ଗାଡ଼ି ଅଟକାଇ ଆହତଙ୍କୁ ହସ୍ପିଟାଲ ନେଲେ ବ୍ଲକ ଅଧ୍ୟକ୍ଷ
ଆର. ଉଦୟଗିର,୮।୧୧(ଡି.ଏନ୍.ଏ): ମାନବିକତା ଦେଖାଇଲେ ଗଜପତି ଜିଲା ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର । ଜଣେ ଯୁବକ ଦୁର୍ଘଟଣାରେ ଆହତ ହୋଇ ରାସ୍ତାରେ ପଡ଼ି ଛଟପଟ ହେଉଥିଲେ। ଏହି ସମୟରେ ଅଧ୍ୟକ୍ଷ ଗାଡ଼ି ଅଟକାଇ ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ…
ଦୀର୍ଘ ୬ ବର୍ଷ ପରେ ଘରକୁ ଫେରିଲେ ନିଖୋଜ ପୁଅ
ଆନନ୍ଦପୁର,୮।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ୧୨ ନଂ ଓାର୍ଡ଼ ଶାଳପଡା ନୂଆ କଲୋନୀ ସାହିର ସୁରେଶ ସ୍ବାଇଁ ଓ ପ୍ରମିଳା ସ୍ବାଇଁଙ୍କ ନିଖୋଜ ପୁଅ ପିଣ୍ଟୁ ଗତ ୬ ବର୍ଷ ପରେ ଘରକୁ ଫେରିଛନ୍ତି। ସୂଚନାଯୋଗ୍ୟ, ଗତ ୪.୧୧.୨୦୧୬ରେ ପିଣ୍ଟୁ…
କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ: ଦୋଳିରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ
କଣ୍ଟାବାଞ୍ଜ,୮।୧୧(ଡି.ଏନ୍.ଏ.): କାର୍ତ୍ତିକ ପୂର୍ଣିମା ଉତ୍ସବ ଧୂମଧାମ୍ରେ ପାଳନ ହେଉଥିବା ବେଳେ ମୀନାବଜାର ଦୋଳିରୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଘଟଣ ଘଟିଛି ବଲାଙ୍ଗୀର ଜିଲା ତୁରକେଲାରେ। ମୃତକ ହେଲେ ତୁରକେଲା ଗାଁର ଦେବରାଜ ସାହୁ । ସୋମବାର ବିଳମ୍ବିତ…
ଅଲଗା ହେବେ ସାନିଆ-ଶୋଏବ!
ମୁମାଇ,୮।୧୧: ଟେନିସ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲ୍ଲିକ୍ଙ୍କ ସମ୍ପର୍କରେ ଫାଟ। ସାନିଆ ଏବଂ ଶୋଏବ ମଧ୍ୟରେ କିଛି ଠିକ୍ ଚାଲିନାହିଁ ।ଉଭୟ ଖୁବ୍ଶୀଘ୍ର ଛାଡପତ୍ର ନେବାକୁ ଯାଉଛନ୍ତି ବୋଲି ଶୁଣାଯାଉଛି। ହେଲେ ଏହାକୁ ନେଇ କୌଣସି…
ଏହି ୨ଜିଲାରେ ବନ୍ଦ ରହିବ ସମସ୍ତ ପ୍ରାଇମେରୀ ସ୍କୁଲ
ଶ୍ରୀନଗର,୮।୧୧: ଜମ୍ମୁ-କଶ୍ମୀରରେ ଖରାପ ପାଗକୁ ଦୃଷ୍ଟିରେ ରଖି ୨ଟି ଜିଲାର ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜମ୍ମୁ-କଶ୍ମୀରର ରାମବାନ ଏବଂ କିଶ୍ତଓ୍ବାଡା ଜିଲାରେ ବର୍ତ୍ତମାନ ପାଗ ଖରାପ ରହିଛି। ଫଳରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରାଥମିକ ଓ ମଧ୍ୟମ ବିଦ୍ୟାଳୟକୁ…
ତୈଳିକ ବୈଶ୍ୟ ସମାଜର ବୋଇତ ବନ୍ଦାଣ
ଛତ୍ରପୁର,୮।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରଠାରେ ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ଏବଂ ସାଧବ ପୁଅଙ୍କ ବୋଇତ ଯାତ୍ରାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣମା ଅବସରରେ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି…
ଗାଁ ବୁଡ଼ିଗଲେ ଚାକିରି ଯିବ
ବଲାଙ୍ଗୀର ଅଫିସ, ୭ା୧୧: ବଲାଙ୍ଗୀର ଜିଲାରେ ଲୋୟର ସୁକ୍ତେଲ ବୃହତ୍ ଜଳସେଚନ ପ୍ରକଳ୍ପ ନିର୍ମାଣ କାମ ଜୋରସୋରରେ ଚାଲିଛି। ଏହି ପ୍ରକଳ୍ପରେ ୨୯ଟି ଗାଁ ପ୍ରଭାବିତ ହେବ। ସେଥିରୁ କେତେକ ଗାଁ ସମ୍ପୂର୍ଣ୍ଣ ଜଳମଗ୍ନ ହେବ ଏବଂ କିଛି ଗାଁ ଆଂଶିକ…
ଫିଲ୍ମ ରିଲିଜ ପୂର୍ବରୁ ହାତଯୋଡି ଅପିଲ କଲେ ବିଗ ବି!
ମୁମ୍ବାଇ: ମଲ୍ଟି ଷ୍ଟାରର ଫିଲ୍ମ ‘ଉଁଚାଇ’ ୧୧ ନଭେମ୍ବର ୨୦୨୨ରେ ରିଲିଜ୍ ହେବାକୁ ଯାଉଛି । ଏଥିରେ ଅମିତାଭ ବଚ୍ଚନ, ବୋମନ ଇରାନୀ, ଅନୁପମ ଖେର, ଡ୍ୟାନି ଡେନଜୋଂଗପା, ପରିଣିତି ଚୋପ୍ରା, ସାରିକା ଓ ନିନା ଗୁପ୍ତା ଲିଡ ରୋଲରେ ଦେଖିବାକୁ…
ଚନ୍ଦ୍ରଗ୍ରହଣରେ ଖାଦ୍ୟ ଖାଇବାକୁ ନେଇ ମାରପିଟ୍
ଭୁବନେଶ୍ୱର,୮।୧୧(ବ୍ୟୁରୋ): ଚନ୍ଦ୍ରଗ୍ରହଣରେ ଖାଦ୍ୟ ଖାଇବାକୁ ନେଇ ଭୁବନେଶ୍ୱରରେ ମଙ୍ଗଳବାର ହେତୁବାଦୀ-ଈଶ୍ୱରବାଦୀ ପରସ୍ପର ମୁହାଁମୁହିଁ ହୋଇଛନ୍ତି। ଲୋହିୟା ଏକାଡେମୀରେ ହେତୁବାଦୀଙ୍କ ପକ୍ଷରୁ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିବା ବେଳେ ଈଶ୍ୱରବାଦୀମାନେ ସେଠାରେ ପହଞ୍ଚି ପ୍ରତିବାଦ କରିଥିଲେ। ଏପରିକି ଉଭୟଙ୍କ ମଧ୍ୟରେ ମାରପିଟ୍…
କଳାକାରଙ୍କ ଅଡିଶନ ଆରମ୍ଭ
ବରଗଡ଼ ଅଫିସ୍,୮।୧୧: ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୭ରୁ ଆରମ୍ଭ ହେବ। ଅନ୍ୟବର୍ଷ ଅପେକ୍ଷା ଏଥର ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କମିଟି ନିଷ୍ପତ୍ତି ନେଇଛି। ଏହି କ୍ରମରେ ଚଳିତବର୍ଷ ଧନୁଯାତ୍ରା କଳାକାର ଚୟନ…
ଇମ୍ରାନଙ୍କୁ ଆକ୍ରମଣ କରିବାର ୫ଦିନ ପରେ ଏଫ୍ଆଇଆର୍ ରୁଜୁ: ପାକିସ୍ତାନ ପ୍ରଧାନମନ୍ତ୍ରୀ, ସେନା ଜେନେରାଲଙ୍କ ନାମ ନାହିଁ
ଇସ୍ଲାମାବାଦ,୮।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଉପରେ ହୋଇଥିବା ଆକ୍ରମଣ ସଂପର୍କରେ ପାକିସ୍ତାନର ପଞ୍ଜାବ ପ୍ରଦେଶର ପୋଲିସ ଶେଷରେ ଏଫ୍ଆଇଆର୍ ରୁଜୁ କରିଛି। ସୋମବାର ସୁପ୍ରିମକୋର୍ଟ ୨୪ଘଣ୍ଟା ମଧ୍ୟରେ ଏହି ମାମଲାରେ ଏଫ୍ଆଇଆର୍ ରୁଜୁ କରିବାକୁ ପ୍ରାଦେଶିକ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।…
୧୭ରୁ ଆଞ୍ଚଳିକ କଳିଙ୍ଗ ହର୍ବାଲ୍ ମେଳା
ରାଉରକେଲା ଅଫିସ,୮ା୧୧: ଆସନ୍ତା ୧୭ ତାରିଖରୁ ସେକ୍ଟର-୫ ସ୍ଥିତ ଭଞ୍ଜଭବନ ପଡିଆରେ ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା ଅନୁଷ୍ଠିତ ହେବ। ଏହି ମେଳା ରାଉରକେଲା ବନଖଣ୍ଡ ଓ ରାଜ୍ୟ ଔଷଧୀୟ ବୃକ୍ଷ ପରିଷଦ ପକ୍ଷରୁ ମିଳିତ ଭାବେ ଆୟୋଜିତ ହେବ ବୋଲି…

