Home Left

ରେଳଧାରଣାରୁ ମୃତଦେହ ଜବତ: ଟ୍ରେନରୁ ଖସି ପଡ଼ିଥିବା ସନ୍ଦେହ

ବ୍ରହ୍ମପୁର ଅଫିସ,୭।୮: ବ୍ରହ୍ମପୁର ରେଳବାଇ ପୋଲିସ ହଳଦିଆପଦର ଓଭରବ୍ରିଜ ଦେଇ ଯାଇଥିବା ରେଳଧାରଣାରୁ ରବିବାର ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ହେଲେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ଯୁବକଙ୍କ ବୟସ ୩୫ ମଧ୍ୟରେ ହେବ ବୋଲି ପୋଲିସ ଅନୁମାନ କରୁଛି।…

ଶର୍ଟ ଡ୍ରେସ୍‌ ପିନ୍ଧି ଟ୍ରୋଲ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଫିଲ୍ମ ନିର୍ମାତା କରଣ ଜୋହର ତାଙ୍କ ଘରେ ‘ଯୁଗ୍‌ ଯୁଗ୍‌ ଜିଓ’ର ସଫଳତାକୁ ପ୍ରତିପାଦନ କରିବା ପାଇଁ ଏକ ପାର୍ଟିର ଆୟୋଜନ କରିଥିଲେ। ଏହି ସମୟରେ ପୂରା ଷ୍ଟାର କାଷ୍ଟ ଉତ୍ସବ ପାଳନ ପାଇଁ କରଣଙ୍କ ଘରେ ପହଞ୍ଚିଥିଲେ। ଏହି…

ସ୍ୱାଧିନତା ଦିବସ ପୂର୍ବରୁ ଏନଆଇଏକୁ ବଡ ସଫଳତା, ଦିଲ୍ଲୀର ବାଟଲା ହାଉସରୁ ଆଇଏସ୍‌ର ସକ୍ରିୟ ସଦସ୍ୟ ଗିରଫ

ନୂଆଦିଲ୍ଲୀ,୭ ।୮: ସ୍ୱାଧିନତା ଦିବସ ପୂର୍ବରୁ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନଆଇଏ)କୁ ବଡ ସଫଳତା ମିଳିଛି । ରାଜଧାନୀ ଦିଲ୍ଲୀର ବାଟଲା ହାଉସରୁ ଆତଙ୍କବାଦୀ ସଙ୍ଗଠନ ଆଇଏସ ସହ ଜଡିତ ଜଣେ ସନ୍ଦିଗ୍ଧ ସଦସ୍ୟଙ୍କୁ ଏନଆଇଏ ଗିରଫ କରିଛି । ଗିରଫ ସନ୍ଦିଗ୍ଧ…

ପ୍ରେମିକାଙ୍କୁ କାର୍‌ ଚଲାଇବାକୁ ଦେବା ପଡିଲା ମହଙ୍ଗା

ବିଳାଶପୁର,୭।୮: ଛତିଶଗଡର ବିଳାଶପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ କାର ଚଳାଇବାକୁ ଦେବା ମହଙ୍ଗା ପଡିଛି। ଯୁବତୀ ଜଣକ କାରଟିକୁ ଏକ ବାଇକ୍‌ ସହ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର…

ଦିଲ୍ଲୀ, ପଞ୍ଜାବ ଅପେକ୍ଷା ଗୁଜରାଟରେ ଅଧିକ ସୁବିଧା ଦେବାକୁ କଥା ଦେଲା ଏଏପି

ନୂଆଦିଲ୍ଲୀ,୭ ।୮: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ସଂଯୋଜକ ଅରବିନ୍ଦ କେଜରିୱାଲ ରବିବାର ବଡୋଦରା ପହଞ୍ଚିଛନ୍ତି । ସେଠାରେ ସେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ କେନ୍ଦ୍ରର…

ସୁସ୍ମିତାଙ୍କ ଫଟୋ ଦେଖି ଏମିତି କମେଣ୍ଟ୍‌ ଦେଲେ ପ୍ରେମିକ

ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ମିସ ୟୁନିଭର୍ସ ସୁସ୍ମିତା ସେନ ବିବାଦୀୟ ବ୍ୟବସାୟୀ ତଥା ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ଲଳିତ ମୋଦିଙ୍କୁ ଡେଟ କରୁଛନ୍ତି। ଯେବେଠୁ ଲଳିତ ମୋଦି ସୁସ୍ମିତାଙ୍କୁ ଡେଟ କରୁଥିବା ନେଇ ଖୁଲାସା କରିଛନ୍ତି ସେବେଠୁ ଦୁହେଁ ଚର୍ଚ୍ଚାର…

ଆଲୋକରେ ଝଲସିବ କପିଳାସ ପାଦଦେଶ

ଢେଙ୍କାନାଳ ଅଫିସ,୭ା୮: ରାଜ୍ୟ ତଥା ତେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବ ପୀଠ କପିଳାସ ବାରବାଙ୍କ ରାସ୍ତାରେ ରବିବାର ସ୍ଥାୟୀ ଆଲୋକୀକରଣ ବ୍ୟବସ୍ଥା ଉଦଘାଟିତ ହୋଇଛି । ମନ୍ଦିର ପଟରୁ କପିଳାସ ପାଦ ଦେଶ ପର୍ଯ୍ୟନ୍ତ ୫ କିଲୋମିଟର ବାରବାଙ୍କ ରାସ୍ତାର ୨…

ସତ ହେଉଛି ଶ୍ରୀଦେବୀଙ୍କ ଭବିଷ୍ୟବାଣୀ!

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଛି ଜାହ୍ନବୀ କପୁରଙ୍କ ଅଭିନୀତ ଫିଲ୍ମ ‘ଗୁଡ ଲକ ଜେରୀ’ । ଦର୍ଶକଙ୍କ ପକ୍ଷରୁ ଏହାକୁ ପଜିଟିଭ ରେସପନ୍ସ ମିଳୁଛି । ଏବେ ତାଙ୍କ ପ୍ରଶଂସକ ଜାହ୍ନବୀଙ୍କ ଅଭିନୀତ ଅପକମିଂ ଫିଲ୍ମକୁ ଅପେକ୍ଷା ରଖିଛନ୍ତି । ଏହାରି…

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପଞ୍ଚମ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଲଡରହିଲ,୭।୮:ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍‌ର ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଆଜି ଖେଳାଯିବ। ଏହି ମୁକାବିଲାରେ ବିଜୟଧାରା ଅବ୍ୟାହତ ରଖିବା ଲାଗି ପ୍ରୟାସ କରିବ ରୋହିତ ଶର୍ମାଙ୍କ ଦଳ। ଭାରତ ପୂର୍ବରୁ ସିରିଜ୍‌କୁ ୩-୧ରେ ଆଗୁଆ ରହିଛି।…

ଫ୍ରେଣ୍ଡଶିପ୍‌ ଡେ’

ଆଜି ଆମ ଦେଶରେ ପାଳନ ହେଉଛି ଫ୍ରେଣ୍ଡଶିପ୍‌ ଡେ’। ହେଲେ ଅନ୍ୟାନ୍ୟ ଦେଶରେ ଏହି ଦିବସ ଭିନ୍ନ ଭିନ୍ନ ତାରିଖରେ ପାଳନ କରାଯାଇଥାଏ। ଆସନ୍ତୁ ଜାଣିବା କେବେ କେଉଁଠି ପାଳନ ହୁଏ ଏହି ଦିବସ… ହଲ୍‌ମାର୍କ କାର୍ଡର ପ୍ରତିଷ୍ଠାତା ଜଏସ୍‌ ହଲ୍‌…

ପ୍ରିୟ ସାଙ୍ଗ ପାଇଁ ପଦେ…

ଯାହା ନିକଟରେ ମନର ସବୁ ଅକୁହା କଥା କହିହୁଏ, ଯିଏ ସୁଖ ଆଉ ଦୁଃଖରେ ସାଥିରେ ଥାଏ, ସିଏ ହେଉଛି ବନ୍ଧୁ । ଆଉ ଏହି ଅପୂର୍ବ ସମ୍ପର୍କକୁ ଆହୁରି ନିବିଡ଼ କରିବା ଲାଗି ବୋଧହୁଏ ଏହି ବନ୍ଧୁତ୍ୱ ଦିବସର ପରିକଳ୍ପନା।…

‘ହରହର ଶମ୍ଭୁ’ ଗାଇ ବିବାଦରେ ପଡ଼ିଥିବା ଫରମାନି ପୁଣି ଗାଇଲେ ‘ହରେ ହରେ କୃଷ୍ଣ’

ମୁମ୍ବାଇ: ଫରମାନି ନାଜଙ୍କୁ ଆଜି ଲୋକମାନେ ତାଙ୍କୁ କେବଳ ମୁଜାଫରନଗରରେ ନୁହେଁ ସାରା ଦେଶରେ ଜାଣିବା ଆରମ୍ଭ କରିଛନ୍ତି। ମୁଜାଫରନଗରର ରତନପୁରୀ ଅଞ୍ଚଳର ମହମ୍ମଦପୁର ମାଫି ଗାଁର ବାସିନ୍ଦା ଫରମାନି ନାଜ ‘ହର ହର ଶମ୍ଭୁ’ ଗୀତ ଗାଇ ବିବାଦରେ ଛନ୍ଦି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri