Home Left

ଭାରତ ଆସିବେ କ୍ରାଉନ୍‌ ପ୍ରିନ୍ସ

ନୂଆଦିଲ୍ଲୀ, ୨୩ା୧୦: ସାଉଦି ଆରବ ପ୍ରଧାନମନ୍ତ୍ରୀ ତଥା କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ ଆସନ୍ତା ମାସରେ ଭାରତ ଆସିବା କାର୍ଯ୍ୟକ୍ରମ ରହିଛି। ଇଣ୍ଡୋନେସିଆର ବାଲିରେ ଜି୨୦ ସମ୍ମିଳନୀରେ ସାଉଦି କ୍ରାଉନ୍‌ ପ୍ରିନ୍ସ ଯୋଗଦେବାକୁ ଥିବାବେଳେ ଏହି ଅବସରରେ ସେ ଭାରତ…

ସିନେମା ହଲ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌

ବ୍ରହ୍ମପୁର ଅଫିସ,୨୩।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ ରବିବାର ଅନୁଷ୍ଠିତ ଟି-୨୦ ବିଶ୍ୱକପ୍‌ ମ୍ୟାଚ୍‌କୁ ନେଇ ବ୍ରହ୍ମପୁର ସହରର କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସହରସ୍ଥିତ ପାୟଲ ସିନେମା ହଲ୍‌ରେ ପ୍ରଥମକରି ବଡ଼ ପରଦାରେ ଲାଇଭ୍‌ ମ୍ୟାଚ୍‌ ପ୍ରଦର୍ଶିତ ହୋଇଥିଲା।…

ଇଚ୍ଛାମୃତ୍ୟୁ ପାଇଁ ଆବେଦନ କଲେ ବଳାତ୍କାର ପୀଡ଼ିତା

ପିଲିଭିଟ୍‌,୨୩।୧୦: ଉତ୍ତରପ୍ରଦେଶ ପିଲିଭିଟ୍‌ ଅଞ୍ଚଳର ଜଣେ ମହିଳା ଇଚ୍ଛାମୃତ୍ୟୁ ଅନୁମତି ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପତ୍ର ଲେଖିଛନ୍ତି। ସାବତ ପୁଅ ଏବଂ ସ୍ବାମୀଙ୍କ ସାଙ୍ଗମାନଙ୍କ ଦ୍ୱାରା ଦୀର୍ଘମାସ ଧରି ବଳାତ୍କାରର ଶିକାର ହୋଇଥିବା ମହିଳା ନ୍ୟାୟ ନ ପାଇ ନିରାଶ…

କଂଗ୍ରେସର ‘ଭାରତ ଯୋଡ଼ୋ’ ଯାତ୍ରାରେ ସାମିଲ ହେବେ ପାଓ୍ବାର

ପୁଣେ,୨୩।୧୦: କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରାରେ ସାମିଲ ହେବେ ଏନ୍‌ସିପି ସୁପ୍ରିମୋ ଶରଦ ପାଓ୍ବାର। ଏନେଇ ସେ ରବିବାର ସୂଚନା ଦେଇଛନ୍ତି। ସମାଜରେ ଏକତା ଆଣିବା ଉଦ୍ଦେଶ୍ୟରେ କଂଗ୍ରେସ ଦଳ ଚଳାଇଥିବା ଭାରତ ଯୋଡ଼ୋ ଯାତ୍ରା ମହାରାଷ୍ଟ୍ରରେ ପ୍ରବେଶ କଲେ ଏଥିରେ…

୧୫ ଲକ୍ଷ ୭୬ ହଜାର ଦୀପରେ ଆଲୋକିତ ହେଲା ଆଯୋଧ୍ୟା

ଅଯୋଧ୍ୟା,୨୩।୧୦: ଅଯୋଧ୍ୟାରେ ଐତିହାସିକ ଦୀପୋତ୍ସବ ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପୋତ୍ସବ ଉଦ୍‌ଘାଟନ କରିଥିଲେ। ୧୫ ଲକ୍ଷ ୭୬ ହଜାର ୯୯୫ ଦୀପ ଜଳିବା ମାତ୍ରେ ରାମଙ୍କ ସହର ସମ୍ପୂର୍ଣ୍ଣ ଆଲୋକିତ ହୋଇ ଉଠିଥିଲା। ଏହା ଏକ ବିଶ୍ୱ ରେକର୍ଡ…

ଗୋଟିଏ ଆଖି ହରାଇଲେ ସଲମାନ୍‌ ରଶ୍‌ଡି

ମାଦ୍ରିଦ୍‌, ୨୩ା୧୦:‘ଦ ସାଟାନିକ୍‌ ଭର୍ସେସ୍‌’ର ଲେଖକ ୭୫ ବର୍ଷୀୟ ସଲମାନ୍‌ ରଶ୍‌ଡି ଗୋଟିଏ ଆଖି ହରାଇଛନ୍ତି। ଏଥିସହ ତାଙ୍କର ଏକ ହାତ ମଧ୍ୟ ଅଚଳ ହୋଇଯାଇଥିବା ରଶ୍‌ଡିଙ୍କ ଏଜେଣ୍ଟ ସୂଚନା ଦେଇଛନ୍ତି। ୧୯୮୦ ଦଶକରୁ ତାଙ୍କ ଉପନ୍ୟାସ ପାଇଁ ଇରାନ୍‌ରୁ ବାରମ୍ବାର…

କ୍ୟାରିୟରର ଶ୍ରେଷ୍ଠ ଇନିଂସ କହିଲେ କୋହଲି

ମେଲବୋର୍ନ,୨୩ା୧୦: ପାକିସ୍ତାନ ବିପକ୍ଷ ସୁପର-୧୨ ମ୍ୟାଚରେ ଭାରତ ଅବିଶ୍ୱସନୀ ବିଜୟୀ ହୋଇଛି। ଏଥିରେ ୫୩ ବଲରୁ ଅପରାଜିତ ୮୨ ରନ୍‌ର ଦମ୍‌ଦାର ଇନିଂସ ଖେଳିଥିଲେ ପୂର୍ବତନ ଅଧିନାୟକ ବିରାଟ କୋହଲି। ୩୧ ରନ୍‌ରେ ଭାରତ ୪ ଉଇକେଟ ହରାଇଥିବା ବେଳେ କୋହଲି…

ଭୋ ଭୋ ହୋଇ କାନ୍ଦିଲେ ହାର୍ଦ୍ଦିକ ପାଣ୍ଡ୍ୟା

ମେଲବୋର୍ନ,୨୩।୧୦:ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ସ୍ମରଣୀୟ ବିଜୟ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଭାବପ୍ରବଣ ହୋଇପଡିଛନ୍ତି। ଏହି ଷ୍ଟାର ଅଲରାଉଣ୍ଡର ଟିମ ଇଣ୍ଡିଆର ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପ୍ରଥମ ବୋଲିଂରେ ସେ ମାତ୍ର ୩୦ ରନ…

ମହିଳାଙ୍କୁ ଚାପୁଡ଼ା ମାରିଲେ ମନ୍ତ୍ରୀ

ବେଙ୍ଗାଲୁରୁ,୨୩।୧୦: କର୍ନାଟକ ସରକାରଙ୍କ ଜଣେ ମନ୍ତ୍ରୀ ମହିଳାଙ୍କୁ ଚାପୁଡ଼ା ମାରି ଚର୍ଚ୍ଚାକୁ ଆସିଛନ୍ତି। ମନ୍ତ୍ରୀ ଚାପୁଡ଼ା ମାରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କର୍ନାଟକ ଗୃହ ମନ୍ତ୍ରୀ ଭି. ସୋମନ୍ନା ଚାମରାଜନଗର ଜିଲାର ଗୁଣ୍ଡଲୁପେଟ ତାଲୁକର ହଙ୍ଗାଲା ଗ୍ରାମରେ ଜମି…

ଦାନବାକ୍ସ ଭାଙ୍ଗି ନେଇଗଲେ ଟଙ୍କା

ବିନିକା, ୨୩ା୧୦(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଚରଦା କପିଳେଶ୍ୱର ମନ୍ଦିରରେ ଥିବା ୩ ଦାନବାକ୍ସ ଭାଙ୍ଗି କେତେକ ଦୁର୍ବୃତ୍ତ ଲୁଟ୍‌ପାଟ୍‌ କରିଥିବା ବିନିକା ଥାନାରେ ଅଭିଯୋଗ ହୋଇଛି। ରବିବାର ଅନୁସନ୍ଧାନକାରୀ କୁକୁର ସହାୟତାରେ ପୋଲିସ ଘଟଣାର ତନାଘନା…

ଝୁମି ଉଠିଲେ ଅନୁଷ୍କା

ଟି-୨୦ ବିଶ୍ୱକପର ଏକ ରୋମାଞ୍ଚକର ମ୍ୟାଚରେ ଟିମ ଇଣ୍ଡିଆ ପାକିସ୍ତାନକୁ ୪ ଉଇକେଟରେ ପରାସ୍ତ କରି ଦେଶବାସୀଙ୍କୁ ଏକ ଚମତ୍କାର ଦୀପାବଳି ଉପହାର ଦେଇଛି। ଭାରତର ଏହି ବିଜୟରେ ସମଗ୍ର ଦେଶ ଉଲ୍ଲସିତ ହୋଇପଡିଛି। ଏହି ବିଜୟର ହିରୋ ବିରାଟ କୋହଲିଙ୍କୁ…

ସ୍ତ୍ରୀଙ୍କୁ ହାଣି ହତ୍ୟା, ସ୍ବାମୀ ଫେରାର

ପାରଳାଖେମୁଣ୍ଡି,୨୩ା୧୦(ଡି.ଏନ୍‌.ଏ.): ଗଜପତି ଜିଲା ଗୁମ୍ମା ବ୍ଲକ ସେରଙ୍ଗ ଥାନା ଅଧୀନ ବାଇଝଲ ନିକଟ କୁଣ୍ଡିଡା ଗ୍ରାମରେ ରବିବାର ପାରିବାରିକ କଳହରୁ ଏକ ହତ୍ୟାକାଣ୍ଡ ଘଟିଛି। ସ୍ବାମୀ କଟୁରି ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ଗୁଡି ଦଳବେହେରା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?