Home Left

ମାର୍କେଟ ବିଲ୍ଡିଂ ଖୋଲିବା ନେଇ ଆଜି ହୋଇପାରେ ନିଷ୍ପତ୍ତି

ଭୁବନେଶ୍ୱର, ୩।୮ (ବ୍ୟୁରୋ): ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ କାରଣରୁ ଭୁବନେଶ୍ୱରର ପ୍ରମୁଖ ବଜାର ୟୁନିଟ୍‌-୨ ମାର୍କେଟ ବିଲ୍ଡିଂରେ ଅଚଳାବସ୍ଥା ଲାଗି ରହିଛି। ରବିବାରଠାରୁ ମାର୍କେଟ ବନ୍ଦ ଥିବାରୁ ବ୍ୟବସାୟୀଙ୍କ ସମେତ ଗ୍ରାହକମାନେ ମଧ୍ୟ…

ବାଇକ୍‌ରେ ବୁହାହେଲା ବୃଦ୍ଧାଙ୍କ ମୃତଦେହ

ପୁରୀ ଅଫିସ ୩ା୮: ସ୍ବାସ୍ଥ୍ୟସେବାରେ ଉନ୍ନତି ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାସତ୍ତ୍ୱେ କେତେକ କ୍ଷେତ୍ରରେ ଅଭାବନୀୟ ଚିତ୍ର ସାମ୍ନାକୁ ଆସୁଛି। ମଙ୍ଗଳବାର ପୁରୀ ସହରରେ ବାଇକ୍‌ ଯୋଗେ ଜଣେ ବୃଦ୍ଧାଙ୍କ ମୃତଦେହ ବୁହାଯାଉଥିବା ଦେଖିବାକୁ ମିଳିଥିଲା। ସ୍ବର୍ଗରଥ ନ…

ଆର୍‌ଏମ୍‌ଆର୍‌ସିକୁ ମଙ୍କିପକ୍ସ ପରୀକ୍ଷଣ ଅନୁମତି ପାଇଁ କେନ୍ଦ୍ରକୁ ଚିଠି

ଭୁବନେଶ୍ୱର, ୩।୮(ବ୍ୟୁରୋ): ବିଶ୍ୱରେ ଏବେ ମଙ୍କିପକ୍ସ ଭୂତାଣୁ କାୟା ବିସ୍ତାର କରିଚାଲିଛି। ଭାରତରେ ଏଯାଏ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଯଦିଓ ଏ ପର୍ଯ୍ୟନ୍ତ ଓଡ଼ିଶାରେ କେହି ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇନାହାନ୍ତି, ତଥାପି ରାଜ୍ୟ ସରକାର ଏହାର ମୁକାବିଲା ପାଇଁ…

ଗଣଶିକ୍ଷା ବିଭାଗର ତଦନ୍ତ ନିର୍ଦ୍ଦେଶ

ଖୋର୍ଦ୍ଧା ଅଫିସ,୩ା୮: ଖୋର୍ଦ୍ଧା ଜିଲା ବାଣପୁର ବ୍ଲକର ତଳବୋରେଇ ସରକାରୀ ଆଶ୍ରମ ବିଦ୍ୟାଳୟରେ ମିଥ୍ୟା ବିଲ୍‌ ଦେଇ ମଧ୍ୟାହ୍ନ ଭୋଜନ ଯୋଜନା (ଏମ୍‌ଡିଏମ୍‌)ରେ ଅର୍ଥ ହେରଫେର କରାଯାଇଥିବା ସମ୍ପର୍କରେ ଗତ ୧ ତାରିଖରେ ‘ଧରିତ୍ରୀ’ ରେ ଏକ ଖବର ପ୍ରକାଶ ପାଇଥିଲା।…

ଦିଲ୍ଲୀରୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଗିରଫ

ଭୁବନେଶ୍ୱର,୩।୮ (ବ୍ୟୁରୋ): ଭାରତ ସମେତ ବିଭିନ୍ନ ଦେଶରେ କ୍ରେଡିଟ୍‌ ଗୋଲ୍ଡ ଲୋନ୍‌ ଆପ୍‌ ସମେତ ଅନ୍ୟାନ୍ୟ ଲୋନ ଆପ୍‌ରେ ହୋଇଥିବା ବଡ଼ଧରଣର ଠକେଇ ଓ ନିର୍ଯାତନା ମାମଲାର ତଦନ୍ତକୁ ଜୋର୍‌ଦାର କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)। ଫେରାର ଥିବା…

ଦୋଳାରେ ବୁହା ହେଲେ ଗର୍ଭବତୀ

ଫୁଲବାଣୀ ଅଫିସ/ବାଲିଗୁଡା(ଡି.ଏନ.ଏ.),୩ା୮: କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସାରଙ୍ଗ ଥାନା  ଟେଟେରା ଗଁାକୁ ଭଲ ରାସ୍ତା ନ ଥିବାରୁ ପୁଣି ଜଣେ ଗର୍ଭବତୀଙ୍କୁ ଦୋଳାରେ ନିଆଯାଇଛି। ମୁଖ୍ୟରାସ୍ତାଠାରୁ ଟେଟେରା ଗାଁ ପ୍ରାୟ ୨/୩ କିମି ଦୂରରେ ରହିଛି।ଆଜି…

୧୩ ପ୍ରକଳ୍ପକୁ ଜମି ଯୋଗାଇଲେ ସରକାର

ଭୁବନେଶ୍ୱର,୩ା୮(ବ୍ୟୁରୋ): ରାଜ୍ୟରେ ପୋଷାକ ପ୍ରସ୍ତୁତି, ଲଜିଷ୍ଟିକ୍‌ ପାର୍କ, ସଫ୍ଟଓ୍ବେର ପ୍ରସ୍ତୁତି ଓ ଡିଜିଟାଲ୍‌ ମାର୍କେଟିଂ, ଖେଳ ସାମଗ୍ରୀ ଉତ୍ପାଦନ, କାର୍ବନ ବ୍ଲକ୍‌ ଉତ୍ପାଦନ, ପିଭିସି ଏବଂ ଏଚ୍‌ଡିପିଇ ପାଇପ୍‌ ନିର୍ମାଣ, ଘରୋଇ ସରଞ୍ଜାମ ପ୍ରସ୍ତୁତି ଏବଂ ଡାଟା ସେଣ୍ଟର ଆଦି ୧୩ଟି…

୯ମ ଦିନରେ ଆମରଣ ଅନଶନ: ଅସୁସ୍ଥ ହୋଇପଡ଼ିବା ଯୋଗୁ ୨ କାଉନସିଲର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଦେବଗଡ଼,୨।୮(ଡି.ଏନ୍‌.ଏ.) : ଦେବଗଡ଼ ପୌର ପରିଷଦ ମହାଦୁର୍ନୀତିର ତଦନ୍ତ ସହ ୧୫ ଦଫା ଦାବି ନେଇ ପୌର ପରିଷଦର ୭ କାଉନସିଲରଙ୍କ ଆମରଣ ଅନଶନ ମଙ୍ଗଳବାର ୯ମ ଦିନରେ ପହଞ୍ଚିଛି। ହେଲେ ଏଯାବତ ଏହାର କୌଣସି ସମାଧାନ ହୋଇ ପାରିନାହିଁ। ଜିଲା…

୭ରୁ ଜେଇଇ ଆଡ୍‌ଭାନ୍ସଡ ଆବେଦନ, ସେପ୍ଟମ୍ବର ୧୧ରେ ରେଜଲ୍ଟ

ଭୁବନେଶ୍ୱର, ୨।୮(ବ୍ୟୁରୋ) – ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଜେଇଇ(ଆଡ୍‌ଭାନ୍ସଡ) ୨୦୨୨ ଚଳିତ ମାସ ୨୮ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଆସନ୍ତା ୭ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ୭ ତାରିଖ ପୂର୍ବାହ୍ନ ୧୦ଟାରୁ ୧୧ ତାରିଖ ଅପରାହ୍ନ…

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: ୩ୟ ସ୍ଥାନରେ ମନ୍ଧାନା

ଦୁବାଇ, ୨ା୮: ଭାରତର ଷ୍ଟାର ଓପନର ସ୍ମୃତି ମନ୍ଧାନା ଆଇସିସି ଟି୨୦ ମହିଳା ବ୍ୟାଟର ର଼୍ୟାଙ୍କିଙ୍ଗ ତାଲିକାରେ ତାଙ୍କ କ୍ୟାରିୟର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ ୩ୟ ସ୍ଥାନକୁ ଫେରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପାକିସ୍ତାନ ବିପକ୍ଷରେ ଅପରାଜିତ ଅର୍ଦ୍ଧଶତକ ପରେ ଏହି ଉପଲବ୍ଧି ହାସଲ…

ପ୍ରହଲ୍ଲାଦ ମୀନା ହେଲେ ବୌଦ୍ଧ ଏସ୍‌ପି, ପ୍ରମୋଦ ରଥ ଦେବଗଡ଼ ଏସ୍‌ପି

ଭୁବନେଶ୍ୱର,୨ା୮(ବ୍ୟୁରୋ)-ରାଜ୍ୟ ସରକାର ଆଇପିଏସ୍‌ ଏବଂ ବରିଷ୍ଠ ଓପିଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୨୦୧୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ପ୍ରହଲ୍ଲାଦ ସହାଏ ମୀନାଙ୍କୁ ବୌଦ୍ଧ…

ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି: ଖେଳିବେନି ଜାଡେଜା

ସେଣ୍ଟ କିଟ୍ସ,୨।୮: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ମଙ୍ଗଳବାର ତୃତୀୟ ଟି୨୦ ମୁକାବିଲା ଖେଳାଯାଉଛି। ଏଥିରେ ଭାରତ ପ୍ରଥମେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ନେଇଛି। ଉଭୟ ଦଳ ଚୂଡାନ୍ତ ଏକାଦଶରେ ଗୋଟିଏ ଗୋଟିଏ ପରିବର୍ତ୍ତନ କରିଛି। ମ୍ୟାଚ୍‌ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri