Home Left

ଗର୍ଭ ଗୃହରେ ଖସିଲା ଦେଢ଼ କିଲୋର ପ୍ଲାଷ୍ଟର

ପୁରୀ ଅଫିସ,୩।୮: ଶ୍ରୀମନ୍ଦିର ଗର୍ଭ ଗୃହରେ ପ୍ରାୟ ଦେଢ଼ କିଲୋ ଓଜନର କେମିକାଲ ପ୍ଲାଷ୍ଟର ଖସିଥିବା ଜଣାପଡ଼ିଛି। ପ୍ଲାଷ୍ଟରଟିକୁ ବଳଭଦ୍ରଙ୍କ ପଛପଟ ପରିକ୍ରମାରୁ ଠାବ କରାଯାଇଛି। ତେବେ ଏଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଆଘାତ ଲାଗି ନାହିଁ। ମଙ୍ଗଳବାର ପଥରଟିକୁ ଠାବ କରିବା…

କର୍ନାଟକରେ ଭୂସ୍ଖଳନ, ୬ ଜଣଙ୍କ ମୃତ୍ୟୁ…

ବେଙ୍ଗାଲୁରୁ, ୩।୮ : କର୍ନାଟକର ଉତ୍ତର କନ୍ନଡ ଏବଂ ଦକ୍ଷିଣ କନ୍ନଡ ଜିଲାରେ ଭୂସ୍ଖଳନରେ ଦୁଇ ଭଉଣୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ ଏହି ସୂଚନା ଦେଇଛି। ପୋଲିି କହିଛିଯେ ମୃତକଙ୍କ ମଧ୍ୟରେ ଉଭୟ ଭଉଣୀଙ୍କ ମୃତଦେହ ପରସ୍ପରର…

ଭୁବନେଶ୍ୱର-ଜୟପୁରକୁ ପରୀକ୍ଷାମୂଳକ ବିମାନ ଉଡାଣ

ଭୁବନେଶ୍ୱର,୩।୮(ବ୍ୟୁରୋ): ଭୁବନେଶ୍ୱରରୁ କୋରାପୁଟର ଜୟପୁରକୁ ବୁଧବାର ପରୀକ୍ଷାମୂଳକ ବିମାନ ଉଡାଣ କରାଯାଇଛି। ଇଣ୍ଡିଆ ଏୟାର ଓ୍ବାନ୍‌ ବିମାନଟି ବିନା ଯାତ୍ରୀରେ କେବଳ ବିମାନ କର୍ମଚାରୀଙ୍କୁ ନେଇ ଉଡିଥିବା ଜଣାପଡ଼ିଛି। ଦିନ ୧୦.୩୫ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଛାଡିଥିଲା। ତେବେ…

ମହିଳାଙ୍କ ଉପରେ ସିରିଞ୍ଜ୍‌ ଆକ୍ରମଣ, ସତର୍କ ସୂଚନା ଜାରି…

ବାର୍ସିଲୋନା, ୩।୮ : ସ୍ପେନରେ, ସମ୍ପ୍ରତିି ମହିଳାଙ୍କ ଉପରେ ସିରିଞ୍ଜ୍‌ ଆକ୍ରମଣ ବୃଦ୍ଧି ପାଇଛି। ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏହି ପ୍ରକାର ଆକ୍ରମଣ ପ୍ରାୟତଃ ଜନଗହଳିପୂର୍ଣ୍ଣ ସ୍ଥାନରେ ଘଟୁଛି। ବ୍ରିଟେନ ଏବଂ ଫ୍ରାନ୍ସରେ ମଧ୍ୟ ଏଭଳି ଘଟଣା ଘଟିଛି।…

ପୁଣି ଡରାଇଲାଣି କରୋନା: ରାଜ୍ୟରେ ୯୨୦ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୩।୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ୯୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର ୧୬୬ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟରୁ ୫୩୮ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୩୮୨…

ରାଜ୍ୟରେ ୫ରୁ ବଢିବ ବର୍ଷା

ଭୁବନେଶ୍ୱର,୩।୮(ବ୍ୟୁରୋ): ଦକ୍ଷିଣ ମୁହାଁ ମୌସୁମୀ ନିମ୍ନ ଚାପ ରେଖା, ହିମାଳୟ ପାଦ ଦେଶରୁ ସ୍ବାଭାବିକ ଅବସ୍ଥାନକୁ ଫେରୁଛି ମୌସୁମୀ। ୫ ତାରିଖ ବେଳକୁ ରାଜ୍ୟରେ ବର୍ଷାର ପରିମାଣ ବଢିବ। ଏହାର ପ୍ରଭାବରେ ୧୦ ଜିଲାରେ ପ୍ରବଳ ବର୍ଷା ହେବ। ଏ ନେଇ…

୮ ଶ୍ରେଣୀକୁ ଦୁଇ ଶିକ୍ଷକ

ଲାଠୋର,୩।୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଝର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ରହିଛି ା ଆଠଟି ଶ୍ରେଣୀ ପାଇଁ ଦୁଇଜଣ ଶିକ୍ଷକ ଅଛନ୍ତି ା ଏହାସତ୍ତ୍ୱେ ସେଠାରେ କାର୍ଯ୍ୟରତ ଶିକ୍ଷକଙ୍କୁ ଶିକ୍ଷା ବିଭାଗ ସାଧନ କେନ୍ଦ୍ର ସଂଯୋଜକ…

୫ କି.ମି. କାଦୁଅ ରାସ୍ତାରେ ଖଟିଆରେ ବୁହା ହେଲେ ରୋଗୀ

ଚନ୍ଦାହାଣ୍ଡି, ୩।୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ ରୋଗୀ ଯନ୍ତ୍ରଣାର କରୁଣ ଚିତ୍ର ସାମନାକୁ ଆସିଛି । ଜଣେ ରୋଗୀଙ୍କୁ ୫ କିମି କାଦୁଅ ରାସ୍ତାରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହିଛନ୍ତି ପରିବାର ଲୋକେ। ଚନ୍ଦାହାଣ୍ଡିରେ ବାରମ୍ବାର ଏଭଳି ଘଟଣା ସାମ୍ନାକୁ…

ଅମିରଙ୍କୁ ସମର୍ଥନ କଲେ ମିଲିନ୍ଦ ସୋମାନ

ଅମିର ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଲାଲ୍‌ ସିଂ ଚଡ୍ଡା’ ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବ। ହେଲେ ରିଲିଜ୍‌ ହେବାର କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଫିଲ୍ମକୁ ବୟକଟ କରିବାକୁ ଦାବି ଜୋର ଧରିଥିଲା। ଏହାକୁ ନେଇ ଅଭିନେତାଙ୍କୁ…

ଘରକୁ ଘର ବୁଲି ଭୋଟର କାର୍ଡ ସହ ଆଧାର ଲିଙ୍କ୍‌ କରିବେ ବିଏଲ୍‌ଓ

ଗୁଣପୁର,୩।୮(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳଙ୍କ ସଦ୍‌ଭାବନା ଗୃହରେ ଭୋଟର ପରିଚୟ ପତ୍ର ସହ ଆଧାର ଲିଙ୍କ୍‌କୁ ନେଇ ଏକ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ଉପଜିଲାପାଳ ତଥା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଲୋକନାଥ ଦଳବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ…

ଝାଡ଼ାବାନ୍ତି ବ୍ୟାପିବାବେଳେ ନଈ ନାଳ ପାଣି ପିଉଛନ୍ତି ଲୋକେ

ରାୟଗଡା ଅଫିସ, ୩।୮: ଏବେ ରାୟଗଡ଼ାରେ ବ୍ୟାପୁଛି ଝାଡ଼ାବାନ୍ତି। ଅସ୍ବାସ୍ଥ୍ୟକର ପରିବେଶ ଓ ଅପରିସ୍କାର ପାଣି ପିଇବା ଦ୍ୱାରା ଏହା ବ୍ୟାପୁଛି। ଏହା ମଧ୍ୟରେ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦରରେ ସପ୍ତାହେ ହେବ ଲୋକଙ୍କୁ ପାଇପ୍‌ ପାଣି ମିଳୁନି। ଫଳରେ…

ତୃତୀୟ ଟି୨୦ରେ ଭାରତ ବିଜୟୀ

ବାସେଟେରେ, ୩ା୮: ଉଭୟ ବୋଲିଂ ଓ ବ୍ୟାଟିଂରେ ପ୍ରଭାବୀ ପ୍ରଦର୍ଶନ କରି ଭାରତ ମଙ୍ଗଳବାର ଅନୁଷ୍ଠିତ ତୃତୀୟ ଟି୨୦ କ୍ରିକେଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ୭ ଉଇକେଟରେ ପରାସ୍ତ କରିଛି। ଓ୍ବେଷ୍ଟଇଣ୍ଡିଜ ୨୦ ଓଭରରେ ୫ ଉଇକେଟ ହରାଇ ୧୬୪ ରନ କରିଥିବାବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri