ୍ରକାଶ ପାଇଛି। ଜୁଲାଇ ୪ରୁ ପରୀକ୍ଷା ଆରମ୍ଭ ହୋଇ ୮ତାରିଖରେ ଶେଷ ହେବ। ସକାଳ ୯ଟାରୁ ପ୍ରତିଦିନ ୩ଟି ସିଫ୍ଟରେ ପରୀକ୍ଷା ହେବ ବୋଲି ଜଣାପଡ଼ିଛି। ଜୁଲାଇ ୪ରେ ୩ଟି…
ବଢ଼ିଲା ଛେନା, ପନୀର ଦର
ଭୁବନେଶ୍ୱର,୧ା୬(ବ୍ୟୁରୋ): ଆଜିଠୁ ମାର୍କେଟ୍ରେ କଞ୍ଚା ଛେନା ଓ ପନୀର ଦର ବୃଦ୍ଧି ପାଇଛି। ଛେନା କେଜି ପ୍ରତି ୧୫ ଟଙ୍କା ବଢ଼ିଥିବା ବେଳେ ପନିର କେଜି ପିଛା ୨୦ ଟଙ୍କା ବୃଦ୍ଧି ପାଇଛି। ହୋଲ୍ସେଲ ଦରରେ କେଜି ପିଛା ଛେନା ୧୬୫ଟଙ୍କା…
ଆଉଟ୍ଡୋର ଟିକଟ ପାଇଁ ଧାଡ଼ିରେ ଠିଆ ହୋଇଥିଲେ ଲୋକେ, ମାଡ଼ିଗଲା ମେଡିକାଲ ଗାଡ଼ି
ଭଦ୍ରକ ଅଫିସ,୧ା୬: ଆଉଟ୍ଡୋର ଟିକଟ ପାଇଁ ଧାଡ଼ିରେ ଠିଆ ହୋଇଥିବା ଲୋକଙ୍କ ଉପରେ ଚଢ଼ିଗଲା ମେଡିକାଲ ଗାଡ଼ି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ…
ଭିଜିଲାନ୍ସ ହାତରେ ଏସ୍ଡିପିଓ
ଢେଙ୍କାନାଳ ଅଫିସ,୧।୬: ଢେଙ୍କାନାଳ ଜିଲା ହିନ୍ଦୋଳ ଏସ୍ଡିପିଓ ମଳୟ ନାୟକ ବୁଧବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଏସ୍ସିଏସ୍ଟି ମାମଲାରେ ନାଁ ରଫାଦଫା କରିବାକୁ ୩୦ ହଜାର ଲାଞ୍ଚ ନେବା ବେଳେ ସେ କାରନ୍ଦା ଛକରୁ ଧରାପଡ଼ିଛନ୍ତି। ପଥର ଗାଡ଼ି ପାସ କରାଇବା…
Archives


