Advertisement

ସାହୁଜୀ ଜୁଏଲର୍ସର ଧନତେରସ ଅଫର

ଭୁବନେଶ୍ୱର,୨୪।୧୦: ରାଜ୍ୟର ପ୍ରମୁଖ ଅଳଙ୍କାର ନିର୍ମାତା ତଥା ବିକ୍ରେତା ସାହୁଜୀ ଜୁଏଲର୍ସ ପକ୍ଷରୁ ଚଳିତ ବର୍ଷର ଧନତେରସ ଅବସରରେ ଆକର୍ଷଣୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏଠାରେ ସମସ୍ତ ଗହଣାର ନିମ୍ନ ଗଢ଼ା ମଜୁରି ସହିତ ସୁନା ଦରକୁ ମଧ୍ୟ ସବୁଠାରୁ କମ୍‌ ରଖିଛି। ବିଶେଷକରି ୯୧୬ ହଲ୍‌ମାର୍କ ଗହଣା ବର୍ଗମାଳାକୁ ନୂତନ କଳାକୃତି ଓ ଉନ୍ନତ କାରିଗରିରେ ପ୍ରସ୍ତୁତ କରାଯାଇଛି।

ଦୀପାବଳି ଓ ଧନତେରସ ଉପଲକ୍ଷେ ଗ୍ରାହକଙ୍କ ସୁବିଧା ପାଇଁ ଅକ୍ଟୋବର ୨୫ ପର୍ଯ୍ୟନ୍ତ ଏହାର ସମସ୍ତ ଶୋ’ରେ ଏହି ଅଫର୍‌ ବୈଧ ରହିଛି। ସେହିପରି ପାର୍ବଣ ଅବସରରେ ପ୍ରତିଦିନ ସକାଳ ୮ଟା ଠାରୁ ଶୋ’ରୁମ ଖୋଲା ରହିବ ବୋଲି ଶୋ’ରୁମର ସ୍ବତ୍ୱାଧିକାରୀ ଗୌତମ ବିଭୁ ପ୍ରସାଦ ସାହୁ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଷ୍ଟମକୁ ୧ ଲକ୍ଷ କୋଟି ଛାଡିବ ଆର୍‌ବିଆଇ

ମୁମ୍ବାଇ,୨୪-୩: ଦେଶର ଫାଇନାନ୍ସିଆଲ ସିଷ୍ଟମକୁ ଅତିରିକ୍ତ ସହାୟତା କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଅତିରିକ୍ତ ୧ ଲକ୍ଷ କୋଟି ଟଙ୍କା ପ୍ରଦାନ...

ଆଜି ଆର୍‌ବିଆଇ ବୋର୍ଡକୁ ଉଦ୍‌ବୋଧନ ଦେବେ ସୀତାରାମନ୍‌

ନୂଆଦିଲ୍ଲୀ,୮-୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସୋମବାର ଏଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବୋର୍ଡ ବୈଠକରେ ଉଦ୍‌ବୋଧନ ଦେବେ। ବଜେଟ ଉପସ୍ଥାପନ ପରେ ଆର୍‌ବିଆଇ ସହ...

କଶ୍ମୀରରେ କାରଖାନା ଖୋଲିବ ଏସିଆର ସର୍ବବୃହତ ହେଲମେଟ କମ୍ପାନୀ

ନୂଆଦିଲ୍ଲୀ,୭-୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ଏସିଆର ସର୍ବବୃହତ ହେଲମେଟ ନିର୍ମାତା କମ୍ପାନୀ ଷ୍ଟିଲବାର୍ଡ ହାଇଟେକ ଇଣ୍ଡିଆ କେନ୍ଦ୍ରଶାସିତ ଅଞ୍ଚଳରେ କାରଖାନା ପ୍ରତିଷ୍ଠା କରିବାକୁ...

ରୁପେକୁ ଦୁଇ ଦେଶରେ ମାନ୍ୟତା, ଅନ୍ୟ ଦେଶଙ୍କ ସହ ଯୋଗାଯୋଗରେ ଅଛି ଭାରତ, କହିଲେ ସୀତାରମଣ…

ୱାଶିଂଟନ /ନୂଆଦିଲ୍ଲୀ,୧୨।୧୦ : ଧୀରେ ଧୀରେ ଡିଜିଟାଲ ପେମେଣ୍ଟ ଏବଂ ଅର୍ଥନୈତିକ କ୍ଷେତ୍ରରେ ଭାରତର ଗ୍ରହଣୀୟତା ବିଶ୍ୱ ସ୍ତରରେ ବୃଦ୍ଧି ପାଉଛି। ବର୍ତ୍ତମାନ ଭାରତର ରୁପେ...

ବ୍ରଡ୍‌ବ୍ୟାଣ୍ଡ ସହ ଯୋଡି ହେବ ସବୁ ପଞ୍ଚାୟତ

ନୂଆଦିଲ୍ଲୀ,୨୮-୬: କେନ୍ଦ୍ର ସରକାରଙ୍କ ଭାରତ ନେଟ୍‌ କାର୍ଯ୍ୟକ୍ରମ ଦ୍ୱାରା ଦେଶର ସବୁ ପଞ୍ଚାୟତକୁ ବ୍ରଡ୍‌ବ୍ୟାଣ୍ଡ ନେଟ୍‌ଓ୍ବର୍କ ସହ ଯୋଡିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ବର୍ଷ ମାର୍ଚ୍ଚ...

ଲାଇଫ୍‌ଷ୍ଟାଇଲରେ ଅଟମ୍‌-ଓ୍ବିଣ୍ଟର କଲେକ୍ସନ

ଭୁବନେଶ୍ୱର,୧।୯: ଦେଶର ପ୍ରମୁଖ ଫ୍ୟାଶନ ପ୍ରତିଷ୍ଠାନ ଲାଇଫ୍‌ଷ୍ଟାଇଲ ପକ୍ଷରୁ ଅଟମ୍‌-ୱିଣ୍ଟର କଲେକ୍ସନର ଶୁଭାରମ୍ଭ କରାଯାଇଛି। ଏହି କଲେକ୍ସନରେ ଫ୍ୟାଶନ-ଫର୍‌ୱାର୍ଡ ଓ କଣ୍ଟେମ୍ପରାରି ପିସ୍‌ ଆଦି ସାମିଲ...

ନକଲି ସାମଗ୍ରୀ ନିର୍ମାଣ ଅଭିଯୋଗରେ କମ୍ପାନୀ ସିଲ୍‌

ନୂଆଦିଲ୍ଲୀ,୨୩|୧: ଦିଲ୍ଲୀର ଏକ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ଥାନୀୟ କମିଶନର (ଦିଲ୍ଲୀ କୋର୍ଟ) ଶିଖର କୁଣ୍ଡୁଙ୍କ ଦ୍ୱାରା ଗଣେଶ ଗୌରୀ ଇଣ୍ଡଷ୍ଟ୍ରିଜ୍‌ (ଗୌରୀ ଆକ୍ୱା ପ୍ଲାଷ୍ଟ) ଉପରେ...

ଆଇଟି ଶିଳ୍ପରେ ଜାରି ରହିପାରେ ଓ୍ବାର୍କଫ୍ରମ୍‌ ହୋମ

ନୂଆଦିଲ୍ଲୀ,୨୮।୪: ଏବେ କୋଭିଡ୍‌ ସ୍ଥିତି ସୁଧୁରି ନ ଥିବା ବେଳେ ଲକ୍‌ଡାଉନ ଉଠିଲେ ମଧ୍ୟ ଆଇଟି ଶିଳ୍ପରେ ଓ୍ବାର୍କଫ୍ରମ୍‌ ହୋମ ସ୍ଥିତି ଜାରି ରହିପାରେ। ଲକ୍‌ଡାଉନ...

Advertisement
Archives

Model This Week