ନ୍ୟାଶନାଲ ହେରାଲ୍ଡ କାର୍ଯ୍ୟାଳୟରେ ଇଡିର ଚଢ଼ାଉ
ନୂଆଦିଲ୍ଲୀ,୨।୮: ନ୍ୟାଶନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଙ୍ଗଳବାର ଦିଲ୍ଲୀ ଓ କୋଲକାତା ସମେତ ୧୨ଟି ସ୍ଥାନରେ ଚଢ଼ାଉ କରିଛି। ଦିଲ୍ଲୀ ସ୍ଥିତ ନ୍ୟାଶନାଲ ହେରାଲ୍ଡ କାର୍ଯ୍ୟାଳୟରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଛି। କୁହାଯାଉଛି, ଇଡ଼ି ଅଧିକାରୀମାନେ କାର୍ଯ୍ୟାଳୟର…
ସମ୍ବଲପୁରୀ ନୃତ୍ୟ, ଗୀତରେ ଝୁମିଲେ ଦର୍ଶକ
ଝାରସୁଗୁଡ଼ା ଅଫିସ,୨।୮: ସମ୍ବଲପୁରୀ ଭାଷା ସାହିତ୍ୟ ସାଧକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଦିବସ ଉପଲକ୍ଷେ ଅଗଷ୍ଟ ୧ ତାରିଖରେ ମଙ୍ଗଳବଜାର ସ୍ଥିତ ଜିଲା କ୍ରୀଡ଼ା ପ୍ରେକ୍ଷାଳୟରେ ‘ସମ୍ବଲପୁରୀ ଦିନ’ ଧୁମଧାମରେ ପାଳିତ ହୋଇଯାଇଛି । ସମ୍ବଲପୁରୀ ଭାଷାର ପ୍ରଚାର ପ୍ରସାର…
ଟ୍ରକ୍କୁ ପିଟିଲା ଆମ୍ବୁଲାନ୍ସ: ୨ କର୍ମଚାରୀଙ୍କ ସମେତ ୫ ଆହତ
ରୂପ୍ସା,୨।୮(ଡି.ଏନ୍.ଏ. ): ବାଲେଶ୍ୱର ୬୦ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅଧୀନ ହଳଦୀପଦା ବାଇପାସ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭୋଗରାଇ ଦାରୁହାରୁ ଝାଡ଼ାବାନ୍ତି ଆକ୍ରାନ୍ତଙ୍କୁ ନେଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ଆସୁଥିବା ଏକ ଆମ୍ବୁଲାନ୍ସ ଭାରସାମ୍ୟ…
ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ୪ଭାଜପା ବିଧାୟକ ନିଲମ୍ବିତ
ରାଞ୍ଚି,୨।୮: ଝାଡ଼ଖଣ୍ଡ ବିଧାନସଭାରେ ମୌସୁମୀ ଅଧିବେଶନ ଚାଲୁଛି। ଏହି ଅଧିବେଶନରେ ବିରୋଧୀ ଅନେକ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରୁଛନ୍ତି। ଇତିମଧ୍ୟରେ ସୋମବାର ବାଚସ୍ପତି ୪ଜଣ ଭାଜପା ବିଧାୟକଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି। ଏହି ସମସ୍ତ ବିଧାୟକମାନଙ୍କୁ ୨ଦିନ ପାଇଁ…
ସାଇ ମନ୍ଦିରରୁ ରୁପା ଅଳଙ୍କାର ଚୋରି
ପାରଳାଖେମୁଣ୍ଡି,୨।୮(ଡି.ଏନ୍.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରେଖେଣ ସାହିସ୍ଥିତ ଶିରିଡ଼ି ସାଇ ମନ୍ଦିରରୁ ସୋମବାର ବିଳମ୍ବିତ ରାତିିରେ ଚୋରି ହୋଇଥିବା ଜଣାପଡିଛି। କେତେକ ଦୁର୍ବୃତ୍ତ ମନ୍ଦିର ଗ୍ରିଲ ତାଲା ଭାଙ୍ଗି ଭିତରେ ପଶି ସାଇବାବାଙ୍କ ରୁପା ମୁକୁଟ ଓ…
ରୋଗୀଙ୍କଠାରୁ ନେଉଥିଲେ ଲାଞ୍ଚ,ଧରିଲା ପୋଲିସ
କଟକ ଅଫିସ,୨।୮: ଏସ୍ସିବି ମେଡିକାଲରେ ରୋଗୀଙ୍କଠାରୁ ଲାଞ୍ଚ ନେଇ ୨ ଜଣ ଧରାପଡିଛନ୍ତି। ସେମାନେ ହେଲେ ଏସ୍ସିବିର ଜଣେ କର୍ମଚାରୀ ଓ ଅନ୍ୟ ଜଣେ ସିକ୍ୟୁରିଟି ଗାର୍ଡ। ଶୀଘ୍ର ଅଲଟ୍ରାସାଉଣ୍ଡ କରାଇଦେବାକୁ କହି ୧୪ ଶହ ଟଙ୍କା ଲାଞ୍ଚ ନେଉଥିଲେ। ସେତିକି…
ବିନା ବିସ୍ଫୋରଣରେ କେମିତି ନିହତ ହେଲେ ଅଲକାଏଦା ମୁଖ୍ୟ
ଓ୍ବାଶିଂଟନ,୨।୮: ଆମେରିକାର ଡ୍ରୋନ ଆକ୍ରମଣରେ ଆଖି ବୁଜିଛନ୍ତି ଅଲ କାଏଦା ମୁଖ୍ୟ ଆୟମାନ ଅଲ-ଜାୱାହିରି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଅଲ ଜାୱାହିରିଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ଏହି ମିଶନ ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ଆମେରିକା କୌଣସି…
ସ୍କୁଲ ପଛପଟୁ ମିଳିଲା ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତଦେହ
ସୁନ୍ଦରଗଡ଼,୨।୮(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ହେମଗିରି ଥାନା ଅଧୀନ ଗର୍ଜନ ବାହାଲ ହାଇସ୍କୁଲ ପଛପଟୁ ମଙ୍ଗଳବାର ସକାଳେ ଜଣେ ଛାତ୍ରଙ୍କ ମୃତଦେହ ମିଳିଛି। ଖବର ପାଇ ହେମଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ…
ବେଙ୍ଗାଲୁରୁରେ ‘ମଙ୍କିପକ୍ସ’ ନେଇ ଗାଇଡ୍ଲାଇନ ଜାରି: ଆଇସୋଲେଶନରେ ରହିବେ ୨୧ ଦିନ
ବେଙ୍ଗାଲୁରୁ,୨।୮: ଦେଶରେ‘ମଙ୍କିପକ୍ସ’ମାମଲା ବୃଦ୍ଧି ପାଇବା ପରେ କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ ମଙ୍ଗଳବାର ଏକ ଗାଇଡ୍ଲାଇନ ଜାରି ହୋଇଛି। ବିମାନବନ୍ଦର ଏବଂ ରେଳ ଷ୍ଟେଶନରେ ଯାତ୍ରାଙ୍କୁ କଡ଼ାକଡି ଯାଞ୍ଚ କରିବାକୁ ବିବିଏମ୍ପି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜାରି ହୋଇଥିବା ଗାଇଡ୍ଲାଇନ ଅନୁଯାୟୀ, ଯଦି…
ରାଜ୍ୟର ୯ ସହରରେ ତାପମାତ୍ରା ୩୫ ଡ଼ିଗ୍ରୀରୁ ଅଧିକ
ଭୁବନେଶ୍ୱର,୨।୮(ବ୍ୟୁରୋ): ମୌସୁମୀ ଦୁର୍ବଳ ହେବା ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି। ଅନେକ ଜିଲାରେ ଦିନ ତାପମାତ୍ରା ସ୍ବାଭାବିକ ତାପମାତ୍ରା ଠାରୁ ୩ ରୁ ୪ ଡ଼ିଗ୍ରୀ ଯାଏ ଅଧିକ ରହିବାର ସମ୍ଭାବନା ରହିଛି। ଅନ୍ୟପଟେ, ରାଜ୍ୟର ୯ ସହରରେ ଦିନ…
ରାଜସ୍ଥାନରେ ପ୍ରଥମ ସନ୍ଦିଗ୍ଧ ‘ମଙ୍କିପକ୍ସ’ମାମଲା ଚିହ୍ନଟ
ଜୟପୁର,୨।୮: ରାଜସ୍ଥାନରେ ପ୍ରଥମ ସନ୍ଦିଗ୍ଧ ‘ମଙ୍କିପକ୍ସ’ମାମଲା ଚିହ୍ନଟ ହୋଇଛି। ତେବେ ଚିହ୍ନଟ ହୋଇଥିବା ସନ୍ଦିଗ୍ଧ ଆକ୍ରାନ୍ତଙ୍କ ବୟସ ୨୦ ବର୍ଷ ବୋଲି ଜଣାପଡ଼ିଛି। ତାଙ୍କୁ ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ନମୁନାକୁ ପୁଣେ ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍…
ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର,୨।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ଜଣଙ୍କ ମୁଣ୍ଡ ନେଲା କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୧୪୦କୁ ବୃଦ୍ଧି ପାଇଛି।…
Archives


