Home Left

‘ବଜ୍ରପାତ, ସାପକାମୁଡ଼ା, ଅଗ୍ନିକାଣ୍ଡ ମୃତ୍ୟୁ ସମସ୍ୟା ଓଡ଼ିଶାକୁ ଆହ୍ବାନ’

ଭୁବନେଶ୍ୱର, ୧୪ା୬(ବ୍ୟୁରୋ): ଆଉ ପୂର୍ବଭଳି ଋତୁ ଅନୁଯାୟୀ ସଂଘଟିତ ନ ହୋଇ ବର୍ଷର ଯେକୌଣସି ସମୟରେ ବାତ୍ୟା ଭଳି ପରିସ୍ଥିତି ଉପୁଜୁଛି । ଏଥିସହ ବଜ୍ରପାତ, ସାପକାମୁଡ଼ା, ଅଗ୍ନିକାଣ୍ଡ ଓ ପାଣିରେ ବୁଡ଼ି ମୃତ୍ୟୁ ଭଳି ସମସ୍ୟା ଆମ ପାଇଁ ଆହ୍ବାନ…

ବସ୍‌ରେ ଲାଇବ୍ରେରି

ଭୁବନେଶ୍ୱର, ୧୪।୬(ବ୍ୟୁରୋ): ବସ୍‌ରେ ହୋଇଛି ଲାଇବ୍ରେରି। କଲେଜ ପିଲାଙ୍କ ଯାତାୟତ ପାଇଁ ବ୍ୟବହାର କରାଯାଉଥିବା ପୁରୁଣା ବସ୍‌କୁ ଲାଇବ୍ରେରିର ରୂପ ଦିଆଯାଇଛି। ଏହାର ଭିତର ଏବଂ ବାହାର ପାର୍ଶ୍ୱରେ ବିଭିନ୍ନ ଚିତ୍ର ଅଙ୍କାଯାଇ ପୁସ୍ତକ ପଠନ ପ୍ରତି ଆଗ୍ରହ ସୃଷ୍ଟି କରିବାର…

ଶିକ୍ଷା ହିଁ ଜୀବନରେ ବଡ଼ ପରିବର୍ତ୍ତନ ଆଣେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭିଡିଓ କନଫରେନ୍ସ ଜରିଆରେ ବାଲେଶ୍ବର ଜିଲା ରେମୁଣାସ୍ଥିତ ଅରମଳାଠାରେ ଇମାମୀ ଓ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସ (କିସ୍‌) ପକ୍ଷରୁ ନିର୍ମିତ ଏକ ବିଦ୍ୟାଳୟକୁ ଉଦ୍‌ଘାଟନ କରିଛନ୍ତି। ୧୨ ଏକର ଜମିରେ…

ସାତ ଦିନରେ ୧୫ ରାଜ୍ୟକୁ ବ୍ୟାପିଲାଣି କରୋନା

ନୂଆଦିଲ୍ଲୀ,୧୪ ।୬: ଗୋଟିଏ ପଟେ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିପକାଉଥିବା ବେଳେ ଅନ୍ୟପଟେ କରୋନାର ଦ୍ରୁତ ସଂକ୍ରମଣକୁ ନେଇ ପୁଣିଥରେ ଲୋକଙ୍କ ମନରେ ଛନକା ପସିଲାଣି । ପ୍ରାୟ ଏକ ସପ୍ତାହ ବା ୭ ଦିନ…

‘ଅନ୍‌ଲାଇନ ବେଟିଂ ବିଜ୍ଞାପନରୁ ଦୂରେଇ ରୁହ’

ନୂଆଦିଲ୍ଲୀ,୧୪।୬: ବେଟିଂ ଓ ଜୁଆ ଦେଶର ଅଧିକାଂଶ ଅଞ୍ଚଳରେ ବେଆଇନ ହୋଇଥିବାବେଳେ ଏହା ଗ୍ରାହକଙ୍କର ଗୁରୁତର ସାମାଜିକ ଓ ଆର୍ଥତ୍କ କ୍ଷତି ଘଟାଇଥାଏ। ବିଶେଷ କରି ଯୁବପିଢ଼ି ଓ ପିଲାମାନେ ଏଭଳି ଅନ୍‌ଲାଇନ ଗେମ୍‌ ବିଜ୍ଞାପନ ଦ୍ୱାରା ଅଧିକ ପ୍ରଭାବିତ ହେଉଛନ୍ତି।…

ପାଳନ ହେଉନି ସର୍କୁଲାର

ଭୁବନେଶ୍ୱର, ୧୪।୬(ବ୍ୟୁରୋ): ଆଠଗଡ଼ ବନଖଣ୍ଡର ବଡ଼ମ୍ବା ରେଞ୍ଜରେ ମାଟି ତଳୁ ଦୁଇଟି ହାତୀ କଙ୍କାଳ ଜବତ ହୋଇଥିଲା। ଏହି ଦୁଇଟି ହାତୀ କଙ୍କାଳକୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଗତ ୨ ଓ ୩ ତାରିଖରେ ଜେସିବି ଦ୍ୱାରା ଖୋଳି ବାହାର କରିଥିଲା। ଏହି…

ଦେଶ ଛାଡ଼ିପାରନ୍ତି ୮ ହଜାର ଅତି ଧନୀ

ନୂଆଦିଲ୍ଲୀ,୧୪।୬: ଚଳିତ ବର୍ଷ ଭାରତରୁ ପ୍ରାୟ ୮,୦୦୦ ଅତି ଧନୀ ଅନ୍ୟ ଦେଶକୁ ପଳାଇଯାଇପାରନ୍ତି ବୋଲି ଏକ ନୂଆ ଅଧ୍ୟୟନରେ କୁହାଯାଇଛି। ଭାରତରେ କଠୋର ଟିକସ ନିୟମାବଳୀ ଏବଂ ରିପୋର୍ଟିଂ ଆବଶ୍ୟକତା ସହ ଦୃଢ଼ ପାସ୍‌ପୋର୍ଟ ନିୟମ ଦେଶାନ୍ତର ଗମନର ମୁଖ୍ୟ…

ଇସ୍ତଫା ଦେଲେ ସିଇବି ମୁଖ୍ୟ

କଲମ୍ବୋ, ୧୪ା୬: ଶ୍ରୀଲଙ୍କାରେ ଏକ ବିଦ୍ୟୁତ୍‌ ପ୍ରକଳ୍ପ ପ୍ରତିଷ୍ଠା ଦାୟିତ୍ୱ ଆଦାନୀ ଗ୍ରୁପ୍‌କୁ ଦେବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାପ ପକାଇଥିଲେ ବୋଲି ସେଠାକାର ବିଦ୍ୟୁତ୍‌ କର୍ତ୍ତୃପକ୍ଷ ମୁଖ୍ୟ ଏମ୍‌. ଏମ୍‌. ସି. ଫର୍ଡିନାଣ୍ଡୋ ଅଭିଯୋଗ ଆଣିବା ପରେ…

ଏହି କାରଣରୁ ରାଧିକାଙ୍କୁ କରାଯାଉଥିଲା ବାରମ୍ବାର ରିଜେକ୍ଟ

ମୁମ୍ବାଇ:ଜଣେ ନାୟିକାର ଶାରୀରିକ ଗଠନ ଆକର୍ଷଣୀୟ ହେବା ଦରକାର। ସୁନ୍ଦର ଶରୀର ଥିବା ନାୟିକାଙ୍କୁ ଦର୍ଶକ ସ୍କ୍ରିନ୍‌ରେ ଦେଖିବାକୁ ଭଲପାଆନ୍ତି ବୋଲି ଏକ ଭୁଲ୍‌ ଧାରଣା ଲୋକଙ୍କ ମଧ୍ୟରେ ରହିଥିବା ଅଭିନେତ୍ରୀ ରାଧିକା ଆପତେ କହିଛନ୍ତି। ତେବେ ନିଜର ଦୁର୍ବଳ ଶରୀର…

ସିଦ୍ଧାନ୍ତ କପୁରଙ୍କୁ ମିଳିଲା ବେଲ୍‌

ମୁମ୍ବାଇ,୧୪ ।୬: ବଲିଉଡ ଅଭିନେତା ଶକ୍ତି କପୁରଙ୍କ ପୁଅ ସିଦ୍ଧାନ୍ତ କପୁରଙ୍କୁ ଡ୍ରଗ୍ସ ମାମଲାରେ ବେଙ୍ଗାଲୁରୁରୁ ଗିରଫ କରାଯାଇଥିଲା । ରବିବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁର ଏକ ହୋଟେଲରେ ପାର୍ଟି ଚାଲିଥିବା ସମୟରେ ପୋଲିସ ରେଡ କରିଥିଲା । ସେହିଠାରୁ ହିଁ…

ଶ୍ରୀନଗର ଏନକାଉଣ୍ଟର: ଲସ୍କରର ୨ ଆତଙ୍କବାଦୀ ନିହତ, ଚଳିତ ବର୍ଷ ୧୦୦ ଆତଙ୍କବାଦୀ ସଫା

ଜମ୍ମୁ,୧୪ ।୬: ଶ୍ରୀନଗର ସହରରେ ଲଗାତାର ଦ୍ୱିତିୟ ଦିନ ଅର୍ଥାତ୍ ସୋମବାର ସୁରକ୍ଷାର୍କମୀଙ୍କ ସହ ହୋଇଥିବା ମୁହାଁମୁହିଁରେ ଲସ୍କର-ଏ-ତୋଏବାର ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ଜଣେ ପାକିସ୍ତାନ ଆତଙ୍କବାଦୀ ବୋଲି ଜଣାପଡିଛି । ଏହି…

ଜ୍ୱାଇଁଙ୍କ ଛୁରା ମାଡ଼ରେ ଶ୍ୱଶୁର ଗୁରୁତର

ହିଞ୍ଜିଳିକାଟୁ,୧୩ା୬(ଡି.ଏନ୍‌.ଏ)-ହିଞ୍ଜିଳି ଥାନା ଗଣ୍ଡଳାରେ ସୋମବାର ଜ୍ୱାଇଁଙ୍କ ଛୁରା ମାଡ଼ରେ ଶ୍ୱଶୁର ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଆହତ ଶ୍ୱଶୁର ହେଲେ କଙ୍କୋରଡ଼ା ଗ୍ରାମର ସୀମାଞ୍ଚଳ ଦାସ। ସୀମାଞ୍ଚଳଙ୍କ ଝିଅ ହିଞ୍ଜିଳି ଥାନା ଗଣ୍ଡଳା ଗ୍ରାମ ଟୁକୁନା ନାୟକଙ୍କୁ ବିବାହ କରିଥିଲେ। ଜ୍ୱାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri